ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

କୋରାପୁଟ କଂଗ୍ରେସରେ ବିସ୍ଫୋରଣ, ଦିଲ୍ଲୀ ଗଲେ ତାରାବାହିନୀଙ୍କ ସମର୍ଥକ

ଜୟପୁର: କେରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗାଶଙ୍କର ସାହୁଙ୍କୁ ନିଯୁକ୍ତି ଦେବା ପ‌ରେ ତାଙ୍କୁ ନେଇ ଉଠିଛି କଂଗ୍ରେସରେ ବିରୋଧ। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମର୍ଥକମାନେ ଏହାକୁ ବିରୋଧ କରି ଆଜି ନୂଆଦିଲ୍ଲୀ ଅଭିମୁଖେ ବାହାରିଛନ୍ତି।  ଅଖିଳ ଭାରତୀୟ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା ବାଟବଣା: ଡି. ପୁରନ୍ଦେଶ୍ବରୀ

ଜୟପୁର : ଓଡ଼ିଶାର ବିକାଶରେ ରାଜ୍ୟ ସରକାର ହିଁ ଦାୟୀ। କେନ୍ଦ୍ର ଅନୁଦାନ ଦେଉଥିଲେ ହେଁ ରାଜ୍ୟ ସରକାର ଏହାକୁ ବାଟବଣା କରିବା ସହ ସଠିକ ରୂପାୟନ କରିପାରୁନି। କୋରାପୁଟ ଜିଲ୍ଲା ଗସ୍ତରେ ଆସି ଏହିଭଳି ଅଭିଯୋଗ ଆଣିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ବିଜେପି ପ୍ରଭାରୀ ଡି.…
ଅଧିକ ଖବର ଦେଖନ୍ତୁ...

କଙ୍କଡାହାଣ୍ଡିରେ ବସୁଧା ଯୋଜନାରେ ଦୁର୍ନୀତି ଅଭିଯୋଗର ଭିଜିଲାନସ୍ ତଦନ୍ତ ଆରମ୍ଭ: ବୈଷୟିକ ଯନ୍ତ୍ରୀଙ୍କ ରିପୋର୍ଟକୁ…

ଜୟପୁର: ଜୟପୁର ବ୍ଲକର ଅନ୍ତା ପଂଚାୟତ ଅର୍ନ୍ତଗତ କଙ୍କଡାହାଣ୍ଡି ଗାଁରେ ବସୁଧା ଯୋଜନାରେ ପାଇପ୍ ବିଛାଯାଇଥିବା କାମରେ ଦୁର୍ନୀତି ହୋଇଥିବାକୁ ନେଇ ଭିଜିଲାନସ୍ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନସ୍ ଡିଏସପି ବଙ୍କିମ ବବାଲି, ପୌରପାଳିକା, ଜନସ୍ବାସ୍ଥ୍ୟ ବିଭାଗ ଓ ଏନଏଚର ତିନିଜଣକ…
ଅଧିକ ଖବର ଦେଖନ୍ତୁ...

ଫୋନ୍‌-ଇନ୍‌-ପ୍ଲିଜ୍‌: ଅନ୍ଧ ବିଶ୍ବାସରୁ ସ୍କୁଲ କୋଠା ଭାଙ୍ଗି ନୂଆ କୋଠା କରୁଛନ୍ତି ସରକାର

ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶହ ଶହ ଯାତ୍ରୀଙ୍କ ମୃତଦେହ ସ୍ଥାନୀୟ ଏକ ସ୍କୁଲରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ସେହି ସ୍କୁଲରେ ଭୂତ-ପ୍ରେତ ବାସ କରିବା ଭଳି ଅନ୍ଧବିଶ୍ବାସକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା। ସରକାର ଲୋକଙ୍କୁ ସଚେତନ କରିବା…
ଅଧିକ ଖବର ଦେଖନ୍ତୁ...

୪ ଦିନ ଧରି ନିଖୋଜ ଥିବା ବ୍ୟକ୍ତିଙ୍କମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର

ବୈପାରିଗୁଡା: ଗତ ୪ ଦିନ ଧରି ନିଖୋଜ ଥିବା କୋରାପୁଟ ଜିଲ୍ଳା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ଗ୍ରାମର ଗୈାର ଚନ୍ଦ୍ର ପ୍ରଧାନୀ (୫୫)ଙ୍କ ଗଳିତ ଶବ ଜଙ୍ଗଲ ଭିତରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଗୈାର ଚନ୍ଦ୍ର ଗତ ୪ ଦିନ ଧରି ଘରୁ ବାହାରି ଆଉ…
ଅଧିକ ଖବର ଦେଖନ୍ତୁ...

