ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ବୋଲଗଡ଼: ବନ୍ଦ ଡାକରା ଯୋଗୁଁ  ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ

ବୋଲଗଡ଼: ବୋଲଗଡ଼ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ଆଜି ବୋଲଗଡ଼ ବଣିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରା ଯୋଗୁଁ ୫୭ ନମ୍ବର ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଉଭୟ ପଟୁ ଆସୁଥିବା ଶହଶହ…
ଅଧିକ ଖବର ଦେଖନ୍ତୁ...

ପରିମଳରେ ଓଡ଼ିଶା ପଛୁଆ

ଭୁବନେଶ୍ୱର/ ଖୋର୍ଦ୍ଧା : ସ୍ୱଚ୍ଛତା ଓ ପରିମଳ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ। ଆଜି ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ଜଳ ଓ ପରିମଳ ବିଭାଗ ମନ୍ତ୍ରୀ ଏସ୍‌ ଏସ୍‌ ଆଲୁଓ୍ଵାଲିଆ। ଓଡ଼ିଶା ଗସ୍ତ ଅବସରରେ ଶ୍ରୀ ଆଲୁଓ୍ଵଲିଆ କହିଛନ୍ତି, ରାଜ୍ୟରେ ୯୦ ଲକ୍ଷ ପାଇଖାନା…
ଅଧିକ ଖବର ଦେଖନ୍ତୁ...

ପରିତ୍ୟକ୍ତ କୂଅରୁ ହାତୀ ଛୁଆ ଉଦ୍ଧାର

ନିରାକାରପୁର : ନିରାକାରପୁର ପଞ୍ଚାୟତର ମଞ୍ଚାରିଆପାଟଣା ଗ୍ରାମର ପ୍ରଭା ବେହେରାଙ୍କ ବାରିପଟେ ଥିବା ଏକ ପରିତ୍ୟକ୍ତ କୂଅରୁ ଆଜି ଏକ ୫ ମାସର ହାତୀ ଶାବକକୁ ଉଦ୍ଧାର କରାଯାଇଛି। ଭୋର୍‌ ପ୍ରାୟ ସାଢ଼େ ୫ଟାରେ ଖୋର୍ଧା ବନ ବିଭାଗ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟବାସୀଙ୍କ ମିଳିତ ଉଦ୍ୟମରେ ଏହି ହାତୀ…
ଅଧିକ ଖବର ଦେଖନ୍ତୁ...

ନିରାକାରପୁର: କୂଅ ଭିତରୁ ହାତୀ ଛୁଆ ଉଦ୍ଧାର

ନିରାକାରପୁର: ଗତକାଲି ରାତିରେ ମାଆ ସହିତ ଆସି  ଏକ କୂଅରେ ପଡ଼ିଯାଇଥିବା ଏକ ହାତୀଛୁଆକୁ ବନବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ  ଏକ ହାତୀ ଛୁଆ  ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଚିଲିକାରେ ପହଞ୍ଚିଲେ ବିଦେଶୀ ପକ୍ଷୀ

ବାଲୁଗାଁ : ଚିଲିକାକୁ ବିଦେଶୀ ପକ୍ଷୀଙ୍କ ସୁଅ ଛୁଟିବା ଆରମ୍ଭ ହୋଇଗଲାଣି। ଗୁରୁବାର ସୁଦ୍ଧା ପକ୍ଷୀ ଅଭୟାରଣ୍ୟ ନଳବଣ ଅଞ୍ଚଳରେ ପ୍ରାୟ ୬ ହଜାର ଏବଂ ସମଗ୍ର ଚିଲିକାରେ ୩୦ ହଜାରରୁ ଊର୍ଧ୍ୱ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥିବା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ସୂତ୍ରରୁ ପ୍ରକାଶ। ମୁଖ୍ୟତଃ…
ଅଧିକ ଖବର ଦେଖନ୍ତୁ...

