ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ରଥଖଳା ହାଲଚାଲ: ତିନି ରଥରେ ଲାଗିଲା ଦୁଆର ବେଢ଼ା

ପୁରୀ : ରଥଖଳାରେ ଶୁକ୍ରବାର ଦିନ ରଥ ନିର୍ମାଣକୁ ୫୧ ଦିନ ପୂରିଛି।  ଶୁକ୍ରବାର ଦିନ ରଥ ନିର୍ମାଣ ଶେଷ ସୁଦ୍ଧା ତିନି ରଥର ଦୁଆର ବେଢ଼ା ଉଠିବା ସହ ରଥରେ ସଂଯୋଗ କାମ ଶେଷ ହୋଇଛି। ପ୍ରତି ରଥର ୪ଟି ଲେଖାଏଁ, ତିନି ରଥରେ ୧୨ଟି ଦୁଆର‌ ବେଢ଼ା ସଂଯୋଗ ହୋଇଛି। ୨୪ଟି ନାଟଗୋଡ଼ ତିନି ରଥର ଦୁଆର…
ଅଧିକ ଖବର ଦେଖନ୍ତୁ...

ସୁଭଦ୍ରାଙ୍କ ମୁଖ୍ୟ ବିଶ୍ବକର୍ମାଙ୍କ ଦୁଃଖ, ନବକଳେବର ପାଉଣା ଏବେ ବି ମିଳିନି

ପୁରୀ : ନବକଳେବରରେ କାମ କଲେ। ଦାରୁ ବିଗ୍ରହ ନିର୍ମାଣ କଲେ। କେବଳ ଶ୍ରୀଜିଉଙ୍କ ଦାରୁ ବିଗ୍ରହ ନିର୍ମାଣ କଲେନି, ଗଜପତି ମହାରାଜଙ୍କ ଶ୍ରୀନଅର ବିଗ୍ରହ ବି ନିର୍ମାଣ କଲେ। ଇତିମଧ୍ୟରେ ୭ ବର୍ଷ ବିତିଗଲାଣି, କିନ୍ତୁ ନବକଳେବର ବାବଦ ପାଉଣା ମିଳିନାହିଁ। ବାରମ୍ବାର ଚିଠି ଲେଖିଛନ୍ତି, ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ସମର୍ପଣ ଭାବ କିଲିମାଞ୍ଜା ଆରୋହଣ ପାଇଁ ଶକ୍ତି ଦେଇଥିଲା: ଚିନ୍ମୟ ମହାରଣା

ପୁରୀ : ପାହାଡ଼ ଚଢ଼ିବା ତାଙ୍କର ନିଶା। କିନ୍ତୁ ମହାପ୍ରଭୁଙ୍କ ରଥରେ ଚିତ୍ର ଆଙ୍କିବା ତାଙ୍କର ଅନ୍ତରର ସବୁଠୁ ସୁଖଦ ଅନୁଭବ। ନିକଟରେ ଆଫ୍ରିକାର ତାଞ୍ଜାନିଆସ୍ଥିତ ସର୍ବୋଚ୍ଚ ଶୃଙ୍ଗ କିଲିମାଞ୍ଜା ଆରୋହଣ କରି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିବା ପୁରୀ…
ଅଧିକ ଖବର ଦେଖନ୍ତୁ...

ଶ୍ରୀନଅରକୁ ଆଜି ରାଜପ୍ରସାଦ ବିଜେ

ପୁରୀ : ଅଣସର ସେବାର ଅନ୍ୟତମ ପ୍ରମୁଖ ‘ରାଜପ୍ରସାଦ ବିଜେ’ ନୀତି ଆସନ୍ତାକାଲି ଅନୁଷ୍ଠିତ ହେବ। ଆଜି ବିଳମ୍ବିତ ରାତିରେ ଦଶମୂଳ ଲାଗି ପରେ ମହାପ୍ରଭୁ ସୁସ୍ଥତା ଅନୁଭବ କରୁଥିବାରୁ ଦଇତାପତି ସେବକଙ୍କ ସହ ଅନ୍ୟମାନେ ଏ ସମ୍ପର୍କରେ ଗଜପତି ମହାରାଜାଙ୍କୁ ଅବଗତ କରିବେ। ଦଇତାପତି, ପତି ମହାପାତ୍ର,…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ୯ ମାସରେ କାମ ସାରିବାକୁ ନିର୍ଦ୍ଦେଶ

ପୁରୀ : ନଅ ମାସ ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଶେଷ କର। ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ ସହ ସମୀକ୍ଷା ପରେ ଅଧିକାରୀମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଗତକାଲି ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଅଣସର ଘରେ ଗୁପ୍ତନୀତି: ମହାପ୍ରଭୁଙ୍କୁ ଲାଗି ହେଲା ଦଶମୂଳ

