ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେଲେ

ଚଣ୍ଡିଖୋଲ: ଦିନ ଦ୍ବିପ୍ରହରରେ ଆଜି ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଲୁଟ୍‌ ହୋଇଛି। ବଡ଼ଚଣା ଥାନା ଚଣ୍ଡିତଳ ଗ୍ରାମର ତାପସ ଦାସଙ୍କ ପତ୍ନୀ ଏହି ଲୁଟ୍‌ର ଶିକାର ହୋଇଛନ୍ତି। ପତିପତ୍ନୀ ଓ କୁନିପୁଅ ଏକ ବାଇକ ଯୋଗେ ଧାନମଣ୍ଡଳ ସାଇ ମନ୍ଦିରରୁ ଫେରୁଥିଲେ। ଧାନମଣ୍ଡଳ ଉପର ବଜାର ସିମେଣ୍ଟ…
ଅଧିକ ଖବର ଦେଖନ୍ତୁ...

ସୂଚନା ଅଧିକାର କର୍ମୀଙ୍କୁ ଗିରଫ ପ୍ରତିବାଦରେ ଆନ୍ଦୋଳନ

ଯାଜପୁରଟାଉନ/ସଦର: ଯାଜପୁରର ସୂଚନା ଅଧିକାର କର୍ମୀ ସ‌ର୍ବେଶ୍ବର ବେହୁରାଙ୍କୁ ମିଥ୍ୟା ମାମଲାରେ ଗିରଫ କରିବା ଓ ବିଂଝାରପୁରର ସୂଚନା ଅଧିକାର କର୍ମୀ ସୀମାନ୍ତ ପାତ୍ରଙ୍କୁ ଉଠାଇ ନେଇ ମାଡ଼ ମାରିବା ପ୍ରତିବାଦରେ ଆଜି ଓଡ଼ିଶା ସୂଚନା ଅଧିକାର ଅଭିଯାନ ଯାଜପୁର ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ…
ଅଧିକ ଖବର ଦେଖନ୍ତୁ...

୪ ଦିନରେ ୪ ଦୋକାନରୁ ଚୋରି

ଦଶରଥପୁର: ମଙ୍ଗଳପୁର ବଜାରରୁ ଗତ ୪ ଦିନ ଭିତରେ ୪ଟି ଦୋକାନରୁ ଚୋରି ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ମଙ୍ଗଳପୁର ହାଟ ମଧ୍ୟରେ ଥିବା ଏକ ପରିବା ଦୋକାନର କବାଟ ଭାଙ୍ଗି ବାକ୍ସରୁ ୨୦ ହଜାର ଟଙ୍କା ଚୋରି ହୋଇଥିଲା। ସେହିପରି ବଜରାପାଟ ଗ୍ରାମର ତ୍ରିଲୋଚନ ଧଳଙ୍କ ଦୋକାନରୁ ଚୋରି…
ଅଧିକ ଖବର ଦେଖନ୍ତୁ...

୩ ହାଇୱାରୁ ବ୍ୟାଟେରି ଚୋରି

ପାଣିକୋଇଲି: ପାଣିକୋଇଲି ଥାନା ଖୋସାଲପୁରସ୍ଥିତ ଜୟ ଜଗନ୍ନାଥ କୋଇଲା ଇଣ୍ତଷ୍ଟ୍ରି ପରିସରରୁ ୩ ଟି ହାଇୱାରୁ ୬ଟି ବ୍ୟାଟେରି ଚୋରି ହୋଇଛି। ଷଠିପୁରର ସିଦ୍ଧାର୍ଥ ଶଙ୍କର ବିଶ୍ବାଳଙ୍କ ନାମରେ ଥିବା ତିନୋଟି ହାଇୱା (ଓଡି ୦୪କେ ୯୯୫୭, ଓଡି ୩୪ ପି ୮୮୫୭, ଓଡି ୩୪ କିୟୁ ୪୪୫୭)କୁ ସେଠାରେ…
ଅଧିକ ଖବର ଦେଖନ୍ତୁ...

