ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଅଣସର ଅବସରରେ ଅଲାରନାଥଙ୍କ ଦର୍ଶନ ପାଇଁ ବ୍ୟାରିକେଡ ଭାଙ୍ଗି ଧସେଇ ପଶିଲେ, ଭିଡ଼ରେ ସଂଜ୍ଞାହୀନ ହେଲେ ୧୦ ଶ୍ରଦ୍ଧାଳୁ

ବ୍ରହ୍ମଗିରି : ଶନିବାର ଦିନ ଅଲାରନାଥଙ୍କ ଅଣସର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ହୋଇଥିଲା। ଫଳରେ ସକାଳ ଧୂପ ପରଠାରୁ ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସକୁ ନାକେଦମ ହେବାକୁ ପଡ଼ିଛି। କେବଳ ସେତିକି ନୁହେଁ, ଭିଡ଼ ଯୋଗୁ ପ୍ରସ୍ଥାନ ଦ୍ବାର ନିକଟରେ ଧସ୍ତାଧସ୍ତି ହୋଇଛି। ମନ୍ଦିର ଦ୍ବାର…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ଆଜି ଘଣାଲାଗି ନୀତି

ପୁରୀ : ଅଣସର ଘରେ ଗୋପନ ନୀତି ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଏ ସମ୍ପର୍କରେ ଗଜପତି ମହାରାଜାଙ୍କୁ ବି ସୂଚନା ଦେଇ ସାରିଛନ୍ତି ସେବକବୃନ୍ଦ। ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ବି ନିବେଦନ କରିଛନ୍ତି। ଅନ୍ୟପଟେ ଆଜି ଶ୍ରୀମନ୍ଦିରରେ ଘଣାଲାଗି ନୀତି ଅନୁଷ୍ଠିତ ହେବାକୁ…
ଅଧିକ ଖବର ଦେଖନ୍ତୁ...

ପୁରୀର ରଥ ସବୁଠୁ ଉଚ୍ଚ: ଗଜପତି

ପୁରୀ : ଗିନିଜ ବୁକ୍‌ ଅଫ୍‌ ରେକର୍ଡରେ କେନ୍ଦୁଝର ରଥକୁ ସର୍ବୋଚ୍ଚ ମାନ୍ୟତାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏହାକୁ ନେଇ ରଥ ନିର୍ମାଣ ସେବକଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶନିବାର ଦିନ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସିଧାସଳଖ…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନଅରକୁ ରାଜପ୍ରସାଦ ବିଜେ

ପୁରୀ : ଅଣସର ସେବାର ଅନ୍ୟତମ ପ୍ରମୁଖ ‘ରାଜପ୍ରସାଦ ବିଜେ’ ନୀତି ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଶ୍ରୀବିଗ୍ରହଙ୍କ ରାଜପ୍ରସାଦ ଶନିବାର ଦିନ ଶ୍ରୀନଅରକୁ ବିଜେ ହୋଇଛି। ପତି ମହାପାତ୍ର, ଦଇତାପତି, ଖୁଣ୍ଟିଆ ମେକାପ, ଦେଉଳ କରଣ, ତଢ଼ଉ କରଣ ପ୍ରମୁଖ ଶୋଭାଯାତ୍ରା ସହକାରେ ‘ରାଜପ୍ରସାଦ’…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର କଳାହାଟ ଦ୍ବାର କାମ ଆରମ୍ଭ: ଜିଲ୍ଲା ଟ୍ରେଜେରିରୁ ଆସିଲା ୫ କ୍ବିଣ୍ଟାଲ୍‌ ରୁପା

ପୁରୀ : ଶ୍ରୀମନ୍ଦିର ପ୍ରମୁଖ ଦ୍ବାର କୁହାଯାଉଥିବା କଳାହାଟ ଦ୍ବାରର ରୁପା ଛାଉଣୀ କାମ ଶନିବାରଠାରୁ କାମ ଆରମ୍ଭ ହୋଇଛି। ଏହି ଦ୍ବାରରେ ଲାଗିବାକୁ ଥିବା ପ୍ରାୟ ୫ କ୍ବିଣ୍ଟାଲ୍‌ ରୁପା ଆଜି ଜିଲ୍ଲା ଟ୍ରେଜେରିରୁ ଶ୍ରୀମନ୍ଦିର ପ୍ରଶାସନର ନୀଳାଦ୍ରି ଭକ୍ତ ନିବାସକୁ ସ୍ଥାନାନ୍ତର କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା ନେଇ ଗଜପତିଙ୍କ ସହ ଦଇତାପତିଙ୍କ ବୈଠକ, ନୀତି ଶୃଙ୍ଖଳା, ଭକ୍ତଙ୍କ ଦର୍ଶନକୁ ଗୁରୁତ୍ବ

