ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବ

ଖୋର୍ଧା : ଜଟଣୀସ୍ଥିତ ସେଞ୍ଚୁରିଆନ୍‌ ବୈଷୟିକ ଓ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବ ଆଜି ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ଡ. ଏସ୍‌ସି ଜମିର୍‌ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଭିକ୍ଟୋରିଆ ସରକାର (ଅଷ୍ଟ୍ରେଲିଆ)ର ପୂର୍ବତନ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ମାଲବାହୀ ଟ୍ରେନ୍‌ର ୩ ବଗି ଲାଇନ୍‌ଚ୍ୟୁତ

ଭୁବନେଶ୍ୱର : ଏକ ମାଲବାହୀ ଟ୍ରେନ୍‌ ଆଜି ଖୋର୍ଧା ରୋଡ୍‌ ନିକଟରେ ଲାଇନ୍‌ଚ୍ୟୁତ ହୋଇଛି। ଅପରାହ୍‌ଣ ୪ଟା ୧୦ରେ ୧୫, ୧୬ ଓ ୧୭ ନମ୍ବର ବଗି ଲାଇନ୍‌ ଚ୍ୟୁତ ହୋଇଥିଲେ ହେଁ ଏହାଦ୍ୱାରା କୌଣସି କ୍ଷୟକ୍ଷତିି ହୋଇନାହିଁ। ମିଳିଥିବା ସୂଚନା ମୁତାବକ ସଂପୃକ୍ତ ମାଲବାହୀ ଟ୍ରେନ୍‌ଟି ଖୋର୍ଧା ରୋଡ୍‌ର…
ଅଧିକ ଖବର ଦେଖନ୍ତୁ...

ଚିଲିକା ସେଲଡକ୍‌ ଫୋକ୍‌ କାର୍ନିଭାଲର ଦ୍ୱିତୀୟ ଦିବସ

ବାଲୁଗାଁ : ଚିଲିକା ବରକୂଳସ୍ଥିତ ଓଡିଆର୍ଟ ଡକ୍ୟୁମେଣ୍ଟେସନ୍‌ ଓ ରିସର୍ଚ୍ଚ ସେଣ୍ଟରଠାରେ ଗତକାଲିଠାରୁ ଆରମ୍ଭ ହୋଇଥିବା ‘ଚିଲିକା ସେଲଡକ୍‌ ଫୋକ୍‌ କାର୍ନିଭାଲ’ର ସୋମବାର ସାଂସ୍କୃତିକ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ରଙ୍ଗବତୀ ଓ ପଞ୍ଜାବର ଧାଙ୍ଗଡ଼ା ନୃତ୍ୟ। ପୁରୀ ରଙ୍ଗଶାଳା ଅନୁଷ୍ଠାନର…
ଅଧିକ ଖବର ଦେଖନ୍ତୁ...

ଖୋର୍ଧା: କଣ୍ଟେନର ସହିତ ୬୦ ଗୋରୁ ଉଦ୍ଧାର, ଡ୍ରାଇଭର ଫେରାର

ନିରାକାରପୁର/ଖୋର୍ଧା: ଗତକାଲି ବିଳମ୍ବିତ ରାତିରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ କଣ୍ଟେନରରେ ଖୁନ୍ଦାଖୁନ୍ଦିି ହୋଇ ଚୋରା ଚାଲାଣ ହେଉଥିବା ୬୦ ଗୋରୁଙ୍କୁ ଜଙ୍କିଆ ଥାନା ଅନ୍ତର୍ଗତ ଜାତୀୟ ରାଜପଥରୁ ପୁଲିସ ଉଦ୍ଧାର କରିଛି। ପୁଲିସ କଣ୍ଟେନରକୁ ଜବତ କରିବା ସହିତ ଗୋରୁ ଗୁଡ଼ିକୁ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ଚିଲିକା ସେଲଡକ୍‌ ଫୋକ୍‌ କାର୍ନିଭାଲ

ଖୋର୍ଧା/ବାଲୁଗାଁ : ଚିଲିକାର ନୀଳ ଜଳରାଶି, ବିଦେଶୀ ପକ୍ଷୀଙ୍କ କଳରବ ଓ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ କାହିଁ କେଉଁ ଆବାହମାନ କାଳରୁ କବି, ଲେଖକ, ଚିତ୍ରଶିଳ୍ପୀମାନଙ୍କୁ ପ୍ରେରଣା ଯୋଗାଇ ଆସୁଛି। ଏହାର ଅପରୂପ ସୌନ୍ଦର୍ଯ୍ୟକୁ ନେଇ ଅତୀତରେ ବହୁ ସାହିତ୍ୟ ଗଢ଼ି ଉଠିଥିବା ବେଳେ ଏବେ ମଧ୍ୟ ସେ…
ଅଧିକ ଖବର ଦେଖନ୍ତୁ...

