ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ସରକାରଙ୍କ ଟଙ୍କାକୁ ଅପେକ୍ଷା ନକରି ନିଜ ଖର୍ଚ୍ଚରେ କଲେ ପୋଲ ମରାମତି

ହରିପୁର: ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଭାଗ କଥା ନଶୁଣିବାରୁ ଶେଷରେ ନିଜ ପାଇଁ ନିଜେ ହିଁ ସୁବିଧା ବାଟ କରିଛନ୍ତି ଯୁବଗୋଷ୍ଠୀ। କାହାକୁ ଅପେକ୍ଷା ନକରି ଶେଷରେ ସ୍ଥାନୀୟ ଯୁବକମାନେ ମିଶି ଜାତୀୟ ରାଜପଥ-୨୦ର ମହେଶ୍ଵରପୁରଠାରେ ଯମୁନା ରାସ୍ତା, ଜହଳ ଘାଟରେ ଥିବା ଖରସ୍ରୋତା ନଦୀ ପୋଲ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୦ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା; ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି (ସୋମବାର) ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏବଂ ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ମୁହାଁଇଛି। ଏହାର ପ୍ରଭାବରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ…
ଅଧିକ ଖବର ଦେଖନ୍ତୁ...

ଜମି ଦେବା ନାଁରେ ଠକେଇ, ଯୁବକ ଗିରଫ

ଦଶରଥପୁର: ଜମି ଯୋଗାଇଦେବା ନାଁରେ ଅର୍ଥ ହଡ଼ପ ଓ ଧମକ ଦେବା ଅଭିଯୋଗରେ ଗତ ୨୦୨୨ ଡିସେମ୍ବର ୨୮ ତାରିଖରେ ଦଶରଥପୁର ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ଅଭିଯୁକ୍ତ ପ୍ରଦୀପ ଦାଶକୁ ଆଜି ଦଶରଥପୁର ପୁଲିସ ଗିରଫ କରିଛି। ଜନୈକ ବ୍ୟକ୍ତି ବିଶ୍ୱନାଥ ସାମଲଙ୍କୁ ଯାଜପୁର ସହରରେ ଜମି ଦେବା ନାଁରେ…
ଅଧିକ ଖବର ଦେଖନ୍ତୁ...

ବିକାଶର ମ‌ଡେଲ ଯାଜପୁର: ଅଣଓଡ଼ିଆଙ୍କ କବ୍‌ଜାରେ ବଡ଼ବଡ଼ ପ୍ରକଳ୍ପ

ଯାଜପୁର/ସଦର: ଯାଜପୁରକୁ ରାଜ୍ୟ ବିକାଶର ମଡେଲ୍‌ ବୋଲି ରାଜ୍ୟ ସରକାର କହୁଛନ୍ତି। ହେଲେ ଏହି ଜିଲ୍ଲାର ପ୍ରାୟ ସମସ୍ତ ବୃହତ ପ୍ରକଳ୍ପ, କଳ କାରଖାନା, ଖଣିରେ ଠିକାଦାର ଓ ପରିବହନ ସଂସ୍ଥା ଅଣଓଡ଼ିଆଙ୍କ ହାତରେ। ଆମ ଦେଶର ସର୍ବାଧିକ କ୍ରୋମାଇଟ୍ ଗଚ୍ଛିତ ଥିବା ସୁକିନ୍ଦାର କାଳିଆପାଣି କ୍ରୋମ…
ଅଧିକ ଖବର ଦେଖନ୍ତୁ...

ଦଶରଥପୁରରେ ନକଲି ସିମେଣ୍ଟ କାରଖାନା

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ନନ୍ଦିପୁର ପଞ୍ଚାୟତ ଅନ୍ତର୍ଗତ ଚଣ୍ଡିଗୋଳ ହାଟ ନିକଟରେ ବହୁବର୍ଷ ହେଲା ଏକ ନକଲି ସିମେଣ୍ଟ କାରଖାନା ଚାଲିଥିବା ଅଭିଯୋଗ ହେଉଛି। ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ଯଥା- ଅଲଟ୍ରାଟେକ୍‌, ଡାଲମିଆ, କୋଣାର୍କ ଭଳି କମ୍ପାନିର ଅଖାରେ ଭର୍ତ୍ତି କରାଯାଇ…
ଅଧିକ ଖବର ଦେଖନ୍ତୁ...

