ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ଅଂଶୁଘାତରେ ୩ ମୃତ

ପ୍ରଚଣ୍ଡ ଖରାରେ ଟଳି ପଡ଼ିଲେ ବୃଦ୍ଧ ଟମକା : ଟମକା ଥାନା ଗୋବର୍ଦ୍ଧନପୁର ପଞ୍ଚାୟତ ଅନ୍ତର୍ଗତ ଫୁଲଝର ଛକ ନିକଟରେ ଗୁରୁବାର  ମଧ୍ୟାହ୍ନରେ ଜଣେ ବ୍ୟକ୍ତିଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତ‌ବ୍ୟକ୍ତି ଚିତ୍ରୀ ପଞ୍ଚାୟତ ତଥା ଚିତ୍ରୀ ଗାଁର ନକୁଳ ଚରଣ ସାମଲଙ୍କ ପୁଅ ଜଟାଧାରୀ(୬୫)।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପୁରୁଷ ରଗ୍‌ବି ଦଳରେ ଯାଜପୁରର ଅଜୟ

ଦଶରଥପୁର : ରଗ୍‌ବି ଇଣ୍ଡିଆ ଦ୍ଵାରା ମହାରାଷ୍ଟ୍ରର ପୁନେ ଠାରେ ଆସନ୍ତା ୧୭ ତାରିଖରୁ ଜାତୀୟ ସିନିୟର୍ ପୁରୁଷ ରଗ୍‌ବି ଚାମ୍ପିଅନସିପ ଆରମ୍ଭ ହେବ। ଏଥିରେ ଓଡ଼ିଶା ଦଳ ପକ୍ଷରୁ ଖେଳିବାକୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ଛଞ୍ଚିଣା ଗ୍ରାମର  ଜଳଧର ପ୍ରଧାନଙ୍କ ପୁଅ ଅଜୟ ସ୍ଥାନ ପାଇଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ନିଷ୍ଠୁର ନିଦାଘ, ରଜ ଦୋଳି ଫାଙ୍କାଫାଙ୍କା

କାଳିଆପାଣି : ରଜପାଗ ଉଭାନ୍‌। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜଳୁଛି ଖଣିଅଞ୍ଚଳ। ପ୍ରଥମ ରଜ ଓ ସଂକ୍ରାନ୍ତିରେ ନିଷ୍ଠୁର ନିଦାଘ ଦାଉ ସାଜିଛି। ସତେ ‌ଯେମିତି ଆକାଶରୁ ଅଗ୍ନି ବର୍ଷୁଛି। ଗୁରୁବାର ଦିନ କାଳିଆପାଣିରେ ଦିନର ସର୍ବୋଚ୍ଚ ତାପମାତ୍ରା ତାପମାତ୍ରା ୪୪ ଡିଗ୍ରି ଛୁଇଁଛି। ଆଖପାଖ ଜଙ୍ଗଲରେ…
ଅଧିକ ଖବର ଦେଖନ୍ତୁ...

ନାଲି ପତାକାର ଖେଳ : ମିଳିମିଶି ଲୁଟିବେ କଳାପଥର; ପଦାରେ ପଡ଼ିଲେ ଲୁଟେରା ଦାୟୀ

ଯାଜପୁର, (ପ୍ରଦୀପ କୁମାର ମହାପାତ୍ର): କଳାପଥରର କଳା କାରନାମାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚାରେ ରହିଛି ଯାଜପୁର ଜିଲ୍ଲାର ଧର୍ମଶାଳା। ଗଣମାଧ୍ୟମର ଚାପରେ ପଡ଼ି ପ୍ରଶାସନ ଖାଦାନ ମାପଚୁପ କରି ଲିଜ୍‌ଧାରୀଙ୍କ ଉପରେ ଜରିମାନା କଲେ। ହେଲେ, ଜରିମାନା ଆଦାୟ କରିବାକୁ ଭୁଲିଗଲେ। ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ମାଟିମୋରମ୍‌ ଚୋରା ଚାଲାଣ: ଜେଲ୍‌ଗଲେ ସୂଚନା ଅଧିକାରକର୍ମୀ

ଧର୍ମଶାଳା : ବେଆଇନ୍‌ ଭାବେ ମାଟିମୋରମ ନେଇ ନିଜ ଜମିରେ ପକାଇବା ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ସୁନ୍ଦୁରିଆ ପଞ୍ଚାୟତ ସାରୋଇ ଗ୍ରାମର ସୂଚନା ଅଧିକାର କର୍ମୀ ତଥା ବିଜେପି ନେତା ସର୍ବେଶ୍ବର ବେହୁରାଙ୍କୁ ଗିରଫ କରାଯାଇଛି। ଚଣ୍ତିଖୋଲ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁର ବୁଣାକାରଙ୍କ ସମସ୍ୟା ବୁଝିଲେ ମୁଖ୍ୟ ଶାସନ ସଚିବ

