ଅନୁସନ୍ଧାନ କରୁଥିବା ବର୍ଗ

କଟକ

ବାହାନଗା ରେଳ ଦୁର୍ଘଟଣା: ଏସ୍‌ସିବିରେ ତୃତୀୟ ମୃତ୍ୟୁ, ​ମୋଟ ସଂଖ୍ୟା ୨୯୧

କଟକ : ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା  ଶନିବାର ଦିନ ପୁଣି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ବିହାର ଭାଗଲପୁରର ବାସିନ୍ଦା ସୋଇମ ମନସୁର(୩୩)। ଏହାକୁ ମିଶାଇ ବାହାନଗା ରେଳ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୨୯୧ରେ ପହଞ୍ଚି ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଆଉ ଜଣେ ଆହତଙ୍କ ମୃତ୍ୟୁ

କଟକ: କଟକ ଏସସିବିରେ ଶନିବାର ଦିନ ଆଉ ଜଣେ ଆହତଙ୍କ ମୃତ୍ୟୁ। ମୃତକ ଜଣକ ହେଲେ ୩୩ ବର୍ଷୀୟ ସୋହିମ୍ ମନସୁର୍। ତାଙ୍କର ଘର ବିହାର ରାଜ୍ୟରେ। ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣା ପରେ ସେ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ଅବସ୍ଥା ଶୋଚନୀୟ ହୋଇଥିବା ହେତୁ…
ଅଧିକ ଖବର ଦେଖନ୍ତୁ...

କଟକର କୁଖ୍ୟାତ ତାନ୍ତ୍ରିକ କୈଫି ଖାନର ଆଉ ଜଣେ ସହଯୋଗୀ ଗିରଫ

କଟକ: କଟକର କୁଖ୍ୟାତ ତାନ୍ତ୍ରିକ କୈଫି ଖାନର ଆଉ ଜଣେ ସହଯୋଗୀକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୁଲିସ। କୈଫି ଖାନର ସମ୍ପର୍କୀୟ ଅମୀର ଖାଁ ଗିରଫ ହୋଇଛି। ଏବେ ଗିରଫଦାରୀ ସଂଖ୍ୟା ତିନିରେ ପହଞ୍ଚିଛି। ଅମୀରକୁ କୋର୍ଟ ଚାଲାଣ କରାଯାଇଛି। ପୁଲିସର ସୂଚନା ଅନୁଯାୟୀ, ଧାତଵ ସାମଗ୍ରୀ…
ଅଧିକ ଖବର ଦେଖନ୍ତୁ...

ରଜ ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

କଟକ: କଟକ ଜିଲ୍ଲା ବାଙ୍କୀରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମମେହୀଙ୍କ ପୀଠରେ ରଜ ମହୋତ୍ସବ ଚାଲିଥିବା ବେଳେ ଆଜି ସକାଳେ ସେଠାରେ ଗଛରେ ଲାଗିଥିବା ରଜ ଦୋଳିରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛ।  ମୃତ ଯୁବକ ହେଲେ ସାହାଡ଼ାପଦା ଗ୍ରାମର ଅନିଲ…
ଅଧିକ ଖବର ଦେଖନ୍ତୁ...

୭ ମାସ ହେଲା ବିଛିନ୍ନ ଧବଳେଶ୍ବର ପୀଠ

କଟକ: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରକୁ ୭ ମାସରୁ ଅଧିକ ହେଲାଣି ଶ୍ରଦ୍ଧାଳୁଙ୍କ ପାଇଁ ସହଜ ଆଉ ସ୍ବାଭାବିକ ଗମନାଗମନ ବାଟ ବନ୍ଦ। କିନ୍ତୁ ଏ​ କ୍ଷେତ୍ରରେ ପ୍ରାଶାସନିକ ଶିଥିଳତା ବିଭିନ୍ନ ମହଲରେ ପ୍ରତିକ୍ରିୟାର କାରଣ ହୋଇଛି। ଝୁଲା ପୋଲକୁ ବନ୍ଦ କରି ଦିଆଯାଇଛି। ମହାନଦୀରେ…
ଅଧିକ ଖବର ଦେଖନ୍ତୁ...

