ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

କୋରାପୁଟ ଜିଲ୍ଲା କଂଗ୍ରେସରେ ତୁମ୍ବିତୋଫାନ: ଅସନ୍ତୋଷ ଝାଡ଼ିଲେ ମୀନାକ୍ଷୀ

କୋରାପୁଟ : ବହୁ ଦିନ ଧରି କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ପଦବିକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଭାବେ ଜୟପୁର ନିର୍ବାଚନମଣ୍ଡଳୀର ଦୁର୍ଗା ଶଙ୍କର ସାହୁ(ବୁଲୁ)ଙ୍କୁ ନିଯୁକ୍ତ କରିଛି ଏଇଆଇସିସି। ଏଆଇସିସି ସାଧାରଣ ସମ୍ପାଦକ କେ.ସି…
ଅଧିକ ଖବର ଦେଖନ୍ତୁ...

ଡକାୟତ ଗ୍ୟାଙ୍ଗରେ ଗୃହରକ୍ଷୀ, ଗ୍ରାମରକ୍ଷୀ

ନନ୍ଦପୁର/ଲମତାପୁଟ : ଆନ୍ଧ୍ରର ଦୁଇ ଜଣ ବ୍ୟକ୍ତିଙ୍କଠାରୁ ଡକାୟତି ଘଟଣାରେ କୋରାପୁଟ ଜିଲ୍ଲା ପାଡୁଆ ଥାନା ପୁଲିସକୁ ସଫଳତା ମିଳିଛି। କିଛିଘଣ୍ଟା ମଧ୍ୟରେ ପୂରା ଗ୍ୟାଙ୍ଗ୍‌କୁ କାବୁ କରିବାରେ ପୁଲିସ ସକ୍ଷମ ହୋଇଛି। ବଡ଼କଥା ହେଲା ପାଡୁଆ ଥାନାରେ ହିଁ କାର୍ଯ୍ୟରତ ଦୁଇଜଣ ଗୃହରକ୍ଷୀ ଏବଂ ଜଣେ…
ଅଧିକ ଖବର ଦେଖନ୍ତୁ...

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ପ୍ରଥମ ଭାରପ୍ରାପ୍ତ ରେଜିଷ୍ଟ୍ରାର ଦାୟିତ୍ଵ ତୁଲାଇବେ ଅଧ୍ୟକ୍ଷ

ଜୟପୁର: ଜୟପୁର ସ୍ବୟଂଶାସିତ ବିକ୍ରମ ଦେବ ମହାବିଦ୍ୟାଳୟରୁ ବିକ୍ରମଦେବ ବିଶ୍ବବିଦ୍ୟାଳୟ ହେବାର ୮ଦିନ ପରେ ଭାରପ୍ରାପ୍ତ ରେଜିଷ୍ଟ୍ରାର ନିଯୁକ୍ତି ଦେଇଛି ରାଜ୍ୟ‌ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ। ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ପ୍ରଥମ ଭାରପ୍ରାପ୍ତ ରେଜିଷ୍ଟ୍ରାର ଦାୟିତ୍ଵ ତୁଲାଇବେ ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତର ଚିଲିପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସାବେରୀ ନଦୀରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ପରେ ଶୋକର ଛାୟା ଖେଳିଯାଇଛି। ମୃତ ମହିଳା ହେଲେ ସୁକଦେଇ ଦୁରୁଆ (୩୬)। ସୂଚନା ଅନୁଯାୟୀ, ଚିଲିପଦର…
ଅଧିକ ଖବର ଦେଖନ୍ତୁ...

କୁଆପଥର ଓ ଘୁର୍ଣ୍ଣିଝଡରେ କ୍ଷତିଗ୍ରସ୍ତ ୨୧ ଆଦିବାସୀ ପରିବାର ପାଇଁ ୬.୩୦ ଲକ୍ଷ ସହାୟତା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନାରାୟଣପାଟଣା: ନିକଟରେ କୁଆପଥର ଓ ଘୂର୍ଣ୍ଣିଝଡ଼ରେ କ୍ଷତିଗ୍ରସ୍ତ କୋରାପୁଟ ନାରାୟଣପାଟଣା ବ୍ଲକ ଲଙ୍ଗଳବେଡା ପଞ୍ଚାୟତର କନକପୁଟ ଓ ଦଳେଇପେଟା ଗାଁର ୨୧ଟି ଅତ୍ୟନ୍ତ ଗରିବ ଆଦିବାସୀ ପରିବାରଙ୍କ ଘର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ସେମାନଙ୍କ ଘରର ପୁନଃନିର୍ମାଣ ପାଇଁ…
ଅଧିକ ଖବର ଦେଖନ୍ତୁ...

