ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ଖୋର୍ଦ୍ଧା: ଖଜୁରୀପଡ଼ା ପହାଡ଼ ତଳେ ହାତୀର ମୃତଦେହ ଉଦ୍ଧାର

ଖୋର୍ଦ୍ଧା/ନିରାକାରପୁର: ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଖଜୁରୀପଡ଼ା ପାହାଡ଼ ତଳେ ଶନିବାର ଏକ ହାତୀର ମୃତ ଦେହ ଉଦ୍ଧାର ହୋଇଛି। ଗାଁ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ମାଈ ହାତୀର ମୃତଦେହକୁ ଦେଖି ଟାଙ୍ଗୀ ବନ ବିଭାଗର ଅଧିକାରୀଙ୍କୁ ସୂଚନା ଦେଇଥିଲେ। ସୂଚନା ମିଳିବା ପରେ ବନ ବିଭାଗର କର୍ମଚାରୀମାନେ…
ଅଧିକ ଖବର ଦେଖନ୍ତୁ...

ଜଟଣୀ: ମଉସାର ଗୁଳି ମାଡ଼ରେ ପୁତୁରା ଗୁରୁତର

ଜଟଣୀ: ଜମିଜମା ବିବାଦକୁ କେନ୍ଦ୍ର କରି ଜଟଣୀ ଥାନା ଅନ୍ତର୍ଗତ କୁସୁମାଟି ଗାଁରେ ଗୁଳି ଫୁଟିଛି। ମଉସାର ଗୁଳି ମାଡ଼ରେ କୁସମାଟି ଗାଁର ପୁତୁରା ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ପୁତୁରାକୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଠାରୁ ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ଖୋର୍ଦ୍ଧା: ବିଦ୍ୟୁତ୍‌ ଆଘାତରେ ଗୁରୁବାର ଜଙ୍କିଆ ଥାନା ଅନ୍ତର୍ଗତ ଦେଉଳପାଟଣା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ପୂର୍ବାହ୍ନ ୧୧ଟାରେ ସାନୁଜ ପ୍ରଧାନ(୨୨) ନିଜ ଘର ବାଡ଼ି ପଟେ ଥିବା ବଗିଚାରେ ପାଣି ଦେବା ପାଇଁ ମୋଟର ଚଳାଉଥିବା ବେଳେ, ସର୍ଟ…
ଅଧିକ ଖବର ଦେଖନ୍ତୁ...

ଜୋରରୁ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ଖୋର୍ଧା :ଖୋର୍ଧା ସଦର ଥାନା ଅନ୍ତର୍ଗତ ବାଜପୁର ଗ୍ରାମର ବଡ଼ପୋଖରୀ ନିକଟରେ ଥିବା ଏକ ଜୋରରୁ ଆଜି ଜଣେ ବ୍ୟକ୍ତିର ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମୃତ ବ୍ୟକ୍ତିର ନାମ ରବୀନ୍ଦ୍ର ସେଠୀ ଓରଫ ଗୁଣ୍ଡୁଚି ସେଠୀ (୫୫) ଓ ତାଙ୍କ ଘର ବାଜପୁରରେ ବୋଲି ଜଣାପଡ଼ିଛି। ମୃତ ବ୍ୟକ୍ତିର ପୁଅ ଅନନ୍ତ ସେଠୀ…
ଅଧିକ ଖବର ଦେଖନ୍ତୁ...

ଜୋରରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ

ଖୋର୍ଦ୍ଧା: ଆଜି ସକାଳେ ସଦର ଥାନା ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତ ନରେ ଥିବା ଏକ ଜୋରରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତିଜଣକ ହେଉଛନ୍ତି ସଦର ଥାନା ବାଜପୁର ରଙ୍ଗଣୀ ସାହିର ରବୀନ୍ଦ୍ର ସେଠୀ( ୫୦ ବର୍ଷ)। ରବୀନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ଉଗ୍ରତାରା ମନ୍ଦିରରେ ମହିଳାଙ୍କୁ ଅସଦାଚରଣ, ୨ ଟହଲିଆ ଗିରଫ

ଟାଙ୍ଗୀ (ଖୋର୍ଧା) : ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଟାଙ୍ଗୀ ଥାନା ପୁଲିସ ପ୍ରସିଦ୍ଧ ତନ୍ତ୍ରପୀଠ ମା’ ଉଗ୍ରତାରା ମନ୍ଦିରର ୨ଜଣ ଟହଲିଆଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଦ୍ୱୟ ହେଲେ, ରାଉତରାପୁରର ଦୁର୍ଗାପ୍ରସାଦ ଦାସ ଓ ଚଣ୍ଡେଶ୍ୱରର ନିଲୁ ମହାପାତ୍ର। ସ୍ୱାମୀଙ୍କ…
ଅଧିକ ଖବର ଦେଖନ୍ତୁ...

ଦିନ ଦ୍ୱି’ପ୍ରହରେ ଲୁଟେରାଙ୍କ ଆତଙ୍କ : ବାଇକ୍‌ରୁ ପଡ଼ି ମହିଳା ମୃତ

ବାଲୁଗାଁ : ପୁଅ ବାହାଘର ପାଇଁ ଲକ୍ଷାଧିକ ଟଙ୍କାର ଅଳଙ୍କାର କିଣି ଘରକୁ ଫେରୁଥିବା ଏକ ଦମ୍ପତି ଲୁଟେରାଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଲୁଟେରାମାନେ ସବୁ ଅଳଙ୍କାର ଲୁଟି ନେଇଛନ୍ତି। ମୃତ ମହିଳାଜଣଙ୍କ ହେଲେ, ଟୁନୀ ପାଢ଼ୀ (୫୦)। ଘର ନାଚୁଣୀ…
ଅଧିକ ଖବର ଦେଖନ୍ତୁ...

ଛାତ୍ର ସଂସଦ ନିର୍ବାଚନୀ ହିଂସା: ବେଗୁନିଆ କଲେଜ ସଭାପତିଙ୍କୁ ଛୁରାମାଡ଼

ଖୋର୍ଦ୍ଧା: ଛାତ୍ର ସଂସଦ ନିର୍ବାଚନୀ ବିବାଦ ନେଇ ଗୁରୁବାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ କଲେଜ ସଭାପତିଙ୍କୁ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାର ଛାତ୍ର ସଂସଦ ସଭାପତି ଭାଗିରଥୀ ସ୍ୱାଇଁଙ୍କୁ ଅନ୍ୟ ଏକ ଦଳର ଯୁବକମାନେ ଆକ୍ରମଣ କରିଛନ୍ତି। ଅଭିଯୋଗ ଅନୁସାରେ କଲେଜ ପରିସରକୁ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ଦୁର୍ଘଟଣାରେ ଯୁବକ ମୃତ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ଦୁର୍ଘଟଣାରେ ଦେବ ଜେନା(୪୪ ବର୍ଷ) ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଶ୍ରୀ ଜେନା ମୋଟର ସାଇକେଲରେ ଯାଉଥିବା ବେଳେ କୌଣସି ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲାଓ ସେ ତଳେ ପଡ଼ିଯାଇ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ଖୋର୍ଦ୍ଧା: ଟାଙ୍ଗୀ ଅଞ୍ଚଳର ସୁନ୍ଦରପୁର ବଡ଼ସାହିରେ ଶନିବାର ଅପରାହ୍ଣରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାର ତ୍ରିନାଥ ପ୍ରଧାନ(୪୨) ଫସଲ ନଷ୍ଟ ଯୋଗୁଁ ଘର ଆଗରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ତ୍ରିନାଥ ଜଣେ ଭାଗ ଚାଷୀ ହୋଇଥିବା ବେଳେ ଫସଲ ଉଜୁଡ଼ି ଯିବା…
ଅଧିକ ଖବର ଦେଖନ୍ତୁ...