ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ତାଳଚେରରେ ଘନ କୁହୁଡ଼ି, ଯାତାୟତ ବାଧାପ୍ରାପ୍ତ

ତାଳଚେର: ଆଜି ତାଳଚେରରେ ଘନ କୁହୁଡ଼ି ପରିଲକ୍ଷିତ ହେଉଛି। ଏହି ଘନ କୁହୁଡ଼ି ପାଇଁ ତାଳଚେର ଦେଇ ଯାଇଥିବା ଜାତୀୟ ରାଜପଥରେ ଟ୍ରକ ଚଳାଚଳ ସହିତ ଜନସାଧାରଣ ଯାତାୟତରେ ବାଧାପ୍ରାପ୍ତ ହୋଇଛି। ସାଧାରଣତଃ ତାଳଚେରରେ ଧୂଳିଧୂଆଁ ଯୋଗୁଁ ସାଧାରଣ ଜନଜୀବନଙ୍କୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଏହି…
ଅଧିକ ଖବର ଦେଖନ୍ତୁ...

ରେଙ୍ଗାଲି ମହୋତ୍ସବ ଆରମ୍ଭ

ରେଙ୍ଗାଲି : ରେଙ୍ଗାଲି ମହୋତ୍ସବ ପାଇଁ ଉତ୍ସାହିତ ହୋଇପଡ଼ିଛି ସମଗ୍ର ରେଙ୍ଗାଲି। ସ୍ୱାଧୀନ ଏକତା ସଂଗଠନ ଦ୍ୱାରା ଆୟୋଜିତ ରେଙ୍ଗାଲି ମହୋତ୍ସବ ଗୁରୁବାର ମିନି ମାରାଥନରୁ ଆରମ୍ଭ ହୋଇଯାଇଛି। ରାମଚନ୍ଦ୍ର ନଗରରୁ ରେଙ୍ଗାଲି ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ମିନି ମାରାଥନ…
ଅଧିକ ଖବର ଦେଖନ୍ତୁ...

ଫେଲ୍‌ ମାରୁଛି ଗଜବନ୍ଧୁ ଯୋଜନା: ବଢ଼ୁଛି ହାତୀ-ମଣିଷ ଲଢ଼େଇ

ଅନୁଗୁଳ : ହାତୀ-ମଣିଷ ଲଢ଼େଇ ବନ୍ଦ କରିବାକୁ ତିଆରି ହୋଇଛି ଅନେକ ଯୋଜନା। ହାତୀ ଜଙ୍ଗଲରୁ ଜନବସତିକୁ ପ୍ରବେଶ ନ କରିବା ଓ ହାତୀ ଆକ୍ରମଣରୁ ଧନଜୀବନ ସୁରକ୍ଷା ପାଇଁ ଗଜବନ୍ଧୁ ଓ ହାତୀ ସ୍କ୍ବାଡ୍‌ ଭଳି ଯୋଜନାକୁ ହାତକୁ ନିଆଯାଇଛି। କିନ୍ତୁ, ଏହାର ଉପଯୁକ୍ତ ପରିଚାଳନା ଅଭାବରୁ ହାତୀ ଜଙ୍ଗଲରେ…
ଅଧିକ ଖବର ଦେଖନ୍ତୁ...

ସାତକୋଶିଆରେ ଶେଷ ହେଲା ପକ୍ଷୀ ଗଣନା କାର୍ଯ୍ୟ, ପ୍ରାୟ ୪୦କିମିରୁ ଅଧିକ ଅଞ୍ଚଳ ବୁଲି ଗଣିଲେ ଟିମ୍‌

ବନ୍ତଳା: ଆଜି ସାତକୋଶିଆରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ଏହି କାର୍ଯ୍ୟକ୍ରମ ଗୋଟିଏ ଦିନ ଧରି ହୋଇଥିଲା। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ସମେତ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡ ଓ ଆଠଗଡ଼ ବନଖଣ୍ଡରେ ଥିବା ମହାନଦୀ ଓ ଜଳାଶୟଗୁଡିକରେ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା…
ଅଧିକ ଖବର ଦେଖନ୍ତୁ...

ନୂଆ ପରିବାରରେ ‘ମାଖନା’; ଥୟ ହେଲା, ବାଲି ଖେଳିଲା

ଅନୁଗୁଳ : ଥୟ ହୋଇଛି ରକ୍ତମୁଖା ‘ମାଖନା’। ନରମ ହୋଇଛି ହିଂସ୍ର ସ୍ବଭାବ। ପଥଚାରୀଙ୍କୁ ସାମ୍ନାରେ ପାଇ ଛାଡ଼ି ଦେଇଛି। ଜଙ୍ଗଲରେ ଶୁଣ୍ଢ ଟେକି ବାଲି ଖେଳିଛି। ଶନିବାର ଦିନ ସକାଳୁ ସକାଳୁ ଅନୁଗୁଳ ବନଖଣ୍ଡରେ ତାଣ୍ଡବ ରଚିଥିବା ହାତୀର ୨୪ଘଣ୍ଟାରେ ଏ ପ୍ରକାର ପରିବର୍ତ୍ତନ କେବଳ ଜଙ୍ଗଲ ବିଭାଗକୁ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍- ବାଇକ୍ ଧକ୍କା: ଦୁଇ ଭାଣିଜୀ ମୃତ, ମାମୁ ଗୁରୁତର

ବଅଁରପାଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥରେ ବଅଁରପାଳ ଛକଠାରୁ ପ୍ରାୟ ୧ କିଲୋମିଟର ଦୂର ଗୋତମରା ଗାଁ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କା‌ରେ ବାଇକ୍‌ରେ ଯାଉଥିବା ଜଣେ ଯୁବକ ଗୁରୁତର ଆହତ ହୋଇଥିବାବେଳେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

‘ମାଖନା’ ରକ୍ତମୁଖା: ଦୁଇ ଘଣ୍ଟାରେ ଚାରି ଜଣଙ୍କୁ ମାରିଦେଲା

ବଅଁରପାଳ/ଅନୁଗୁଳ : ଭୋର୍‌ରୁ ମାତିଲା ଗୋଠଛଡ଼ା ‘ମାଖନା ହାତୀ। ମାତ୍ର ଦୁଇ ଘଣ୍ଟାରେ ଚାରି ଖଣ୍ଡ ଗାଁରେ ରଚିଲା ତାଣ୍ଡବ। ଗୋଟି ଗୋଟି କରି ପ୍ରତି ଗାଁରୁ ନେଲା ଚାରି ଗୋଟି ମୁଣ୍ଡ। ଅନୁଗୁଳ ବନଖଣ୍ଡରେ ଆଜି ସକାଳୁ ସକାଳୁ ଏମିତି ଏକ ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକ ଏବଂ ଆତଙ୍କର କାରଣ…
ଅଧିକ ଖବର ଦେଖନ୍ତୁ...

୨୦୨୪ ଅକ୍ଟୋବର ପୂର୍ବରୁ ସରିବ ତାଳଚେର ସାର କାରଖାନା କାମ, ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଶନିବାର ଦିନ ତାଳଚେର ସାର କାରଖାନା ପରିଦର୍ଶନ କରିବା ସହ ପ୍ଲାଣ୍ଟ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭୀୟ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଚାରି ମୃତ, ବନ ବିଭାଗ କର୍ତ୍ତୃପକ୍ଷଙ୍କ ଦେଖା ନାହିଁ

ବଅଁରପାଳ: ଅନୁଗୁଳ ଜିଲ୍ଲା ଅନୁଗୁଳ ବ୍ଲକ ଅନ୍ତର୍ଗତ ଛେଳିଆପଡ଼ା, ବାରସିଙ୍ଗା, ଅଙ୍ଗାରବନ୍ଧ ଗ୍ରାମରେ ହାତୀ ଆକ୍ରମଣରେ ଆଜି ଭୋର ସମୟରେ  ତିନି ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଆଜି ପାହାନ୍ତା ସମୟରେ ଛେଳିଆପଡ଼ା ଗ୍ରାମର ସୁବାସ ବିଶ୍ଵାଳ (୬୦) ଗ୍ରାମ ନିକଟସ୍ଥ ପୁଲିସ ବ୍ୟାରେକ ପାଖ…
ଅଧିକ ଖବର ଦେଖନ୍ତୁ...

ବହୁମୁଖୀ ନଦୀବନ୍ଧ ପ୍ରକଳ୍ପର ଶ୍ରମିକଙ୍କ ଦୁଃଖ: ବୋହୁଛନ୍ତି ପାଣି, ଜାଳୁଛନ୍ତି ଡିବିରି

କଣିହାଁ, (ଭୂପେନ ଗଡ଼ନାୟକ): ସେମାନଙ୍କ ଶ୍ରମରେ ଛିଡ଼ାହେଲା ନଦୀବନ୍ଧ। ସ୍ଥାପିତ ହେଲା ବହୁମୁଖୀ ପ୍ରକଳ୍ପ। ଏଠାରୁ ଉତ୍ପାଦିତ ବିଦ୍ୟୁତ୍‌ରେ ବିଭିନ୍ନ ଅଞ୍ଚଳ ଆଲୋକିତ। ‌ହେଲେ, ସେମାନେ ଏବେ ବି ଡିବିରି ଆଲୁଅ ଭରସାରେ। ସମସ୍ତଙ୍କ ଲାଗି ନିର୍ମାଣ ହେଉଛି ପକ୍କା ରାସ୍ତା, ହେଲେ ଏହି…
ଅଧିକ ଖବର ଦେଖନ୍ତୁ...