ସିରିଜ ଟ୍ରକ୍‌ ଦୁର୍ଘଟଣାରେ ଡ୍ରାଇଭର ମୃତ

ରଗଡ଼ି: କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ବନ୍ଦୀଛକ ଓ କଣ୍ଟାଝରିଗଡ଼ ମଧ୍ୟରେ ଥିବା ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ଶୁକ୍ରବାର ରାତି ୧୨ ଟାରେ ତିନିଟି ଟ୍ରକ୍‌ ସିରିଜ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣେ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାଣିକୋଇଲି ଥାନା ଗୋଳେଇପୁର…
ଅଧିକ ଖବର ଦେଖନ୍ତୁ...

ପଞ୍ଚଭୂତରେ ଲୀନ ହେଲା ପୂର୍ବତନ ସାଂସଦ ଅନାଦି ଦାସଙ୍କ ପାର୍ଥିବ ଶରୀର

ଦଶରଥପୁର: ବର୍ଷୀୟାନ ଗାନ୍ଧୀବାଦୀ, ସର୍ବୋଦୟ ନେତା ତଥା ଯାଜପୁରର ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କର ଆଜି ଶେଷକୃତ୍ୟ କରାଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଜନ୍ମମାଟି ଦଶରଥପୁର ବ୍ଲକ୍‌ ଖଣ୍ଡରା ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରେ ସୂଚନା ଅଧିକାର କର୍ମୀଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି

ରଗଡ଼ି: ଧର୍ମଶାଳା ଅଞ୍ଚଳର ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କୁ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରଗଡ଼ି ଜେଲ୍‌ରେ ଭେଟିଛନ୍ତି। ଗତ ଦୁଇଦିନ ତଳେ ବେଆଇନ୍‌ ଭାବେ ମାଟି ଉତ୍ତୋଳନ ଅଭିଯୋଗରେ ଧର୍ମଶାଳା ପୁଲିସ ଶ୍ରୀ ବେହୁରାଙ୍କୁ ଗିରଫ କରିଥିଲା। ଧର୍ମଶାଳା ତହସିଲଦାରଙ୍କ…
ଅଧିକ ଖବର ଦେଖନ୍ତୁ...

ଛାତରୁ ଖସିପଡ଼ି ଯୁବକ ମୃତ

କଣ୍ଟିଗଡିଆ: ଛାତରୁ ଗଳିପଡ଼ି ଧର୍ମଶାଳା ବ୍ଲକ୍‌ ପଟୁଣିଆ ପଞ୍ଚାୟତ ହାମଜାପୁର ଗ୍ରାମର ତପନ ଦାସଙ୍କ ପୁଅ ତାପସ ଦାସ(୨୬)ଙ୍କ ମୃତ୍ୟୁ ​ହୋଇଛି। କିଛି ଦିନ ତଳେ ଛାତ ଉପରେ ରାତିରେ ଶୋଇଥିବା ବେଳେ କୌଣସି କାରଣରୁ ସେ ତଳକୁ ଖସି ପଡ଼ିଥିଲେ। ପରିବାର ଲୋକେ ତାପସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ସାଂସଦ ଅନାଦି ଦାସଙ୍କ ପରଲୋକ

ଦଶରଥପୁର : ଯାଜପୁରର ପୂର୍ବତନ ସାଂସଦ ଅନାଦି ଚରଣ ଦାସ(୯୨)ଙ୍କର ଶୁକ୍ରବାର ଦିନ ପରଲୋକ ହୋଇଯାଇଛି। ସେ କିଛିଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ଅପରାହ୍ନ ୫.୨୦ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଅଂଶୁଘାତରେ ନାବାଳକ ମୃତ!

କାଳିଆପାଣି: ସୁକିନ୍ଦା ଥାନା ଅତ୍ତା ଗାଁର ସିଙ୍ଗାସାହି ବସ୍ତିରେ ଜଣେ ନାବାଳକର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ପୀତବାସ ମଲିକ ଓ ସଂଯୁକ୍ତାଙ୍କ ଏକମାତ୍ର ପୁତ୍ର ପ୍ରମୋଦ ମଲିକ(୧୬)। ଗତକାଲି ଦିନ ବେଳା ସ୍ବାଭାବିକ ଭାବେ ବୁଲାବୁଲି ଏବଂ ଖିଆପିଆ କରିଥିଲେ।…
ଅଧିକ ଖବର ଦେଖନ୍ତୁ...