ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ବିଦ୍ୟୁତ୍‌ ଯନ୍ତ୍ରଣା: ଅଟକ ରହିଲେ ୪ ବିଦ୍ୟୁତ୍‌ କର୍ମଚାରୀ

ଦଶରଥପୁର : ବିଜୁଳି କାଟ୍‌ ପାଇଁ ସୋମବାର ଦିନ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଅସନପୁର ପଞ୍ଚାୟତରେ ଲୋକେ ତାତିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ବାରମ୍ବାର ବିଜୁଳି କାଟ୍‌ ହେଉଥିବାରୁ ଲୋକମାନେ ଅତିଷ୍ଠ ହୋଇ ପଞ୍ଚାୟତର କୈଥପଡ଼ିଆଠାରେ ସୋମବାର ଦିନ ରାସ୍ତାରୋକ…
ଅଧିକ ଖବର ଦେଖନ୍ତୁ...

ନେଜୋନ କାରଖାନାରେ ଦୁର୍ଘଟଣା, ମହିଳା ଶ୍ରମିକ ମୃତ

ଯାଜପୁର/ଦାନଗଦୀ/ଯଖପୁରା: ଯାଜପୁର ଜିଲ୍ଲାରେ କଳକାରଖାନା ଓ ଖଣିଖାଦାନରେ ଶ୍ରମିକଙ୍କ ସୁରକ୍ଷା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଆଜି କଳିଙ୍ଗନଗରସ୍ଥିତ ନେଜୋନ୍ ଟ୍ୟୁବ୍‌ କାରଖାନାରେ ଜଣେ ମହିଳା ଶ୍ରମିକ ଲକ୍ଷ୍ମୀ ମୁର୍ମୁ(୩୫)ଙ୍କ ମୃତ୍ୟୁ ଘଟିଛି। କାମ କରୁଥିବାବେଳେ ତାଙ୍କ ଉପରେ ଏକ କଏଲ…
ଅଧିକ ଖବର ଦେଖନ୍ତୁ...

ଆରୁହା ପାହାଡ଼ରେ ୧୪୪ ଧାରା ଜାରି

ଯାଜପୁର/ଧର୍ମଶାଳା: ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର କେଳେଙ୍କାରୀଙ୍କୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଚୋରା ଓ ବେଆଇନ୍ ଖାଦାନରେ ୧୪୪ଧାରା ଜାରି କରିବାରେ ଲାଗିଛି। ଆଜି ଧର୍ମଶାଳା ଥାନା ଅଧୀନ ଆରୁହା ପାହାଡ଼ରେ ୧୪୪ଧାରା ଜାରି କରାଯାଇଛି। ଏଠାରୁ ବ୍ୟାପକ କଳାପଥର ଚୋରି ହେଉଥିବା…
ଅଧିକ ଖବର ଦେଖନ୍ତୁ...

ପୁରୁଣା ମୁଦ୍ରା ବେପାର ରାକେଟ, ଶ୍ବଶୁର-ଜ୍ବାଇଁ ଗିରଫ

ଧର୍ମଶାଳା: ପୁରୁଣା ମୁଦ୍ରା ରୢାକେଟ୍‌ର ପର୍ଦ୍ଦାଫାସ୍‌ କରିଛି ଧର୍ମଶାଳା ଥାନା ପୁଲିସ୍‌। ଏଥିରେ ସଂପୃକ୍ତ ଶ୍ବଶୁର ଓ ସଂପର୍କୀୟ ଜ୍ବାଇଁ ବାଲିଚନ୍ଦ୍ରପୁର ଥାନା ବରପଦା ଗ୍ରାମର ଅଜୟ ସାମଲ (ଶ୍ବଶୁର) ଓ ଯାଜପୁରରୋଡ୍‌ରେ ରହୁଥିବା ମହାକାଳପଡ଼ା ଥାନା ଗଉଡ଼ାବାଡ଼ାପୁର ଗ୍ରାମର ବିଶ୍ବଜିତ୍…
ଅଧିକ ଖବର ଦେଖନ୍ତୁ...

ରାସ୍ତା ମରାମତି ଦାବିରେ ଧାରଣା

ଚଣ୍ଡିଖୋଲ: ବର୍ଷବର୍ଷ ଧରି ବନ୍ଦାଳ-ଏଣ୍ଡରପଦା ରାସ୍ତା ନିର୍ମାଣ ହୋଇପାରୁନାହିଁ। ଏହାର ପ୍ରତିବାଦରେ ଉନ୍ନୟନ କମିଟି ପକ୍ଷରୁ ଆଜି ବଡ଼ଚଣା ପୂର୍ତ୍ତ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତା ଉପରେ ଯାଜପୁର ଜିଲ୍ଲାର ୬ ଟି…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀରେ ବ୍ୟାପକ କ୍ଷତି, ମହିଳା ଆହତ

