ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ପୁଲିସର ପଚରାଉଚରା ଜାରି: ନିଖୋଜ ପଛର ରହସ୍ୟରୁ ପରଦା ହଟିବ କେବେ?

ବ୍ରହ୍ମପୁର/କଟକ: ଗତ ୩ ଦିନ ଧରି ନିଖୋଜ ଥିବା କଟକ ଜିଲ୍ଲା ବଡ଼ମ୍ବା ସ୍ଥିତ ଏକ ଘରୋଇ ବ୍ୟାଙ୍କ୍‌ର ମ୍ୟାନେଜର୍‌ ତପନ କୁମାର ସାହୁଙ୍କୁ ଗତକାଲି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପୁଲିସ ଗିରିସୋଲା ନିକଟରୁ ଉଦ୍ଧାର କରିଥିଲା।  ବ୍ୟାଙ୍କ ମ୍ୟାନେଜରଙ୍କୁ ଠାବ କରିବାରେ ବାଙ୍କୀ ପୁଲିସ ସଫଳ…
ଅଧିକ ଖବର ଦେଖନ୍ତୁ...

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ସୂର୍ଯ୍ୟଙ୍କ ବିକଳ୍ପ କିଏ?

ବ୍ରହ୍ମପୁର(ସୁଦୀପ୍ତ ଷଡ଼ଙ୍ଗୀ): ବିଜେଡିର ଗଡ଼ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗ ପରେ ଏକ ପ୍ରକାର ମୁରବିବିହୀନ ହୋଇପଡ଼ିଛି। ବାପାଙ୍କ ବିକଳ୍ପ ଭାବେ ପୁଅ ବିପ୍ଳବଙ୍କୁ ଦଳ ଗ୍ରହଣ କରିବ କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ବଡ଼ମ୍ବାର ନିଖୋଜ ବ୍ୟାଙ୍କ ମ୍ୟାନେଜର୍‌ ଗିରିସୋଲାରୁ ଉଦ୍ଧାର

ବ୍ରହ୍ମପୁର: କଟକ ଜିଲ୍ଲା ବଡ଼ମ୍ବା ସ୍ଥିତ ଏକ ଘରୋଇ ବ୍ୟାଙ୍କ୍‌ର ମ୍ୟାନେଜର୍‌ ତପନ କୁମାର ସାହୁ ଦୁଇଦିନ ଧରି ନିଖୋଜ ରହିଥିଲେ। ଆଜି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପୁଲିସ ତାଙ୍କୁ ଗିରିସୋଲା ନିକଟରୁ ଉଦ୍ଧାର କରିଛି। । ବର୍ତ୍ତମାନ ସେ ଗୋଳନ୍ଥରା ଥାନା ହେପାଜତରେ ରହିଥିବା ପୁଲିସ…
ଅଧିକ ଖବର ଦେଖନ୍ତୁ...

କାମ ଆଶାରେ ପୁଣେ ଯାଇଥିଲେ ଗଂଜାମର ତ୍ରିପତି ମୁନି, ୨୦ ଦିନ ହେଲା ନିଖୋଜ

ସୋରଡ଼ା: ଗଂଜାମ ଜିଲ୍ଲା ସୋରଡ଼ା ଥାନା ଅଧୀନ ଶୁରମଣି ଗ୍ରାମର ତ୍ରିପତି ନାରାୟଣ ମୁନି(୨୪) ନିଖୋଜ ହେବାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପରିବାର ଲୋକେ। ତ୍ରିପତି ୫ ମାସ ହେଲା କାମ ଆଶାରେ ପୁଣେ ଯାଇଥିଲେ। ଗତ ୪ ତାରିଖରେ ସେ ଟ୍ରେନ୍ ଯୋଗେ ବ୍ରହ୍ମପୁର ଆସୁଥିଲେ। ହେଲେ ସେ ବ୍ରହ୍ମପୁର…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା: ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଦେଶରୁ ୮ ଦିନ ବିଳମ୍ବରେ ଆରମ୍ଭ ହୋଇଛି। ସ୍ୱାଭାବିକ ତାରିଖ ୧୭ ସେପ୍ଟେମ୍ବର ବଦଳରେ ଗତକାଲି (ସୋମବାର) ଠାରୁ ଦକ୍ଷିଣ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କାରଣରୁ ଓଡ଼ିଶାରୁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ହତ୍ୟା ଘଟଣାରେ ଦୁଇ ଗିରଫ, ପୂର୍ବ ଶତ୍ରୁତା ମୁଖ୍ୟ କାରଣ

