ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍‌

ପୁରୀ:‌ ଶ୍ରୀମନ୍ଦିର ସୁରକ୍ଷାରେ ବାରମ୍ବାର ଘଳିଆ ଦେଖିବାକୁ ମିଳିଛି। କିଛିଦିନ ତଳେ ଜଣେ ଯୁବକ ନିଜ ଇନ୍‌ଷ୍ଟ୍ରାଗ୍ରାମରେ ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ ଭାଇରାଲ୍‌ ଘଟଣା ଭକ୍ତଙ୍କ ମନରୁ ନ ଲିଭୁଣୁ, ଆଜି ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ିବାର ଭିଡିଓ ନଜରକୁ ଆସିଛି। ନିଷିଦ୍ଧାଞ୍ଚଳ( ନୋ…
ଅଧିକ ଖବର ଦେଖନ୍ତୁ...

ଆଜି ରେଡିଓ ଦିବସ: ଯେଉଁଠି ପୂଜାପାଏ ରେଡିଓ

ପୁରୀ: ଅନ୍ୟମାନଙ୍କ ପାଇଁ ଏହା ଏକ ଯନ୍ତ୍ର ହେଇପାରେ, କିନ୍ତୁ ତାଙ୍କ ପାଇଁ ଏହା ଦେବତା। ଏହିପରି ଭାବେ ରେଡିଓକୁ ଭଲ ପାଉଥିବା ଏବଂ ପୂଜୁଥିବା ବ୍ୟକ୍ତିଜଣକ ହେଉଛନ୍ତି ହାଡ଼ଗୋଡ଼ିଆସାହି ଯମୁନା ଲେନ୍‌ର ବାଳକୃଷ୍ଣ ମହାପାତ୍ର ଓ ତାଙ୍କ ପରିବାର। ବାଳକୃଷ୍ଣଙ୍କୁ ବୟସ ୬୯ ଛୁଇଁଲାଣି। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ପୁରୀ ଜିଲ୍ଲା ବିଜେଡି କଳିର ପୂର୍ଣ୍ଣଛେଦ: ଶୁଭାଶିଷ ରାଜ୍ୟସଭା, ଦିବାକର ଜିଲ୍ଲା ସଭାପତି

ପୁରୀ: ପୁରୀ ଜିଲ୍ଲା ବିଜେଡି କଳିରେ ପୂର୍ଣ୍ଣଛେଦ ପକାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଅପ୍ରତ୍ୟାଶିତ ଭାବେ ବିଜେଡିର ବରିଷ୍ଠ ନେତା ତଥା ପୁରୀ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବାକର ପାତ୍ରଙ୍କୁ ପୁରୀ ଜିଲ୍ଲା ବିଜେଡି ସଭାପତି ଘୋଷଣାର କିଛି ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ଯୁବନେତା…
ଅଧିକ ଖବର ଦେଖନ୍ତୁ...

ସ୍ବର୍ଗଦ୍ବାରରେ ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ଅନ୍ତିମ ସଂସ୍କାର ସଂପନ୍ନ

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହୋଇଛି ସାତକଡି ହୋତାଙ୍କ ପାର୍ଥିବ ଶରୀର।  ସେଠାରେ ପୁରୀ ଜିଲ୍ଲାପାଳ ଶେଷ ଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ଗତକାଲି ସାତକଡ଼ି ହୋତା ୯୫ ବର୍ଷ ବୟସରେ ଇହଲୀଳା…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ, ବାଂଲାଦେଶରେ ବି ଜଗନ୍ନାଥ: ଭାରତର ୧୮ ରାଜ୍ୟରେ ଜଗନ୍ନାଥ ନାମଧାରୀ ୩୬୮ ଅଞ୍ଚଳ ରହିଛି

କେଶବ ପାଣି ଭୁବନେଶ୍ବର: ‘ଜଗନ୍ନାଥ’। ଏହି ନାଁ ଟି ହିଁ ଓଡ଼ିଶାର ପରିଚୟ। ଭକ୍ତର ଭକ୍ତି ଓ ଭାରତୀୟଙ୍କ ଭାବାବେଗ ସହ ଜଡ଼ିତ ମହାପ୍ରଭୁ ଶ୍ରୀଜଗନ୍ନାଥ। ବିଶ୍ବର କୋଣ ଅନୁକୋଣକୁ ଜଗନ୍ନାଥ ସଂସ୍କୃତି ପରିବ୍ୟାପ୍ତ। ବିଭିନ୍ନ ଦେଶରେ ମହାପ୍ରଭୁଙ୍କ ମନ୍ଦିର ହେଲାଣି। ରଥଯାତ୍ରା ବି ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ଶ୍ରୀବିଗ୍ରହଙ୍କ ପଦ୍ମବେଶ: ବଡ଼ସିଂହାର ବେଶରେ ଲାଗିହେଲା ବେଶ

