ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ଲଗାଣ ବର୍ଷାରେ ଧସିଲା ଘର, କ୍ଲବ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ୨ ପରିବାର

କାଳିଆପାଣି : ଲଗାଣ ବର୍ଷାରେ ସୁକିନ୍ଦା ତହସିଲ କାଙ୍କଡ଼ପାଳ ସର୍କଲ ରାଁସୋଳ ପଞ୍ଚାୟତ ୨ ନମ୍ବର ୱାର୍ଡ କଲରଙ୍ଗି କୁମାରଡ଼ି ଗାଁର ୨ ଦିନ ମଜୁରିଆ ଗରିବ ଆଦିବାସୀ ପରିବାର ବେଘର‌ହୋଇ ଗାଁର କ୍ଲବ୍‌ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ମାମୁ-ଭଣଜା ଧନେଶ୍ବର ମୁଣ୍ଡା ଓ ଅଜିତ ମୁଣ୍ଡାଙ୍କ ୪ ବଖରା…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତକାଲି (ସୋମବାର) ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଏବଂ ଏହାର ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଦକ୍ଷିଣ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ରହିଛି ଏବଂ ସମୁଦ୍ର ପତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ ଦକ୍ଷିଣ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...

ଯକ୍ଷ୍ମା ପୁଣି ନେଲା ଜୀବନ: ୧୨ ଦିନରେ ୪ ମୃତ, ବାଟବଣା ଯକ୍ଷ୍ମା ନିୟନ୍ତ୍ରଣ ଯୋଜନା

କାଳିଆପାଣି: ଯାଜପୁର ଜିଲ୍ଲା ସୁକିନ୍ଦା କ୍ରୋମ୍‌ ଉପତ୍ୟକାର କାଳିଆପାଣି ଖଣି ଅଞ୍ଚଳରେ ଯକ୍ଷ୍ମା ଆଉ ଏକ ଜୀବନ ନେଇଛି। ରାଁସୋଳ ପଞ୍ଚାୟତ ୨ ନମ୍ବର ୱାର୍ଡ କଲରଙ୍ଗି କୁମାରଡ଼ି ଗାଁର ସାହେବ ଜାମୁଡ଼ା ଓରଫ୍‌ ରଂଜନ (୨୯) ଯକ୍ଷ୍ମା ରୋଗରେ ପ୍ରାଣ ହରାଇଛନ୍ତି। ଦିନ ମଜୁରିଆ ଗଣେଶ୍ବର ଜାମୁଡ଼ାଙ୍କ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତକାଲି (ଶନିବାର) ସୃଷ୍ଟି ହୋଇଥିବା ସଦୃଶ୍ୟ ଲଘୁଚାପ ଏବେ ଗାଙ୍ଗେୟ ଉପତ୍ୟକା, ପଶ୍ଚିମବଙ୍ଗର ପଶ୍ଚିମ ଭାଗ ଏବଂ ସଂଲଗ୍ନ ଝାଡ଼ଖଣ୍ଡର ପଶ୍ଚିମ ଭାଗରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର…
ଅଧିକ ଖବର ଦେଖନ୍ତୁ...

ନାଳରୁ ରଶିଲଗା ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ସିଂହପୁରର ଖରସ୍ରୋତା ମହାବିଦ୍ୟାଳୟର ଅନତି ଦୂରରେ ଥିବା ନାଳ ପାଣିରୁ ରଶି ଲଗା ଯୁବକଙ୍କ ମୃତଦେହ ଉଦ୍ଧାର ହ‌ୋଇଛି। ମୃତକଙ୍କ ପରିଚୟ ଅବଶ୍ୟ ମିଳିଛି। ମୃତକ ହେଲେ ଓଳେଇ ଗ୍ରାମର ପ୍ରିୟ ରଞନ ଧଳ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲାଣି ଧାନ ଅମଳ: ମଣ୍ଡି ଖୋଲିନି, ଦଲାଲ ସକ୍ରିୟ

ରସୁଲପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ରେ ବିଅଳି ଧାନ ଅମଳ ଆରମ୍ଭ ହେଲାଣି। ଚଳିତବର୍ଷ ନିଅଣ୍ଟିଆ ବର୍ଷା କାରଣରୁ ବିଅଳି ଧାନ ଅମଳ ପ୍ରଭାବିତ ହୋଇଛି। କିଛି ଖାଲୁଆ ଜମିରେ ବଞ୍ଚି ଯାଇଥିବା ବିଅଳି ଚାଷରୁ ଧାନ ଅମଳ ଆରମ୍ଭ ହୋଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ଧାନ ଅମଳ ଅଧାରୁ କମ ହେବା…
ଅଧିକ ଖବର ଦେଖନ୍ତୁ...

ସର୍ବବୃହତ୍‌ ବିହନ ଫାର୍ମ ଏବେ ଘାସ ପଡ଼ିଆ: ଖତ ଖାଉଛି ଯନ୍ତ୍ରାଂଶ, ଚରୁଛନ୍ତି ଗୋରୁ

ଯାଜପୁର/କୁହିକା: ଉନ୍ନତ ମାନର ବିହନ ଉତ୍ପାଦନ ପାଇଁ ଦିନେ ଏସିଆ ମହାଦେଶରେ ପ୍ରସିଦ୍ଧି ଲାଭ କରିଥିବା ସୁକିନ୍ଦା କୃଷି ଫାର୍ମ ଏବେ ଘାସ ପଡ଼ିଆ। ୩ ବର୍ଷ ହେଲା ଫାଟକ‌ରେ ଝୁଲୁଛି ତାଲା। ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଜଗୁଛନ୍ତି। ଫଳରେ ସରକାରୀ ଦୀର୍ଘ ମିଆଦି କୃ୍ଷି ବିକାଶ ଯୋଜନା ତୃଣମୂଳରେ…
ଅଧିକ ଖବର ଦେଖନ୍ତୁ...

ସକ୍ରିୟ ହେଲା ଲଘୁଚାପ, ଆଜିଠୁ ୫ଦିନ ଯାଏ ବର୍ଷାରେ ଭିଜିବ ଓଡ଼ିଶା

ଭୁବନେଶ୍ବର: ସକ୍ରିୟ ହେଲା ଲଘୁଚାପ। ଆଜିଠୁ ୫ଦିନ ଯାଏ ବର୍ଷାରେ ଭିଜିବ ଓଡ଼ିଶା। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ ଏକ ସୁଦୃଶ…
ଅଧିକ ଖବର ଦେଖନ୍ତୁ...

ଗୁପ୍ତଟେଣ୍ଡର ପରେ ନିମ୍ନମାନର କାମ: ୨.୪କୋଟିର ପାଚେରି ଫାଟି ଆଁ

ଯାଜପୁର/ ସଦର: ଦୁଇବର୍ଷ ତଳେ ଗୁପ୍ତ ଟେଣ୍ଡର ଜରିଆରେ ଅସାଧୁମେଣ୍ଟ କାମ ବାଣ୍ଟିଥିଲେ। ନିମ୍ନମାନର କାମ ଯୋଗୁଁ ଏବେ ୨.୪ କୋଟି ଟଙ୍କାର ପାଚେରି ଫାଟି ଆଁ କଲାଣି। ଲଗାଣ ବର୍ଷାରେ କେତେବେଳେ ବି ଏହା ଭୁଶୁଡ଼ି ପଡ଼ିବ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରୁଛନ୍ତି। ଯାଜପୁର ମୁଖ୍ୟ କେନାଲ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ସହ ୨୨ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ସଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଉତ୍ତର…
ଅଧିକ ଖବର ଦେଖନ୍ତୁ...