ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଓଡ଼ିଆ ବିଶ୍ୱବିଦ୍ୟାଳୟ ନୂତନ ସୌଧ ଲୋକାର୍ପିତ: ‘ଓଡ଼ିଶା ସଂସ୍କୃତି ଓ ପରମ୍ପରାର ନେତୃତ୍ବ ନେବ’

ପୁରୀ/ସାକ୍ଷୀଗୋପାଳ: ଭାଷା ଗୋଟିଏ ଜାତିର ଅସ୍ମିତାର ପରିଚୟ। ଭାଷାର ବ୍ୟବହାର ବଢ଼ିଲେ ଏହା ସମୃଦ୍ଧ ହୋଇଥାଏ ଓ ଜାତିର ଗୌରବ ବୃଦ୍ଧି କରିଥାଏ। ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ଓଡ଼ିଆ ଭାଷା ଏକ ପ୍ରାଚୀନ ଭାଷା ଭାବେ ସ୍ବତନ୍ତ୍ର ମାନ୍ୟତା ପାଇଛି। ତେବେ ଆମ ଭାଷା ପ୍ରତି…
ଅଧିକ ଖବର ଦେଖନ୍ତୁ...

ଶ୍ରୀ​କ୍ଷେତ୍ରରେ ପହଞ୍ଚିଲା ଅର୍ପଣ ରଥ ଗୁଆ, ଚାଉଳ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଶୁଭମନାସି ରାଜ୍ୟର ସବୁ ଜିଲ୍ଲାର ପ୍ରତି ଗାଁରେ ଜୟ ଜଗନ୍ନାଥ ଅର୍ପଣ ରଥ ଗଡ଼ିଥିଲା। ଏହି ଅବସରରେ ଗାଁର ପ୍ରତି ଘରୁ ଗୁଆ ଓ ଅକ୍ଷତ(ଅରୁଆ ଚାଉଳ) ସହ ନଡ଼ିଆ ସଂଗ୍ରହ କରାଯାଇଥିଲା। ଏହି ଗୁଆ, ଅକ୍ଷତ ଓ ନଡ଼ିଆ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଛି।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏହାକୁ ଭର୍ଚ୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା କ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷାର ଗାରିମା…
ଅଧିକ ଖବର ଦେଖନ୍ତୁ...

ସପ୍ତାହେ ମଧ୍ୟରେ ଦ୍ବିତୀୟ ଶ୍ରୀକ୍ଷେତ୍ର ଗସ୍ତ; ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଏକ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ଥର ପାଇଁ ଶ୍ରୀକ୍ଷେତ୍ର ଗସ୍ତ କରିଛନ୍ତି। ଗତ ୧୭ ତାରିଖ (ବୁଧବାର) ଦିନ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ପୁରୀ ଗସ୍ତ କରିଥିବା ବେଳେ ଆଜି ଅପରାହ୍‌ଣ ୪ଟା ୪୫ରେ ପୁଣୀ ଶ୍ରୀକ୍ଷେତ୍ର ପହଞ୍ଚିଛନ୍ତି।  …
ଅଧିକ ଖବର ଦେଖନ୍ତୁ...

ଆଜି ଜନ୍ମଦିନ: ବିପଦସଙ୍କୁଳ ନେତାଜୀ ସଂଗ୍ରହାଳୟ

ପୁରୀ: ବିଗୁଡୁଛି ସୁଭାଷ ବୋଷଙ୍କ ଐତିହ୍ୟ ଭବନର ସ୍ଥିତି । ୧୦୬ ବର୍ଷ ତଳର ଏହି କୋଠା, ସଂଗ୍ରହାଳୟର ରୂପ ନେଇଥିଲେ ହେଁ ଛାତ ଓ କାନ୍ଥ ଫାଟି ଆଁ କଲାଣି। ଏହିପରି ଭାବେ ନେତାଜୀଙ୍କ ଫରୱାର୍ଡ ବ୍ଲକ୍‌ର ଗୁପ୍ତ ବୈଠକର ମୂକସାକ୍ଷୀ ସାଜିଥିବା ଏହି କୋଠା ବିପଦସଂକୁଳ ଅବସ୍ଥାରେ ଥିଲେ ହେଁ…
ଅଧିକ ଖବର ଦେଖନ୍ତୁ...

