ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସିଆର୍‌ପିଏଫ୍ ପାଳିଲା ଯୋଗ ଦିବସ

ସମ୍ବଲପୁର: ହୀରାକୁଦ ଜବାହର ଉଦ୍ୟାନ ପରିସରରେ ସିଆର୍‌ପିଏଫ୍ ଗ୍ରୁପ୍ ସେଣ୍ଟର, ସମ୍ବଲପୁର ପକ୍ଷରୁ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ସିଆର୍‌ପିଏଫ୍ ଉପମହାନିରୀକ୍ଷକ ଲାଲଚନ୍ଦ ଯାଦବଙ୍କ ତତ୍ତ୍ବାବଧାନରେ ଆୟୋଜିତ ଯୋଗାଭ୍ୟାସ କାର୍ଯ୍ୟକ୍ରମକୁ ଆର୍ଟ ଅଫ୍ ଲିଭିଂର ସଭ୍ୟମାନେ…
ଅଧିକ ଖବର ଦେଖନ୍ତୁ...

ବଜାର ସାରି ଫେରୁଥିବା ବେଳେ ଜଳିଗଲା କାର୍‌

ସମ୍ବଲପୁର: ବଜାର କରିବା ପାଇଁ ସମ୍ବଲପୁର ଆସିଥିଲେ। ଘରକୁ ଫେରିବା ବାଟରେ କାର୍‌ଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା। ତେବେ କାର୍‌ ଭିତରେ ଥିବା ୮ ଜଣ ସୁରକ୍ଷିତ ବାହାରି ଯାଇଥିଲେ। ପୁଲିସ ସୂଚନା ଅନୁଯାୟୀ, ରେଙ୍ଗାଲିର ସୁରଜ ଯାଦବଙ୍କ ଗାଡ଼ିକୁ କିଳାସମାର ଶଶିଭୂଷଣ ସାହୁ ଚଲାନ୍ତି। ଶଶି…
ଅଧିକ ଖବର ଦେଖନ୍ତୁ...

ସିଟି ଷ୍ଟେସନ୍‌ରୁ ମାନେଶ୍ବର ମଧ୍ୟରେ ଦୋହରୀକରଣ ଶେଷ

ସମ୍ବଲପୁର: ସମ୍ବଲପୁର-ତାଳଚେର ମଧ୍ୟରେ ରେଳ ଦୋହରୀକରଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। ସମ୍ବଲପୁର ଜଂସନ୍‌ରୁ ସମ୍ବଲପୁର ସିଟି ଷ୍ଟେସନ୍ ମଧ୍ୟରେ ୫ କିଲୋମିଟର୍‌କୁ ବାଦଦେଲେ ଏହି ସେକ୍‌ସନରେ ଦୋହରୀକରଣ ସମ୍ପୂର୍ଣ୍ଣ ହୋଇଛି। ବିଦ୍ୟୁତୀକରଣ କାର୍ଯ୍ୟ ପୂର୍ବରୁ ଶେଷ ହୋଇଛି। ମଙ୍ଗଳବାର…
ଅଧିକ ଖବର ଦେଖନ୍ତୁ...

ଶୀତଳଷଷ୍ଠୀର ୪ ଦିନ ପରେ ବି ହ୍ରାସ ପାଉନି ପାରଦ

ସମ୍ବଲପୁର: ଦେବଦେବ ମହାଦେବ ଓ ଜଗତ୍‌ଜନନୀ ପାର୍ବତୀଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ସରିଛି। ଶୀତଳଷଷ୍ଠୀ ସମୟରେ ଲୋକ ବିଶ୍ବାସ ଅନୁସାରେ ସାମାନ୍ୟ ବର୍ଷା ବି ହୋଇଥିଲା। ହେଲେ ତାହା ପାଣିପାଗରେ ପରିବର୍ତ୍ତନ ଆଣିପାରି ନାହିଁ। ଶୀତଳଷଷ୍ଠୀକୁ ୪ ଦିନ ବିତି ସାରିଥିଲେ ବି ତାତିରୁ ନିସ୍ତାର…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ଜଣେ ମୃତ