ସମ୍ବାଦରେ ଖବର ପ୍ରକାଶ ପରେ… ପାଲ ପକାଇ ଘର ସଜାଡିଦେଲେ ​ସ୍ବେଚ୍ଛାସେବୀ

ଚଣ୍ଡିଖୋଲ: ଚିରା ଫଟା ପାଲ ଘେରା ଭଙ୍ଗା ଦଦରା ଘରେ ରହି ଆସୁଥିବା ବଡ଼ଚଣା ବ୍ଲକ୍‌ ଚଣ୍ଡିତଳ ଗ୍ରାମର ଗନ୍ଧର୍ବ ପରିବାରକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଭଙ୍ଗା ଘରେ ଦୟନୀୟ ଜୀବନ ବିତାଉଥିବା ଗନ୍ଧର୍ବଙ୍କ ୫ ପ୍ରାଣୀ କୁଟୁମ୍ବଙ୍କ ସମ୍ପର୍କିତ ଏକ ଖବର ଗତ ୮ ତାରିଖ ଦିନ ‘ସମ୍ବାଦ’ରେ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ପ୍ରଭାବଶାଳୀଙ୍କ କବ୍‌ଜାରେ ମୂଲ୍ୟବାନ ସରକାରୀ ଜମି, ଉଚ୍ଛେଦ ଲୋକ ଦେଖାଣିଆ

ଯାଜପୁର/ରଗଡ଼ି: ଇସ୍ପାତ ରାଜଧାନୀ କଳିଙ୍ଗନଗରର ମୁଖଶାଳା ବ୍ୟାସନଗର ସହର ଆଖପାଖ ଅଞ୍ଚଳର ସରକାରୀ ଜମିକୁ ପ୍ରଭାବଶାଳୀମାନେ କବଜା କରିବାରେ ଲାଗିଛନ୍ତି। ଜଙ୍ଗଲ କିସମ ଓ ରାଜସ୍ବ ବିଭାଗ ଜମିରେ କୋଠାବାଡ଼ି ନିର୍ମାଣ ଚାଲିଛି। ତହସିଲ ଓ ସବରେଜିଷ୍ଟର କାର୍ଯ୍ୟାଳୟର କେତେକ ଅସାଧୁ କର୍ମଚାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ପାଣ୍ଡିଆନ୍‌ଙ୍କ ସଭା ପାଇଁ ପିଇଓଙ୍କ ଟଙ୍କା ବଣ୍ଟା ଘଟଣା: ବବିଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇଲେ ପ୍ରମିଳା

ଯାଜପୁର: ୫-ଟି ସଚିବ ଭି ‌କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ଯାଜପୁର ଜିଲ୍ଲା ଗସ୍ତ ବେଳେ ସଭାକୁ ଲୋକ ଯୋଗାଡ଼ ପାଇଁ ରାସ୍ତାରେ ଜଣେ ପିଇଓ ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ ହୋଇଥିଲା। ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ନିଜ ପଞ୍ଚାୟତ ବିଂଝାରପୁର ବ୍ଲକ୍‌ର ମାଁସଡା ଓ ବିଂଝାରପୁର…
ଅଧିକ ଖବର ଦେଖନ୍ତୁ...

ଛାତ୍ରାବାସରେ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ଗଣ୍ଡଗୋଳ: ୭ଟା ପରେ ଛାତ୍ରାବାସ ବନ୍ଦ

ବ୍ୟାସନଗର: ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ଇନ୍ଦ୍ରଧନୁ ଛାତ୍ରାବାସକୁ ଗତକାଲି ରାତିରେ କିଛି ମଦ୍ୟପ ଅଣଛାତ୍ର ପାଚେରି ଡେଇଁ ପ୍ରବେଶ କରିବାକୁ ନେଇ ଗଣ୍ଡଗୋଳ ହୋଇଛି। ଅଣଛାତ୍ରଙ୍କ ପ୍ରବେଶକୁ ଛାତ୍ରମାନେ ବିରୋଧ କରିଥିଲେ। ଅଣଛାତ୍ରମାନେ କେତେଜଣ ଛାତ୍ରଙ୍କୁ ମାରଧର କରିବାରୁ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡିଶାରେ ଲଘୁଚାପ ବଳୟ ସକ୍ରିୟ ରହିଥିବା ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦକ୍ଷିଣପୂର୍ବ ମୌସୁମୀ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ଧରି ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଲାଗିରହିବ, ବୋଲି ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ।…
ଅଧିକ ଖବର ଦେଖନ୍ତୁ...