ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ଫେରାର ୩ ଅଭିଯୁକ୍ତ ଗିରଫ

ଜୟପୁର: ପୃଥକ ପୃଥକ ମାମଲାରେ ଫେରାର ଥିବା ତିନି ‌ଅଭିଯୁକ୍ତଙ୍କୁ  ଗିରଫ କରିଛି ଜୟପୁର ଟାଉନ ଓ ସଦରଥାନା ପୁଲିସ। ଜୟପୁର ଟାଉନଥାନାରେ ୨୦୧୩ରେ ରାସ୍ତାରୋକ ମାମଲାରେ ଫେରାର ଥିବା ଉପରକୋଲାବର ଶିଶିର କୁମାର ମାଦଳାଙ୍କୁ ଟାଉନପୁଲିସ ଶନିବାର ରାତିରେ ଗିରଫ କରିଥିଲା। ରବିବାର ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜୟପୁର ଇରିଗେସନ୍ କଲୋନିରୁ ୨ଜଣ ନାବାଳକ ନିଖୋଜ

ଜୟପୁର: ଜୟପୁର ଟାଉନଥାନା ଅର୍ନ୍ତଗତ ଇରିଗେସନ କଲୋନିରୁ ୨ଜଣ ନାବାଳକ ନିଖୋଜ ହୋଇ ଯାଇଥିବା ସୂଚନା ମିଳିଛି। ଜଣଙ୍କ ପରିବାରବର୍ଗ ଟାଉନ ଥାନାରେ ଏତଲା ଦେଇଛନ୍ତି। ଉଭୟଙ୍କ ପରିବାରବର୍ଗ ବହୁ ଖୋଜାଖୋଜି କରୁଥିଲେ ହେଁ ଉଭୟ ନାବାଳକଙ୍କ କିଛି ପତ୍ତା ମିଳି ପାରିନି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ବସୁଧା ଯୋଜନାରେ ଦୁର୍ନୀତି! ବୈଷୟିକ ଯନ୍ତ୍ରୀଙ୍କ ମିଳିଲା ରିପୋର୍ଟ

ଜୟପୁର: ଜୟପୁର ବ୍ଲକର ଅନ୍ତା ପଞ୍ଚାୟତ ଅର୍ନ୍ତଗତ କଙ୍କଡାହାଣ୍ଡି ଗାଁରେ ବସୁଧା ଯୋଜନାରେ ପାଇପ ବିଛାଯାଇଥିବା କାମରେ ଦୁର୍ନୀତି ହୋଇଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଇନିସପେକ୍ଟର ବଙ୍କିମ ବବାଲି, ପୌରପାଳିକା, ଜନସ୍ବାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୪ଟି ବିଧାୟକ ଓ ୨ଟି ସାଂସଦ ଆସନ କଂଗ୍ରେସ ହାତେଇବ: ସପ୍ତଗିରି

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୪ଟି ବିଧାୟକ ଓ ୨ଟି ସାଂସଦ ପଦବି କଂଗ୍ରେସ ୨୦୨୪ରେ ହାତେଇବ ବୋଲି ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସମ୍ବିଧାନରେ ଉଲ୍ଲେଖ ରହିଥିବା ନିୟମକୁ ଭଙ୍ଗ କରି ପ୍ରୋଟୋକଲକୁ ଭାଙ୍ଗି ୫ଟି ସଚିବ ବିଭିନ୍ନ ମନ୍ଦିର, ମସଜିଦ,…
ଅଧିକ ଖବର ଦେଖନ୍ତୁ...

ଅବକାରୀ ବଭାଗର ସକ୍ରିୟ : ୫୧୦୦ ଲିଟର ମହୁଲ ପୋଚ ଓ ୪୫୦ ଲିଟର ମଦ ମାଟିଲେ ମିଶିଲା

ଜୟପୁର: ଜୟପୁର ଅବକାରୀ ବିଭାଗ ଓ କୋରାପୁଟ ଇଆଇବି ଚୋରା ମଦ କାରବାର ‌ରୋକିବାକୁ ସକ୍ରିୟ ହୋଇଛି। ଦୁଇ ଦିନ ଧରି ଜୟପୁର ସଦରଥାନା ଅର୍ନ୍ତଗତ ନିଳାଗୁଡା ଓ କଳାଗୁଡା  ଗାଁରେ ଥିବା ବିଭିନ୍ନ ଭାଟି ଉପରେ  ଚଢ଼ାଉ କରାଯାଇଛି। ରବିବାର ନିଳାଗୁଡା ଭାଟି ଉପରେ ଚଢ଼ାଉ କରି ୨୫୦ ଲିଟର ରନ୍ଧାମଦ ଏବଂ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍ ଚୋରି କରି ଫୋନ ପେରେ ହଡ଼ପ କରିଥିଲେ ଟଙ୍କା: ୬ ମାସ ପରେ ବନ୍ଧା ହେଲେ

ଜୟପୁର: ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଜୈନେକ ରୋଗୀଙ୍କର ଗତ ଜାନୁଆରୀ ୨୪ ତାରିଖ ମୋବାଇଲ ଚୋରି ହୋଇଥିଲା। ଏହି ମାମଲାରେ ପୁଲିସ ଫେରାର ଥିବା ଅଭିଯୁକ୍ତ ଲଲିତ ଖିଲଙ୍କୁ ୬ମାସ ପରେ ରବିବାର ଗିରଫ କରିଛି। ସୂଚନାଯୋଗ୍ୟ ଯେ, ଜନୈକ ରୋଗୀଙ୍କ ମୋବାଇଲକୁ  ନନ୍ଦପୁର ଥାନା ମୁଣ୍ଡାଗୁଡା…
ଅଧିକ ଖବର ଦେଖନ୍ତୁ...