ପୁରୀ:‌ ଶ୍ରୀମୁଖରେ ପଦ୍ମ, ଶ୍ରୀହସ୍ତରେ ପଦ୍ମ, କରରେ କଦମ୍ବ ଫୁଲର କରପଲ୍ଲଭ, ହୃଦୟରେ ହୃଦ୍‌ପଦକ। ଶ୍ରୀପୟରରେ ମାଳା, ଫୁଲର ଝୁମ୍ପା ସାଙ୍ଗକୁ ଫୁଲର ଚିତା। ଜଳାଶୟ ଭିତରେ ହଂସ ହଂସରାଳି ଖେଳ। ବଡ଼ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ଆଜି ରତ୍ନ ସିଂହାସନରେ ଏଭଳି…
ଅଧିକ ଖବର ଦେଖନ୍ତୁ...

ଭକ୍ତଙ୍କୁ ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ, ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ପୁରୀ: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ପଦ୍ମଫୁଲରେ ସଜ୍ଜିତ ହେବେ କାଳିଆ ସାଆନ୍ତ। ବଡ଼ଭାଇ ବଳଭଦ୍ର ଓ ଭଉଣୀ ମା’ ସୁଭଦ୍ରା ବି ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ବେଶ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବଡ଼ଛତା ମଠ ପକ୍ଷରୁ ପ୍ରଦତ୍ତ ସାମଗ୍ରୀରେ ଶ୍ରୀମନ୍ଦିର…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି: ଥାନାରେ ମାମଲା, ଅଭିଯୁକ୍ତ ନିଲମ୍ବିତ

ପୁରୀ: ଶ୍ରୀମନ୍ଦିର ହୁଣ୍ଡିରୁ ଜଣେ ପିଅନ ଟଙ୍କା ଚୋରି କରିଛନ୍ତି। ହୁଣ୍ଡି ଟଙ୍କା ଗଣତି ବେଳେ ୩୧ହଜାର ୯୫୦ ଟଙ୍କା ପକେଟ୍‌ରେ ଭର୍ତ୍ତି କରି ନେଇ ପଳାଉଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଧରିଥିଲେ। ଅଭିଯୁକ୍ତ ଶ୍ରୀମନ୍ଦିର ରେକର୍ଡ ରୁମ୍‌ର ପିଅନ ମୁନା ଓରଫ ପ୍ରଦୀପ୍ତ କୁମାର…
ଅଧିକ ଖବର ଦେଖନ୍ତୁ...

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ: ଚଳିତବର୍ଷ ପ୍ରଥମ ପର୍ଯ୍ୟାୟ ରଥକାଠ ଆଜି ରାତିରେ ପୁରୀ ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ ଦଶପଲ୍ଲା ବନାଞ୍ଚଳରୁ ୧୦୨ ଖଣ୍ଡ ରଥକାଠ ଆସିଛି। ଯେଉଁଥିରେ ୫୦ ଖଣ୍ଡ ଅସନ ଓ ୫୨ ଖଣ୍ଡ ଧଉରା କାଠ ରହିଛି ବୋଲି ଶ୍ରୀମନ୍ଦିରର ବରିଷ୍ଠ ରଥ…
ଅଧିକ ଖବର ଦେଖନ୍ତୁ...

ଦଶପଲ୍ଲାରୁ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥକାଠ, ଶ୍ରୀପଞ୍ଚମୀ ଦିନ ହେବ ପୂଜାର୍ଚ୍ଚନା

ପୁରୀ: ଚଳିତ ବର୍ଷ ଜୁଲାଇ ୭ ତାରିଖ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମହାପ୍ରଭୁଙ୍କ ମନଲୋଭା ରଥ ନିର୍ମାଣ ପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଜଙ୍ଗଲରୁ ଶୁକ୍ରବାର ଦିନ ପ୍ରଥମ ପର୍ଯ୍ୟାୟ ରଥକାଠ ଆସି…
ଅଧିକ ଖବର ଦେଖନ୍ତୁ...