ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଝାରସୁଗୁଡା ଓ ସମ୍ବଲପୁରରେ ୪୫ ଡିଗ୍ରି ଟପିଲା ପାରଦ

ଭୁବନେଶ୍ୱର: ଆଜି ଓ ଆସନ୍ତାକାଲି ପାଇଁ ରାଜ୍ୟର ପଶ୍ଚିମ ଜିଲ୍ଲାଗୁଡ଼ିକରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଖରା ଓ ଗରମ ପାଇଁ ହିଟ୍‌ ୱେଭ୍‌ଜନିତ ୟେଲୋ ୱାର୍ଣ୍ଣିଂ…
ଅଧିକ ଖବର ଦେଖନ୍ତୁ...

ଯେ କୌଣସି ସମୟରେ ହୀରାକୁଦରୁ ହେବ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର : ପୂର୍ବ ବର୍ଷ ଗୁଡ଼ିକ ଭଳି ଚଳିତ ବର୍ଷ ମଧ୍ୟ ବର୍ଷା ଋତୁର ଯେ କୌଣସି ସମୟରେ ହୀରାକୁଦ ବନ୍ଧରୁ ବନ୍ୟାଜଳ ନିଷ୍କାସନ ହେବ। ତେଣୁ ସର୍ବଧାରଣ ମହାନଦୀ ଶଯ୍ୟାରେ ଚଳାଚଳ ଓ ଅନ୍ୟାନ୍ୟ ବ୍ୟବହାରବେଳେ ସତର୍କତା ଅବଲମ୍ବନ କରିବେ ବୋଲି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଏକ‌ ପ୍ରେସ୍‌…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ଜିଲ୍ଲାର ୧୩ ଥାନାରେ ନୂଆ ଥାନାଧିକାରୀ

ସମ୍ବଲପୁର : ନିକଟରେ ଉତ୍ତରାଞ୍ଚଳ ରେଞ୍ଜ୍‌ରେ ଇନ୍‌ସପେକ୍ଟରମାନଙ୍କର ବଡ଼ଧରଣର ଅଦଳବଦଳ ହୋଇଥିଲା। ଏହିକ୍ରମରେ ସମ୍ବଲପୁର ଜିଲ୍ଲାର ୧୮ ଜଣ ଥାନାଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା, ସମ୍ବଲପୁରକୁ ମଧ୍ୟ ଇନ୍‌ସପେକ୍ଟରମାନେ ବଦଳି ହୋଇ ଆସିଥିଲେ। ଗୁରୁବାର ସମ୍ବଲପୁର ଏସପିଙ୍କ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ମ୍ୟାନେଜରଙ୍କୁ ହାତ କରି ମହିଳାଙ୍କୁ ଠକେଇ! ଥାନାରେ ମାମଲା ରୁଜୁ

ସମ୍ବଲପୁର : ଘର ବିକ୍ରି କରିବା ପରେ ଖାଲି ନ କରିବା, ଘର ଭଡ଼ା ବାବଦ ଅର୍ଥ ହଡ଼ପ କରିବା, ଦେଇଥିବା ଚେକ୍ ବାଉନ୍‌ସ ହେବା ଆଦି ଅଭିଯୋଗରେ ଯୁଯୁମୁରାର ଶୁଭ୍ରଶ୍ରୀ ମହାପାତ୍ର ନାମ୍ନୀ ମହିଳାଙ୍କ ବିରୋଧରେ ଝାରସୁଗୁଡ଼ା ଜିଲ୍ଲା କନକତୋରା ନିବାସୀ ନୀଳିମା ସାହୁ ଏବଂ ତାଙ୍କ ସ୍ବାମୀ ପ୍ରଶାନ୍ତ…
ଅଧିକ ଖବର ଦେଖନ୍ତୁ...

କାହିଁକି ଅଟକିଛି ତାଳଚେର-ବିମଳାଗଡ଼ ରେଳପଥ ?

ସମ୍ବଲପୁର: ୨୦୦୩-୦୪ ମସିହାରୁ ମଞ୍ଜୁର ହୋଇଥିବା ତାଳଚେର-ବିମଳାଗଡ଼ ରେଳପଥକୁ ୨୦ ବର୍ଷ ବିତିଥିବାବେଳେ ଏ ପର୍ଯ୍ୟନ୍ତ ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ନାମକୁ ମାତ୍ର କିଛି ଜମି ଅଧିଗ୍ରହଣ ହୋଇଥିବାବେଳେ ଅନୁଗୁଳ ଜିଲ୍ଲାରେ ବି ବିବାଦୀୟ ଅଂଶଗୁଡ଼ିକ ବାକି ରହିଛି। ଏଭଳି ସ୍ଥିତିରେ ଆସନ୍ତା…
ଅଧିକ ଖବର ଦେଖନ୍ତୁ...

