ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ସରକାରୀ ଜାଗାରେ ଗୃହ ନିର୍ମାଣକୁ ବିରୋଧ; ଗ୍ରାମବାସୀଙ୍କ ଥାନା ଘେରାଉ

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ପାଲେଶିରା ଗ୍ରାମର ୟୁପି ସ୍କୁଲ ସଂଲଗ୍ନ ସରକାରୀ ଜାଗାକୁ ଜଣେ ବ୍ୟକ୍ତି ଅକ୍ତିଆର କରି ଗୃହ ନିର୍ମାଣ କରିଛି। ଏହାକୁ ଗ୍ରାମବାସୀ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରାଉ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ମତେ, ଗତ ୧୦ ବର୍ଷ ହେଲା…
ଅଧିକ ଖବର ଦେଖନ୍ତୁ...

ସହର ଦେଇ ଗୋ-ଚାଲାଣ: ଗୋରୁ ବୋଝେଇ ଟ୍ରକ୍‌ ଜବତ, ଜଣେ ଗିରଫ

ବଲାଙ୍ଗୀର: ବୁଧବାର ରାତି ୯ଟାରେ ସ୍ଥାନୀୟ ମିସନ ପଡ଼ିଆ ପାଖରେ ପୁଲିସ୍‌ ଏକ ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି। ଏଥିରେ ୧୦ରୁ ଅଧିକ ଗୋରୁ ବୋଝେଇ ରହିଥିବା ଦେଖାଯାଇଛି। ତେବେ ବଜରଙ୍ଗ ଦଳର କିଛି କର୍ମକର୍ତ୍ତା ଟ୍ରକକୁ ଅଟକାଇ ଥିଲେ। ଟ୍ରକ ଡିଭାଇଡର ଦେଇ ଖସିବାକୁ ଉଦ୍ୟମ କରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ମୁରିବାହାଲ ତହସିଲର ବରିଷ୍ଠ ରାଜସ୍ବ ସହାୟକ

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲର ବରିଷ୍ଠ ରାଜସ୍ୱ ସହାୟକ ତଥା ରେକର୍ଡକିପର ହେବଲେଟ ବାର୍ଲା ଏକ ଦାଖଲ ଖାରଜ ମାମଲାରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସମ୍ବଲପୁର, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଭିଜିଲାନ୍ସ ଟିମ୍‌ ମିଳିତ ଚଢ଼ଉ କରି ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ପାଣି ଭିତରେ ପଶିଲା ଗଞ୍ଜେଇ ବୋଝେଇ କାର୍‌

ବଲାଙ୍ଗୀର: ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶି ଯାଇଛି ଏକ ଗଞ୍ଜେଇ ବୋଝେଇ କାର୍‌ । ଏଭଳି ଏକ ଖବର ଆଜି ବଲାଙ୍ଗୀର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କୁରୁଲରୁ ଭାଲେର୍‌ ଯାଇଥିବା ବାଏପାସ୍‌ ରାସ୍ତାରେ ପୋଖରୀ ଭିତରକୁ ଏକ ମାରୁତି ସୁଜୁକି କାର୍‌…
ଅଧିକ ଖବର ଦେଖନ୍ତୁ...

ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଜୀବନ ହାରିଲେ ପରୀକ୍ଷାର୍ଥୀ

ବଲାଙ୍ଗୀର: ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଜଣେ ପରୀକ୍ଷାର୍ଥୀ ଜୀବନ ହାରିଥିବା ଭଳି ଦୁଃଖଦ ଖବର ମିଳିଛି। କାମାକ୍ଷୀନଗର ବିଶ୍ୱାତ୍ମା ବିଦ୍ୟାଳୟ ହଷ୍ଟେଲରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ପ୍ରାରମ୍ଭିକ ସୂଚନାରୁ ଜଣାଯାଇଛି। ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ପ୍ରତିବାଦରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ପ୍ରତିବାଦରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି। ନଗର କଂଗ୍ରେସ ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳିତ ହେଉଛି। ଆଜି କେବଳ ଦୋକାନ, ବଜାର ବନ୍ଦ ରହିବ। କିନ୍ତୁ ସ୍କୁଲ ଓ କଲେଜ ସହ…
ଅଧିକ ଖବର ଦେଖନ୍ତୁ...

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ: ସହରରେ ଲାଗିଛି ବ୍ୟାନର୍

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ହତ୍ୟା ଧମକ ନେଇ ସହରର ଦୁଇଟି ସ୍ଥାନରେ ବ୍ୟାନର ଲାଗିଛି। ଏଥିରେ ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା ନେଇ ଉଲ୍ଲେଖ ରହିଛି। କଣ୍ଟାବାଞ୍ଜି ପୁଲିସ ଏହାର ତଦନ୍ତ ଜାରି ରଖିଛି। ଆଜି ସକାଳୁ…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତସ୍ତରୀୟ ସଚେତନତା ଶିବିରରେ ଅଧ୍ୟକ୍ଷ-ଉପାଧ୍ୟକ୍ଷ କଥା କଟାକଟି

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକରେ ପର୍ଯ୍ୟାୟ କ୍ରମେ ୨୬ ପଞ୍ଚାୟତରେ ଚାଲିଥିବା ଆମ ଓଡ଼ିଶା ନବୀନ ଓଡ଼ିଶାର ସଚେତନତା କାର୍ଯ୍ୟକ୍ରମ ସାରସମାଲ ପଞ୍ଚାୟତରେ ଉଦ୍‌ଯାପିତ ହୋଇଛି। ତେବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ହେଉଥିବା ଏହି କାର୍ଯ୍ୟକ୍ରମର ଅନେକ ସଭାରେ ପଞ୍ଚାୟତ ସମିତି…
ଅଧିକ ଖବର ଦେଖନ୍ତୁ...

ସିଲିଣ୍ଡର ବିସ୍ଫୋରଣ: ପୁଣି ଏକ କରୁଣ ଘଟଣା, ମା’ ମୃତ୍ୟୁ ପରେ ଝୁଲିପଡ଼ିଲା ପୁଅ

ବଲାଙ୍ଗୀର/ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ କାନୁଟ ଗ୍ରାମରେ ଘଟିଥିବା ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଘଟଣାରେ ଚାରିଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଅନ୍ୟ କେତେଜଣ ବି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତେବେ, ଏହାସହିତ ଯୋଡ଼ିହୋଇଛି ଏକ ହୃଦୟସ୍ପର୍ଶୀ ଘଟଣା। ମା’…
ଅଧିକ ଖବର ଦେଖନ୍ତୁ...

ଶିଶୁ ଚୋରି ମାମଲା: ନର୍ସଙ୍କ ଭୂମିକା ସନ୍ଦେହରେ, ଚୋରି ଉପରେ ସିନାଜୋରି!

ବଲାଙ୍ଗୀର: କଥାରେ ଅଛି, ଏକ୍‌ ତୋ ଚୋରି.. ଉପର୍‌ସେ ସିନାଜୋରି। ଏହି କଥାକୁ ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲର ନର୍ସମାନଙ୍କ କାରନାମା ଦେଖିଲେ ପ୍ରାସଂଗିକ ମନେ ହେଉଛି। ଶୁକ୍ରବାର ଦିନ ନର୍ସମାନେ ସମସ୍ତ ପ୍ରକ୍ରିୟାକୁ ଘଣ୍ଟ ଘୋଡ଼ାଇ କୌଣସି ଯାଞ୍ଚ ନକରି ସୁଶୀଳ ସ୍ୱାଇଁଙ୍କ ନବଜାତ…
ଅଧିକ ଖବର ଦେଖନ୍ତୁ...