ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଗଠନ ହେଲା ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ୍‌: ସିଂହଦ୍ବାର ପୁଲିସ ଅଧୀନରେ ଥିବା ୧୩୯ ପଦବିର ଉଚ୍ଛେଦ

ଭୁବନେଶ୍ବର: ଶ୍ରୀମନ୍ଦିରର ସୁରକ୍ଷା ସହିତ ଭିଡ଼ ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ୍‌କୁ ଅନୁମୋଦନ କରିଥିଲେ। ଏହି ଭିତ୍ତି‌ରେ ରାଜ୍ୟ ସରକାର ବାଟାଲିଅନ୍ ପାଇଁ ଆବଶ୍ୟକ ବିଭିନ୍ନ ପଦବି ସୃଷ୍ଟି କରିଛନ୍ତି। ବାଟାଲିଅନ୍‌ ଅଧୀନରେ ସମୁଦାୟ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ୍‌ ପାଇଁ ୧୦୮୩ ପଦବି: ସିଂହଦ୍ବାର ପୁଲିସ ଅଧୀନରେ ଥିବା ୧୩୯ ପଦବିର ଉଚ୍ଛେଦ

ଭୁବନେଶ୍ବର: ଶ୍ରୀମନ୍ଦିରର ସୁରକ୍ଷା ସହିତ ଭିଡ଼ ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ୍‌କୁ ଅନୁମୋଦନ କରିଥିଲେ। ଏହି ଭିତ୍ତି‌ରେ ରାଜ୍ୟ ସରକାର ବାଟାଲିଅନ୍ ପାଇଁ ଆବଶ୍ୟକ ବିଭିନ୍ନ ପଦବି ସୃଷ୍ଟି କରିଛନ୍ତି। ବାଟାଲିଅନ୍‌ ଅଧୀନରେ ସମୁଦାୟ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ଦୁଇ ସେବାୟତଙ୍କ ଭିତରେ ମାରପିଟ୍‌, ନୀଳଚକ୍ର ବାନା ବିକ୍ରିକୁ ନେଇ ମୁହାଁମୁହିଁ

ପୁରୀ: ଶ୍ରୀମନ୍ଦିର ଭିତରେ ଦୁଇ ସେବାୟତଙ୍କ ଭିତରେ ଆଜି ଅପରାହ୍‌ଣରେ ମାରପିଟ୍‌ ଘଟଣା ଲୋକଲୋଚନାକୁ ଆସିଛି। ନୀଳଚକ୍ର ବାନା ବିକ୍ରିକୁ ନେଇ ଏହି ମୁହାଁମୁହିଁ ପରିସ୍ଥିତି ଦେଖାଯାଇଛି। ମାରପିଟ୍‌ ଘଟଣାରେ ଦୁଇଜଣ (ଚୁନେରା ସେବାୟତ ଓ ଖୁଣ୍ଟିଆ ସେବାୟତ) ଆହତ ହୋଇଛନ୍ତି। ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପୂର୍ବରୁ ବଦଳିଲେ ଅଧିକାରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ପିଡି

ପୁରୀ: ଆଉ କେଇ ମାସ ପରେ ସାଧାରଣ ନିର୍ବାଚନ। ଏହା ପୂର୍ବରୁ ନିର୍ବାଚନରେ ନିରପେକ୍ଷତା ପାଇଁ ନିର୍ବାଚନ ଆୟୁକ୍ତଙ୍କ ଆଦେଶକ୍ରମେ ସାରା ରାଜ୍ୟରେ ଅଧିକାରୀଙ୍କ ବଦଳି ଆରମ୍ଭ ହୋଇଛି। ପୁରୀ ଜିଲ୍ଲାରେ ବି ଏ ନେଇ ଅଧିକାରୀସ୍ତରରେ ବଡ଼ଧରଣର ବଦଳି ହୋଇଛି। ଶ୍ରୀମନ୍ଦିରର ପ୍ରଥମ ସ୍ଥାୟୀ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

‘ଶ୍ରୀ ଶ୍ରୀକ୍ଷେତ୍ର ସୂଚନା’ର ଦ୍ବିତୀୟ ସମ୍ମିଳନୀ: ‘୪୨ ପ୍ରତିଶତ ଭୋଟର ନେତାଙ୍କୁ ଚିହ୍ନନ୍ତି ନାହିଁ’

ପୁରୀ: ଦେଶରେ ୧୦୦ରୁ ୮୨ ଜଣ ଚିହ୍ନ ଦେଖି ଭୋଟ ଦିଅନ୍ତି। ୪୨ ପ୍ରତିଶତ ଭୋଟର ପ୍ରାର୍ଥୀ କିଏ ଚିହ୍ନନ୍ତି ନାହିଁ। କେବଳ ୧୮ ପ୍ରତିଶତ ବ୍ୟକ୍ତିତ୍ବ ଦେଖି ଭୋଟ ଦିଅନ୍ତି। ସାକ୍ଷରଙ୍କ ସଂଖ୍ୟା ବଢ଼ିଥିବାରୁ ଆଉ ଚିହ୍ନର ଆବଶ୍ୟକ ନାହିଁ। ‘ଚିହ୍ନ’ ଉଠିଗଲେ ଅନ୍ତତଃ ଲୋକେ ତାଙ୍କ ନେତା କିଏ…
ଅଧିକ ଖବର ଦେଖନ୍ତୁ...