ଜଟଣୀ: ଧାନକ୍ଷେତ ବୁଲିଲେ କୃଷି ବିଜ୍ଞାନୀ

ଜଟଣୀ,: ଜଟଣୀ ବ୍ଲକ ଜଗନ୍ନାଥପୁର ପାଟଣା ମୌଜାରେ ଚାଷୀ ତ୍ରିନାଥ ସ୍ୱାଇଁଙ୍କ ସାଢ଼େ ୩ ଏକର ପରିମିତ ଜମିରେ ଉନ୍ନତ ବୈଜ୍ଞାନିକ ପଦ୍ଧତିରେ ଚାଷ କରାଯାଇଥିବା ଧାନ ଚାଷର ଅବସ୍ଥା ଦେଖିବା ପାଇଁ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ (ଇଣ୍ଟର୍‌ ନ୍ୟାସନାଲ ରାଇସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌)…
ଅଧିକ ଖବର ଦେଖନ୍ତୁ...

୩ ମାସ ତଳେ ନିଯୁକ୍ତ ୨ ଡାକ୍ତରଙ୍କ ବଦଳି

ଟାଙ୍ଗୀ (ଖୋର୍ଧା):ବହୁବାର ଦାବି, ଆନ୍ଦୋଳନ, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଓ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା ଯୋଗୁଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ମାସ ତଳେ ୨ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପୁଣିଥରେ ଟାଙ୍ଗୀ ଓ ଆଖପାଖ…
ଅଧିକ ଖବର ଦେଖନ୍ତୁ...

ଜୁନିୟର୍‌ କଲେଜ ଅଧ୍ୟକ୍ଷଙ୍କ ହାତରୁ ଗଲା ଆର୍ଥିକ କ୍ଷମତା

ଟାଙ୍ଗୀ (ଖୋର୍ଧା): ଶିକ୍ଷା ବିଭାଗର ନିର୍ଦେଶନାମାକୁ ବାରମ୍ବାର ଉଲ୍ଲଙ୍ଘନ କରୁଥିବା ଦୁର୍ଗାଚରଣ ଚିଲିକା ଜୁନିୟର୍‌ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରସନ୍ନ କୁମାର ଶତପଥୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାରମ୍ବାର ନିର୍ଦେଶ, ତାଗିଦା ପରେ ମଧ୍ୟ ନୂତନ…
ଅଧିକ ଖବର ଦେଖନ୍ତୁ...

ଖୋର୍ଧା ଓକିଲ ସଂଘର କାର୍ଯ୍ୟ ବନ୍ଦ

ଖୋର୍ଧା,: ଖୋର୍ଧା ସଦର ମହକୁମାରେ ଜିଲ୍ଲା ଜଜ୍‌ କୋର୍ଟ ସ୍ଥାପନ କରାଯାଇନାହିଁ। ଭିଜିଲାନସ କୋର୍ଟ, ବିଦ୍ୟୁତ୍‌ କୋର୍ଟ, ଜୁଭେନାଇଲ କୋର୍ଟ ସ୍ଥାପନ କରାଯାଇପାରି ନାହିଁ। ସେହିପରି ଖୋର୍ଧା ଜିଲ୍ଲାର ସଦର ମହକୁମାରେ ଥିବା କୋର୍ଟକୁ ସଦର ମହକୁମା କୋର୍ଟର ମାନ୍ୟତା ମିଳିନାହିଁ। ରାଜ୍ୟ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

ଖୋର୍ଧା ସହରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଖୋର୍ଧା,:ଖୋର୍ଧା ସହରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଧାୟକ ରାଜେନ୍ଦ୍ର ସାହୁଙ୍କ ନେତୃତ୍ଵରେ ଏହି ପଦଯାତ୍ରାରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଜିଲ୍ଲା ବିଜେଡି ଶାଖା ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ, ପର୍ଯ୍ୟବେକ୍ଷକ…
ଅଧିକ ଖବର ଦେଖନ୍ତୁ...