ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ପ୍ରେମ ବିବାହ କରିଥିବା ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ଦଶରଥପୁର : ଦଶରଥପୁର ବ୍ଲକ୍ ତଥା ମଙ୍ଗଳପୁର ଥାନା ମଲ୍ଲିକାପୁର ପଞ୍ଚାୟତ ଦାଣ୍ଡିସାହି ଗ୍ରାମର ଜଣେ ନବବଧୂଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ପୁଲିସ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ସୂଚନା ମୁତାବକ, ଦାଣ୍ଡିସାହି ଗ୍ରାମର ଗୌତମ ପଣ୍ଡାଙ୍କ ଝିଅ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗର ସୃଷ୍ଟି ହେଲା ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରେ ଅତିପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଓଡିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସଂପ୍ରତି ଲଘୁଚାପଟି ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ…
ଅଧିକ ଖବର ଦେଖନ୍ତୁ...

ବଡ଼ଚଣାରେ ୭ ଡେଙ୍ଗୁରୋଗୀ ଚିହ୍ନଟ

ବାଲିକୁଦା: ବଡ଼ଚଣା ବ୍ଲକ୍‌ କୋଲଣଗିରି ପଞ୍ଚାୟତ ନାନକାର ଗ୍ରାମରେ ମାଡ଼ିଚାଲିଛି ଡେଙ୍ଗୁ। ବର୍ତ୍ତମାନ ୩ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ୪ ଜଣ ଡାକ୍ତରଖାନାରୁ ଫେରି ଘରେ ଔଷଧ ସେବନ ସହ ବିଶ୍ରାମ ନେଉଛନ୍ତି। କୋଲଣଗିରି ରାଜସ୍ଵ ଗ୍ରାମ ଅନ୍ତର୍ଗତ ୩ ଓ ୪ ନଂ ଓ୍ବାର୍ଡକୁ ନେଇ ଗଠିତ…
ଅଧିକ ଖବର ଦେଖନ୍ତୁ...

ପୁଣି ଦାନାବାନ୍ଧୁଛି ଲଘୁଚାପ: ୨୪ ଘଣ୍ଟା ୧୦ ଜିଲ୍ଲାରେ ପ୍ରବଳ ବର୍ଷା; ୧୨ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ୮ ଜିଲ୍ଲାରେ ପ୍ରବଳ ବର୍ଷା; ୧୦ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା: ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଦୁର୍ବଳ ହୋଇପଡ଼ିଛି। ଏହାର ଆଉ କୌଣସି ପ୍ରଭାବ ଏବେ ରାଜ୍ୟ ଉପରେ ନାହିଁ। ତେବେ, ଲଘୁଚାପ ପ୍ରଭାବରେ ରାଜ୍ୟ ଉପରେ ଦୁର୍ବଳ ସ୍ଥିତିରେ ଥିବା ମୌସୁମୀ ପୁର୍ନବାର ସକ୍ରିୟ ହୋଇପଡ଼ିଛି। ଫଳରେ ଆସନ୍ତା ୨୪…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କ ପ୍ରତିବାଦ ସମୟରେ ବିଜେଡିର ଗୁଣ୍ଡାରାଜ: ପ୍ରତିବାଦକାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗ

ଦଶରଥପୁର: ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ଚାଷୀଙ୍କ ପ୍ରତିବାଦ ସମୟରେବି‌ଜୁ ଜନତା ଦଳର (ବିଜେଡି) କିଛି କର୍ମୀ ଗୁଣ୍ଡାରାଜ ଚଳାଇ ଥିବା ଅଭିଯୋଗ ହୋଇଛି । ଜିଲ୍ଲାର ଯୁବ ସଭାପତି ପ୍ରଭାତ ଚନ୍ଦ୍ର ଦାସ, ଅସନପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ କାଶୀନାଥ ମାଲିକଙ୍କ ସମେତ…
ଅଧିକ ଖବର ଦେଖନ୍ତୁ...

