ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ପ୍ରାକ୍ଟିକାଲ୍‌ ମାର୍କ କାଟିବା ଧମକ ଦେଇ ଛାତ୍ରୀଙ୍କ ସହ ଅଧ୍ୟାପକଙ୍କ ଅନୈତିକ ସଂପର୍କ ଅଭିଯୋଗ, ଭାଇରାଲ୍‌ ହେଲା ଅଡିଓ…

ନୟାଗଡ଼: ନୟାଗଡ଼ କଲେଜର ଜଣେ ଅଧ୍ୟାପକଙ୍କ ନାମରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ଅଧ୍ୟାପକ ସୂର୍ଯ୍ୟମଣି ପ୍ରଧାନ ଓରଫ୍‌ କାଳିଆ ସାର୍‌ ତାଙ୍କର ଜଣେ ଛାତ୍ରୀଙ୍କୁ ପ୍ରାକ୍ଟିକାଲ୍‌ ମାର୍କ କାଟିଦେବା ଭୟ ଦେଖାଇ ତାଙ୍କ ସହ ବାରମ୍ବାର ଅନୈତିକ ସଂପର୍କ ରଖିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲେ, ହାତୀ ସହ ସେଲଫି ନେଉନେଉ ଚାଲିଗଲେ ଆରପାରିକୁ 

ଅନୁଗୁଳ: ପାଲଲହଡା ଖମାରରେଞ୍ଚ ଅନ୍ତର୍ଗତ ଶଙ୍ଖମୁର ପଞ୍ଚାୟତରେ ରବିବାର ଏକ ହାତୀ ବାଟବଣା ହୋଇ ମାଧପାଳ ଶିବ ମନ୍ଦିର ପଛପଟରେ ରହିଯାଇଥିଲା। ଏହି ଦନ୍ତାହାତୀ ମନ୍ଦିର ପଛପଟରେ ଥିବା ସମ୍ପର୍କରେ ଖବର ପାଇ ଗ୍ରାମବାସୀ ବନବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ବନବିଭାଗ ଅଧିକାରୀ ଖବର ପାଇ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ଶ୍ରୀମନ୍ଦିରରେ ସେଲଫି ଉଠାଇବା ଘଟଣା: ଅଡୁଆରେ ପଡ଼ିଲେ ଭକ୍ତ

ପୁଣି: ଶ୍ରୀମନ୍ଦିର ବାହ୍ୟ ଓ ଭିତର ପାର୍ଶ୍ୱରେ କଡା କଟକଣା ସତ୍ତ୍ୱେ ବି ମନ୍ଦିର ଭିତରେ ଫଟୋ ଉଠାଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ମନ୍ଦିର ସହିତ ସେଲଫି ନେଇଥିବାର ଏକ ଫଟୋକୁ ସେ ସୋସିଆଲ ମିଡିଆରେ ଛାଡ଼ିଛନ୍ତି,  ଯାହାକି ଭାଇରାଲ ହୋଇଛି।…
ଅଧିକ ଖବର ଦେଖନ୍ତୁ...

କୋଣାର୍କ-ପୁରୀ ରାସ୍ତାରେ ଭାରସାମ୍ୟ ହରାଇ ବସ୍‌ ଓଲଟିଲା: ୨୦ରୁ ଊର୍ଧ୍ୱ ଯାତ୍ରୀ ଆହତ, ହେଲପର୍‌ ମୃତ

ପୁରୀ: ସୋମବାର ସକାଳେ କେଣାର୍କ-ପୁରୀ ମେରାଇନ୍‌ ଡ୍ରାଇଭ୍‌ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବସ୍‌ରେ ବସିଥିବା ୨୦ରୁ ଊର୍ଧ୍ୱ ଯାତ୍ରୀ ଆହତ ହୋଇଥିବା ଜଣକଙ୍କ ମୃତ୍ୟୁ ହୋଇଛି। ମୃତକ ବସ୍‌ ହେଲ୍‌ପର ଓ ତାଙ୍କ ନାମ ଲିଙ୍ଗରାଜ ବେହେରା ବୋଲି ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ବିଇଓଙ୍କ କାର୍ଯ୍ୟାଳୟର କିରାଣୀଙ୍କୁ ଚପଲରେ ପିଟି ଶିକ୍ଷୟିତ୍ରୀ ଥାନାରେ ଅଟକ

ଅନୁଗୁଳ: ଅନୁଗୁଳ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ରୋହିତ କୁମାର ନାଥ ଅଫିସ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଦିନ ପ୍ରାୟ ସାଢ଼ ୧୦ଟା ବେଳେର କାବୁଲିପାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୁପମା ବିଶ୍ୱାଳ କୌଣସି କାରଣ ନ ଥାଇ ଅଫିସରେ ପଶି ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ବାଙ୍ଗାଲୁରୁରେ ଓଡ଼ିଆ ଯୁବତୀଙ୍କୁ ଠକେଇ: ୪୦ ଲକ୍ଷ ଟଙ୍କା ନେଇଗଲେ ଶ୍ୱଶୁର ଘର ଲୋକେ

