ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟ ଗେଟରେ ତାଲା ପକାଇଲେ ଅଭିଭାବକ

ଜରପଡା: ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମରାତିରାଠାରେ ଶିକ୍ଷକ ଅଭାବକୁ ନେଇ ସମସ୍ତ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ବିଦ୍ୟାଳୟ ଗେଟରେ ତାଲା ପକାଇଛନ୍ତି l ଅନୁଗୁଳ ଜିଲ୍ଲାର ବଂଅରପାଳ ବ୍ଲକ ଅନ୍ତର୍ଗତ ଜରପଡା ଥାନା ମରାତିରା ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା…
ଅଧିକ ଖବର ଦେଖନ୍ତୁ...

ଜିନ୍ଦଲନଗରରେ ହେବ ମଲ୍ଟି ସ୍ପେସାଲିଟି ଡାକ୍ତରଖାନା

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ନିରନ୍ତର ଉନ୍ନତି ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର୍‌ ଉଦ୍ୟୋଗର ସାମାଜିକ ଦାୟିତ୍ୱବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସ୍‌ପି ଫାଉଣ୍ଡେସନ୍‌ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ଏକ ମଲ୍ଟି ସ୍ପେସାଲିଟି ହସ୍ପିଟାଲର ଭୂମିପୂଜା ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ଖମାର ରେଞ୍ଜର ନିଲମ୍ବିତ

ଖମାର : ସରକାରୀ କାର୍ଯ୍ୟରେ ଅବହେଳା ଏବଂ ପ୍ରଶାସନିକ ଦକ୍ଷତାର ଅଭାବ ପାଇଁ ପାଳଲହଡ଼ା ବ୍ଲକ୍‌ ଖମାର ରେଞ୍ଜର ଚନ୍ଦ୍ରଶେଖର ଗଡ଼ନାୟକଙ୍କୁ ଗତକାଲି ଚାକିରିରୁ ନିଲମ୍ବିତ କରାଯାଇଛି। ତାଙ୍କୁ ରାଉରକେଲା ସର୍କଲ୍‌ ଅଫିସ୍‌ ସହିତ ଯୋଡ଼ା ଯାଇଥିବା ବେଳେ ତାଙ୍କ ଜାଗାରେ ବାରକୋଟ୍‌ ରେଞ୍ଜର୍‌ଙ୍କ…
ଅଧିକ ଖବର ଦେଖନ୍ତୁ...

ନାଲ୍‌କୋ ଏସ୍‌ଭିଏମ୍‌ରେ ୫୧ ଶିକ୍ଷକ ପଦ ଖାଲି, ଶିକ୍ଷକ ଅଭାବ ଯୋଗୁଁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ

ନାଲକୋନଗର : ଶିକ୍ଷା ବିକାଶ ସମିତି ସହବନ୍ଧିତ ନାଲକୋ ପରିଚାଳନା ଅନ୍ତର୍ଭୁକ୍ତ ନାଲ୍‌କୋ ସରସ୍ବତୀ ବିଦ୍ୟା ମନ୍ଦିର ରାଜ୍ୟର ଏକ ଶ୍ରେଷ୍ଠ ସ୍କୁଲ୍‌ ଭାବେ ପରିଗଣିତ। ଗତ ୫ ବର୍ଷଧରି ଲଗାତର ଭାବେ ରାଜ୍ୟ ସରକାରଙ୍କ ଠାରୁ ଏହା ‘ବେଷ୍ଟ ସ୍କୁଲ ଆୱାର୍ଡ’ ହାସଲ କରିଛି। ଏହି ସ୍କୁଲ୍‌ର ଅନେକ…
ଅଧିକ ଖବର ଦେଖନ୍ତୁ...

୨୯ରେ ଯୁବଜ୍ୟୋତି କ୍ଲବ୍‌, ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ରକ୍ତଦାନ ଶିବିର

ବଅଁରପାଳ :ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ସ୍ୱରସ୍ୱତୀ ଶିଶୁ ମନ୍ଦିରରେ ଆସନ୍ତା ୨୯ ତାରିଖରେ ସର୍ବ ପୁରାତନ ଯୁବଜ୍ୟୋତି କ୍ଲବ୍‌ ଓ ‘ସମ୍ବାଦ ଆମ ଓଡ଼ିଶା’ ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଏଥି ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି  ଯୁବଜ୍ୟୋତି କ୍ଲବର ଚିକୁ…
ଅଧିକ ଖବର ଦେଖନ୍ତୁ...

ବଦଳିବ କି ୪୮ବର୍ଷର ପୁରୁଣା ରେଙ୍ଗାଳି ପ୍ରୋଜେକ୍ଟ ମେଡିକାଲ୍‌ର ଭାଗ୍ୟ?

