ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

୩୦ ଘଣ୍ଟା ପରେ ମିଳିଲା ବାପାଙ୍କ ମୃତଦେହ: ଆଖୁଆପଦା ବୈତରଣୀ ବ୍ରିଜ ଉପରୁ ନଦୀକୁ ଡେଇଁଥିଲେ ଵାପ ଝିଅ

ଯାଜପୁର/ଭଣ୍ଡାରିପୋଖରୀ: ଗତ ୨୭ ତାରିଖରେ  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଆଖୁଆପଦା ବୈତରଣୀ ବ୍ରିଜ ଉପରୁ ନଦୀକୁ ଡେଇଁଥିବା ନିଖୋଜ ଵାପ ଝିଅଙ୍କ ମଧ୍ୟରୁ ବାପା ଚନ୍ଦନ ସାହୁଙ୍କର ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢାନଦୀରୁ ମିଳିଲା ମୃତଦେହ। ମୃତଦେହଟି ନିଖୋଜ ଚନ୍ଦନ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ବିଭିନ୍ନ ସ୍ଥାନରେ ଭିନ୍ନ କାରଣକୁ ନେଇ ୮ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟର ଭିନ୍ନ ଭିନ୍ନ ଘଟଣାରେ ପ୍ରତିଦିନ ଅନେକ ଲୋକଙ୍କ ଜୀବନ ଯାଉଛି। ଗତକାଲି ରାଜ୍ୟରେ ହତ୍ୟା, ଆତ୍ମହତ୍ୟା, ଦୁର୍ଘଟଣା ଓ ସ୍ବାଭାବିକ ମୃତ୍ୟୁରେ ପ୍ରାୟ ୮ ଜଣଙ୍କ ଜୀବନ ଯାଇଛି। ସେସବୁ ଘଟଣା ବିଷୟରେ ନିମ୍ନରେ ଉଲ୍ଲେଖ କରାଯାଇଛି। ବିଷ ଦେଇ ସ୍ତ୍ରୀକୁ ହତ୍ୟା ଅଭିଯୋଗ,…
ଅଧିକ ଖବର ଦେଖନ୍ତୁ...

ନଦୀପଠା ବାଉଁଶବାଡ଼ିରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ଥାନା ମଲ୍ଲିକାପୁର ପଂଚାୟତ କାଣିନଦୀ ପଠାରେ ଥିବା ବାଉଁଶ ବାଡ଼ିରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ମହାନ୍ତିପାଟଣା ଗ୍ରାମର ଚିତ୍ତରଞ୍ଜନ ନାୟକଙ୍କ ପୁଅ ସବ୍ୟସାଚୀ ନାୟକ(୨୫)। ସବ୍ୟସଚୀଙ୍କୁ ହତ୍ୟା କରାଯାଇଥିବା ଅଭଯୋଗ ଆଣିଲେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା: ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଦେଶରୁ ୮ ଦିନ ବିଳମ୍ବରେ ଆରମ୍ଭ ହୋଇଛି। ସ୍ୱାଭାବିକ ତାରିଖ ୧୭ ସେପ୍ଟେମ୍ବର ବଦଳରେ ଗତକାଲି (ସୋମବାର) ଠାରୁ ଦକ୍ଷିଣ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କାରଣରୁ ଓଡ଼ିଶାରୁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଯୁବ ଇଂଜିନିୟରଙ୍କୁ ହତ୍ୟା ଅଭିଯୋଗ, ପୁଲିସର ତଦନ୍ତ ଆରମ୍ଭ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ଥାନା ମଲ୍ଲିକାପୁର ପଂଚାୟତ ମହାନ୍ତିପାଟଣା ଗ୍ରାମର ସବ୍ୟସାଚୀ ନାୟକ (୨୫)ଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ତାଙ୍କ ମୁହଁ ଓ ଫାଟିରୁ ରକ୍ତ ବାହାରୁଛି। କାଣୀ ନଦୀବନ୍ଧ ବାଉଁଶବାଡ଼ି ଠାରେ ତାଙ୍କର ମୃତଦେହ ପଡ଼ିରହିଥିବା ଦେଖିବାକୁ ମିଳିଛି। ସେ…
ଅଧିକ ଖବର ଦେଖନ୍ତୁ...

