ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସାପ କାମୁଡ଼ାରେ ନାବାଳିକା ମୃତ

ସମ୍ବଲପୁର: କିସିଣ୍ଡା ଥାନା କାଙ୍କଦର ଗାଁରେ ସାପ କାମୁଡ଼ାରେ ଜଣେ ନାବାଳିକା(୫)ଙ୍କ ମୃତ୍ୟୁ ଘଟିଛି। ନାବାଳିକାଙ୍କୁ ଶୁକ୍ରବାର ସକାଳେ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍ ସପିଂ କରୁଥିଲେ ସାବଧାନ

ସମ୍ବଲପୁର : ସାଇବର୍‌ ଠକମାନେ ଲୋକଙ୍କ ଠକିବା ପାଇଁ ପ୍ରତିଦିନ ନୂଆ ନୂଆ ଉପାୟ ଖୋଜି ଜାଲ ବିଛାଉଛନ୍ତି। ଅନେକ ଲୋକ ସେମାନଙ୍କ ଜାଲରେ ପଡ଼ି ଠକେଇର ଶିକାର ମଧ୍ୟ ହେଉଛନ୍ତି। ଅନ୍‌ଲାଇନ୍‌ରେ ସପିଂ କରୁଥିଲେ ସାବଧାନ ହୋଇଯାନ୍ତୁ। ସାଇବର୍‌ ଠକମାନେ ଏବେ ଅନ୍‌ଲାଇନ୍‌ ସପିଂ ପ୍ଲାଟ୍‌ଫର୍ମ…
ଅଧିକ ଖବର ଦେଖନ୍ତୁ...

ଚଳିତବର୍ଷ ସରିବ ସମ୍ବଲପୁର-ତାଳଚେର ଦୋହରୀକରଣ

ସମ୍ବଲପୁର : ୧୫ ଅଗଷ୍ଟ ୧୯୯୮, ସ୍ବାଧୀନତା ଦିବସରେ ସମ୍ବଲପୁର-ତାଳଚେର ରେଳ ଲାଇନ୍‌ ଲୋକାର୍ପିତ ହୋଇଥିଲା। ଏଥି ସହ ରାଜ୍ୟର ଅନୁନ୍ନତ ଓ ଅତି ପଛୁଆ ପଶ୍ଚିମ ଓଡ଼ିଶାରୁ ଜଗନ୍ନାଥ ଧାମ ପୁରୀ, ରାଜଧାନୀ ଭୁବନେଶ୍ବର ଓ ଉପକୂଳ ଓଡ଼ିଶା ସାଂଗରେ ସିଧାସଳଖ ରେଳ ଯୋଗାଯୋଗ ପାଇଁ ବାଟ ଫିଟିଥିଲା। ଏହା…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଞ୍ଚଳ ପୁଲିସ୍ ରେଞ୍ଜରେ ବଡ଼ଧରଣର ଅଦଳବଦଳ

ସମ୍ବଲପୁର : ଉତ୍ତରାଞ୍ଚଳ ପୁଲିସ୍‌ ରେଞ୍ଜ ଅନ୍ତର୍ଗତ ଜିଲ୍ଲା ଗୁଡ଼ିକରେ ଇନ୍‌ସପେକ୍ଟରସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ସମ୍ବଲପୁର ଜିଲ୍ଲାର ଏକାଥରକେ ୧୮ ଜଣ ଇନ୍‌ସପେକ୍ଟରଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି ହୋଇଛି। ସେହିପରି ବଲାଙ୍ଗୀର ଜିଲ୍ଲାର ୧୧ ଜଣ, ଝାରସୁଗୁଡ଼ା ଜିଲ୍ଲାର ୧୦ ଜଣ, ବରଗଡ଼…
ଅଧିକ ଖବର ଦେଖନ୍ତୁ...

୪ରେ ସମ୍ବଲପୁର ଆସିବେ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ

ସମ୍ବଲପୁର : ଆସନ୍ତା ୪ ତାରିଖ ରବିବାର ଦିନ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି) ସମ୍ବଲପୁର ଆସୁଛନ୍ତି। ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ଶ୍ରୀ ଦାସଙ୍କ ଏହା ହେଉଛି ପ୍ରଥମ ବିଧିବଦ୍ଧ ସମ୍ବଲପୁର ଜିଲ୍ଲା ଗସ୍ତ। ତାଙ୍କ ଗସ୍ତକୁ ନେଇ ବିଜେଡି…
ଅଧିକ ଖବର ଦେଖନ୍ତୁ...

