ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ସର୍ପାଘାତରେ ଶ୍ରମିକ ମୃତ

କାଳିଆପାଣି : ସୁକିନ୍ଦା ଥାନା ପିମ୍ପୁଡ଼ିଆ ପଞ୍ଚାୟତ ବାମନଗର ପୂର୍ବସାହି ବସ୍ତିରେ ସର୍ପାଘାତରେ ଦିନ ମଜୁରିଆ ଦେବେନ ପୂର୍ତ୍ତି(୫୫)ଙ୍କର ମୃତ୍ୟୁ ହୋଇଛି। ଘର ସମ୍ମୁଖ ଅଗଣାରେ ଶୋଇଥିବା ଦେବେନଙ୍କୁ ଏକ ବିଷଧର ସର୍ପ କାମୁଡ଼ି ଦେଇଥିଲା। ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଲା…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଧକ୍କାରେ କନଷ୍ଟେବଳ ମୃତ

ଧର୍ମଶାଳା: ଧର୍ମଶାଳା ଥାନା ୧୬ନମ୍ବର ଜାତୀୟ ରାଜପଥର ଜାରକା ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟ ରାସ୍ତାପାର୍ଶ୍ବ ବାଡ଼ାରେ ପିଟିହୋଇ ଜଣେ ପୁଲିସ୍‌ କନଷ୍ଟେବଳଙ୍କ ଆଜି ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି କୋରେଇ ବନ୍ଦାଳ (ବାଲିଆପାଳ) ଅଞ୍ଚଳର ସତ୍ୟରଂଜନ ଦାସ(୩୧)। ପୁଲିସ୍‌ ମୁଖ୍ୟାଳୟରେ…
ଅଧିକ ଖବର ଦେଖନ୍ତୁ...

ପୋଖରୀରୁ ଯୁବକଙ୍କ ଶବ ଉଦ୍ଧାର

ଯାଜପୁରଟାଉନ୍‌,: ଯାଜପୁର ଟାଉନ୍‌ କାଳୀମେଘାସ୍ଥିତ ଏକ ପୋଖରୀରୁ ଆଜି ଅପରାହ୍ଣରେ ଜଣେ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ପରିଚାୟ ମିଳିପାରି ନାହିଁ। କେଉଁ ପରିସ୍ଥିତିରେ ଯୁବକ ଜଣକ ଏହି ପୋଖରୀକୁ ଆସି ପ୍ରାଣ ହରାଇଲେ ସେ ସଂପର୍କରେ ପୁଲିସ ତଦନ୍ତ ଚଳାଇଛି। ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ଦେହାନ୍ତ, ଲୋକସଭାକୁ ୫ଥର ହୋଇଥିଲେ ନିର୍ବାଚିତ

ଭୁବନେଶ୍ବର/ଯାଜପୁର/ଦଶରଥପୁର: ପୂର୍ବତନ ଲୋକସଭା ସାଂସଦ ଅନାଦି ଚରଣ ଦାସଙ୍କ ଆଜି ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି। ଯାଜପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ…
ଅଧିକ ଖବର ଦେଖନ୍ତୁ...

ଯାଜପୁର ରାଜନୀତି: ବବିଙ୍କ ବିରୋଧୀ ଶିବିର ନେତୃତ୍ବହୀନ, ବିଜେଡି‌ରେ ବି କନ୍ଦଳ

ଯାଜପୁର : ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଯାଜପୁର ଜିଲ୍ଲାର ରାଜନୀତି ସରଗରମ ହେବାରେ ଲାଗିଛି। ରାଜ୍ୟ ରାଜନୀତିରେ ଯାଜପୁରିଆ ନେତାଙ୍କ ଦବଦବା ରହିଆସିଛି। ସ୍ବର୍ଗତ ଅଶୋକ ଦାସ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ସ୍ବର୍ଗତ କଳ୍ପତରୁ ଦାସଙ୍କ ପରେ ବିଜେଡି ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଅଂଶୁଘାତରେ ୩ ମୃତ