ଟୋଲ ଫ୍ରି ନମ୍ବରରେ କଲ୍‌ କଲେ ମିଳୁଛି ମାନସିକ ସ୍ବାସ୍ଥ୍ୟ ପରାମର୍ଶ

କଟକ : ରାଜ୍ୟରେ ଆରମ୍ଭ ହୋଇଛି ଟେଲି-ମାନସ ସେବା। ଟେଲି କନ୍‌ଫରେନ୍ସିଂ ମାଧ୍ୟମରେ ରୋଗୀ ମାନସିକ ସ୍ବାସ୍ଥ୍ୟ ସଂପର୍କିତ ପରାମର୍ଶ ପାଇପାରୁଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଯୋଜନା ବେଙ୍ଗାଲୁରୁରୁ ନିୟନ୍ତ୍ରିତ ହେଉଥିବା ବେଳେ ରାଜ୍ୟରେ ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଗୁଣ୍ଡିଚା ପାଇଁ ଶ୍ରୀକ୍ଷେତ୍ର ଗଲା ଗୀତଗୋବିନ୍ଦ ଖଣ୍ଡୁଆ ପାଟ

ତିଗିରିଆ : ପୁରୀରେ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା ପାଇଁ କଟକ ଜିଲ୍ଲା ତିଗିରିଆ ବ୍ଲକ୍‌ର ପ୍ରସିଦ୍ଧ ହସ୍ତତନ୍ତ ଗ୍ରାମ ନୂଆପାଟଣାରୁ ଖଣ୍ଡୁଆ ପାଟ ଓ ତାରାବଳୀ ପାଟ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠାଯାଇଛି। ଏ ସଂପର୍କରେ ନୂଆପାଟଣା ହରିହରପୁରପାଟଣାର ସୁନାମଧନ୍ୟ…
ଅଧିକ ଖବର ଦେଖନ୍ତୁ...

ବାହାନଗା ରେଳ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୨୯୦ ଛୁଇଁଲା

କଟକ : ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ନାବାଳକଙ୍କର ଶୁକ୍ରବାର ଦିନ ମୃତ୍ୟୁ ଘଟିଛି। ମୃତକ ହେଲେ, ବିହାରର ବାସିନ୍ଦା ପ୍ରକାଶ ରାମ(୧୭)। ଏହାକୁ ମିଶାଇ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୦ରେ ପହଞ୍ଚିଛି। ଦୁର୍ଘଟଣାରେ…
ଅଧିକ ଖବର ଦେଖନ୍ତୁ...

କାର୍‌ ଭିତରେ ଶ୍ୱାସରୁଦ୍ଧ ହୋଇ ଶିଶୁ ମୃତ

ମାହାଙ୍ଗା : ମାହାଙ୍ଗା ଥାନା ଅନ୍ତର୍ଗତ ବରାହୀପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କାର୍‌ ଭିତରେ ରହିଯାଇଥିବା ଜଣେ ୫ ବର୍ଷ ବୟସର ଶିଶୁ ଅସହ୍ୟ ଗରମରେ ଶ୍ୱାସରୁଦ୍ଧ ‌ହୋଇ ପ୍ରାଣ ହରାଇଛି। ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ସୂଚନା ମୁତାବକ, ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...

ବିପର୍ଯ୍ୟସ୍ତ ପୁରୀ ବସ୍‌ଷ୍ଟାଣ୍ଡ: ରଥଯାତ୍ରାରେ କେମିତି ଗଡ଼ିବ ୧୮୦ ବସ୍?

କଟକ: କଟକ ପାଲାମଣ୍ଡପ ନିକଟରେ ଥିବା ପୁରୀ ବସ୍‌ଷ୍ଟାଣ୍ଡ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଷ୍ଟାଣ୍ଡ ଭିତରେ କାଦୁଅ। ପ୍ରବେଶ ପଥ ଅବସ୍ଥା ଠିକ୍‌ ନାହିଁ। ଅସରାଏ ବର୍ଷା ହେଲେ ଷ୍ଟାଣ୍ଡ ଭିତରକୁ ପଶିବା ବି ସମ୍ଭବ ହେବ ନାହିଁ। ଯାତ୍ରୀ ବିଶ୍ରାମାଗାରକୁ ବର୍ଷେ ହେବ ସିଏମ୍‌ସି ଭାଙ୍ଗି ଦେଇଛି।…
ଅଧିକ ଖବର ଦେଖନ୍ତୁ...