ପ୍ରାଚୀନ ଗଡ଼ର ସନ୍ଧାନ: ଗଙ୍ଗବଂଶ ରାଜତ୍ବ ସମୟରେ ନିର୍ମାଣ ହୋଇଥିବା ଆକଳନ

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ନିର୍ମିତ ପ୍ରାଚୀନ ଗଡ଼ର ସନ୍ଧାନ ମିଳିଛି। ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ଖାଲକାଟାପାଟଣା ଗ୍ରାମର ଗରୁଡ଼େଶ୍ବର ମନ୍ଦିର ନିକଟରୁ ପୂର୍ବ ଗଙ୍ଗବଂଶ ଶାସନ ସମୟର ଏକ ଗଡ଼ର ଭଗ୍ନାବଶେଷ ଠାବ ହୋଇଛି। କାଳ ଗର୍ଭରେ ଲୁପ୍ତ ହୋଇଯାଇଥିବା ଏକ…
ଅଧିକ ଖବର ଦେଖନ୍ତୁ...

ପୁରୀ ଶ୍ରୀନଅରରେ ପୁଷ୍ୟାଭିଷେକ ନୀତି: ଗଜପତି ମହାରାଜଙ୍କ ହେଲା ରାଜାଭିଷେକ

ପୁରୀ: ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି ପୁରୀ ଶ୍ରୀନଅରରେ ଅନୁଷ୍ଠିତ ହୋଇଯାଇଛି।। ଆଜି (ଶୁକ୍ରବାର) ମାଘମାସର ପୁଷ୍ୟା ନକ୍ଷତ୍ର ପଡୁଥିବାରୁ ଶ୍ରୀନଅରରେ ମହାପ୍ରଭୁଙ୍କର ଚଳିନ୍ତି ପ୍ରତିମା ଗଜପତିଙ୍କ ରାଜାଭିଷେକ କରାଯାଇଛି। ଇଷ୍ଟ ଦେବୀ କନକଦୁର୍ଗାଙ୍କ ପାଖରେ ପୂଜା ବିଧି ପରେ…
ଅଧିକ ଖବର ଦେଖନ୍ତୁ...

ମହୋଦଧିରେ ପାପ ଧୋଇଲେ ଧନୁଯାତ୍ରାର କଂସ

ପୁରୀ: ଧନୁଯାତ୍ରା ସାରି ପୁରୀରେ ପହଞ୍ଚିି କଂସ ଭୂମିକାରେ ଅଭିନୟ କରିବା ଥିବା ହୃଷିକେଶ ଭୋଇ ମହୋଦଧିରେ ପାପ ଧୋଇଛନ୍ତି। ଧନୁଯାତ୍ରାରେ ଭଗବାନ କୃଷ୍ଣଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି। ମହୋଦଧିରେ ସ୍ନାନ କରିବା ପରେ ସେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ।…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି: ସୁନାବେଶରେ ଦର୍ଶନ ଦେଲେ ମହାବାହୁ

ପୁରୀ:‌ ଆଜି ପବିତ୍ର ପୌଷ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ତଥା ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ମହାପ୍ରଭୁ ସୁବର୍ଣ୍ଣ ଅଳଙ୍କାର ପରିଧାନ କରି ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏ ନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ମତଦାତା ଦିବସ ପାଳିତ: ଜିଲ୍ଲାରେ ୧୫,୪୪୮ ନୂଆ ଯୁବ ମତଦାତା

ପୁରୀ: ଯୁବ ଭୋଟରମାନଙ୍କୁ ମତଦାନ ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ଜାତୀୟ ମତଦାତା ଦିବସ ପାଳିତ ହୋଇଛି। ଚଳିତ ଥର ୧୫,୪୪୮ ନୂତନ ଯୁବ ମତଦାତା ଭୋଟର ତାଲିକାରେ ପଞ୍ଜୀକୃତ ହୋଇଛନ୍ତି। ପୁରୀ ଜିଲ୍ଲାରେ ସମୁଦାୟ ୧୩,୯୦,୨୮୨ ଜଣ ମତଦାତା ରହିଥିବା ବେଳେ ୭,୧୫,୭୩୩ ପୁରୁଷ, ୬,୭୪,୪୬୯ ମହିଳା…
ଅଧିକ ଖବର ଦେଖନ୍ତୁ...