ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ପାଚେରୀରେ ସୀମିତ ବିକ୍ରମଦେବ ଷ୍ଟାଡିୟମ୍‌

ଜୟପୁର: ଜୟପୁରରେ ପର୍ଯ୍ୟାପ୍ତ ପରିମାଣ କ୍ରୀଡାବିତ୍‌ ରହିଛନ୍ତି ତେବେ କ୍ରୀଡା ବିକାଶର ଆନୁସଙ୍ଗିକ ଭିତ୍ତିଭୁମି ନାହିଁ। ବିକ୍ରମ‌ ଦେବ ଷ୍ଟାଡିୟମଟି କେବଳ ଚାରିପଟେ ପାଚେରୀ ଓ ଗୋଟିଏ ପଟେ ଦର୍ଶକ ଗ୍ୟାଲେରୀକୁ ବାଦ୍‌ ଦେଲେ ସେଭଳି କିଛି ଆଖି ଦୃଷ୍ଟିଆ ବିକାଶ ହୋଇପାରିନି। ପାଚେରୀ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଆରଏସଏସର ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳନ

ଜୟପୁର: ଜୟପୁର ନଗର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ସ୍ଥାନୀୟ ମାଦଳା ସାହି ଗୋଷ୍ଟି କେନ୍ଦ୍ରରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳନ କରାଯାଇଥିଲା। ନଗର ସଂଘ ଚାଳକ ଡ଼ . ନିରଞ୍ଜନ ମିଶ୍ର ଏବଂ ମୁଖ୍ୟ ବକ୍ତା ଭାବେ ଜୟପୁର ନଗର କାର୍ଯ୍ୟବାହ ବିଷ୍ଣୁ ପ୍ରସାଦ ସାହୁ ଯୋଗ ଦେଇଥିଲେ। ସଂଘର ଛଅ…
ଅଧିକ ଖବର ଦେଖନ୍ତୁ...

ସତୀନଦୀ ସୁଖୁଛି, ୪କୋଟି ୩୮ଲକ୍ଷରେ ଇନଟାକ୍ ୱେଲ୍ ନିର୍ମାଣ ଜାରୀ

ଜୟପୁର: ଖରା ମାସ ଆସିବା ମାତ୍ରକେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ସତୀନଦୀ ଓ ଡ୍ୟାମ ପାଣି ଶୁଖି ଶୁଖି ଆସିଲାଣି। ଡ୍ୟାମ ପରିସରରେ ଥିବା କେନାଲରୁ ପାଣି ଉଠାଇ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସହରରେ ଜଳଯୋଗାଣ କରି ଆସୁଛି। ଏଠାରେ ପାଣି ସୁଖିଗଲେ ସହରରେ ପାଣି ଯୋଗାଉଥିବା ଜନସ୍ବାସ୍ଥ୍ୟ ବିଭାଗର…
ଅଧିକ ଖବର ଦେଖନ୍ତୁ...

ବିଶ୍ବ ସାଇକେଲ ଦିବସରେ ଶୋଭାଯାତ୍ରା

ଜୟପୁର: ସହରାଂଚଳ ଡାକ୍ତରଖାନା ଓ ସିୱା ଅନୁଷ୍ଠାନ ପକ୍ଷରୁ ମିଳିତ ଭାବେ ଆଜି ବିଶ୍ବ ସାଇକେଲ ଦିବସ ପାଳନ କରାଯାଇଥିଲା। ସହରାଂଚଳ ଡାକ୍ତରଖାନା ଅଧିନରେ ଥିବା ସହରର ଆଶାକର୍ମୀ ଓ ସିୱା ଅନୁଷ୍ଠାନର ସଭ୍ୟ ମାନେ ସାଇକେଲ ଶୋଭାଯାତ୍ରାରେ ଭାଗ ନେଇଥିଲେ। ରାଜନହରରୁ ଶୋଭାଯାତ୍ରା କରି ସହର…
ଅଧିକ ଖବର ଦେଖନ୍ତୁ...

ଆହତ ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରି ଫେରାର

ଜୟପୁର: ମୁଣ୍ଡରେ ମାଡ଼ ବାଜିଥିବା ରୁକଧର ନିଶାଡଙ୍କୁ ଗତ କାଲି ରାତିରେ ଜୟପୁର ଜିଲ୍ଲା ମୁଖ୍ୟଚିତ୍ସାଳୟକୁ ଆଣି ଜଣେ ବ୍ୟକ୍ତି ଭର୍ତ୍ତି କରିଥିଲେ। ଯେଉଁ ବ୍ୟକ୍ତି ସାଙ୍ଗରେ ଆଣି ଭର୍ତ୍ତି କରାଇଥିଲେ ସେ ଏବେ ଗାଏବ ହୋଇଯାଇଛନ୍ତି। ଅପରପକ୍ଷରେ ଉନ୍ନତ ଚିକିତ୍ସା ପାଇଁ ଉକ୍ତ ବ୍ୟକ୍ତିଙ୍କୁ…
ଅଧିକ ଖବର ଦେଖନ୍ତୁ...

