ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

୨‌ କୋଟିରୁ ଊର୍ଦ୍ଧ୍ବ ଆୟବର୍ହିଭୂତ ସମ୍ପତ୍ତିର ମାଲିକ ଆୟୁର୍ବେଦ ଡାକ୍ତର ଗିରଫ

ବଲାଙ୍ଗୀର/ଭୁବନେଶ୍ବର: କୁବେର ଆୟୁର୍ବେଦ ଡାକ୍ତର ତଥା ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି। ଭିଜିଲାନ୍ସ ଏସ୍‌ପି ଏ ଜେମ୍ସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ କୁବେର ଆୟୁର୍ବେଦ ଡାକ୍ତର: ୨୮ ଜମି, ୩ କୋଠା

ଭୁବନେଶ୍ବର/ବଲାଙ୍ଗୀର/ପୁରୀ/ସାକ୍ଷୀଗୋପାଳ/ଗୋପ: କୁବେର ଆୟୁର୍ବେଦ ଡାକ୍ତର। ଆଖି ଖୋସି ଦେଲା ଭଳି ଜମି, କୋଠା। ମାତ୍ର ସପ୍ତାହେ ତଳେ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ୍‌ ମେଡିକାଲ୍‌ କଲେଜରୁ ବଲାଙ୍ଗୀର ସରକାରୀ ଆୟୁର୍ବେଦିକ୍‌ କଲେଜ ଓ ଡାକ୍ତରଖାନା ଅଧ୍ୟକ୍ଷ ଭାବେ ବଦଳି ହୋଇ ଯାଇଥିବା ପ୍ରଫେସର…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବରରେ ଲୋୟର ସୁକତେଲ ପ୍ରକଳ୍ପ ଉଦ୍‌ଘାଟନ: ୨୨ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବ

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲାର ବହୁ ପ୍ରତୀକ୍ଷିତ ଲୋୟର ‌ସୁକତେଲ୍ ପ୍ରକଳ୍ପ ଆସନ୍ତା ଡିସେମ୍ବରରେ ଉଦ୍‌ଘାଟନ ହେବ। ବଲାଙ୍ଗୀର ଜିଲ୍ଲାବାସୀଙ୍କର ଦୀର୍ଘ ୨୨ବର୍ଷର ସ୍ବପ୍ନ ପୂରଣ ହେବାକୁ ଯାଉଛି। ଡିସେମ୍ବର ଦ୍ବିତୀୟ ସପ୍ତାହ ସୁଦ୍ଧା ଏହି ପ୍ରକଳ୍ପର ଡ୍ୟାମ୍ ଏବଂ ସ୍ପିଲୱେ (ନିର୍ଗମନ ପଥ)…
ଅଧିକ ଖବର ଦେଖନ୍ତୁ...

ରାଜରାସ୍ତାରେ ଗର୍ଜିଲେ ଚିଟ୍‌ଫଣ୍ଡ ଜମାକାରୀ: ଜିଲ୍ଲାପାଳ ଅଫିସ୍‌ ଆଗରେ ସତ୍ୟାଗ୍ରହ

ବଲାଙ୍ଗୀର: ବଲାଙ୍ଗୀର ରାଜରାସ୍ତାରେ ଆଜି କ୍ଷତିଗ୍ରସ୍ତ ଚିଟ୍‌ଫଣ୍ଡ ଜମାକରୀ ତାଙ୍କ ଅର୍ଥ ଫେରସ୍ତ ପାଇଁ ଗର୍ଜିଛନ୍ତି। କ୍ଷତିଗ୍ରସ୍ତ ଜମାକାରୀମାନେ ବହୁ ସମୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଅବରୋଧ କରି ଗଣ ସତ୍ୟାଗ୍ରହ କରିଥିଲେ। ଜିଲ୍ଲାର ବିଭିନ୍ନ କମ୍ପାନି ସାଇ ପ୍ରସାଦ, ସାଇ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷଙ୍କ ଆଖିଖୋସା ସଂପତ୍ତି: ୫୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା, ୩ଟା…

