ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

୨୦୨୪ ଅକ୍ଟୋବର ପୂର୍ବରୁ ସରିବ ତାଳଚେର ସାର କାରଖାନା କାମ, ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଶନିବାର ଦିନ ତାଳଚେର ସାର କାରଖାନା ପରିଦର୍ଶନ କରିବା ସହ ପ୍ଲାଣ୍ଟ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭୀୟ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଚାରି ମୃତ, ବନ ବିଭାଗ କର୍ତ୍ତୃପକ୍ଷଙ୍କ ଦେଖା ନାହିଁ

ବଅଁରପାଳ: ଅନୁଗୁଳ ଜିଲ୍ଲା ଅନୁଗୁଳ ବ୍ଲକ ଅନ୍ତର୍ଗତ ଛେଳିଆପଡ଼ା, ବାରସିଙ୍ଗା, ଅଙ୍ଗାରବନ୍ଧ ଗ୍ରାମରେ ହାତୀ ଆକ୍ରମଣରେ ଆଜି ଭୋର ସମୟରେ  ତିନି ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଆଜି ପାହାନ୍ତା ସମୟରେ ଛେଳିଆପଡ଼ା ଗ୍ରାମର ସୁବାସ ବିଶ୍ଵାଳ (୬୦) ଗ୍ରାମ ନିକଟସ୍ଥ ପୁଲିସ ବ୍ୟାରେକ ପାଖ…
ଅଧିକ ଖବର ଦେଖନ୍ତୁ...

ବହୁମୁଖୀ ନଦୀବନ୍ଧ ପ୍ରକଳ୍ପର ଶ୍ରମିକଙ୍କ ଦୁଃଖ: ବୋହୁଛନ୍ତି ପାଣି, ଜାଳୁଛନ୍ତି ଡିବିରି

କଣିହାଁ, (ଭୂପେନ ଗଡ଼ନାୟକ): ସେମାନଙ୍କ ଶ୍ରମରେ ଛିଡ଼ାହେଲା ନଦୀବନ୍ଧ। ସ୍ଥାପିତ ହେଲା ବହୁମୁଖୀ ପ୍ରକଳ୍ପ। ଏଠାରୁ ଉତ୍ପାଦିତ ବିଦ୍ୟୁତ୍‌ରେ ବିଭିନ୍ନ ଅଞ୍ଚଳ ଆଲୋକିତ। ‌ହେଲେ, ସେମାନେ ଏବେ ବି ଡିବିରି ଆଲୁଅ ଭରସାରେ। ସମସ୍ତଙ୍କ ଲାଗି ନିର୍ମାଣ ହେଉଛି ପକ୍କା ରାସ୍ତା, ହେଲେ ଏହି…
ଅଧିକ ଖବର ଦେଖନ୍ତୁ...

ଅଭୟାରଣ୍ୟରେ ୩୫୮କୋଟିର ଜଳ ପ୍ରକଳ୍ପ

ଅନୁଗୁଳ : ସାତଦିନ ତଳେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ପାନୀୟ ଜଳ ପ୍ରକଳ୍ପ ପାଇଁ ମହାନଦୀର ଯେଉଁ ଅଞ୍ଚଳରୁ ପାଣି ଟାଣିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି, ତାହା ବ୍ୟାଘ୍ର ପ୍ରକଳ୍ପର କୋର୍‌ ଏରିଆ ଏବଂ ଅଭୟାରଣ୍ୟ ଭିତରେ ଯାଉଛି। ଅଭୟାରଣ୍ୟ ଭିତରୁ ପାଣି ନେବା ଉପରେ…
ଅଧିକ ଖବର ଦେଖନ୍ତୁ...

୧୦ ବର୍ଷ ବିତିଲା, ସରୁନି ଦ୍ବିତୀୟ ବ୍ରାହ୍ମଣୀ ସେତୁ: ଠିକାଦାରଙ୍କୁ ମେ’ ଯାଏ ସମୟ, ନଚେତ୍‌ ବିଦା

ଅନୁଗୁଳ : ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ସେତୁ ନିର୍ମାଣରେ ଅହେତୁକ ବିଳମ୍ବ। ମନ୍ଥର ଗତିରେ ଚାଲିଛି କାମ। ଗଡ଼ୁଛି ଡେଡ୍‌ଲାଇନ୍‌ ପରେ ଡେଡ୍‌ଲାଇନ୍‌। କିନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଶୁଭ ପଡ଼ିଥିବା ଏ ପ୍ରକଳ୍ପର କାମ ନିକଟ ଅତୀତରେ ଶେଷ ହେଲାଭଳି ଲାଗୁ ନାହିଁ। ଯାହାକୁ ନେଇ ବିଭାଗ ଅସନ୍ତୋଷ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ ବନଖଣ୍ଡ ବାଘ ମୃତ୍ୟୁ ଘଟଣା: ମୁକୁଳାଇବାରେ ବିଳମ୍ବ ପାଇଁ ଚାଲିଗଲା ଜୀବନ!