ବୈତରଣୀ ନଦୀବନ୍ଧ ଧସିବା ପ୍ରସଙ୍ଗ: ଭିନ୍ନ ଇସାରା ଦେଉଛି ମନ୍ତ୍ରୀ ଓ ଯନ୍ତ୍ରୀଙ୍କ ନିରବତା

ପ୍ରଦୀପ କୁମାର ମହାପାତ୍ର ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅଞ୍ଚଳରେ ଧସିଲା ବୈତରଣୀ ନଦୀବନ୍ଧ। ଯନ୍ତ୍ରୀ ଦେଖିଲେ, ମନ୍ତ୍ରୀ ବି ଦେଖିଲେ। ବାଲିବସ୍ତା ପକାଇଲେ, ପାଲ ଢାଙ୍କିଦେଲେ। କାର୍ଯ୍ୟାନୁଷ୍ଠାନ ସେତିକିରେ ସୀମିତ ରହିଲା। ନିମ୍ନମାନର କାମ ପାଇଁ ବନ୍ଧ ଭୁଶୁଡୁଥିବା ନେଇ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଭିନ୍ନ ଘଟଣାରେ ୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ପ୍ରତିଦିନ ବିଭିନ୍ନ କାରଣରୁ କେହି ନା କେହି ମୃତାହତ ହେଉଛନ୍ତି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୬ ଜଣଙ୍କର ମୃତ୍ୟୁ ଘଟିଛି। ସେସମସ୍ତ ବିଷୟରେ ନିମ୍ନରେ ଉଲ୍ଲେଖ କରାଯାଇଛି। ଧାନ କ୍ଷେତରୁ ଯୁବକଙ୍କ ମୃତଦେହ ଉଦ୍ଧାର ବାମରା: ବାମରା ବ୍ଲକ ଲରିଆପାଲି…
ଅଧିକ ଖବର ଦେଖନ୍ତୁ...

ଡ୍ରେନେଜ୍‌ ଡିଭିଜନ୍‌ କେଳେଙ୍କାରୀ: ବେକାର ଇଂଜିନିୟରଙ୍କ ନାମରେ ଗୁପ୍ତଟେଣ୍ଡର

ଯାଜପୁର: ଯାଜପୁର ଡ୍ରେନେଜ୍ ଡିଭିଜନରେ ଦଳ ସଫେଇ କେଳେଙ୍କାରୀର ଗୁମର ଖୋଲିବାରେ ଲାଗିଛି। ସରକାରୀ ଅନୁଦାନ ହରିଲୁଟ୍‌‌ର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଚଣ୍ଡିଖୋଲ ସବ୍‌ଡିଭିଜନରେ ୨ଟି ଆର୍ଥିକ ବର୍ଷରେ ୩୦ଟି ଗୁପ୍ତଟେଣ୍ଡର ଜରିଆରେ ଦଳସଫାରେ ୯୩ ଲକ୍ଷ ୪୭ ହଜାର ୯୯ ଟଙ୍କା ଖର୍ଚ୍ଚରେ…
ଅଧିକ ଖବର ଦେଖନ୍ତୁ...

ହାତଗଣ୍ଠି ପଡିବା ପୂର୍ବରୁ ଆରପାରିକୁ ଚାଲିଗଲେ ଭାବି ସ୍ୱାମୀ, ଅମାନିଆ ଲୁହର ସାକ୍ଷୀ ରହିଲା ଶବ ଗୃହ

ଯାଜପୁର(ଅନୀଲ ପଣ୍ଡା): ହାତଗଣ୍ଠି ସିନା ପଡ଼ିନଥିଲା, ହେଲେ ମନ ତ ମିଶିଯାଇଥିଲା | ହୋମନିଆଁ ସିନା ସାକ୍ଷୀ ହୋଇନଥିଲେ, ହେଲେ ଦୁହେଁ ତ ପରସ୍ପରର ହୋଇସାରିଥିଲେ | ଠିକ ସେଥିପାଇଁ ତ ନିଜ ଭାବି ସ୍ୱାମୀଙ୍କ ଦେହାନ୍ତ ପରେ ତାଙ୍କ ମୃତଦେହକୁ ଧରି ଭୋ ଭୋ ହୋଇ କାନ୍ଦୁଛନ୍ତି ଭାବି ପତ୍ନୀ |…
ଅଧିକ ଖବର ଦେଖନ୍ତୁ...