ତୃତୀୟଦିନରେ ଅମଲା ଆନ୍ଦୋଳନ, ରକ୍ତଦାନ କଲେ, ସାନ୍ତ୍ବନା ଜଣାଇଲେ

କୋରାପୁଟ: ନାର୍ଯ୍ୟ ଦାବି ପାଇଁ ଆଜି କୋରାପୁଟ ଜିଲ୍ଲା ର ବିଭିନ୍ନ ବିଭାଗ ରେ କାର୍ଯ୍ୟରତ ସମସ୍ତ ୩୫ ବିଭାଗର ଆନ୍ଦୋଳନ ଆଜି ତୃତୀୟଦିନରେ ପହଞ୍ଚିଛି।ଆଜି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ବାହାନାଗା ଟ୍ର‌େନ୍‌ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ପ୍ରତି…
ଅଧିକ ଖବର ଦେଖନ୍ତୁ...

୫ଦଫା ଦାବି ନେଇ ଅବିଭକ୍ତ କୋରାପୁଟ ଜିଲ୍ଲାର ୫୫ଟି ଲ୍ୟାମ୍ପରେ ତାଲା

ଜୟପୁର: ଓଡିଶା ସମବାୟ ସମିତି କର୍ମଚାରୀ ମହାମେଂଚ ଭୁବନେଶ୍ବରର ଡାକରାକ୍ରମେ ୫ଦଫା ଦାବିକୁ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲାର ୫୫ଟି ଲ୍ୟାମ୍ପରେ ତାଲା ପକାଯାଇଛି। ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଏମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏପରିକି କୋରାପୁଟ…
ଅଧିକ ଖବର ଦେଖନ୍ତୁ...

ରେଳ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ଶୋକ

ଜୟପୁର: ବାଲେଶ୍ବର ଜିଲ୍ଲାର ବାହନଗା ଠାରେ ହୋଇଥିବା ମର୍ମନ୍ତୁଦ ରେଳଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ରାଜ୍ୟସ୍ତରୀ ଶୋକ ପାଳନ ଅନୁଯାୟୀ ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ଥିବା ରୋଟରୀର ଜାତୀୟ ପତାକାକୁ ଦିନିକିଆ ଅର୍ଦ୍ଧ ନମିତ କରାଯାଇଛି। ସୂଚନା ଅନୁଯାୟୀ, ଗତ କାଲି ସଂଧ୍ୟାରେ ବାଲେଶ୍ବର…
ଅଧିକ ଖବର ଦେଖନ୍ତୁ...

୧୦ଦିନିଆ ଏନସିସି ବାର୍ଷିକ ତାଲିମ ଶିବିର

ଜୟପୁର: ଏନସିସି ଆନୁଆଲ୍ ଟ୍ରେନିଂ କ୍ୟାମ୍ପ (ବାର୍ଷିକ ତାଲିମ ଶିବିର ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ପରିସରରେ ଚାଳିଥିବା ବେଳେ ତୃତୀୟ ଦିନରେ ଜୁନିୟର କ୍ୟାଡେଟ୍ ମାନେ ଭିଡି କଲେଜ ପରିସରରେ ସିମ୍ୟୁଲେଟର ଫାୟରିଂ ଏବଂ ସିନିୟର କ୍ୟାଡେଟ୍ ମାନେ କୋରାପୁଟ ଏସଓଜି ପଡ଼ିଆରେ ଫାୟରିଂ ପ୍ରଶିକ୍ଷଣ…
ଅଧିକ ଖବର ଦେଖନ୍ତୁ...

‘ମୋ ଘର’ ବ୍ଲକସ୍ତରୀୟ ସମନ୍ବୟ ବୈଠକ

ଜୟପୁର: ରାଜ୍ୟ ସରକାର ନୂଆରେ ଆରମ୍ଭ କରିଥିବା ‘‘ମୋ ଘର ’’ ଯୋଜନାର ବ୍ଲକ ସ୍ତରୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ବିଡିଓ ରାଜୀବ ଦାସ ସଭାପତିତ୍ବ କରିବା ସହ ଯୋଜନା ସଂପର୍କରେ ଆଲୋକପାତ୍ କରିଥିଲେ। ଏଥିରେ ତହସିଲଦାର ସୁଶ୍ରୀସାଗରିକା ଷଡଙ୍ଗୀ, ସହକାରୀ ନିର୍ବାହୀ ଯନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...