ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷଙ୍କ ଆଖିଖୋସା ସଂପତ୍ତି: ୫୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା, ୩ଟା…

ବଲାଙ୍ଗୀର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ବେଳେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ସଂପତ୍ତି ଦେଖି ବିସ୍ମିତ ହୋଇଛନ୍ତି ଭିଜିଲାନ୍ସ ଟିମ୍। ପ୍ରାପ୍ତ ସୂଚନା ଅନୁଯାୟୀ, ଏଯାଏ ତାଙ୍କର ପୁରୀରେ ୧୬ଟି ପ୍ଲଟ୍ ଥିବା ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ଓ ପତ୍ନୀଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ

ବଲାଙ୍ଗୀର: ବଲାଙ୍ଗୀର ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ବଲାଙ୍ଗୀର ଅଫିସ୍ ଓ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଜାରି…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ, ଘଟଣା ଚପାଇଦେବାକୁ ଉଦ୍ୟମ

ମଣ୍ଡଳ: ବଲାଙ୍ଗୀର ଜିଲ୍ଲା​ ବେଲପଡ଼ା ଥାନା ମଣ୍ଡଳ ଗାଁର ଲାହାନ୍ତ ନଦୀ ବାଲିଘାଟରୁ ବାଲି ଉଠାଇ ଚାଲାଣ କରୁଥିବା ସମୟରେ ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସିହିନୀ ଗାଁର ସନ୍ନ୍ୟାସୀ ରାଣା। ବୁଧବାର ଭୋର୍‌ରେ ଟ୍ରାକ୍ଟରରେ ବାଲି ଭର୍ତ୍ତି କରି ଯାଉଥିବା ବେଳେ ଏହି…
ଅଧିକ ଖବର ଦେଖନ୍ତୁ...

ଜାଲ ସାର୍ଟିଫିକେଟ ମାମଲା: ୩୫ ବର୍ଷ ଚାକିରି କରିଥିଲେ, ପୂର୍ବତନ ବିଆର୍‌ସିସି ଗିରଫ

ବଲାଙ୍ଗୀର: ବିଇଡି ମାର୍କସିଟକୁ ତଞ୍ଚକତା କରି ଚାକିରି ହାତେଇଥିଲେ। ୩୫ ବର୍ଷ ଚାକିରି କରିବା ପରେ ଏବେ ଗିରଫ ହୋଇଛନ୍ତି ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍‌ ପୂର୍ବତନ ବିଆର୍‌ସିସି ଶ୍ୟାମସୁନ୍ଦର ପ୍ରଧାନ। ଗତବର୍ଷ ସେ ସ୍ବାସ୍ଥ୍ୟଗତ କାରଣରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ୧୯୮୮ରେ ବିଇଡି…
ଅଧିକ ଖବର ଦେଖନ୍ତୁ...

ତଞ୍ଚକତା କରି ଫସଲବୀମା ଆବେଦନ: ୧୦ କୋଟିର ଠକେଇ,୧୪ ଗିରଫ

ବଲାଙ୍ଗୀର: ବଲାଙ୍ଗୀରରେ ଏକ ବଡ଼ ଧରଣର ସାଇବର ଠକେଇର ପର୍ଦ୍ଦାଫାସ ହୋଇଛି। ଏହି ଠକେଇରେ ଜନସେବା କେନ୍ଦ୍ର ସଂପୃକ୍ତ ଥିବା ଜଣାପଡ଼ିବା ପରେ ପୁଲିସ ସଂପୃକ୍ତ କେନ୍ଦ୍ରଗୁଡ଼ିକ ଉପରେ ଚଢ଼ଉ କରି ୧୪ ଜଣଙ୍କୁ ଗିରଫ କରିଛି। ଏହି କାରବାରେ ୧୦ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିବା ବଲାଙ୍ଗୀର…
ଅଧିକ ଖବର ଦେଖନ୍ତୁ...

