ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ହାତୀ ଆକ୍ରମଣରେ ବୃଦ୍ଧା ମୃତ

ଧମା: ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ ଡକରା ପଞ୍ଚାୟତ ବଡ଼ମାଲ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବଡ଼ମାଲର ଯାଜ୍ଞସିନୀ ବାରିକ(୭୫)। ସୂଚନା ଅନୁଯାୟୀ, ବୃଦ୍ଧା ଜଣକ ଶନିବାର ରାତି ଘର ବାହାର ବାରଣ୍ଡାରେ ଶୋଇଥିଲେ। ରାତି ୧ଟା ପାଖାପାଖି ଏକ ଦନ୍ତା…
ଅଧିକ ଖବର ଦେଖନ୍ତୁ...

କ୍ୟୁଆର୍‌ କୋର୍ଡ ପଠାଇ ଫସିଲେ, ଠକ ନେଇଗଲା ୯୮,୯୯୯ ଟଙ୍କା

ସମ୍ବଲପୁର: ସାହାସପୁରର ଗଣେଶ ନାଇଡୁ ବରେଇପାଲିର ଏକ ଘରୋଇ କମ୍ପାନିରେ କାମ କରନ୍ତି। କାଲି କମ୍ପାନି ମାଲିକଙ୍କୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା ଏବଂ ନୂଆ ଚାଷ ମେସିନ୍‌ କିଣିବାକୁ କହିଥିଲା। ଅନ୍‌ଲାଇନ୍‌ରେ ଟଙ୍କା ପଠାଇବାକୁ କହିବାରୁ ମାଲିକ ଆକାଉଣ୍ଟ ନମ୍ବର ଦେଲେ। କିନ୍ତୁ ସେ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ଫେରୁଥିଲେ, ହାଇୱା ପଛରେ ପିଟି ହୋଇ ନାବାଳିକା ଓ ଶିଶୁ ସମେତ ୩ ମୃତ

ସମ୍ବଲପୁର: ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ଝାରସୁଗୁଡ଼ାରୁ ସମ୍ବଲପୁର ଦେଇ କଳାହାଣ୍ଡି ଅଭିମୁଖେ ଘରକୁ ଫେରୁଥିବା ସମୟରେ ୧୦ ଜଣ ଯାତ୍ରୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ହାଇୱା ପଛରେ ପିଟି ଅଟୋ(ଓଡି ୩୧ଜି ୧୮୮୨)ଟି ସଂପୂର୍ଣ୍ଣ ରୂପେ ଚୁରମାର ହୋଇଯାଇଛି। ଏହି ଦୁର୍ଘଟଣାରେ ନାବାଳିକା, ଜଣେ…
ଅଧିକ ଖବର ଦେଖନ୍ତୁ...

ସାପ କାମୁଡ଼ାରେ ନାବାଳିକା ମୃତ

ସମ୍ବଲପୁର: କିସିଣ୍ଡା ଥାନା କାଙ୍କଦର ଗାଁରେ ସାପ କାମୁଡ଼ାରେ ଜଣେ ନାବାଳିକା(୫)ଙ୍କ ମୃତ୍ୟୁ ଘଟିଛି। ନାବାଳିକାଙ୍କୁ ଶୁକ୍ରବାର ସକାଳେ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍ ସପିଂ କରୁଥିଲେ ସାବଧାନ

ସମ୍ବଲପୁର : ସାଇବର୍‌ ଠକମାନେ ଲୋକଙ୍କ ଠକିବା ପାଇଁ ପ୍ରତିଦିନ ନୂଆ ନୂଆ ଉପାୟ ଖୋଜି ଜାଲ ବିଛାଉଛନ୍ତି। ଅନେକ ଲୋକ ସେମାନଙ୍କ ଜାଲରେ ପଡ଼ି ଠକେଇର ଶିକାର ମଧ୍ୟ ହେଉଛନ୍ତି। ଅନ୍‌ଲାଇନ୍‌ରେ ସପିଂ କରୁଥିଲେ ସାବଧାନ ହୋଇଯାନ୍ତୁ। ସାଇବର୍‌ ଠକମାନେ ଏବେ ଅନ୍‌ଲାଇନ୍‌ ସପିଂ ପ୍ଲାଟ୍‌ଫର୍ମ…
ଅଧିକ ଖବର ଦେଖନ୍ତୁ...