ରସୁଲପୁର: ରସୁଲପୁର ବ୍ଲକ୍ ପ୍ରଥମାଖଣ୍ତ ପଞ୍ଚାୟତ ଗୋପାଳପୁର ଓ ଚକଗୋପାଳପୁର ଗ୍ରାମରେ ଥିବା ଟସର ବସ୍ତ୍ର ଉତ୍ପାଦନ କେନ୍ଦ୍ର ବୁଲି ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ନାବାର୍ଡ ସହାୟତାରେ ଗଠିତ ଚକଗୋପାଳପୁରର ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନି କାର୍ଯ୍ୟାଳୟରେ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ

ଯାଜପୁରଟାଉନ: ଯାଜପୁର ବ୍ଲକ୍‌ ବରୁହାଁ ଦେବିଲ ଗ୍ରାମର ସ୍ବାଧୀନତା ସଂଗ୍ରାମୀ ଶ୍ରୁତି ବିଶ୍ବାଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଇଂରେଜମାନଙ୍କୁ ପ୍ରତିରୋଧ କରିବା ପାଇଁ ୧୮୫୭ ମସିହାରେ ଶ୍ରୁତି ବାଲିଆ ବାଉନ ମୌଜାର ଖଣ୍ତାୟତମାନଙ୍କୁ ଏକଜୁଟ୍‌ କରିଥିଲେ। ଇଂରେଜମାନେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ବସ୍‌ରୁ ଖସିପଡ଼ି ଡ୍ରାଇଭର ମୃତ

ରସୁଲପୁର: ଆଜି ସନ୍ଧ୍ୟାରେ କୁଆଖିଆ ଥାନା ଅନ୍ତର୍ଗତ କୁଆଖିଆ ବଜାରରେ ବସ୍‌ରୁ ଖସିପଡ଼ି ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ରାଉରକେଲା ଯାଉଥିବା ଶ୍ରୀମା’ ନାମକ ଏକ ଘରୋଇ ବସ୍ କୁଆଖିଆ ବଜାରରେ ଛିଡ଼ା କରି ଯାତ୍ରୀ…
ଅଧିକ ଖବର ଦେଖନ୍ତୁ...

ଚୋରା ମଦ ବେପାରକୁ ନେଇ ପାଟିତୁଣ୍ଡ, ଥାନାରେ ଅଭିଯୋଗ

ଯାଜପୁର: କୋରେଇ ଥାନା ଅନ୍ତର୍ଗତ ବନ୍ଦାଳୋ ପଞ୍ଚାୟତର ବନ୍ଦାଳୋ ଗ୍ରାମରେ ଚୋରାମଦ ବେପାରକୁ ନେଇ ଥାନାରେ ଅଭି‌ଯୋଗ ହୋଇଛି। ସୂଚନା ଅନୁଯାୟୀ, ଆଜି ପ୍ରଥମ ରଜରେ ବନ୍ଦାଳୋ ଗ୍ରାମର ଜନୈକ ବ୍ୟକ୍ତି ଚୋରାରେ ମଦ ବିକ୍ରି କରୁଥିଲେ। ବନ୍ଦାଳୋ ପଞ୍ଚାୟତର ସରପଞ୍ଚ ବିଷ୍ଣୁ ଚରଣ ରଥ ଏହାକୁ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷା ଦାନ ସହ ଶିକ୍ଷା ଭିତ୍ତିକ ସଚେତନତା ବହୁତ ଜରୁରୀ: ଆଲେକଜାଣ୍ଡାର

ବ୍ୟାସନଗର: ଶିକ୍ଷାର ପ‌‌‌‌‌ଦ୍ଧତି ବଦଳିଛି। ଶିକ୍ଷାର ମାନ ବି ପରିବର୍ତ୍ତନ ହୋଇଛି। ଶିକ୍ଷାର ଆବଶ୍ୟକତା ଏବେ ବାଧ୍ୟବାଧକତାରେ ପରିଣତ ହୋଇଛି। କାରଣ ଶିକ୍ଷା ଏବେ ବ୍ୟବସାୟ ସାଜିଛି। ସେଥିପାଇଁ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ବଦଳରେ ନମ୍ବର ମୁଁହା କରିଦିଆଯାଉଛି। ଭବିଷ୍ୟତ ପାଇଁ…
ଅଧିକ ଖବର ଦେଖନ୍ତୁ...