ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ପୋଖରୀରେ ବୁଡ଼ି ୨ ନାବାଳକ ମୃତ

ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ତୁସୁବା ପଞ୍ଚାୟତର କଞ୍ଚଣା ଗ୍ରାମରେ ପୋଖରୀରେ ଗାଧୋଇବା ସମୟରେ ବୁଡ଼ିଯିବାରୁ ଅକାଳରେ ଦୁଇ ନାବାଳକ ପ୍ରାଣ ହରାଇଛନ୍ତି। ଏହି ଘଟଣା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ପରିବାର ଲୋକ ସ୍ତବ୍ଧ ହୋଇଯାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ ତାରରେ ସାପ: ଦେଢ଼ଘଣ୍ଟା ଟ୍ରେନ୍‌ ଚଳାଚଳ ଠପ୍‌

କୋରାପୁଟ : ବିଶାଖାପାଟଣା-କିରଣ୍ଡୁଲ ‌ଟ୍ରେନ୍‌ ଲାଇନ୍‌ରେ ଦେଢ଼ ଘଣ୍ଟା ଧରି ‌ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁସାରେ, ବିଦ୍ୟୁତ୍‌ ତାରରେ ଗୁଡ଼ାଇ ହୋଇ ରହିଥିବା ଏକ ସାପ ସଂସ୍ପର୍ଶରେ ବିଶାଖପାଟଣା-କିରଣ୍ଡୁଲ ପାସେ‌ଞ୍ଜର ଟ୍ରେନ୍‌ (ନମ୍ବର ୫୮୫୦୧)ର ଫେଣ୍ଟୋଗ୍ରାଫ୍‌…
ଅଧିକ ଖବର ଦେଖନ୍ତୁ...

ବିଷାକ୍ତ ଛତୁ ଖାଇ ୯ ଗୁରୁତର, ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି

ବୈପାରିଗୁଡା: ବିଷାକ୍ତ ଛତୁ ଖାଇ ୯ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ପେନ୍ଦାପଡ଼ା ପଞ୍ଚାୟତ ଅନ୍ତର୍ଗତ ମୁର୍କିଗୁଡା ଗ୍ରାମର ଭଗବତୀ ପେନ୍ଦାପାଡିଆଙ୍କ ଘରେ ଏକ ସାମାଜିକ ଅନୁଷ୍ଠାନ ଆୟୋଜିତ ହୋଇଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

ପରିବା ଦରରେ ଲାଗିଛି ନିଆଁ; ଚାଉଳ କିଲୋ ୧ ଟଙ୍କା, ଟମାଟୋ ୧୨୦

ଜୟପୁର: ପନିପରିବା ଦରରେ ଏବେ ଲାଗିଛି ନିଆଁ। ରାଜ୍ୟ ସରକାର ବିଭିନ୍ନ ହିତାଧିକାରୀଙ୍କୁ ଟଙ୍କିକିଆ ଚାଉଳ ଯୋଗାଉଛନ୍ତି। ମାତ୍ର ଏବେ ଚିନ୍ତା ବଢ଼ାଇଛି ପରିବା ଦର। ଘରେ ଚାଉଳ ଥିଲେ ବି ସୁଷମ ଖାଦ୍ୟ ଏବେ ଅପହଞ୍ଚ। କାରଣ ତରକାରୀ ପାଇଁ ପରିବା କିଣି ପାରୁନାହାନ୍ତି ନିମ୍ନମଧ୍ୟବିତ୍ତ ଓଗରିବ…
ଅଧିକ ଖବର ଦେଖନ୍ତୁ...

କଙ୍ଗୋ ସ୍ଵାଧୀନତା ଦିବସରେ ଓଡ଼ିଶୀ ପରିବେଷଣ କଲେ ଜୟପୁରର ଝିଅ ଚନ୍ଦନା

ଜୟପୁର: ନୂଆଦିଲ୍ଲୀ ୪୮ ନମ୍ୱର ଜାତୀୟ ରାଜପଥ ଉମରାଓ ହୋଟେଲରେ ଡି. ଆର କଙ୍ଗୋ ଦେଶର ୬୩ତମ ସ୍ଵାଧୀନତା ଦିବସ ପାଳିତ ହୋଇ ଯାଇଛି। ଏହି ସମାରୋହରେ କୋରାପୁଟ ଜିଲ୍ଲା ଜୟପୁରର ଝିଅ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟାଙ୍ଗନା ଡକ୍ଟର ଚନ୍ଦନା ରାଉଳ। ଡଃ.ରାଉଳ ମା’ ଦୂର୍ଗାଙ୍କ ଉପରେ ଆଧାରିତ ଓଡ଼ିଶୀ…
ଅଧିକ ଖବର ଦେଖନ୍ତୁ...