ଅନୁଗୁଳ : ସକାଳ ୭ଟା ବେଳକୁ ଚାରିଆଡ଼େ ପ୍ରଘଟ ହୋଇସାରିଥିଲା। ଫାଶରେ ପଡ଼ିଛି ବାଘ। ଜୀବନ ବିକଳରେ ବାଘ କାଠ ସହ ବନ୍ଧା ହୋଇଥିବା ଫାଶକୁ ଟାଣି ନେଇ କିଛି ବାଟ ଜଙ୍ଗଲ ଆଡ଼କୁ ଯାଇଛି। ତତ୍‌କ୍ଷଣାତ୍‌ ସୂଚନା ପାଇ ବନ ବିଭାଗ କାଠରୁ ଫାଶକୁ ଟାଙ୍ଗିଆରେ ହାଣି କାଟି ଦେଇଥିଲା, କିନ୍ତୁ ପୂରା ଫାଶରୁ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ୨୦୨୨ରେ ମରିଛନ୍ତି ୧୦ ହାତୀ

ଅନୁଗୁଳ: ଗତବର୍ଷ ଅର୍ଥାତ୍‌ ୨୦୨୨ ମସିହ‌ାରେ ଅନୁଗୁଳ ଜିଲ୍ଲାରେ ୨୨ଟି ହାତୀ ମରିଛନ୍ତି। ଏଥିସହିତ, ପ୍ରାୟତଃ ଜିଲ୍ଲାର ୮ଟି ଯାକ ବ୍ଲକ୍‌ରେ ହାତୀର ଉପଦ୍ରବ ରହିଛି। ମୃତ୍ୟୁ ହୋଇଥିବା ୧୦ଟି ହାତୀ ମଧ୍ୟରୁ ୫ଟି ଦନ୍ତା ଓ ୩ଟି ମାଈ ଅଛନ୍ତି। ବାକି ଦୁଇଟି ହାତୀର କଙ୍କାଳ ଓ ଦାନ୍ତ ଜବତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍-ବାଇକ୍ ମୁହାଁମୁହିଁ: ଦୁଇ ଗାଡ଼ି ପୋଡ଼ି ପାଉଁଶ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମପଞ୍ଚାୟତର ଜୁରାଗାଡ଼ିଆର ଗ୍ରିଡ ସମ୍ମୁଖ ୫୫ନମ୍ବର ଜାତୀୟ ରାଜପଥରେ ବାଇକ ଓ ଟ୍ରକ୍ ମୁହାଁମୁହିଁ ହେବାରୁ ଦୁର୍ଘଟଣା ଘଟି ଗାଡ଼ି ଦୁଇଟି ପୋଡ଼ି ପାଉଁଶ ହୋଇଯାଇଛି। ଟ୍ରକ୍ ଡ୍ରାଇଭରଙ୍କ ସୂଚନା ଅନୁଯାୟୀ ଟ୍ରକ୍ ନମ୍ବର ଓଡି ୧୯…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷ ପାଳିବା ବେଳେ ଅଘଟଣ: ଡ୍ରେନରେ ଖସିପଡ଼ି ବୃଦ୍ଧଙ୍କ ମୃତ୍ୟୁ

ବନ୍ତଳା: ଅନୁଗୁଳ ବ୍ଲକ ପୋକତୁଙ୍ଗା ଗ୍ରାମରେ ନୂଆବର୍ଷ ପାଳନ ବେଳେ ଡ୍ରେନରେ ଖସିପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆଜି ତାଙ୍କ ମୃତଦେହ ଡ୍ରେନରେ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ଥାନା…
ଅଧିକ ଖବର ଦେଖନ୍ତୁ...

ବାର୍‌ହା ଫାଶରେ ପୁଣି ପଡିଲା ବାଘ; ଅନୁଗୁଳ ବନଖଣ୍ଡରୁ ହେଲା ଉଦ୍ଧାର, ପେଟରେ ହୋଇଛି ଘା

ଅନୁଗୁଳ: ଫାଶରେ ପୁଣି ପଡିଲା ବାଘ। ଦୀର୍ଘ ଘଣ୍ଟା କାଳ ମୃତ୍ୟୁ ସହ ସଂଗ୍ରାମ ପରେ ହେଲା ଉଦ୍ଧାର। ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ବଲଙ୍ଗ ପଂଚାୟତ ଅଞ୍ଚଳରେ ଆଜି ଏମିତି ଏକ ଘଟଣା ଘଟିଛି। ବାଘର ପେଟରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ତାକୁ ସାତକୋଶିଆ ଅଭୟାରଣ୍ୟ ରାଇଗୁଡା ସ୍ଥିତ ଏନକ୍ଲୋଜର…
ଅଧିକ ଖବର ଦେଖନ୍ତୁ...