୨ କ୍ବିଣ୍ଟାଲ ୯୩ କିଲୋ ଗଞ୍ଜେଇ ଜବତ, ମାଫିଆ ଫେରାର

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ପୁଲିସକୁ ମିଳିଛି ବଡ଼ଧରଣର ସଫଳତା। ବୈପାରିଗୁଡା ଥାନା ଅଞ୍ଚଳର ମାଝିଗୁଡା ପଞ୍ଚାୟତ ଅନ୍ତର୍ଗତ ପଣ୍ଡିତବେଡାରୁ ୨ କ୍ବିଣ୍ଟାଲ ୯୪ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବା ବେଳେ କିଛି ମାଫିଆ ଖସି ଯାଇଥିବା ଜଣାପଡିଛି। ପୁଲିସ ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ବେକରେ ଶାଢି ଲଗାଇ ଝୁଲିପଡ଼ିଲେ ମହିଳା! ମୃତ୍ୟୁର କାରଣ ଅସ୍ପଷ୍ଟ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡା ପଞ୍ଚାୟତ ଅନ୍ତର୍ଗତ କୁଟୁଣିପଦର ଗାଁର ଟୁନା ବୈପାରି ୪ ବର୍ଷ ତଳେ ରାୟଗଡା ଜିଲ୍ଲା ଟିକିରି ଥାନା ଅଧିନସ୍ଥ ମୁଣ୍ଡବିନ୍ଧା ଗାଁର ମିଲି ବୈପାରିଙ୍କୁ ବିବାହ କରିଥିଲେ। ବିବାହର ୪ ବର୍ଷ ପରେ ମଧ୍ୟ ଦୁହିଁଙ୍କର କୌଣସି ସନ୍ତାନ ହୋଇ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡି ମହିଳା ମୃତ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଠପଡା ପଞ୍ଚାୟତର ତେନ୍ତୁଳିପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡି ଜଣେ ବିଧବା ମହିଳାଙ୍କ ମୃତ୍ୟୁ ଘଟିବା ପରେ ଶୋକର ଛାୟା ଖେଳିଯାଇଛି। ଅଗ୍ନିଶମ କର୍ମଚାରୀ ପୋଖରୀରେ ମୃତଦେହ ଉଦ୍ଧାର କରିବା ପରେ ରାମଗିରି…
ଅଧିକ ଖବର ଦେଖନ୍ତୁ...

ଫୋନ ଇନ ପ୍ଲିଜ: ଟ୍ରେନ ଦୁର୍ଘଟଣା ରୋକିବା ପାଇଁ କବଚ ଲଗାଇବାରେ ଅସୁବିଧା କେଉଁଠି

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା ମନୁଷ୍ୟକୃତ ତ୍ରୁଟି। ରେଳମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ଏକଥା ଏକପ୍ରକାର ସ୍ପଷ୍ଟ ହୋଇସାରିଲାଣି। ତେଣୁ ଯେଉଁମାନଙ୍କ ପାଇଁ ଏତେବଡ଼ ଗୋଟାଏ ବିପର୍ଯ୍ୟୟ ଘଟିଗଲା, ସେମାନଙ୍କ ବିରୋଧରେ ନିହାତି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରି। ତେବେ…
ଅଧିକ ଖବର ଦେଖନ୍ତୁ...

ଆଇସକ୍ରିମ୍ ଖାଇ ୧୦୦ରୁ ଅଧିକ ଅସୁସ୍ଥ: ଅଧିକାଂଶ ଦୁଇରୁ ତିନି ବର୍ଷର ଶିଶୁ

ସୁନାବେଢା/ସେମିଳିଗୁଡା: ଆଇସକ୍ରିମ୍ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ଗତକାଲି ସେମିଳିଗୁଡା ବ୍ଲକର ବଦଳିଗୁଡ଼ା,ଘାଟଗୁଡା ଓ ଦୁଧାରୀ…
ଅଧିକ ଖବର ଦେଖନ୍ତୁ...