ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ପାଳଲହଡ଼ା ଥାନାରେ ଥାର୍ଡ ଡିଗ୍ରି ଘଟଣା: ଏସ୍‌ଆଇଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା

ଖମାର : ପାଳଲହଡ଼ା ଥାନାରେ ଥାନା ପୁଲିସର ବର୍ବରତା ଓ ଥାର୍ଡ ଡିଗ୍ରି ଘଟଣାରେ ଏସ୍‌ଆଇଙ୍କ ସମେତ୩ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସେମାନେ ହେଲେ, ପାଳଲହଡ଼ା ଥାନା ସବ ଇନ୍‌ସ୍ପେକ୍ଟର ଗୋବିନ୍ଦ ସାହୁ, କନେଷ୍ଟବଳ ଚନ୍ଦନ ମିଶ୍ର ଓ ହୋମଗାର୍ଡ ସୌଭାଗ୍ୟ କମଳ। ସେମାନଙ୍କ ବିରୋଧରେ ଦଫା ୩୨୩,…
ଅଧିକ ଖବର ଦେଖନ୍ତୁ...

ଭାଙ୍ଗିଗଲା ଅନୁଗୁଳର କଳା ମେରୁଦଣ୍ଡ: ଅନୁଗୁଳର ନୃତ୍ୟ, ସଂଗୀତ ମହାବିଦ୍ୟାଳୟ ବନ୍ଦ

ଅନୁଗୁଳ : ଅନୁଗୁଳ ନୃତ୍ୟ ଏବଂ ସଂଗୀତର ଏନ୍ତୁଡ଼ିଶାଳ କହିଲେ, ନୃତ୍ୟ, ସଂଗୀତ ଭାରତୀ ମହାବିଦ୍ୟାଳୟ। ଏ ଅନୁଷ୍ଠାନଟି ଗଲା ୪୦ବର୍ଷ ହେଲା ଜିଲ୍ଲାରୁ କେବଳ ନୂଆ ପ୍ରତିଭାବାନ ନୃତ୍ୟ ଏବଂ ସଂଗୀତ କଳାକାରଙ୍କୁ ତିଆରି କରି ନଥିଲା, ବରଂ ଅନୁଗୁଳ ଜିଲ୍ଲାର କଳା ଓ ସଂସ୍କୃତିର ମେରୁଦଣ୍ଡ ସାଜି ତାକୁ…
ଅଧିକ ଖବର ଦେଖନ୍ତୁ...

ପାଳଲହଡ଼ା ପୁଲିସର ଥାର୍ଡ ଡିଗ୍ରି!

ପାଳଲହଡ଼ା : ଚୌକିରେ ବସାଇ ବାନ୍ଧିଦେ‌ଲେ। ପ୍ରତିବାଦ କରିବା ଆଗରୁ ଚୌକିକୁ ଓଲଟାଇ ନିର୍ଘାତ ପିଟିଲେ। ପାଣି ମାଗିବାରୁ, ପରିସ୍ରା ପିଆଇବାକୁ କହିଲେ। ପ୍ଲାସ୍‌ରେ ନଖକୁ ଉପାଡ଼ି ଦେବାକୁ ବି ଧମକାଇଲେ। ଅନୁଗୁଳ ଜିଲ୍ଲା ଖମାର ଥାନା ଜଗନ୍ନାଥପୁର ଗାଁର ଯୁବକଙ୍କୁ ଚୋର ଦର୍ଶାଇ ପାଳଲହଡ଼ା ଥାନା…
ଅଧିକ ଖବର ଦେଖନ୍ତୁ...

ଭୋଟ୍‌ ହାତେଇବାକୁ କାରସାଦି! ନକଲି ଖାତାରେ ୬ ମାସର ଭତ୍ତା

ପାଳଲହଡ଼ା : ମଧୁବାବୁ ପେନସନ୍‌ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ମିଳିବା ପରେ ଖୁସି ହୋଇଗଲେ ପାଳଲହଡ଼ା ବ୍ଲକ୍‌ ଝାରବେଡ଼ା ପଞ୍ଚାୟତ ଝାରବେଡ଼ା ଗାଁର ଘନଶ୍ୟାମ ନାଏକ(୬୨)। ତାଙ୍କୁ ୬ ମାସର ଭତ୍ତା ମିଳିଥିବାବେଳେ ୯ ମାସ ହେଲା ଆଉ ଭତ୍ତା ମିଳିନାହିଁ। ବକେୟା ଭତ୍ତା ନମିଳିବାରୁ ସେ ପଚରାଉଚରା…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରୀ ଖଣି ସମ୍ପ୍ରସାରଣ ଟେଣ୍ଡର୍‌ ବାତିଲ କଲା ଏମ୍‌ସିଏଲ୍‌