ପାଟପୁର: ସାନଖେମୁଣ୍ଡି ବ୍ଲକ୍‌ ପଦ୍ମପୁର ପଞ୍ଚାୟତ ପାଟପୁର ଥାନା ଅନ୍ତର୍ଗତ ବୃନ୍ଦାବନନଗର ଗ୍ରାମ ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌ କରିଛି ପୁଲିସ। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାଗ୍ରସ୍ତ ହୋଇ ସଂପୂର୍ଣ୍ଣ ଜଳିଗଲା ଟିଭିଏସ୍ ମୋପେଡ୍

ହିଞ୍ଜିଳିକାଟୁ: ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ନୂଆ ମେଡିକାଲ୍‌ ଛକ ରାସ୍ତା ଉପରେ ଆଜି ଏକ ଟିଭିଏସ୍ ମୋପେଡ୍ ଦୁର୍ଘଟଣାଗ୍ରସ୍ତ ହୋଇ ସଂପୂର୍ଣ୍ଣ ଭାବ‌େ ଜଳିଯାଇଛି। ଶିକିରି ଗ୍ରାମର ଗୌରାଙ୍ଗ ବରାଡ଼ ତାଙ୍କ ମୋପେଡରେ ପେଟ୍ରୋଲ୍ ପକାଇବାକୁ ପେଟ୍ରୋଲ୍ ପମ୍ପ୍‌କୁ ଯିବା ବେଳେ ବିପରୀତ…
ଅଧିକ ଖବର ଦେଖନ୍ତୁ...

ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ: ଟେକାପଥର ମାଡ଼ରେ ୪ ମହିଳାଙ୍କ ସମେତ ୮ ଆହତ

ଗଞ୍ଜାମ/ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଓ ରମ୍ଭା ଥାନା ଅଧୀନ କୋମଣ୍ଡ ଗ୍ରାମରେ ଗତକାଲି ରାତିରେ ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ସଂଘର୍ଷ ଘଟିଛି। ଦୁଇ ଗୋଷ୍ଠୀ ପରସ୍ପରକୁ ଟେକା ଓ ପଥରମାଡ଼ କରିବାରୁ ଏଥିରେ ୪ ଜଣ ମହିଳାଙ୍କ ସମେତ ୮…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୫ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା: ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ରାଜ୍ୟ ଉପରେ କୌଣସି ପ୍ରକାର ଘୂର୍ଣ୍ଣିବଳୟର ପ୍ରଭାବ ନଥିବା ବେଳେ ମୌସୁମୀ ଦୁର୍ବଳ ଅବସ୍ଥାରେ ରହିଛି। ଏପରିସ୍ଥିତିରେ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୫ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସହ…
ଅଧିକ ଖବର ଦେଖନ୍ତୁ...

ବଡ଼ଘାଟିରେ ବାଇକ୍‌କୁ ଧକ୍କା ଦେଇ ଓଲଟିଲା ଟ୍ରକ୍‌: ୨ ମୃତ, ୩ ଗୁରୁତର

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ବଡ଼ଘାଟିରେ ଆଜି ରାତି ପ୍ରାୟ ୮ଟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳା ଓ ଟ୍ରକ୍‌ ଡ୍ରାଇଭର୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...