ଶୀତଳଷଷ୍ଠୀ ମହୋତ୍ସବ ଆୟୋଜନକୁ ବିରୋଧ

ସମ୍ବଲପୁର : ଶୀତଳଷଷ୍ଠୀ ଯାତ୍ରା ଶେଷ ହେବାର ସପ୍ତାହେ ପରେ ଜୁନ୍‌ ୧ରୁ ୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ଶୀତଳଷଷ୍ଠୀ ମହୋତ୍ସବ ଆୟୋଜନକୁ ନେଇ ସମ୍ବଲପୁରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନନ୍ଦପଡ଼ା, ଝାଡ଼ୁଆପଡ଼ା ଓ ମୁଦିପଡ଼ା ଯାତ୍ରା କମିଟିକୁ ନେଇ ଗଠିତ…
ଅଧିକ ଖବର ଦେଖନ୍ତୁ...

ଆଜିଠୁ ଅମଲାଙ୍କ ଆନ୍ଦୋଳନ, ଘୁଞ୍ଚିଲା ପରୀକ୍ଷା

ସମ୍ବଲପୁର: ଆସନ୍ତାକାଲିଠାରୁ ବିଭିନ୍ନ ଦାବି ନେଇ ଅମଲାମାନେ ଆନ୍ଦୋଳନକୁ ଓହ୍ଲାଇବେ। ଏଭଳି ସ୍ଥିତିରେ ଭିମ୍‌ସାର୍ କର୍ତ୍ତୃପକ୍ଷ ପରୀକ୍ଷା ପରିଚାଳନା ନେଇ ହାତ‌ଟେକି ଦେଇଛନ୍ତି। ଗତ ୨୫ ତାରିଖରୁ ଭିମ୍‌ସାର ଏମ୍‌ଡି/ଏମ୍‌ଏସ୍‌ ଏବଂ ଏମ୍‌ବିବିଏସ୍‌ ପରୀକ୍ଷା ଆରମ୍ଭ ‌ହୋଇଛି। ଆସନ୍ତା ୧୬…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ପୁରୁଣାଗଡ଼ ଗ୍ରାମ ନର୍ସରି ନିକଟସ୍ଥ ଜଙ୍ଗଲରୁ ବୁଧବାର ଜଣେ ମହିଳାଙ୍କ ମୃତଦେହ ପୁଲିସ ଉଦ୍ଧାର କରଛି। ମୃତକ ନିକଟ ଶୁଣ୍ଢିମୁଣ୍ତା ଗ୍ରାମର ରୁକ୍ମିଣି ବାଘ (୪୮) ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ, ରୁକ୍ମିଣି ମଙ୍ଗଳବାର ସକାଳୁ…
ଅଧିକ ଖବର ଦେଖନ୍ତୁ...

ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା

କୁଚିଣ୍ଡା: ବୀରମହାରାଜପୁର କଲେଜର ଅଧ୍ୟାପକ ତଥା କୁଚିଣ୍ଡା କଲେଜର ପୂର୍ବ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ସଞ୍ଜିତ ନାୟକଙ୍କ ନାମରେ ‌‌ଜଣେ ଆଦିବାସୀ ଯୁବତୀଙ୍କୁ ଯୌନ ନିର୍ଯାତନା ଦେବା ମାମଲା ରହିଛି। ଗିରଫକୁ ଏଡ଼ାଇବା ପାଇଁ ସ୍ବାସ୍ଥ୍ୟ ଖରାପ ଥିବା ବାହାନା କରି ବୁର୍ଲା ଭିମ୍‌ସାର୍‌ରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ପ୍ରେମିକଙ୍କ ମୃତ୍ୟୁ ଖବର ପାଇ ଜୀବନ ହାରିଲେ ପ୍ରେମିକା

ଯୁଯୁମୁରା: ଦୁର୍ଘଟଣାରେ ଚାଲିଗଲା ପ୍ରେମିକଙ୍କ ଜୀବନ। ଏହି ଖବର ପାଇବା ପରେ ପ୍ରେମିକା ଆତ୍ମହତ୍ୟା କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଜମନକିରା ଥାନା ଚିନିମହୁଲ ଗ୍ରାମର ବିପ୍ର କିଷାନ (୨୪) ଓ ଯୁଯୁମୁରା ଥାନା ଡଙ୍ଗରପଡ଼ା ପଞ୍ଚାୟତ ସଦାପାଲି…
ଅଧିକ ଖବର ଦେଖନ୍ତୁ...