ମଦ ପାଇଁ ବୃଦ୍ଧାଙ୍କ ବେକର ସୁନା ଅଳଙ୍କାର ଝାମ୍ପିଲା, ଚମ୍ପଟ ମାରିବା ବେଳେ ଧରା ପଡ଼ିଲା ଦୁର୍ବୃତ୍ତ

ଜୟପୁର: ମଦ ପିଇବା ପାଇଁ ଭୁପୁତ୍ତିସାହି ଅଞ୍ଚଳର ବୃଦ୍ଧା ଏ. ରାମୁ ପଟ୍ଟନାୟକଙ୍କ ବେକରୁ ସୁନା ଚେନ୍ ଓ ମଙ୍ଗଳ ସୁତ୍ର ଝାମ୍ପି ନେଇ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ବୃତ୍ତ ଜଣକ ଲୋକଙ୍କ ହାତରେ ଧରା ପଡ଼ିଛନ୍ତି। ଧରା ପଡ଼ିଥିବା ଦୃବୃତ୍ତଙ୍କୁ ଭୁପତ୍ତିସାହି ଲୋକେ ଜୟପୁର ଟାଉନ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ସାଙ୍ଗ ହୋଇ ଗାଧୋଉଥିଲେ; ବୁଡ଼ିଗଲେ ୨ ନାବାଳକ, କାନ୍ଦବୋବାଳିରେ ଫାଟି ପଡ଼ୁଛି କଞ୍ଚଣା ଗାଁ

ଲମତାପୁଟ: ସାଙ୍ଗ ହୋଇ ପୋଖରୀରେ ଗାଧୋଉଥିବା ବେଳେ ଅଘଟଣ ଘଟିଛି। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ମାଛକୁଣ୍ଡ ଥାନା କଞ୍ଚଣା ଗାଁରେ ଥିବା ଏକ ପୋଖରୀରେ ଆଜି ଅପରାହ୍‌ଣ ସମୟରେ ଗାଧୋଉଥିବା ବେଳେ ୨ ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ। ମୃତକମାନେ ‌ହେଲେ ପତିନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଗୁଣିଗାରେଡ଼ିକୁ ନେଇ ହତ୍ୟାକାଣ୍ଡ: ଟାଙ୍ଗିଆ ଚୋଟରେ ସ୍ବାମୀ ମୃତ, ସ୍ତ୍ରୀ ଆହତ

ବୈପାରିଗୁଡା: ଗୁଣିଗାରେଡ଼ି ସନ୍ଦେହରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଧନିବାଲସା ଗ୍ରାମରେ ହତ୍ୟାକାଣ୍ଡ ଘଟିଛି। ଧନିବାଲସା ଗ୍ରାମର ମହାଦେବ ଖରା (୫୦) ଙ୍କୁ ଦୁର୍ବୃତ୍ତମାନେ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ଆକ୍ରମଣରେ ମହାଦେବଙ୍କ ପତ୍ନୀ ମଙ୍ଗୁଳି ଖରା ଆହତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

୨ଲକ୍ଷ ୩୦ହଜାର ଗାତ ଖୋଳିବା ପ‌ରେ ବନ୍ଦ ହୋଇଗଲା ଆମ ଜଙ୍ଗଲ ଯୋଜନା

ଜୟପୁର: ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକରେ ବସବାସ କରୁଥିବା ଗ୍ରାମବାସୀଙ୍କ ସହଭାଗିତା‌ରେ ସେମାନଙ୍କର ଜୀବିକାରେ ଅଭିବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ‘‘ଆମ ଜଙ୍ଗଲ ଯୋଜନା’’ ଆରମ୍ଭ କରିଥିଲେ। ଏହି ଯୋଜନାରେ ଜୟପୁର ବନାଂଚଳରେ ୨ଲକ୍ଷ ୩୦ହଜାର ଚାରା ରୋପଣ କରିବାକୁ ଲକ୍ଷ୍ୟ…
ଅଧିକ ଖବର ଦେଖନ୍ତୁ...

ଏନ.ପଲ୍ଲବୀ ଶିକ୍ଷାଶାସ୍ତ୍ରରେ ଟପ୍ପର:  ଶ୍ରେଷ୍ଠ ତାଲିକାରେ ଜୟପୁର ସରକାରୀ ମହିଳା ମହବିଦ୍ୟାଳୟର ୫ଛାତ୍ରୀ

ଜୟପୁର: ଆଜି ପ୍ରକାଶ ପାଇଥିବା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳରେ କୋରାପୁଟ ଜିଲ୍ଲା ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟକୁ ମିଳିଛି ସଫଳତା । ଶିକ୍ଷାଶାସ୍ତ୍ରରେ ତିନି ଜଣଓ ଇଂରାଜୀରେ ୨ଜଣ ଶ୍ରେଷ୍ଠ ତାଲିକାରେ ସାମିଲ ହୋଇଛିନ୍ତି। ସରକାରୀ ମହିଳା ମହାବିଦ୍ୟାଳୟ ଇତିହାସରେ…
ଅଧିକ ଖବର ଦେଖନ୍ତୁ...