ବିରଜା ମନ୍ଦିର ରାସ୍ତା ବେହାଲ: ପାଲଟିଛି ମରଣଯନ୍ତା

ଯାଜପୁରସଦର: ଯାଜପୁର ସହର ରାସ୍ତା ଏବେ ବିପର୍ଯ୍ୟସ୍ତ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା‌ଙ୍କ ମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତାଟି ମା’ଙ୍କ ମନ୍ଦିରକୁ ଯାଇଥିବା ସଂକ୍ରାନ୍ତରେ ସହର ପ୍ରବେଶପଥରେ ସୂଚନା ଫଳକ ଲାଗିଥିବାରୁ ପର୍ଯ୍ୟଟକଙ୍କ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୫ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା: ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ରାଜ୍ୟ ଉପରେ କୌଣସି ପ୍ରକାର ଘୂର୍ଣ୍ଣିବଳୟର ପ୍ରଭାବ ନଥିବା ବେଳେ ମୌସୁମୀ ଦୁର୍ବଳ ଅବସ୍ଥାରେ ରହିଛି। ଏପରିସ୍ଥିତିରେ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୫ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସହ…
ଅଧିକ ଖବର ଦେଖନ୍ତୁ...

କୁମ୍ଭୀର ଛଡ଼ାଇ ନେଲା ଜୀବିକା, ଦୁର୍ଦିନରେ ୫୦ ମତ୍ସ୍ୟଜୀବୀ ପରିବାର

ରତ୍ନଗିରି: ଦେଢ଼ମାସ ହେଲା ହାଟକୁ ଯାଇନୁ। ପରିବାପତ୍ର କିଣିବାକୁ ଆଉ ସାମର୍ଥ୍ୟ ନାହିଁ। ରାସନ କାର୍ଡରେ ଯେଉଁ ଚାଉଳ ଗଣ୍ତାକ ମିଳିଥିଲା ଆଜି ପର୍ଯ୍ୟନ୍ତ ଚଳିଗଲୁ, ଆଉ ପାରୁନାହୁଁ। ଏବେ ସରକାର କିଛି ବିକଳ୍ପ ବ୍ୟବସ୍ଥା ନକଲେ ସମୂହ ପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେବୁ…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗନଗର ଶିଳ୍ପାଞ୍ଚଳ ଦ୍ବିତୀୟ ଓଭରବ୍ରିଜ କାମ ମନ୍ଥର

ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚ‌ଳର ଦାନଗଦୀ ନିକଟ ମାନପୁର ଓଭରବ୍ରିଜ୍‌ ଏବେ ବିପଦରେ। ପ୍ରତି ଘଣ୍ଟାରେ ହଜାରହଜାର ଭାରୀଯାନର ଚାପ ଫଳରେ ଏହି ବ୍ରିଜ୍‌ର ସ୍ଥିତି ଦୋହଲିଯାଉଛି। ଓଭରବ୍ରିଜ୍‌ର ଲୁହା ଆଙ୍କଲ ଓ ଲୁହା ଛଡ଼ ଏକପ୍ରକାର ବାହାରକୁ ଆସିଗଲାଣି। ଫଳରେ ଏହି ବ୍ରିଜ୍‌ ଉପରେ ଯାତାୟାତ…
ଅଧିକ ଖବର ଦେଖନ୍ତୁ...

ଖରସ୍ରୋତାରୁ ନିଖୋଜ ଯୁବକଙ୍କ ଶବ ଉଦ୍ଧାର

ରସୁଲପୁର: କୁଆଖିଆ ଥାନା ଶ୍ରୀବନ୍ତପୁର ଗ୍ରାମର ଯୁବକ ଜାନୁ ଖାଁ (୧୯)ଙ୍କ ମୃତଦେହ ଖରସ୍ରୋତା ନଦୀର ଦରକୁଣ୍ତିଠାରୁ ଉଦ୍ଧାର କରାଯାଇଛି। ସେ ଖରସ୍ରୋତା ନଦୀରେ ଭାସିଯାଇ ନିଖୋଜ ହୋଇ ଯାଇଥିଲେ। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ପାଇନଥିଲେ।…
ଅଧିକ ଖବର ଦେଖନ୍ତୁ...