ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ସିଲିଣ୍ଡର ବିସ୍ଫୋରଣ: ପୁଣି ଏକ କରୁଣ ଘଟଣା, ମା’ ମୃତ୍ୟୁ ପରେ ଝୁଲିପଡ଼ିଲା ପୁଅ

ବଲାଙ୍ଗୀର/ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ କାନୁଟ ଗ୍ରାମରେ ଘଟିଥିବା ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଘଟଣାରେ ଚାରିଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଅନ୍ୟ କେତେଜଣ ବି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତେବେ, ଏହାସହିତ ଯୋଡ଼ିହୋଇଛି ଏକ ହୃଦୟସ୍ପର୍ଶୀ ଘଟଣା। ମା’…
ଅଧିକ ଖବର ଦେଖନ୍ତୁ...

ଶିଶୁ ଚୋରି ମାମଲା: ନର୍ସଙ୍କ ଭୂମିକା ସନ୍ଦେହରେ, ଚୋରି ଉପରେ ସିନାଜୋରି!

ବଲାଙ୍ଗୀର: କଥାରେ ଅଛି, ଏକ୍‌ ତୋ ଚୋରି.. ଉପର୍‌ସେ ସିନାଜୋରି। ଏହି କଥାକୁ ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲର ନର୍ସମାନଙ୍କ କାରନାମା ଦେଖିଲେ ପ୍ରାସଂଗିକ ମନେ ହେଉଛି। ଶୁକ୍ରବାର ଦିନ ନର୍ସମାନେ ସମସ୍ତ ପ୍ରକ୍ରିୟାକୁ ଘଣ୍ଟ ଘୋଡ଼ାଇ କୌଣସି ଯାଞ୍ଚ ନକରି ସୁଶୀଳ ସ୍ୱାଇଁଙ୍କ ନବଜାତ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ, ୨୫ ହଜାର ଟଙ୍କା ଜରିମାନା

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଏବଂ ସେସନ ଜଜ୍‌ ସନ୍ଦୀପ ପଟ୍ଟନାୟକ ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ସ୍ବର୍ଣ୍ଣରାଜା ଦୀପକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁଯାୟୀ, ୨୦୧୮ ଅଗଷ୍ଟ ୧୦ ତାରିଖ ସଇନ୍ତଲା ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ପରିବାରର ୪ଜଣଙ୍କୁ ହରାଇ ଗଭୀର ମାନସିକ ଆଘାତ ପାଇଲା ନାବାଳକ: ନିଜେ ବି ହାରିଲା ଜୀବନ

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକର କନୁଟ ଉପରପଡ଼ାରେ ଗତ ୧୦ ତାରିଖ ଦିନ ଭୟାଵହ ଘଟଣା ଘଟିଥିଲା। ଏହି ଘଟଣାରେ ୬ ଜଣ ଆହତ ହେଇଥିଲେ। ଅଦାବରିଆ ପରିବାରର ପାଞ୍ଚଜଣ ସଦସ୍ୟ ଆହତ ହେଇଥିଲା ବେଳେ ପଡ଼ୋଶୀ ମାଳତୀ ମହାଖୁଡ ନିଆଁରେ ପୋଡ଼ି ଯାଇଥିଲେ। ଉତ୍ତମ ଚିକିତ୍ସା ସକାଶେ ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ହସ୍ପିଟାଲରେ ୨ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକ ହେଲେ ପୁଇଁତଳା ଥାନା ଅନ୍ତର୍ଗତ ଛତାପିପିଲି ଗ୍ରାମର ‌ଖଗେଶ୍ବର ଦୀପ(୪୦) ଓ ତାଲମାଲି ଗ୍ରାମର ଶଚିକାନ୍ତ ଓରଫ ବବି ନାଗ (୩୫)। ସୂଚନା ଅନୁଯାୟୀ ଗତକାଲି ରାତିରେ ଖଗେଶ୍ବର ଦୀପ ଓ …
ଅଧିକ ଖବର ଦେଖନ୍ତୁ...

ମହୁମାଛି ଆକ୍ରମଣରେ ୧୨ ଛାତ୍ରଛାତ୍ରୀ ଆହତ

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ସଦର ଖପ୍ରାଖୋଲ ନୋଡାଲ ହାଇସ୍କୁଲରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ମହୁମାଛି ଆକ୍ରମଣରେ ୧୨ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବୁଧବାର ସରସ୍ବତୀ ପୂଜା ସମୟରେ ଛାତ୍ରଛାତ୍ରୀ ସ୍କୁଲ ପରିସରରେ ଥିବା…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ପିପଲପଦର ଗ୍ରାମର ରାଜେନ୍ଦ୍ର ଭୋଇ (୩୨) ଚାନ୍ଦୋତରାରୁ କାମ ସାରି ମଙ୍ଗଳବାର ରାତିରେ ଚାଲିଚାଲି ଘରକୁ ଫେରୁଥିଲେ। କୁରସୁଡ଼-ତୁରୁକାଭଟା ମଧ୍ୟରେ ଥିବା ପୋଲ ନିକଟରେ ପଛପଟୁ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀରରେ ପ୍ରାକ୍‌-ନିର୍ବାଚନୀ ତାତି: ବିଜେଡି-କଂଗ୍ରେସ ମୁହାଁମୁହିଁ

ବଲାଙ୍ଗୀର: ‌ଷୋଡ଼ଶ ବିଧାନସଭା ଅଧିବେଶନ ସରୁସରୁ ବଲାଙ୍ଗୀରରେ ନିର୍ବାଚନୀ ରଙ୍ଗ ଦେଖିବାକୁ ମିଳିଛି। ବିଜେଡି-କଂଗ୍ରେସ ମଧ୍ୟରେ ଏବେ ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି। ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ବିଜେଡି ନେତୃବର୍ଗ ବିଧାୟକ ନରସିଂହ ମିଶ୍ରଙ୍କୁ ଘେରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

ଗ୍ୟାସ ସିଲିଣ୍ଡର ଫାଟି ୬ ଗୁରୁତର

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା  ବେଲପଡ଼ା ଥାନା କାନୁଟ ଉପରପଡାରେ ଏକ ଘରେ ପରିବାର ୫ଜଣ ଓ ଜଣେ ପଡୋଶୀ ୬ ଜଣ ବସି ଟିଭି ଦେଖୁଥିଲେ। ତେବେ ରୋଷେଇ ଘର ପାଖରେ ଏମାନେ ସମସ୍ତେ ବସି ଟିଭି ଦେଖୁଥିବା ବେଳେ ଘଟିଛି ଅଘଟଣ। ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ୬ଜଣ ଗୁରୁତର ଭାବେ ଜଳିଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...