ପୁରୀ : ଶ୍ରୀନଅରକୁ ରାଜପ୍ରସାଦ ବିଜେ ପରେ ଆଜି ଦଇତାପତି ସେବକଙ୍କ ସହ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଛନ୍ତି। ଦୁଇ ବର୍ଷ ଭକ୍ତ ରଥଯାତ୍ରା ଦର୍ଶନରୁ ବଞ୍ଚିତ ଥିବାରୁ ଚଳିତ ବର୍ଷ ଯେଭଳି ସକରାତ୍ମକ ଅନୁଭୂତି ନେଇ ଫେରିବେ, ସେ ଉପରେ ଗଜପତି ମହାରାଜା…
ଅଧିକ ଖବର ଦେଖନ୍ତୁ...

ନାଟ୍ୟକାର ତଥା ପ୍ରଶାସକ ଶରତ ମିଶ୍ରଙ୍କ ପରଲୋକ

ପୁରୀ : ଲେଖକ, ନାଟ୍ୟକାର ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଶରତ ଚନ୍ଦ୍ର ମିଶ୍ରଙ୍କର ପରଲୋକ ହୋଇଯାଇଛି। କିଛିଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ଶ୍ରୀ ମିଶ୍ରଙ୍କର ୭୯ ବର୍ଷ ବୟସରେ ବୀରପ୍ରତାପପୁର ଗ୍ରାମସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ପ୍ରଶାସନିକ ଅଧିକାରୀ ଥିଲେ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝରର ବଳଦେବଜିଉ ରଥ ବିଶ୍ବର ଉଚ୍ଚତମ ରଥ ଭାବେ ଗିନିଜ୍ ବୁକରେ ସ୍ଥାନ ପାଇବା ନେଇ କ୍ଷୋଭ ପ୍ରକାଶ କଲେ ଗଜପତି

ପୁରୀ: ବିଶ୍ବର ଉଚ୍ଚତମ ରଥ ଭାବେ କେନ୍ଦୁଝର ବଳଦେବଜିଉଙ୍କ ରଥକୁ ନିକଟରେ ଗିନିଜ ବୁକ୍ ଅଫ ରେକଡର୍ସରେ ସ୍ଥାନ ମିଳିଛି । ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପୁରୀ ଗଜପତି ଦିବ୍ୟସିଂହ ଦେବ । ସେ କହିଛନ୍ତି ଯେ ପୁରୀର ରଥ ହିଁ ସବୁଠୁ ଉଚ୍ଚ ହେବା କଥା । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ମୂଳପୀଠ…
ଅଧିକ ଖବର ଦେଖନ୍ତୁ...

ଅବକାରୀ ବିଭାଗର ଚଢ଼ଉ: ୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୂଗାର ଜବତ, ଜଣେ ଗିରଫ

ପୂରୀ/ଧଉଳି: ପୁରୀ ଅବକାରୀ ବିଭାଗ ମୋବାଇଲ ଟିମ ଆଜି ସକାଳ ୮ଟା ସମୟରେ ଉତ୍ତରା ଛକ ନିକଟରେ ଅତର୍କିତ ଚଢ଼ଉ କରି ଏକଯାତ୍ରୀବାହୀ ଅଟୋରେ ଯାଉଥିବା ଜଣେ ଚୋରା ବ୍ରାଉନସୁଗାର ବ୍ୟବସାୟୀ ଠାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଛି। ବ୍ରାଉନସୁଗାର ଚାଲାଣ କରୁଥିବା…
ଅଧିକ ଖବର ଦେଖନ୍ତୁ...

ରଥଖଳା ହାଲଚାଲ: ତିନି ରଥରେ ଲାଗିଲା ଦୁଆର ବେଢ଼ା

ପୁରୀ : ରଥଖଳାରେ ଶୁକ୍ରବାର ଦିନ ରଥ ନିର୍ମାଣକୁ ୫୧ ଦିନ ପୂରିଛି।  ଶୁକ୍ରବାର ଦିନ ରଥ ନିର୍ମାଣ ଶେଷ ସୁଦ୍ଧା ତିନି ରଥର ଦୁଆର ବେଢ଼ା ଉଠିବା ସହ ରଥରେ ସଂଯୋଗ କାମ ଶେଷ ହୋଇଛି। ପ୍ରତି ରଥର ୪ଟି ଲେଖାଏଁ, ତିନି ରଥରେ ୧୨ଟି ଦୁଆର‌ ବେଢ଼ା ସଂଯୋଗ ହୋଇଛି। ୨୪ଟି ନାଟଗୋଡ଼ ତିନି ରଥର ଦୁଆର…
ଅଧିକ ଖବର ଦେଖନ୍ତୁ...