କବାଟବନ୍ଧ: ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ କବାଟବନ୍ଧ ଅଞ୍ଚଳରେ ଆଜି କାଳବୈଶାଖୀ ଝଡ଼ ତୋଫାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଜି ଅପରାହ୍ଣ ପ୍ରାୟ ଅଢ଼େଇଟା ବେଳେ ଏହି ଅଞ୍ଚଳରେ ଅଳ୍ପବର୍ଷା ଓ ପ୍ରବଳ ବେଗରେ ପବନ ବହିଥିଲା। ଫଳରେ ବ୍ରାହ୍ମଣୀ ବ୍ରିଜ୍ ବଜାରର ୧୦ଟିରୁ ଅଧିକ ଉଠା ଦୋକାନରେ…
ଅଧିକ ଖବର ଦେଖନ୍ତୁ...

ବେଆଇନ ମାଙ୍କଡ଼ା ଖାଦାନରେ ଲାଗିଲା ନାଲି ପତାକା

ଚଣ୍ଡିଖୋଲ: ଆଜି ଦୁଇଟି ବେଆଇନ ମାଙ୍କଡ଼ା ପଥର ଖାଦାନରେ ଦର୍ପଣ ତହସିଲ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସୂଚନା ମୁତାବକ, ବଡ଼ଚଣାର ପଶ୍ଚିମାଞ୍ଚଳରେ ଦୀର୍ଘ ବର୍ଷ ହେଲା ବେଆଇନ ମାଙ୍କଡ଼ା ଖାଦାନ କରାଯାଇ ମାଫିଆମାନେ ପଥର କାଟି ବାହାର ଅଞ୍ଚଳକୁ ଚାଲାଣ କରି ଆସୁଛନ୍ତି। ଏବେ ସେହିସବୁ ଖାଦାନ…
ଅଧିକ ଖବର ଦେଖନ୍ତୁ...

ଫୋନ୍‌-ଇନ୍‌-ପ୍ଲିଜ୍‌: ଅନ୍ଧ ବିଶ୍ବାସରୁ ସ୍କୁଲ ଭାଙ୍ଗିଲେ, ସଚେତନ କଲେନି

ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶହ ଶହ ଯାତ୍ରୀଙ୍କ ମୃତଦେହ ସ୍ଥାନୀୟ ଏକ ସ୍କୁଲରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ସେହି ସ୍କୁଲରେ ଭୂତ-ପ୍ରେତ ବାସ କରିବା ଭଳି ଅନ୍ଧବିଶ୍ବାସକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା। ସରକାର ଲୋକଙ୍କୁ ସଚେତନ କରିବା…
ଅଧିକ ଖବର ଦେଖନ୍ତୁ...

ଯାଜପୁର ଜିଲ୍ଲାରେ କୃଷି ଯୋଜନା ଦିଗହରା: ଶତାଧିକ କ୍ଷେତ ପୋଖରୀ‌ ଚୋରି

ଯାଜପୁର: ଚାଷୀମାନଙ୍କର ଅର୍ଥନୈତିକ ସ୍ଥିତି ସୁଧାରିବା ପାଇଁ ରାଜ୍ୟରେ ଜଳ ବିଭାଜିକା ଜରିଆରେ ୫ଲକ୍ଷ କ୍ଷେତପୋଖରୀ ଖନନ ପାଇଁ ଲକ୍ଷ୍ୟ ରହିଥିଲା। ଯାଜପୁର ଜିଲ୍ଲାରେ ୨୦୨୦ ମସିହାଠାରୁ ୨୦୨୩ ଜାନୁଆରି ପର୍ଯ୍ୟନ୍ତ ୬୬୧ ଟି କ୍ଷେତ ପୋଖରୀ ଖୋଳା ହୋଇଛି ବୋଲି ସରକାରୀ ତଥ୍ୟ କହୁଛି। ମାତ୍ର,…
ଅଧିକ ଖବର ଦେଖନ୍ତୁ...

ଜଗନ୍ନାଥ ମନ୍ଦିରରୁ ଚୋରି

ଚଣ୍ଡିଖୋଲ: ଗତ ୧୦ ତାରିଖ ବିଳମ୍ବିତ ରାତିରେ ଧାନମଣ୍ଡଳ ଧନଘରଖୋଲ ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି। ମନ୍ଦିର ମୁଖ୍ୟ ଦ୍ୱାରର ପିତଳ ତାଲା ଭାଙ୍ଗି ଭିତରେ ଥିବା ହୁଣ୍ଡି ବାକ୍ସରୁ ୪୦ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀକୁ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ମନ୍ଦିର ପରିସରରେ ରହୁଥିବା ହଂସ…
ଅଧିକ ଖବର ଦେଖନ୍ତୁ...