ପୁରୀ : ମହାପ୍ରଭୁ ନବଯୌବନ ପ୍ରାପ୍ତି ପୂର୍ବରୁ ଅଣସର ପିଣ୍ଡିରେ ଚାଲିଛି ଗୋପନ ସେବା। ଗତକାଲି ମହାପ୍ରଭୁ ଚକା ବିଜେ କରିବାପରେ ଶୁକ୍ରବାର ଦିନ ଚକା ଉପରେ ଅଣସର ନୀତି ସମ୍ପନ୍ନ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହୋଇଯାଇଛି। ଚକା ଉପରେ…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା‌ ବେଳେ ବିଗୁଡ଼ୁଛି ଆଇନଶୃଙ୍ଖଳା: ସିମେଣ୍ଟ ଗୋଦାମକୁ ବୋମାମାଡ଼, ଗୋଦାମ ମାଲିକ ବଡ଼ ପୁଅ ଗୁରୁତର

ପୁରୀ : ପୁରୀ ସଦର ଥାନା ମୁକୁନ୍ଦମିଶ୍ର ନଗରସ୍ଥିତ ଏକ ସିମେଣ୍ଟ ଗୋଦାମକୁ ଶୁକ୍ରବାର ଦିନ  ବୋମାମାଡ଼ ହୋଇଛି। ଏଥିରେ ଗୋଦାମ ମାଲିକ ବାପି ଖୁଣ୍ଟିଆଙ୍କ ପୁଅ ପପୁ ଖୁଣ୍ଟିଆ(୨୪) ଗୁରୁତର ହୋଇଛନ୍ତି। ବୋମାମାଡ଼ରେ ପପୁଙ୍କ ଡାହାଣ ଆଣ୍ଠୁ, ବାମ ପେଟରେ ଆଘାତ ଲାଗିଛି। ତାଙ୍କୁ ଗୁରୁତର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଜବରଦଖଲ ଉଚ୍ଛେଦ ଆରମ୍ଭ

ସାକ୍ଷୀଗୋପାଳ : ସତ୍ୟବାଦୀ ବକୁଳବନ ପରିସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଜୋର୍‌ ଧରିଛି। ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ନିକଟରୁ ବିଶ୍ବବିଦ୍ୟାଳୟ ପାଇଁ କ୍ରୟ ହୋଇଥିବା ଜମିରୁ ଆଜି ସତ୍ୟବାଦୀ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ କରିଛି। ବିଶ୍ୱବିଦ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ପୁରୀ‌ ଷ୍ଟେସନ୍‌ରେ ଯାତ୍ରୀଙ୍କଠୁ ୨୯ ଲକ୍ଷ ଟଙ୍କା ଜବତ

ପୁରୀ : ପୁରୀ ରେଳଷ୍ଟେସନରେ ଯାଞ୍ଚ ସମୟରେ ଜଣେଯାତ୍ରୀଙ୍କଠାରୁ ପ୍ରାୟ ୨୯ ଲକ୍ଷ ଟଙ୍କା ଜବତ ହୋଇଛି। ଏହି ଟଙ୍କା କେଉଁଠୁ ଆସିଲା, କେମିତି ଆସିଲା, ଆରପିଏଫ୍‌ ତାର ଖୋଳତାଡ଼ ଆରମ୍ଭ କରିଛି। ଟଙ୍କା ନେଇ ଯାଉଥିବା ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଟଙ୍କା ନେଇ ଯାଉଥିବା ଯୁବକ…
ଅଧିକ ଖବର ଦେଖନ୍ତୁ...

ପୁରୀ ସ୍ବର୍ଗଦ୍ବାରରେ ରାଇ‌ମୋହନ ପରିଡ଼ାଙ୍କ ଶେଷକୃତ ସଂପନ୍ନ

ଭୁବନେଶ୍ବର/ପୁରୀ: ଅଭିନେତା ରାଇମୋହନ ପରିଡ଼ାଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହୋଇଛି। ରାଇମୋହନଙ୍କ ପାର୍ଥିବ ଶରୀରରେ ତାଙ୍କର ସାନ ଝିଅ ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ସଂପର୍କୀୟ, ବନ୍ଧୁବର୍ଗ ଓ ସିନେମା ଜଗତର କିଛି ଜଣାଶୁଣା ବ୍ୟକ୍ତି ଉପସ୍ଥିତ ଥିଲେ।…
ଅଧିକ ଖବର ଦେଖନ୍ତୁ...