ବାମରା:ସମ୍ବଲପୁର ଜିଲ୍ଲା ବାମରା ନିକଟସ୍ଥ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍‌ ଅନ୍ତର୍ଗତ ବଡ଼ ଢୁଡୁରିଆମ୍ବ ଗ୍ରାମର ସନ୍ତୋଷ ଧୁରୁଆ (୪୫) ମଙ୍ଗଳବାର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ଆଜି ଭୋର୍‌ ପ୍ରାୟ ସାଢ଼େ ୪ଟା ବେଳେ ସନ୍ତୋଷ ଗାଁ ନିକଟ ପୋଖରୀକୁ ଶୌଚ ପାଇଁ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ପଡ଼ିଆବାହାଲ: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍‌ ଗୌଡ଼ପାଲି ଫାଣ୍ଡି ଅଧୀନସ୍ଥ ଜାତୀୟ ରାଜପଥ ନଂ ୫୩ର ଗୌଡ଼ପାଲି କନକ ଦୁର୍ଗା ମନ୍ଦିର ଆଗରେ ବାଇକରୁ ପଡ଼ି ଚିନିମହୁଲ ଗାଁର ବିପ୍ର କିସାନଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ଦେଢ଼ଟାରେ ବିପ୍ର ଏକ ବାଇକ (ଓଡି ୧୫ ୟୁ ୯୭୮୧)ରେ ଆସୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସାଇକଲକୁ ଧକ୍କା ଦେଲା ବାଇକ୍, ୨ ମୃତ

ରେଙ୍ଗାଲି: ସମ୍ବଲପୁର ରେଙ୍ଗାଲି ଥାନା ଅନ୍ତର୍ଗତ ରମ୍ପେଲା ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ବାଇକ ଓ ସାଇକଲ ମଧ୍ୟରେ ଦୁର୍ଘଟଣା ହୋଇ ଉଭୟ ବାଇକ୍ ଓ ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରକାଶ ଯେ, ସାଇକଲ ଆରୋହୀ ଶଙ୍କର ଯାଦବ(୬୦ ବର୍ଷ) ରମ୍ପେଲାରୁ ରେଙ୍ଗାଲି ଯାଉଥିବା ସମୟରେ…
ଅଧିକ ଖବର ଦେଖନ୍ତୁ...

ଶୀତଳଷଷ୍ଠୀର ୪ ଦିନ ପରେ ବି ହ୍ରାସ ପାଉନି ତାପମାତ୍ରା, ସମ୍ବଲପୁରର ପାରଦ ୪୩.୩ ଡିଗ୍ରି ଚଢ଼ିଲା

ଭୁବନେଶ୍ବର/ସମ୍ବଲପୁର: ଭଗବାନ ଶିବ ଓ ମା’ ପାର୍ବତୀଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ସରିଛି। ଶୀତଳଷଷ୍ଠୀ ସମୟରେ ଲୋକ ବିଶ୍ବାସ ଅନୁସାରେ ସାମାନ୍ୟ ବର୍ଷା ବି ହୋଇଥିଲା। ହେଲେ ତାହା ପାଣିପାଗରେ ପରିବର୍ତ୍ତନ ପାଇଁ ଯଥେଷ୍ଟ ନଥିଲା। ଶୀତଳଷଷ୍ଠୀକୁ ୪ ଦିନ ବିତି ସାରିଥିଲେ ବି ତାତିରୁ…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ; ଦିନ ୨ଟାରେ ସମ୍ବଲପୁରରେ ତାପମାତ୍ରା ୪୩, ଭୁବନେଶ୍ବରରେ ୩୭.୮ ଡିଗ୍ରି

ଭୁବନେଶ୍ବର: ଜଳୁଛି ସାରା ଓଡ଼ିଶା। ପ୍ରବଳ ଖରାରେ ଭାଜି ହେଉଛନ୍ତି ଲୋକେ। ଗରମ ପବନରେ ଛଟପଟ ହେଉଛନ୍ତି ଜନତା। ଗ୍ରୀଷ୍ମ ପ୍ରବାହ କାରଣରୁ କେବଳ ପଶ୍ଚିମ ଓଡ଼ିଶା ନୁହେଁ। ବରଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ଲୋକେ ଖରାରେ ଛଟପଟ ହେଉଛନ୍ତି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୮ଟା…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ ମାଟ୍ରିକ ଚାମ୍ପ୍‌ସ ୨୦୨୩: ‘ଶ୍ରେଣୀ ଶିକ୍ଷାରେ ପୁଅମାନେ ପଛାଇବାର କାରଣ ଖୋଜାଯାଉ’

ସମ୍ବଲପୁର: ଜଣେ ଜୀବ‌ନରେ ସେତେବେଳେ ପ୍ରକୃତରେ ସଫଳ ହୋଇଥାଏ, ଯେବେ ତା’ର ସଫଳତା ସମାଜକୁ ଉନ୍ନତିର ବାଟ ଦେଖାଏ ଓ ଅନ୍ୟକୁ ସଫଳ ହେବାରେ ସାହାଯ୍ୟ କରେ। ତେଣୁ ଜଣେ ଅଧିକ ନମ୍ବର ରଖି, ବଡ଼ ଚାକିରି କରି ପ୍ରଚୁର ଅର୍ଥ ରୋଜଗାର କଲେ ତାହାକୁ ସଫଳତା କହାଯାଇ ପାରିବ ନାହିଁ ଯେ ପର୍ଯ୍ୟନ୍ତ ସେ…
ଅଧିକ ଖବର ଦେଖନ୍ତୁ...