ରେଙ୍ଗାଳି : ବଦଳିବ କି ୪୮ବର୍ଷର ପୁରୁଣା ରେଙ୍ଗାଳି ପ୍ରୋଜେକ୍ଟ ମେଡିକାଲ୍‌ର ଭାଗ୍ୟ? ଦୁଇଟି ଜିଲ୍ଲାର ୧୩ଟି ପଞ୍ଚାୟତ ନିର୍ଭର କରୁଥିବା ଏହି ମେଡିକାଲ୍‌କୁ ସରକାର ଦେବେ କି ପିଏଚ୍‌ସିର ମାନ୍ୟତା? ଅନୁଗୁଳ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଚାରି ଜଣିଆ ଟିମ୍‌ ରେଙ୍ଗାଳି ପ୍ରୋଜେକ୍ଟ…
ଅଧିକ ଖବର ଦେଖନ୍ତୁ...

ସ୍କୁଟି ଆରୋହୀ ଭାଇ-ଭଉଣୀଙ୍କୁ ଘୋଷାଡ଼ି ନେଲା ଟ୍ରକ୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବଅଁରପାଳ (ରାଜେଶ କୁମାର ନାୟକ): ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସମ୍ମୁଖରେ ଆଜି ଅପରାହ୍ନ ୪ଟା ସମୟରେ ସ୍କୁଟିରେ ଯାଉଥିବା ଦୁଇ ସଂପର୍କୀୟ ଭାଇ ଓ ଭଉଣୀଙ୍କୁ ଦ୍ରୁତଗାମୀ ଟ୍ରକ୍‌ ଘୋଷାଡ଼ି ନେଇଛି। ଟ୍ରକ୍‌ ଚକା ତରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ‘ସମ୍ବାଦ’ର ସ୍ଥାନୀୟ ପ୍ରତିନିଧି…
ଅଧିକ ଖବର ଦେଖନ୍ତୁ...

ପୁଣି ଚର୍ଚ୍ଚାରେ କୁକୁରପେଟା ଜଳସେଚନ ପ୍ରକଳ୍ପ: ୫୨ ବର୍ଷ ପରେ ବି ମିଳିନି କ୍ଷତିପୂରଣ

ଛେଣ୍ଡିପଦା : ଚାଷ ଜମିକୁ ପାଣି ଦେବା ପାଇଁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ କୁକୁରପେଟା ନିକଟରେ ନିର୍ମାଣ ହୋଇଛି କୁକୁରପେଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। କିନ୍ତୁ ପ୍ରକଳ୍ପ ଆରମ୍ଭ ଦିନରୁ ଏହା ବିବାଦୀୟ ହୋଇ ପଡ଼ିଛି। କ୍ଷତିପୂରଣ ନ ଦେଇ ଘରୋଇ ଜମିରେ ଏହି ପ୍ରକଳ୍ପ କରାଯାଇଥିବାରୁ…
ଅଧିକ ଖବର ଦେଖନ୍ତୁ...

ଶେଷ ହେଉନି ପାନୀୟ ଜଳ ପ୍ରକଳ୍ପ: ପୁଣି ଜଳକଷ୍ଟ ଭୋଗିବ ଅନୁଗୁଳ

ଅନୁଗୁଳ: ପ୍ରତି ଘରକୁ ମିଳିବ ବିଶୁଦ୍ଧ ପାନୀୟ ଜଳ। ଘରେ ଟ୍ୟାପ୍‌ ଖୋଲିଲେ ପାଣି ପାଇବେ ଲୋକେ। ଅନୁଗୁଳବାସୀଙ୍କୁ ଏମିତି ସ୍ବପ୍ନ ଦେଖାଇ ନିର୍ମାଣ ହେଉଛି ମେଗା ପାନୀୟ ଜଳ ପ୍ରକଳ୍ପ। ୮ଟି ବ୍ଲକ୍‌ ପାଇଁ ହେଉଛି ୮ଟି ମେଗା ପ୍ରକଳ୍ପ। କିନ୍ତୁ ଏହା ଶେଷ ହେବାର ନାଁ ଧରୁନି। ତେଣୁ ଆସନ୍ତା…
ଅଧିକ ଖବର ଦେଖନ୍ତୁ...

ଇଡିରେ ହାଜର ହେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

ଭୁବନେଶ୍ବର: ଇଡିରେ ହାଜର ହୋଇଛନ୍ତି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ। ସେ ଖଣି ମାମଲାରେ ଜେରାର ସମ୍ମୁଖୀନ ହେଉଥିବାର ସୂଚନା ରହିଛି। ଖଣି ମାମଲା ନେଇ ଇଡି ବିଧାୟକଙ୍କୁ ଡକାଇଥିବା ସୂଚନା ମିଳିଛି । ପ୍ରାୟ  ଘଣ୍ଟାଏ ହେଲା ଇଡିରେ ହାଜର ତାଳଚେରର ବିଧାୟକ ବ୍ରଜ ପ୍ରଧାନଙ୍କୁ ଜେରା…
ଅଧିକ ଖବର ଦେଖନ୍ତୁ...