ନୂଆପଡ଼ା,: ମହଙ୍ଗା ପଡ଼ିଲା ଅନ୍‌ଲାଇନ୍‌ ପ୍ରେମ। ଏକ ବିଦେଶୀ ଏୟାର ଲାଇନ୍‌ସରେ ଏୟାର ହୋଷ୍ଟେସ୍‌ ଥିବା ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କଠାରୁ ତାଙ୍କ ଶ୍ୱଶୁର ଘର ଲୋକେ ୪୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ଯୁବତୀ ଜଣକ ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ ଜୋଙ୍କ ଥାନାରେ…
ଅଧିକ ଖବର ଦେଖନ୍ତୁ...

ଖୋର୍ଧା: କଣ୍ଟେନର ସହିତ ୬୦ ଗୋରୁ ଉଦ୍ଧାର, ଡ୍ରାଇଭର ଫେରାର

ନିରାକାରପୁର/ଖୋର୍ଧା: ଗତକାଲି ବିଳମ୍ବିତ ରାତିରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ କଣ୍ଟେନରରେ ଖୁନ୍ଦାଖୁନ୍ଦିି ହୋଇ ଚୋରା ଚାଲାଣ ହେଉଥିବା ୬୦ ଗୋରୁଙ୍କୁ ଜଙ୍କିଆ ଥାନା ଅନ୍ତର୍ଗତ ଜାତୀୟ ରାଜପଥରୁ ପୁଲିସ ଉଦ୍ଧାର କରିଛି। ପୁଲିସ କଣ୍ଟେନରକୁ ଜବତ କରିବା ସହିତ ଗୋରୁ ଗୁଡ଼ିକୁ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ନୀଳଗିରି: ଗ୍ୟାସ କଟରରେ କାଟି ଏଟିଏମ ଲୁଟ୍‌

ନୀଳଗିରି: ଗତକାଲି ବିଳମ୍ବିତ ରାତିରେ କୋତେକ ଦୁର୍ବୃତ୍ତ ନୀଳଗିରି ଥାନା ଅନ୍ତର୍ଗତ ସନ୍ତରଗାଡ଼ିଆ ବଜାର ଉପରେ ଥିବାଏକ ଏଟିଏମକୁ ଭାଙ୍ଗି ଲୁଟ୍‌ କରିଛନ୍ତି। ଦୁର୍ବୃତ୍ତମାନେ ଗ୍ୟାସ କଟର ସହାୟତାରେ ଏଟିଏମ ମେସନକୁ କାଟି ସମସ୍ତ ଟଙ୍କା ଲୁଟି ନେଇଛନ୍ତି। ଆଜି ସକାଳେ ଦୋକାନିମାନେ ଏଟିଏମ ଲୁଟ୍‌…
ଅଧିକ ଖବର ଦେଖନ୍ତୁ...

ଭଉଣୀ ପ୍ରେମିକଙ୍କୁ ହତ୍ୟା ଷଡ଼୍‌ଯନ୍ତ୍ର

କାମାକ୍ଷାନଗର : ଅସହ୍ୟ ହେଲା ନିଜ ଭଉଣୀର ପ୍ରେମ ସମ୍ପର୍କ। ଏଥିରେ ଉତ୍‌କ୍ଷିପ୍ତ ହୋଇ ତିନି ଭାଇ ଭଉଣୀର ପ୍ରେମିକଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିବା ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କିନ୍ତୁ ଭାଇମାନେ ଏଭଳି ନରକୀୟ କାଣ୍ଡ ଘଟାଇବା…
ଅଧିକ ଖବର ଦେଖନ୍ତୁ...

ଶିଶୁକନ୍ୟା ଓ ବୃଦ୍ଧାଙ୍କୁ ବୀଭତ୍ସ ହତ୍ୟା

ଗିରଫ, କାତି ଜବତ ହିଞ୍ଜିଳିକାଟୁ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ତିନିବର୍ଷର ନିଷ୍ପାପ ଶିଶୁକନ୍ୟା ଓ ଜଣେ ବୃଦ୍ଧାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଛି ପଡ଼ୋଶୀ ଯୁବକ। ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା ବାଦିଆମ୍ବଗାଁରେ ଘଟିଛି ଏଭଳି ଅମାନୁଷିକ ଓ ଲୋମଟାଙ୍କୁରା ଘଟଣା। ମୃତକମାନେ…
ଅଧିକ ଖବର ଦେଖନ୍ତୁ...