୧୮୦୪ ପାଇକ ବିଦ୍ରୋହ ପ୍ରଥମ ସ୍ୱାଧୀନତା ସଂଗ୍ରାମ: ଗଜପତି

ଖୋର୍ଧା : ଉତ୍କଳର ସଂସ୍କୃତି ଓ ଇତିହାସ ଅତି ମହାନ। ବିଶ୍ୱବ୍ରହ୍ମାଣ୍ଡର ମାଲିକ ସ୍ୱୟଂ ଜଗନ୍ନାଥଙ୍କ ଘର ଉତ୍କଳରେ ହୋଇଥିବାରୁ ଏହାର ଇତିହାସ ଅତି ଗୌରବମୟ। ଏହି ଉତ୍କଳ ମାଟିରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ୧୮୦୪ ମସିହାରେ ସଂଘଟିତ ହୋଇଥିଲା। ଜୟୀ ରାଜଗୁରୁଙ୍କ…
ଅଧିକ ଖବର ଦେଖନ୍ତୁ...

୫୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଖୋର୍ଧା : ଖୋର୍ଧା ଦମକଳବାହିନୀ କାର୍ଯ୍ୟାଳୟ ଛକ ନିକଟରୁ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଆଜି ୫୫କେଜି ଗଞ୍ଜେଇ ସହ ଏକ ଇଣ୍ଡିଗୋ କାର୍‌ (ଓଡି୦୨-୨୦୬୧) ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ଲକ୍ଷରୁ ଊର୍ଧ୍ୱ ଟଙ୍କା ହେବ ବୋଲି ଜଣଯାଇଛି। ଏହି ଘଟଣାରେ ଅବକାରୀ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ୫୫ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଖୋର୍ଦ୍ଧା: କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗର କର୍ମଚାରୀମାନେ ବୁଧବାର ଚଢ଼ାଉ କରି ୫୫ କିଲୋ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛନ୍ତି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଗୁଇନ୍ଦା ଅବକାରୀ ବିଭାଗର ଇନ୍ସପେକ୍ଟର ଅମରେନ୍ଦ୍ର ଜେନାଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଯାଞ୍ଚ…
ଅଧିକ ଖବର ଦେଖନ୍ତୁ...

ଘରୋଇ ଫାଇନାନ୍ସ କର୍ମଚାରୀଙ୍କୁ ଗୁଳି କରି ଟଙ୍କା ଲୁଟ୍‌ : ୨ ରାଜପଥ ଲୁଟେରା ଗିରଫ

ଖୋର୍ଧା : ଟାଙ୍ଗୀ ଥାନା ଅଧୀନ ୧୬ନମ୍ବର ଜାତୀୟ ରାଜପଥର କୋଚିଲା ଛକ ନିକଟରେ ଫାଇନାନ୍ସ କର୍ମଚାରୀଙ୍କୁ ଗୁଳି କରି ଲୁଟ୍‌ ଘଟଣାରେ ପୁଲିସ ଆଜି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ, ନୟାଗଡ଼ ଜିଲ୍ଲା ରଣପୁର ଥାନା ଅର୍ନ୍ତଗତ ବାମଡ଼ା ଗ୍ରାମର ସମସୁଦ୍ଦିନ୍‌ ଖାଁ ଓ ଟାଙ୍ଗୀ ଥାନା…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଚାପାରେ ମହିଳା ମୃତ

ବୋଲଗଡ଼ : ଖୋର୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧୀନ ୫୭ ନମ୍ବର ଜାତୀୟ ରାଜପଥର ରାଜସୁନାଖଳା ଗଣେଶ ବଜାର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଟ୍ରକ୍‌ ଚକା ତଳେ ଚାପି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଜଣଙ୍କ ହେଲେ, ବାଙ୍କୋଇ ପଞ୍ଚାୟତର ଗର୍ଭଣୀପଡ଼ା ଗ୍ରାମର ଭାବଗ୍ରାହୀ ପାଇକରାୟଙ୍କ ପତ୍ନୀ…
ଅଧିକ ଖବର ଦେଖନ୍ତୁ...