ଭୀମସାର ଡାକ୍ତରଙ୍କ ଗବେଷଣା

ବୁର୍ଲା: ଭୀମସାରର ୪ ଜଣିଆ ଡାକ୍ତରୀ ଦଳ ଜୁନ ୨୦୨୨ ରୁ ମେ ୨୦୨୩ ଦୀର୍ଘ ୧ ବର୍ଷ ଗବେଷଣା କରି ଜଣାଇଛନ୍ତି ଯେ, ଜଣେ ସାଧାରଣ ମହିଳାଙ୍କ ଅପେକ୍ଷା ନିଶା ସେବନ କରୁଥିବା ମହିଳାଙ୍କ କ୍ଷେତ୍ରରେ ଗର୍ଭପାତ ଏବଂ ନବଜାତକ ଶିଶୁର ମୃତ୍ୟୁହାର ଆଶଙ୍କା ପ୍ରାୟ ୫ ଗୁଣ ଅଧିକ ରହିଛି। ଏହି ୪ ଜଣିଆ…
ଅଧିକ ଖବର ଦେଖନ୍ତୁ...

ଭିସୁଟ୍‌ରେ ଅଧ୍ୟାପକ ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ

ବୁର୍ଲା: ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଜନୈକ ଅଧ୍ୟାପକଙ୍କ ମଧ୍ୟରେ ବିବାଦ ଉପୁଜିଥିବା ଜଣାପଡିଛି। ତେବେ ଏହି ବିବାଦ ଯେ ଏବେ ଉପୁଜିଛି ତାହା ନୁହେଁ ଏହା ପୂର୍ବରୁ ମଧ୍ୟ ଉକ୍ତ ଅଧ୍ୟାପକ ଜଣକ ଅନେକ ଥର କୁଳପତି, କୁଳସଚିବ ତଥା ଶିକ୍ଷାନୁଷ୍ଠାନ…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ୧୦ ବର୍ଷ ଜେଲ୍ ଦଣ୍ଡାଦେଶ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି। ୨୦୧୭ ମସିହା ଅକ୍ଟୋବର ୧୪ ତାରିଖ ଦିନ ରାମପ୍ରସାଦ ଲୁହା ନାମକ ବ୍ୟକ୍ତି ନାବାଳିକାଙ୍କୁ ନିଜ ଘକୁ ନେଇଯାଇଥିଲା। ଘର ଭିତରେ…
ଅଧିକ ଖବର ଦେଖନ୍ତୁ...

ଆଦିବାସୀ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲା: ଜେଲ ଗଲେ ଅଭିଯୁକ୍ତ ଅଧ୍ୟାପକ

କୁଚିଣ୍ଡା: ଯୌନ ନିର୍ଯାତନା ମାମଲାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜ ଅଧ୍ୟାପକ ସଞ୍ଜିତ ନାୟକ ଜେଲ ଯାଇଛନ୍ତି। ତାଙ୍କ ବିରୋଧରେ କୁଚିଣ୍ଡା ଥାନାରେ ଯୌନ ନିର୍ଯାତନା ମାମଲା ରୁଜୁ ହେବା ପରେ ସେ ଅସୁସ୍ଥ ଥିବା ଦର୍ଶାଇ ବୁର୍ଲା ଭିମ୍‌ସାର୍‌ରେ ଭର୍ତ୍ତି ହୋଇଥିଲେ। ଘଟଣାର ୨୪…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରୁ ଓହ୍ଲାଇ ନିଖୋଜ ଥିଲେ, ଜଙ୍ଗଲରୁ ଉଦ୍ଧାର ପରେ ମୃତ୍ୟୁ

ବାମରା: ସମଲେଶ୍ବରୀ ଏକ୍ସପ୍ରେସରୁ ଓହ୍ଲାଇ ନିଖୋଜ ପଶ୍ଚିମବଙ୍ଗ ରାଜ୍ୟ ଦାର୍ଜିଲିଂ ଅଞ୍ଚଳର ଆଲୁଇସ ଲେପଚା (୫୬)ଙ୍କ ମୃତ୍ୟୁ ହୋଇଛି। ପରିବାର ଲୋକଙ୍କ ସହିତ ସମ୍ବଲପୁର ବୁଲିବାକୁ ବାହାରିଥିଲେ। ସେମାନେ ସମଲେଶ୍ବରୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ବେଳେ ସୋମବାର ସକାଳ ପ୍ରାୟ…
ଅଧିକ ଖବର ଦେଖନ୍ତୁ...