ଗାଈଖାଇ ଇକୋ ଟୁରିଜମ୍‌ ଉଦ୍‌ଘାଟିତ

ବଲାଙ୍ଗୀର/ଡୁଡୁକା, ୫ା୧୧ (ଇମିସ): ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍‌ ସାଲେଭଟାରେ ଥିବା ଗାଈଖାଇ ଡ୍ୟାମ୍‌ରେ ଜଙ୍ଗଲ ବିଭାଗ ଦ୍ବାରା ନିର୍ମିତ ଇକୋ ଟୁରିଜମ ପ୍ରକଳ୍ପକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଉଦ୍‌ଘାଟନ କରିଛନ୍ତି। ଆଜି ସକାଳେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼- କଣ୍ଟାବାଞ୍ଜି ମୁଖ୍ୟରାସ୍ତାର ଗଙ୍ଗାସାଗର ଗ୍ରାମ ନିକଟରେ ଜଣେ ଯୁବକଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗଙ୍ଗାସାଗର ଗ୍ରାମର ଲୋକେ ସକାଳୁ ଶୌଚ କରିବା ପାଇଁ ଗ୍ରାମ ନିକଟସ୍ଥ ଆଟକୁ ଯାଇଥିଲେ। ସେହି ସମୟରେ ଜଣେ…
ଅଧିକ ଖବର ଦେଖନ୍ତୁ...

କଳାକାର କଳି: ପୁଣି ବର୍ଷିଲେ ନରସିଂହ, ପଶ୍ଚିମ ଓଡ଼ିଶାକୁ ବାରମ୍ବାର ଅବହେଳା କରାଯାଉଛି

ବଲାଙ୍ଗୀର: କଳାକାର କଳି ନେଇ ପୁଣି ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ପଶ୍ଚିମ ଓଡ଼ିଶା ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରି ଚାଲିଛନ୍ତି। ପଶ୍ଚିମ ଓଡ଼ିଶାର କୌଣସି ଦାବିକୁ ସରକାର ଶୁଣୁନାହାନ୍ତି, ବାରମ୍ବାର ଅବହେଳା କରି ଚାଲିଛନ୍ତି ବୋଲି ଭୁବନେଶ୍ବରରେ ଗଣମାଧ୍ୟମ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ମରାମତିକୁ କେନ୍ଦ୍ର କରି ଗଣ୍ଡଗୋଳ; ଠିକାଦାରଙ୍କୁ ମାଡ଼

ବଲାଙ୍ଗୀର: ଆଗଲପୁର ଥାନା ରୋତ ଗାଁରେ ରାସ୍ତା ମରାମତିକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି। ଗାଁରେ ରାସ୍ତା କାମ ଚାଲୁଥିବା ବେଳେ ଠିକାଦାର ମୁକେଶ ପଟେଲଙ୍କୁ ଗାଁର କିଛି‌ ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଗାଁରେ…
ଅଧିକ ଖବର ଦେଖନ୍ତୁ...

ଓଲିଉଡ କଳି: ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଯାତ୍ରା ପ୍ରଦର୍ଶନକୁ ବନ୍ଦ କରାଗଲା

ଡୁଡୁକା: ଓଲିଉଡ କଳାକାର ଓ ପ୍ରଯୋଜକ ସଂଘର ବିବାଦର ପ୍ରଭାବ ଯଲିଉଡ(ଯାତ୍ରାଜଗତ) ଉପରେ ପଡ଼ିଥିବାର ଦେଖିବାକୁ ମିଳିଛି। ବଲାଙ୍ଗୀର ଜିଲ୍ଲା ଆଗରପଡ଼ା(ଡୁଡୁକା) ବ୍ଲକର ସାଲେଭଟା ଗାଁରେ ରାଜଧାନୀ ଅପେରାର ଯାତ୍ରାକୁ ବନ୍ଦ କରି ଦେଇଛନ୍ତି କୋଶଲ ସେନାର କର୍ମକର୍ତ୍ତା। ପୂର୍ବ ଓଡ଼ିଶାର ସିନେ…
ଅଧିକ ଖବର ଦେଖନ୍ତୁ...