ପୁଣି ଟ୍ରାକ୍‌ରୁ ଖସିଲା ମାଲଗାଡ଼ି: ଲୁହାଗୁଣ୍ଡ ବୋଝେଇ ୬ଟି ୱାଗନ ଲାଇନ୍‌ଚ୍ୟୁତ, ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ…

କୋରାପୁଟ: ପୁଣି ଟ୍ରାକ୍‌ରୁ ଖସିଲା ମାଲଗାଡ଼ି। ଲୁହାଗୁଣ୍ଡ ବୋଝେଇ ୬ଟି ୱାଗନ ଖସିଛି। କେକେ ରେଳପଥରେ ଆଜି ଏହି ଘଟଣା ଘଟିଛି। କିରଣ୍ଡଲରୁ ବିଶାଖାପାଟଣା ଯାଉଥିଲା ମାଲଗାଡି। ହେଲେ ଆନ୍ଧ୍ରପଦେଶର ଆରକୁ ଠାରୁ ଅଳ୍ପ ଦୂର ଆଗକୁ ବୋଦାଭରା ନିକଟରେ ମାଲଗାଡ଼ି ଟ୍ରାକ୍‌ରୁ ଖସିପଡ଼ିଛି। ମାଲଗାଡ଼ି…
ଅଧିକ ଖବର ଦେଖନ୍ତୁ...

ପୌରପାଳିକାକୁ ବ୍ୟବହାର ଶୁଳ୍କ ଦେଉ ନାହାନ୍ତି ବଡ଼ ବ୍ୟବସାୟୀ ଓ ଦୋକାନୀ

ଜୟପୁର: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ନୂଆ ଉପବିଧି ଅନୁଯାୟୀ ଘର, ଆପାର୍ଟମେଣ୍ଟ, ବ୍ୟବସାୟୀକ ପ୍ରତିଷ୍ଠାନ, ହୋଟେଲ, ଲଜ୍, ମଲ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଆଦିରୁ ବାହାରୁଥିବା ‌ବର୍ଜ୍ୟବସ୍ତୁକୁ ସୁପରିଚାଳନା ପାଇଁ କିଛି ବ୍ୟବହାର ଶୁଳ୍କ ଆଦାୟ କରିବାକୁ ନିର୍ଦ୍ଦେଶ ରହିଛି। ପୁରୁଣା…
ଅଧିକ ଖବର ଦେଖନ୍ତୁ...

ଜୟନଗର ଗ୍ରୀଡରୁ କଟିଲା ବିଦ୍ୟୁତ, ସହର ଓ ଗ୍ରାମଂଚଳ ଅନ୍ଧାର

ଜୟପୁର: ଆଜି ଅପରାହ୍ନ ସାଢ଼େ ୧୨ଟାରୁ ସାଢ଼େ ୫ଟା ତା ପରେ ପୁଣି ଅଧଘଣ୍ଟାଏ ପାଇଁ ଆସି ତା ପରେ ଲୁଛକାଳି ଖେଳି ବିଦ୍ୟୁତ କାଟ୍ କରିଛି ଟାଟାପାୱାର। ଦିନ ତମାମର ଧୁଧୁ ଖରା ଓ ସଂଧ୍ୟାର ଗୁଳଗୁଳିରେ ଲୋକେ ହନ୍ତସନ୍ତ ହୋଇଛନ୍ତି। ସମଗ୍ର ଜୟପୁର ସହର ଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଘାଟିରେ ଓଲଟିଲା ଟ୍ରକ୍‌; ଚାପି ହୋଇଗଲେ ସ୍କୁଟି ଆରୋହୀ ଭାଉଜ-ନଣନ୍ଦ, ବଞ୍ଚିଗଲା ୨ବର୍ଷର ଶିଶୁ

ଜୟପୁର: କୋରାପୁଟ ଘାଟିରେ ଆଜି ଅପରାହ୍ନରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଜୟପୁର ସଦରଥାନା ଅନ୍ତର୍ଗତ କୋରାପୁଟ ଘାଟିର ପ୍ରଥମ ମୋଡ (ଓସିସି କଲୋନି)କୁ ଯିବା ରାସ୍ତା ନିକଟରେ ହୋଇଥିଲା ଦୁର୍ଘଟଣା। କୋରାପୁଟ ପାର୍ଶ୍ବରୁ ଜୟପୁର ଆଡ଼କୁ ଆସୁଥିବା ସ୍କୁଟିକୁ କୋଇଲା ବୋଝେଇ ଟ୍ରକ ପଛପଟରୁ…
ଅଧିକ ଖବର ଦେଖନ୍ତୁ...