ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଗୋଟିଏ ନରକଙ୍କାଳ ଓ ଏକ ଅଜଣା ମୃତଦେହ ଠାବ: ଘଟଣାସ୍ଥଳରେ ପୁଲିସର ତଦନ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦୁଇଟି ସ୍ଥାନରୁ ଆଜି ଗୋଟିଏ ନରକଙ୍କାଳ ଠାବ ହୋଇଥିବା ବେଳେ ଏକ ଅଜଣା ମୃତଦେହ ମିଳିଛି।  ହିଂଜିଳିକାଟୁ ଥାନା ଅନ୍ତର୍ଗତ ମହୁଲପଲ୍ଲୀ ଗାଁ ପଡ଼ିଆରୁ ନରକଙ୍କାଳ ଠାବ ହୋଇଛି। ନର କଙ୍କାଳଟି କୌଣସି ପୁରୁଷର ବୋଲି ଅନୁମାନ କରାଯାଉଛି। ଖବର ପାଇ ପୁଲିସ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷିବ; ୧୨ ଜିଲ୍ଲାକୁ ଅରେଞ୍ଜ; ୧୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳକୁ ଲାଗି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଛି। ଏବଂ ଆାସନ୍ତା ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିମଧ୍ୟରୁ ୧୨ଟି…
ଅଧିକ ଖବର ଦେଖନ୍ତୁ...

ଶ୍ରୀକାନ୍ତ ସାହୁ ଫସାଇବା ପାଇଁ ଏଭଳି କରିଛନ୍ତି: ସଂଯୁକ୍ତା ମହଲ

ଭୁବନେଶ୍ୱର: ପୋଲସରା ବିଧାୟକ ଓ ମହିଳା ନେତ୍ରୀ ସଂଯୁକ୍ତା ମହଲଙ୍କ ମଧ୍ୟରେ ବିବାଦ ଥମିବାର ନାମ ନେଉନାହିଁ | ନିଜର ଓ ଝିଅର ଜୀବନ ପ୍ରତି ବିପଦ ଥିବା ନେଇ ଶ୍ରୀକାନ୍ତ ଥାନାରେ ଅଭିଯୋଗ କରିବା ପରେ ସଂଯୁକ୍ତା କହିଛନ୍ତି ଯେ ଚକ୍ରାନ୍ତ କରି ମୋତେ ଫସାଯାଇଛି | ବିକାଶ ବେହେରା କିଏ…
ଅଧିକ ଖବର ଦେଖନ୍ତୁ...

ବିଧାୟକ ଓ ଝିଅଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ: ଥାନାରେ ଏତଲା ଦେଲେ ଶ୍ରୀକାନ୍ତ ସାହୁ

ପୋଲସରା: ପୋଲସରା ବିଧାୟକ ତଥା ପୂର୍ବତନ ଶ୍ରମ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡ଼ଯନ୍ତ୍ର କରା ଯାଉଥିବା ସମ୍ପର୍କରେ ନିଜେ ବିଧାୟକ ଶ୍ରୀ ସାହୁ ପୋଲସରା ଥାନା ରେ ଏତଲା ଦେଇଛନ୍ତି। ଶ୍ରୀ ସାହୁ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ଯେ ଚଳିତ ମାସ ୧୩ ତାରିଖ ଦିନ ସକାଳ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗର ସୃଷ୍ଟି ହେଲା ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରେ ଅତିପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଓଡିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସଂପ୍ରତି ଲଘୁଚାପଟି ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ…
ଅଧିକ ଖବର ଦେଖନ୍ତୁ...

ପୁଣି ଦାନାବାନ୍ଧୁଛି ଲଘୁଚାପ: ୨୪ ଘଣ୍ଟା ୧୦ ଜିଲ୍ଲାରେ ପ୍ରବଳ ବର୍ଷା; ୧୨ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…
ଅଧିକ ଖବର ଦେଖନ୍ତୁ...

ଶେରଗଡ଼ରେ ଶିକ୍ଷୟତ୍ରୀ ଓ ଦୁଇ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡ଼ ଗ୍ରାମରେ ମହାତ୍ମା ଗାନ୍ଧି ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସାବିତ୍ରୀ ସାହୁ ଓ ତାଙ୍କର ଦୁଇ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ଶିକ୍ଷୟତ୍ରୀ ଜଣକ ବାଇପାସ ସ୍ଥିତ ଏକ ଭଡ଼ାଘରେ ରହୁଥିଲେ। ସକାଳୁ ସାବିତ୍ରୀ ଓ ତାଙ୍କର ଦୁଇ ପୁଅଙ୍କୁ ଅଚେତ ଅବସ୍ଥାରେ ଶେରଗଡ଼…
ଅଧିକ ଖବର ଦେଖନ୍ତୁ...

୪ଘଣ୍ଟାରେ ଡକାଡକି ହୋଇ ଚାଲିଗଲେ ଦମ୍ପତି: ଏକାଠି ଜଳିଲା ୨ ଜୁଇ

ବେଲଗୁଣ୍ଠା: ସ୍ବାମୀଙ୍କ ଶବାଧାର ପଛରେ ପରମ୍ପରା ଅନୁସାରେ ହାଣ୍ଡିଚଟୁ ନେଇ ବାହାରିଥିବା ପତ୍ନୀ ବି ଶବ ପାଲଟିଗଲେ। ଆଉ ୪ ଘଣ୍ଟା ବ୍ୟବଧାନରେ ଦମ୍ପତି ଡକାଡକି ହୋଇ ଆରପାରିକୁ ଚାଲିଗଲେ। ସ୍ବାମୀଙ୍କ ଜୁଇ ନ ଲିଭୁଣୁ ପାଖରେ ଜଳିଲା ପତ୍ନୀଙ୍କ ଜୁଇ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ବରପଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀଙ୍କ ଶବାଧାର ପଛରେ ବାହାରିଥିବା ପତ୍ନୀ ବି ଶବ ପାଲଟିଗଲେ

ବେଲଗୁଣ୍ଠା: ସ୍ବାମୀଙ୍କ ଶବାଧାର ପଛରେ ପରମ୍ପରା ଅନୁସାରେ ହାଣ୍ଡିଚଟୁ ନେଇ ବାହାରିଥିବା ପତ୍ନୀ ବି ଶବ ପାଲଟିଗଲେ। ଆଉ ୪ ଘଣ୍ଟା ବ୍ୟବଧାନରେ ଦମ୍ପତି ଡକାଡକି ହୋଇ ଆରପାରିକୁ ଚାଲିଗଲେ। ସ୍ବାମୀଙ୍କ ଜୁଇ ନ ଲିଭୁଣୁ ପାଖରେ ଜଳିଲା ପତ୍ନୀଙ୍କ ଜୁଇ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ବରପଲ୍ଲୀ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ୮ ଜିଲ୍ଲାରେ ପ୍ରବଳ ବର୍ଷା; ୧୦ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା: ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଦୁର୍ବଳ ହୋଇପଡ଼ିଛି। ଏହାର ଆଉ କୌଣସି ପ୍ରଭାବ ଏବେ ରାଜ୍ୟ ଉପରେ ନାହିଁ। ତେବେ, ଲଘୁଚାପ ପ୍ରଭାବରେ ରାଜ୍ୟ ଉପରେ ଦୁର୍ବଳ ସ୍ଥିତିରେ ଥିବା ମୌସୁମୀ ପୁର୍ନବାର ସକ୍ରିୟ ହୋଇପଡ଼ିଛି। ଫଳରେ ଆସନ୍ତା ୨୪…
ଅଧିକ ଖବର ଦେଖନ୍ତୁ...