ଅନୁଗୁଳ : ମହାନଦୀ କୋଲ୍‌ଫିଲ୍‌ଡସ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ତାଳଚେରରେ ଥିବା ଭୁବନେଶ୍ବରୀ ଖୋଲାମୁହଁ କୋଇଲା ଖଣିର ସମ୍ପ୍ରସାରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଏହି ସମ୍ପ୍ରସାରଣ ପାଇଁ ଟେଣ୍ଡର ହୋଇଥିଲେ ମଧ୍ୟ ଶେଷ ସମୟରେ ଏହାକୁ ବାତିଲ୍‌ କରାଯାଇଛି। ଟେଣ୍ଡର ପ୍ରକ୍ରିୟା ନେଇ…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳରୁ ଲଢ଼ିବେ ଧର୍ମେନ୍ଦ୍ର! ଚାଲିଛି କ୍ଷେତ୍ର ପ୍ରସ୍ତୁତି

ଅନୁଗୁଳ: ସାଧାରଣ ନିର୍ବାଚନ ପାଖାପାଖି ବର୍ଷେ ବାକି ଅଛି। କିନ୍ତୁ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଆଗୁଆ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି। ଦୁଇ ଜିଲ୍ଲାକୁ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ଘନ ଘନ ଗସ୍ତ କାରଣରୁ ଦଳ ଚଳଚଞ୍ଚଳ ରହିଛି। କର୍ମୀମାନେ ମଧ୍ୟ ଉତ୍ସାହିତ। ପୁଣି ଏଇ…
ଅଧିକ ଖବର ଦେଖନ୍ତୁ...

ସାତକୋଶିଆରେ ବାଘ ହତ୍ୟା: କୁଆଡ଼େ ଗଲା ବାଘ ଚମଡ଼ା?

ଅନୁଗୁଳ : ଗଲାବର୍ଷ ଡିସେମ୍ବର ମାସରେ ସାତକୋଶିଆ ଅଭୟାରଣ୍ୟରୁ ବାଘ ହତ୍ୟା ଘଟଣାକୁ ଠଉରାଇଥିଲେ ସାତକୋଶିଆ କର୍ତୃପକ୍ଷ। ଦୀର୍ଘ ପ୍ରାୟ ଦେଢ଼ ବର୍ଷ ପରେ ଏ ଘଟଣା ସାମ୍ନାକୁ ଆଣିଥିବାରୁ ବନ ବିଭାଗ ସେତେବେଳେ ବେଶ୍ ବାଃ ବାଃ ସାଉଁଟିଥିଲା। ଘଟଣାକୁ ଇତିମଧ୍ୟରେ ପ୍ରାୟ ଦେଢ଼ ମାସ ହୋଇଗଲାଣି।…
ଅଧିକ ଖବର ଦେଖନ୍ତୁ...

ଆବାସ ଅନିୟମିତତା: ଅଭିଯୋଗ କରିବାରୁ ଗାଁରୁ ବାସନ୍ଦ

ପାଳଲହଡ଼ା : ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏଥର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ପଞ୍ଚାୟତରେ ପ୍ରକାଶିତ ହିତାଧିକାରୀ ତାଲିକାରେ ଯଦି କେହି ଅଯୋଗ୍ୟ ବ୍ୟକ୍ତି ଥାଆନ୍ତି, ତାଙ୍କ ବିରୋଧରେ ଲୋକେ ଅଭିଯୋଗ କରିବାକୁ ସରକାର ସୁଯୋଗ ରଖିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପାଣି ପାଇଁ ବୃଦ୍ଧଙ୍କୁ ପିଟିପିଟି ହତ୍ୟା

ଅନୁଗୁଳ : ପାଣି ପାଇଁ ହତ୍ୟା! ୬୫ବର୍ଷୀୟ ବୃଦ୍ଧଙ୍କୁ ପିଟିପିଟି ମାରିଦେଇଛନ୍ତି ମା’, ପୁଅ ଓ ଝିଅ। ଅନୁଗୁଳ ସଦର ଥାନା ଛେଳିଆପଡ଼ା ଗାଁରେ ଆଜି ଘଟିଥିବା ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏ ଘଟଣାରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…
ଅଧିକ ଖବର ଦେଖନ୍ତୁ...

କଚ୍ଛପ ଗତିରେ ତାଳଚେର-ବିମଳାଗଡ଼ ରେଳପଥ, ବାଧକ ସାଜିଛି ଜମି ଅଧିଗ୍ରହଣ

ରାଉରକେଲା/ଦେବଗଡ଼/ ଅନୁଗୁଳ : ଚଳିତ ବର୍ଷ ବଜେଟ୍‌ରେ ତାଳଚେର-ବିମଳାଗଡ ରେଳପଥ ପାଇଁ ରାଜ୍ୟ ସରକାର ଦାବି କରିଥିଲେ ୮୦୦ କୋଟି। କିନ୍ତୁ ମିଳିଛି ୩୦୦ କୋଟି। ତେବେ ଏହି ରାଶି ମଧ୍ୟ ଉକ୍ତ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ପୂର୍ବରୁ ଏକାଧିକ ବଜେଟରେ ଦେଇଥିବା ଅନୁଦାନ ସହିତ ମିଶି ରାଜ୍ୟ…
ଅଧିକ ଖବର ଦେଖନ୍ତୁ...