‘ଅର୍ପଣ ରଥ’ ଦାନ ଅର୍ଥ ଗ୍ରହଣ: ପ୍ରଥମ ଦିନରେ ୫୦ ଲକ୍ଷ ଟଙ୍କା ସଂଗ୍ରହ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସମଗ୍ର ରାଜ୍ୟରୁ ଅର୍ପଣ ରଥ ମାଧ୍ୟମରେ ଗ୍ରହଣ ହୋଇଥିବା ଦାନ ଅର୍ଥ ଆଜିଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଗ୍ରହଣ ଆରମ୍ଭ ହୋଇଛି। ଗଜପତି ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରୁ ମିଳିଥିବା ଦାନ ରାଶି, ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ…
ଅଧିକ ଖବର ଦେଖନ୍ତୁ...

ଗଙ୍ଗାସାଗର ଯାତ୍ରୀ ହନ୍ତସନ୍ତ

ପୁରୀ: ହନ୍ତସନ୍ତ ହେଉଛନ୍ତି ଗଙ୍ଗାସାଗର ଯାତ୍ରୀ। ନାଁ ରହିବାର କିଛି ବ୍ୟବସ୍ଥା ଅଛି, ନାଁ ଶୌଚ, ସ୍ନାନାଦିର କୌଣସି ସୁବିଧା। ଫଳରେ ଏମାନେ ଖୋଲାମେଲାରେ ଶୌଚ, ସ୍ନାନାଦି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ଗଙ୍ଗାସାଗର ଯାତ୍ରା ସାରି ଫେରିଥିବା ବିଭିନ୍ନ ରାଜ୍ୟର ଭକ୍ତମାନେ ଏଭଳି…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ସାଧ୍ୱୀ ନିରଂଜନ ଜ୍ୟୋତି

ପୁରୀ: କେନ୍ଦ୍ର ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ(ରାଜ୍ୟ) ସାଧ୍ୱୀ ନିରଞ୍ଜନ ଜ୍ୟୋତି ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଭିତର କାଠରୁ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପରେ ଭାବ ବିହ୍ୱଳ ହୋଇ କହିଛନ୍ତି, ଶ୍ରୀମନ୍ଦିର…
ଅଧିକ ଖବର ଦେଖନ୍ତୁ...

୨୨ରୁ ପୁରୀକୁ ଆସିବେ ସବୁ ନିର୍ବାଚନମଣ୍ଡଳୀରୁ ଭକ୍ତ: ଦେବେ ଅକ୍ଷତ ଓ ଗୁଆ

ପୁରୀ: ଲୋକାର୍ପିତ ହୋଇଯାଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଜାନୁଆରି ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭକ୍ତଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ। ଏ ଭିତରେ ଲୋକାର୍ପିତ ଏହି ପ୍ରକଳ୍ପ ଦେଖିବାକୁ ଭକ୍ତଙ୍କ ମହଲରେ ଉତ୍କଣ୍ଠା ବଢ଼ିଛି। ଏହି…
ଅଧିକ ଖବର ଦେଖନ୍ତୁ...

ଚ୍ୟାଲେଞ୍ଜ ଥିଲା ଶ୍ରୀମନ୍ଦିର ରୂପାନ୍ତର: ପାଣ୍ଡିଆନ

ଭୁବନେଶ୍ବର: ନିଆଁରେ ଖେଳିବା ଭଳି ଥିଲା ଶ୍ରୀମନ୍ଦିର ରୂପାନ୍ତର ଚ୍ୟାଲେଞ୍ଜ। ଶ୍ରୀମନ୍ଦିର ସହ ରାଜ୍ୟବାସୀଙ୍କ ଭାବାବେଗ ଏତେ ଗଭୀର ଭାବେ ଜଡ଼ିତ ଯେ, ସାମାନ୍ୟ ଭୁଲ ପାଇଁ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିବା ସହ ସରକାର ବି ବଦଳିଯିବାର ଆଶଙ୍କା ରହିଛି ବୋଲି କିଛି ପ୍ରଭାବଶାଳୀ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...