ଚଳିତବର୍ଷ ସରିବ ସମ୍ବଲପୁର-ତାଳଚେର ଦୋହରୀକରଣ

ସମ୍ବଲପୁର : ୧୫ ଅଗଷ୍ଟ ୧୯୯୮, ସ୍ବାଧୀନତା ଦିବସରେ ସମ୍ବଲପୁର-ତାଳଚେର ରେଳ ଲାଇନ୍‌ ଲୋକାର୍ପିତ ହୋଇଥିଲା। ଏଥି ସହ ରାଜ୍ୟର ଅନୁନ୍ନତ ଓ ଅତି ପଛୁଆ ପଶ୍ଚିମ ଓଡ଼ିଶାରୁ ଜଗନ୍ନାଥ ଧାମ ପୁରୀ, ରାଜଧାନୀ ଭୁବନେଶ୍ବର ଓ ଉପକୂଳ ଓଡ଼ିଶା ସାଂଗରେ ସିଧାସଳଖ ରେଳ ଯୋଗାଯୋଗ ପାଇଁ ବାଟ ଫିଟିଥିଲା। ଏହା…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଞ୍ଚଳ ପୁଲିସ୍ ରେଞ୍ଜରେ ବଡ଼ଧରଣର ଅଦଳବଦଳ

ସମ୍ବଲପୁର : ଉତ୍ତରାଞ୍ଚଳ ପୁଲିସ୍‌ ରେଞ୍ଜ ଅନ୍ତର୍ଗତ ଜିଲ୍ଲା ଗୁଡ଼ିକରେ ଇନ୍‌ସପେକ୍ଟରସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ସମ୍ବଲପୁର ଜିଲ୍ଲାର ଏକାଥରକେ ୧୮ ଜଣ ଇନ୍‌ସପେକ୍ଟରଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି ହୋଇଛି। ସେହିପରି ବଲାଙ୍ଗୀର ଜିଲ୍ଲାର ୧୧ ଜଣ, ଝାରସୁଗୁଡ଼ା ଜିଲ୍ଲାର ୧୦ ଜଣ, ବରଗଡ଼…
ଅଧିକ ଖବର ଦେଖନ୍ତୁ...

୪ରେ ସମ୍ବଲପୁର ଆସିବେ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ

ସମ୍ବଲପୁର : ଆସନ୍ତା ୪ ତାରିଖ ରବିବାର ଦିନ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି) ସମ୍ବଲପୁର ଆସୁଛନ୍ତି। ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ଶ୍ରୀ ଦାସଙ୍କ ଏହା ହେଉଛି ପ୍ରଥମ ବିଧିବଦ୍ଧ ସମ୍ବଲପୁର ଜିଲ୍ଲା ଗସ୍ତ। ତାଙ୍କ ଗସ୍ତକୁ ନେଇ ବିଜେଡି…
ଅଧିକ ଖବର ଦେଖନ୍ତୁ...

ଶୀତଳଷଷ୍ଠୀ ମହୋତ୍ସବ ଆୟୋଜନକୁ ବିରୋଧ

ସମ୍ବଲପୁର : ଶୀତଳଷଷ୍ଠୀ ଯାତ୍ରା ଶେଷ ହେବାର ସପ୍ତାହେ ପରେ ଜୁନ୍‌ ୧ରୁ ୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ଶୀତଳଷଷ୍ଠୀ ମହୋତ୍ସବ ଆୟୋଜନକୁ ନେଇ ସମ୍ବଲପୁରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନନ୍ଦପଡ଼ା, ଝାଡ଼ୁଆପଡ଼ା ଓ ମୁଦିପଡ଼ା ଯାତ୍ରା କମିଟିକୁ ନେଇ ଗଠିତ…
ଅଧିକ ଖବର ଦେଖନ୍ତୁ...

ଆଜିଠୁ ଅମଲାଙ୍କ ଆନ୍ଦୋଳନ, ଘୁଞ୍ଚିଲା ପରୀକ୍ଷା

ସମ୍ବଲପୁର: ଆସନ୍ତାକାଲିଠାରୁ ବିଭିନ୍ନ ଦାବି ନେଇ ଅମଲାମାନେ ଆନ୍ଦୋଳନକୁ ଓହ୍ଲାଇବେ। ଏଭଳି ସ୍ଥିତିରେ ଭିମ୍‌ସାର୍ କର୍ତ୍ତୃପକ୍ଷ ପରୀକ୍ଷା ପରିଚାଳନା ନେଇ ହାତ‌ଟେକି ଦେଇଛନ୍ତି। ଗତ ୨୫ ତାରିଖରୁ ଭିମ୍‌ସାର ଏମ୍‌ଡି/ଏମ୍‌ଏସ୍‌ ଏବଂ ଏମ୍‌ବିବିଏସ୍‌ ପରୀକ୍ଷା ଆରମ୍ଭ ‌ହୋଇଛି। ଆସନ୍ତା ୧୬…
ଅଧିକ ଖବର ଦେଖନ୍ତୁ...