ଅନୁସନ୍ଧାନ କରୁଥିବା ବର୍ଗ
ଖୋର୍ଦ୍ଧା
ପରିତ୍ୟକ୍ତ କୂଅରୁ ହାତୀ ଛୁଆ ଉଦ୍ଧାର
ନିରାକାରପୁର : ନିରାକାରପୁର ପଞ୍ଚାୟତର ମଞ୍ଚାରିଆପାଟଣା ଗ୍ରାମର ପ୍ରଭା ବେହେରାଙ୍କ ବାରିପଟେ ଥିବା ଏକ ପରିତ୍ୟକ୍ତ କୂଅରୁ ଆଜି ଏକ ୫ ମାସର ହାତୀ ଶାବକକୁ ଉଦ୍ଧାର କରାଯାଇଛି। ଭୋର୍ ପ୍ରାୟ ସାଢ଼େ ୫ଟାରେ ଖୋର୍ଧା ବନ ବିଭାଗ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟବାସୀଙ୍କ ମିଳିତ ଉଦ୍ୟମରେ ଏହି ହାତୀ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ନିରାକାରପୁର: କୂଅ ଭିତରୁ ହାତୀ ଛୁଆ ଉଦ୍ଧାର
ନିରାକାରପୁର: ଗତକାଲି ରାତିରେ ମାଆ ସହିତ ଆସି ଏକ କୂଅରେ ପଡ଼ିଯାଇଥିବା ଏକ ହାତୀଛୁଆକୁ ବନବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ଏକ ହାତୀ ଛୁଆ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଚିଲିକାରେ ପହଞ୍ଚିଲେ ବିଦେଶୀ ପକ୍ଷୀ
ବାଲୁଗାଁ : ଚିଲିକାକୁ ବିଦେଶୀ ପକ୍ଷୀଙ୍କ ସୁଅ ଛୁଟିବା ଆରମ୍ଭ ହୋଇଗଲାଣି। ଗୁରୁବାର ସୁଦ୍ଧା ପକ୍ଷୀ ଅଭୟାରଣ୍ୟ ନଳବଣ ଅଞ୍ଚଳରେ ପ୍ରାୟ ୬ ହଜାର ଏବଂ ସମଗ୍ର ଚିଲିକାରେ ୩୦ ହଜାରରୁ ଊର୍ଧ୍ୱ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥିବା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ସୂତ୍ରରୁ ପ୍ରକାଶ।
ମୁଖ୍ୟତଃ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଜଟଣୀ: ଧାନକ୍ଷେତ ବୁଲିଲେ କୃଷି ବିଜ୍ଞାନୀ
ଜଟଣୀ,: ଜଟଣୀ ବ୍ଲକ ଜଗନ୍ନାଥପୁର ପାଟଣା ମୌଜାରେ ଚାଷୀ ତ୍ରିନାଥ ସ୍ୱାଇଁଙ୍କ ସାଢ଼େ ୩ ଏକର ପରିମିତ ଜମିରେ ଉନ୍ନତ ବୈଜ୍ଞାନିକ ପଦ୍ଧତିରେ ଚାଷ କରାଯାଇଥିବା ଧାନ ଚାଷର ଅବସ୍ଥା ଦେଖିବା ପାଇଁ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ (ଇଣ୍ଟର୍ ନ୍ୟାସନାଲ ରାଇସ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍)…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
୩ ମାସ ତଳେ ନିଯୁକ୍ତ ୨ ଡାକ୍ତରଙ୍କ ବଦଳି
ଟାଙ୍ଗୀ (ଖୋର୍ଧା):ବହୁବାର ଦାବି, ଆନ୍ଦୋଳନ, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଓ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା ଯୋଗୁଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ମାସ ତଳେ ୨ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପୁଣିଥରେ ଟାଙ୍ଗୀ ଓ ଆଖପାଖ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଜୁନିୟର୍ କଲେଜ ଅଧ୍ୟକ୍ଷଙ୍କ ହାତରୁ ଗଲା ଆର୍ଥିକ କ୍ଷମତା