ପ୍ରଚଣ୍ଡ ଖରାରେ ଟଳି ପଡ଼ିଲେ ବୃଦ୍ଧ ଟମକା : ଟମକା ଥାନା ଗୋବର୍ଦ୍ଧନପୁର ପଞ୍ଚାୟତ ଅନ୍ତର୍ଗତ ଫୁଲଝର ଛକ ନିକଟରେ ଗୁରୁବାର  ମଧ୍ୟାହ୍ନରେ ଜଣେ ବ୍ୟକ୍ତିଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତ‌ବ୍ୟକ୍ତି ଚିତ୍ରୀ ପଞ୍ଚାୟତ ତଥା ଚିତ୍ରୀ ଗାଁର ନକୁଳ ଚରଣ ସାମଲଙ୍କ ପୁଅ ଜଟାଧାରୀ(୬୫)।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପୁରୁଷ ରଗ୍‌ବି ଦଳରେ ଯାଜପୁରର ଅଜୟ

ଦଶରଥପୁର : ରଗ୍‌ବି ଇଣ୍ଡିଆ ଦ୍ଵାରା ମହାରାଷ୍ଟ୍ରର ପୁନେ ଠାରେ ଆସନ୍ତା ୧୭ ତାରିଖରୁ ଜାତୀୟ ସିନିୟର୍ ପୁରୁଷ ରଗ୍‌ବି ଚାମ୍ପିଅନସିପ ଆରମ୍ଭ ହେବ। ଏଥିରେ ଓଡ଼ିଶା ଦଳ ପକ୍ଷରୁ ଖେଳିବାକୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ଛଞ୍ଚିଣା ଗ୍ରାମର  ଜଳଧର ପ୍ରଧାନଙ୍କ ପୁଅ ଅଜୟ ସ୍ଥାନ ପାଇଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ନିଷ୍ଠୁର ନିଦାଘ, ରଜ ଦୋଳି ଫାଙ୍କାଫାଙ୍କା

କାଳିଆପାଣି : ରଜପାଗ ଉଭାନ୍‌। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜଳୁଛି ଖଣିଅଞ୍ଚଳ। ପ୍ରଥମ ରଜ ଓ ସଂକ୍ରାନ୍ତିରେ ନିଷ୍ଠୁର ନିଦାଘ ଦାଉ ସାଜିଛି। ସତେ ‌ଯେମିତି ଆକାଶରୁ ଅଗ୍ନି ବର୍ଷୁଛି। ଗୁରୁବାର ଦିନ କାଳିଆପାଣିରେ ଦିନର ସର୍ବୋଚ୍ଚ ତାପମାତ୍ରା ତାପମାତ୍ରା ୪୪ ଡିଗ୍ରି ଛୁଇଁଛି। ଆଖପାଖ ଜଙ୍ଗଲରେ…
ଅଧିକ ଖବର ଦେଖନ୍ତୁ...

ନାଲି ପତାକାର ଖେଳ : ମିଳିମିଶି ଲୁଟିବେ କଳାପଥର; ପଦାରେ ପଡ଼ିଲେ ଲୁଟେରା ଦାୟୀ

ଯାଜପୁର, (ପ୍ରଦୀପ କୁମାର ମହାପାତ୍ର): କଳାପଥରର କଳା କାରନାମାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚାରେ ରହିଛି ଯାଜପୁର ଜିଲ୍ଲାର ଧର୍ମଶାଳା। ଗଣମାଧ୍ୟମର ଚାପରେ ପଡ଼ି ପ୍ରଶାସନ ଖାଦାନ ମାପଚୁପ କରି ଲିଜ୍‌ଧାରୀଙ୍କ ଉପରେ ଜରିମାନା କଲେ। ହେଲେ, ଜରିମାନା ଆଦାୟ କରିବାକୁ ଭୁଲିଗଲେ। ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ମାଟିମୋରମ୍‌ ଚୋରା ଚାଲାଣ: ଜେଲ୍‌ଗଲେ ସୂଚନା ଅଧିକାରକର୍ମୀ

ଧର୍ମଶାଳା : ବେଆଇନ୍‌ ଭାବେ ମାଟିମୋରମ ନେଇ ନିଜ ଜମିରେ ପକାଇବା ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ସୁନ୍ଦୁରିଆ ପଞ୍ଚାୟତ ସାରୋଇ ଗ୍ରାମର ସୂଚନା ଅଧିକାର କର୍ମୀ ତଥା ବିଜେପି ନେତା ସର୍ବେଶ୍ବର ବେହୁରାଙ୍କୁ ଗିରଫ କରାଯାଇଛି। ଚଣ୍ତିଖୋଲ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ…
ଅଧିକ ଖବର ଦେଖନ୍ତୁ...