ନନ୍ଦପୁରରୁ ୫୧୬ କିଲୋଗ୍ରାମ୍ ଗଞ୍ଜେଇ ଜବତ, ୨ ଗିରଫ

ନନ୍ଦପୁର: କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅନ୍ତର୍ଗତ ବାଡେଲ ଗାଁ ନିକଟରେ ୫୧୬ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଛି। ସେଠାରେ ଥିବା ୨୧ଟି ଜରି ବ୍ୟାଗରେ ୫୧୬ କିଲୋଗ୍ରାମ୍ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।  ସେଦୁହେଁ ହେଲେ ବାଡେଲର ଯୋଗେଶ୍ୱର ସୁକ୍ରି…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ପୁଲିସର ଫୁଟ୍ ପାଟ୍ରୋଲିଂ

ଜୟପୁର: ଜିଲା ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ଫୁଟ୍ ପାଟ୍ରୋଲିଂ। ଏସପି ଅଭିନବ ସୋନକରଙ୍କ ନିର୍ଦ୍ଦେଶକ୍ରମେ ଆଜି ଜୟପୁର ଟାଉନଥାନା ଓ ସଦରଥାନା ପକ୍ଷରୁ ପୃଥକ ପୃଥକ୍ ଭାବେ ନିଜ ନିଜ ଥାନା ଅଂଚଳରେ ପୁଲିସ ଅଧିକାରୀଙ୍କ ସହ ସଦଳବଳ ଚାଳିଚାଳି ପାଟ୍ରୋଲିଂ କରିଛନ୍ତି। ଖାସ୍ କରି ଅପରାଧ ପ୍ରବଣ…
ଅଧିକ ଖବର ଦେଖନ୍ତୁ...

ରଣ୍ଡାପାଲ୍ଲୀ ପଂଚାୟତରେ ଦୁଇ  ଆତ୍ମହତ୍ୟା

ଜୟପୁର:  ଜୟପୁର ସଦରଥାନା ଅନ୍ତର୍ଗତ ରଣ୍ଡାପାଲ୍ଲୀ ପଂଚାୟତର ରଣ୍ଡାପାଲ୍ଲୀ ଓ ବୈରାଗୀମଠରେ ଦିନ‌କରେ ଦୁଇଟି ଆତ୍ମହତ୍ୟା ହୋଇଛି। ପ୍ରଥମ ଘଟଣାଟିରେ ରଣ୍ଡାପାଲ୍ଲୀ ଗାଁର ସ୍ବର୍ଗତ ଶିଶିର ଆଚାର୍ଯ୍ୟଙ୍କ ପୁଅ ଶୁଭାଶିଷ ଆଚାର୍ଯ୍ୟ (୫୫) ବେକରେ ଚୁନି ଦେଇ ଆତ୍ମହତ୍ୟା କରିଛନ୍ତି। କିଛି ଦିନ ହେବ…
ଅଧିକ ଖବର ଦେଖନ୍ତୁ...

ବକେୟା ଟଙ୍କା ଦାବିରେ କାଗଜକଳ ଅବସରପ୍ରାପ୍ତ କର୍ମଚାରୀଙ୍କ ଧାରଣା

ଜୟପୁର:  ସରକାରୀ କିମ୍ବା ବେସରକାରୀ କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀ ଅବସର ନେବା ପରେ ତାଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ଟଙ୍କା ପାଇବା ତାଙ୍କ ସାମ୍ବିଧାନିକ ଓ ମୌଳିକ ଅଧିକାର। ତେବେ ଏହାକୁ ହନନ୍ କରାଯାଇଛି।  ଅବସର ନେବାର ଗତ ୨ବର୍ଷ ପରେ ବି ମୋ ବକେୟା ଟଙ୍କା କାହିଁକି କାଗଜକଳ ଦେଉ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଜିଲ୍ଲାରେ ନବନିଯୁକ୍ତ ୪୬ଡାକ୍ତର, ଡିଏଚଏଚ୍ ଭାଗରେ କେତେ?   

ଜୟପୁର: ୧୧୪ଜଣ ଡାକ୍ତରଙ୍କ ସ୍ଥାନ‌ରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ରହିଛନ୍ତି ମାତ୍ର ୪୪ଜଣ ଡାକ୍ତର। ଏହାରି ମଧ୍ୟରେ ହାତଗଣତି ବିଶେଷଜ୍ଞ। ବଳକା ସାଧାରଣ ଡାକ୍ତର। ଦିନକୁ ବର୍ହିବିଭାଗରେ ୫୦୦ରୋଗୀ ଆସୁଥିବା ବେଳେ ଅନ୍ତଃବିଭାଗରେ ରହିଛନ୍ତି ଶହେରୁ ଊର୍ଦ୍ଧ୍ବ। ଏହା ସହ ଦୁର୍ଘଟଣା କିମ୍ବା…
ଅଧିକ ଖବର ଦେଖନ୍ତୁ...