ଟାଙ୍ଗୀ (ଖୋର୍ଧା): ଶିକ୍ଷା ବିଭାଗର ନିର୍ଦେଶନାମାକୁ ବାରମ୍ବାର ଉଲ୍ଲଙ୍ଘନ କରୁଥିବା ଦୁର୍ଗାଚରଣ ଚିଲିକା ଜୁନିୟର୍ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରସନ୍ନ କୁମାର ଶତପଥୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାରମ୍ବାର ନିର୍ଦେଶ, ତାଗିଦା ପରେ ମଧ୍ୟ ନୂତନ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଖୋର୍ଧା ଓକିଲ ସଂଘର କାର୍ଯ୍ୟ ବନ୍ଦ
ଖୋର୍ଧା,: ଖୋର୍ଧା ସଦର ମହକୁମାରେ ଜିଲ୍ଲା ଜଜ୍ କୋର୍ଟ ସ୍ଥାପନ କରାଯାଇନାହିଁ। ଭିଜିଲାନସ କୋର୍ଟ, ବିଦ୍ୟୁତ୍ କୋର୍ଟ, ଜୁଭେନାଇଲ କୋର୍ଟ ସ୍ଥାପନ କରାଯାଇପାରି ନାହିଁ। ସେହିପରି ଖୋର୍ଧା ଜିଲ୍ଲାର ସଦର ମହକୁମାରେ ଥିବା କୋର୍ଟକୁ ସଦର ମହକୁମା କୋର୍ଟର ମାନ୍ୟତା ମିଳିନାହିଁ। ରାଜ୍ୟ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଖୋର୍ଧା ସହରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ଖୋର୍ଧା,:ଖୋର୍ଧା ସହରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଧାୟକ ରାଜେନ୍ଦ୍ର ସାହୁଙ୍କ ନେତୃତ୍ଵରେ ଏହି ପଦଯାତ୍ରାରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଜିଲ୍ଲା ବିଜେଡି ଶାଖା ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ, ପର୍ଯ୍ୟବେକ୍ଷକ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ରେଳପଥ ବିଜେବି ପ୍ରତିଷ୍ଠାନ ନବୀକରଣ ପ୍ରେକ୍ଷାଳୟ ଉଦ୍ଘାଟିତ
ଜଟଣୀ: ଜଟଣୀ ଖୋର୍ଧାରୋଡ୍ ରେଳମଣ୍ଡଳ ଅଧୀନ ଜଟଣୀ ରେଳ ଷ୍ଟେସନ୍ ନିକଟରେ ଥିବା ୧୦୨ବର୍ଷର ପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ପ୍ରତିଷ୍ଠାନର ନବୀକରଣ ହୋଇଥିବା ପ୍ରେକ୍ଷାଳୟ ଉଦ୍ଘାଟିତ ହୋଇଯାଇଛି। ରେଳ କର୍ମଚାରୀମାନଙ୍କ ଆମୋଦ ପ୍ରମୋଦ ନିମନ୍ତେ ୧୯୧୫ ମସିହାରେ ପ୍ରତିଷ୍ଠିତ ଏହି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବଡ଼ ଓଷାରେ ଧବଳେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼
ଖୋର୍ଧା,: ବଡ଼ ଓଷା ପର୍ବ ପାଇଁ ଖୋର୍ଧା ଗୁରୁଜଙ୍ଗଠାରେ ଥିବା ପ୍ରସିଦ୍ଧ ଶ୍ରୀଶ୍ରୀଧବଳେଶ୍ୱରଙ୍କ ପୀଠରେ ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଆଜି ଭୋର୍ ପ୍ରାୟ ୩ଟାରେ ମନ୍ଦିରର ନୀତିକାର୍ଯ୍ୟ ସମ୍ପନ୍ନ କରାଯିବା ପରେ ଶ୍ରୀଶ୍ରୀ ଧବଳେଶ୍ୱର ବାବାଙ୍କୁ ପାରମ୍ପରିକ ରୀତିନୀତିରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...