ବଲାଙ୍ଗୀର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ବେଳେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ସଂପତ୍ତି ଦେଖି ବିସ୍ମିତ ହୋଇଛନ୍ତି ଭିଜିଲାନ୍ସ ଟିମ୍। ପ୍ରାପ୍ତ ସୂଚନା ଅନୁଯାୟୀ, ଏଯାଏ ତାଙ୍କର ପୁରୀରେ ୧୬ଟି ପ୍ଲଟ୍ ଥିବା ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ଓ ପତ୍ନୀଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ

ବଲାଙ୍ଗୀର: ବଲାଙ୍ଗୀର ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ବଲାଙ୍ଗୀର ଅଫିସ୍ ଓ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଜାରି…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ, ଘଟଣା ଚପାଇଦେବାକୁ ଉଦ୍ୟମ

ମଣ୍ଡଳ: ବଲାଙ୍ଗୀର ଜିଲ୍ଲା​ ବେଲପଡ଼ା ଥାନା ମଣ୍ଡଳ ଗାଁର ଲାହାନ୍ତ ନଦୀ ବାଲିଘାଟରୁ ବାଲି ଉଠାଇ ଚାଲାଣ କରୁଥିବା ସମୟରେ ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସିହିନୀ ଗାଁର ସନ୍ନ୍ୟାସୀ ରାଣା। ବୁଧବାର ଭୋର୍‌ରେ ଟ୍ରାକ୍ଟରରେ ବାଲି ଭର୍ତ୍ତି କରି ଯାଉଥିବା ବେଳେ ଏହି…
ଅଧିକ ଖବର ଦେଖନ୍ତୁ...

ଜାଲ ସାର୍ଟିଫିକେଟ ମାମଲା: ୩୫ ବର୍ଷ ଚାକିରି କରିଥିଲେ, ପୂର୍ବତନ ବିଆର୍‌ସିସି ଗିରଫ

ବଲାଙ୍ଗୀର: ବିଇଡି ମାର୍କସିଟକୁ ତଞ୍ଚକତା କରି ଚାକିରି ହାତେଇଥିଲେ। ୩୫ ବର୍ଷ ଚାକିରି କରିବା ପରେ ଏବେ ଗିରଫ ହୋଇଛନ୍ତି ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍‌ ପୂର୍ବତନ ବିଆର୍‌ସିସି ଶ୍ୟାମସୁନ୍ଦର ପ୍ରଧାନ। ଗତବର୍ଷ ସେ ସ୍ବାସ୍ଥ୍ୟଗତ କାରଣରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ୧୯୮୮ରେ ବିଇଡି…
ଅଧିକ ଖବର ଦେଖନ୍ତୁ...

ତଞ୍ଚକତା କରି ଫସଲବୀମା ଆବେଦନ: ୧୦ କୋଟିର ଠକେଇ,୧୪ ଗିରଫ

ବଲାଙ୍ଗୀର: ବଲାଙ୍ଗୀରରେ ଏକ ବଡ଼ ଧରଣର ସାଇବର ଠକେଇର ପର୍ଦ୍ଦାଫାସ ହୋଇଛି। ଏହି ଠକେଇରେ ଜନସେବା କେନ୍ଦ୍ର ସଂପୃକ୍ତ ଥିବା ଜଣାପଡ଼ିବା ପରେ ପୁଲିସ ସଂପୃକ୍ତ କେନ୍ଦ୍ରଗୁଡ଼ିକ ଉପରେ ଚଢ଼ଉ କରି ୧୪ ଜଣଙ୍କୁ ଗିରଫ କରିଛି। ଏହି କାରବାରେ ୧୦ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିବା ବଲାଙ୍ଗୀର…
ଅଧିକ ଖବର ଦେଖନ୍ତୁ...

ଗାଈଖାଇ ଇକୋ ଟୁରିଜମ୍‌ ଉଦ୍‌ଘାଟିତ

ବଲାଙ୍ଗୀର/ଡୁଡୁକା, ୫ା୧୧ (ଇମିସ): ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍‌ ସାଲେଭଟାରେ ଥିବା ଗାଈଖାଇ ଡ୍ୟାମ୍‌ରେ ଜଙ୍ଗଲ ବିଭାଗ ଦ୍ବାରା ନିର୍ମିତ ଇକୋ ଟୁରିଜମ ପ୍ରକଳ୍ପକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଉଦ୍‌ଘାଟନ କରିଛନ୍ତି। ଆଜି ସକାଳେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...