ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସମ୍ବଲପୁର ଜିଲ୍ଲାରେ ୨୨ରୁ ୨୪ ତାରିଖ ଯାଏଁ ସକାଳୁଆ ସ୍କୁଲ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖରୁ ଖୋଲିବ ସ୍କୁଲ। ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ୨୨ ତାରିଖରେ ସମ୍ବଲପୁର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଖୋଲିବ। ୨୨ରୁ ୨୪ ତାରିଖ ଯାଏଁ ସକାଳ ସାଢ଼େ ୬ରୁ ୧୦ଟା ଯାଏ ସ୍କୁଲ ଚାଲିବ। ସକାଳ ସାଢେ ୯ଟାରୁ ୧୦ଟା ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ବନ୍ୟା ପରିଚାଳନା ଚାଲିଛି ଏମିତି: ଭିତ୍ତିଭୂମି ଉନ୍ନତୀକରଣକୁ ଅଣଦେଖା

ସମ୍ବଲପୁର : ପୁରୁଣାକାଳିଆ ବ୍ୟବସ୍ଥାରେ ଚାଲିଛି ହୀରାକୁଦ ଜଳଭଣ୍ଡାରର ବନ୍ୟାଜଳ ପରିଚାଳନା। ମହାନଦୀର ଡେଲ୍‌ଟା ଅଞ୍ଚଳର ବନ୍ୟା ନିୟନ୍ତ୍ରଣ ତଥା ହୀରାକୁଦ ଜଳଭଣ୍ଡାରର ସୁପରିଚାଳନା ପାଇଁ ଥିବା ଭିତ୍ତିଭୂମି ତଥା ବ୍ୟବସ୍ଥା ସୁଦୃଢ଼ୀକରଣ କରାଯିବା ପରିବର୍ତ୍ତେ ଅଣଦେଖା କରାଯାଉଛି। କେବଳ…
ଅଧିକ ଖବର ଦେଖନ୍ତୁ...

୮ରେ ସମ୍ବଲପୁରୀ ବହି ହାଟ୍‌

ସମ୍ବଲପୁର : ‘କଲମ ପରିବାର’ ସମ୍ବଲପୁର ପକ୍ଷରୁ ଦୁଇ ଦିନ ଧରି ସମ୍ବଲପୁରୀ ବହି ହାଟ୍ ଅନୁଷ୍ଠିତ ହେବ। ଆସନ୍ତା ଜୁଲାଇ ୮ ଓ ୯ ତାରିଖ ଏହା ଆୟୋଜନ ନିମନ୍ତେ ଆଜି ସାମ୍ବାଦିକ ଭବନରେ ଅନୁଷ୍ଠିତ ଦ୍ବିତୀୟ ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି। ୮ ତାରିଖରେ କାର୍ଯ୍ୟକ୍ରମର ଉଦ୍‌ଘାଟନ ସହ ଗଳ୍ପ…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ଖରାରେ ଜଳୁଛି ଓଡ଼ିଶା: ୪୦ ଡିଗ୍ରି ଉପରେ ରାଜ୍ୟର ୨୨ ସହର; ୪୬ ଡିଗ୍ରି ସହ ସମ୍ବଲପୁର ଉତ୍ତପ୍ତ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଉପକୂଳ ଠାରୁ ପଶ୍ଚିମ ଓଡ଼ିଶା ଯାଏଁ ତାତିରୁ ନିସ୍ତାର ନାହିଁ। ଲୋକେ ପ୍ରବଳ ଖରା ଯୋଗୁଁ ଗରମରେ ଛଟପଟ ହେଉଛନ୍ତି। ଅତି ଆବଶ୍ୟକ ନହେଲେ ବାହାରକୁ ଯିବା ପାଇଁ ମନ ହେଉନାହିଁ। ଫଳରେ ରାସ୍ତାଘାଟ ଶୂନଶାନ ଲାଗୁଛି। ଆଜି ରାଜ୍ୟର ୨୨ଟି ସହରର…
ଅଧିକ ଖବର ଦେଖନ୍ତୁ...

ହୀରାକୁଦର ନିଷିଦ୍ଧାଞ୍ଚଳରେ କାରଖାନା ପାଉଁଶ, ପ୍ରଦୂଷଣ ସୀମା ଲଂଘିଲା ବିରାଜ

ସମ୍ବଲପୁର/ରେଙ୍ଗାଲି : ସୀମା ଲଙ୍ଘିଛି ବିରାଜ ଷ୍ଟିଲ୍ ଆଣ୍ଡ ଏନର୍ଜି ଲିମିଟେଡ୍। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସବୁ ନୀତିନିୟମକୁ ବେଖାତିର କରୁଛି। ଗୋଟିଏ ପଟେ ଏହି କାରଖାନା ଯୋଗୁ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ପାଉଥିବା ବେଳେ ଅନ୍ୟ ପଟେ ହୀରାକୁଦ ଜଳଭଣ୍ଡାର ଜମିର ନିଷିଦ୍ଧାଞ୍ଚଳରେ ପାଉଁଶ…
ଅଧିକ ଖବର ଦେଖନ୍ତୁ...

ଅନ୍ଧାରୀ ଗାଁରେ ଶିକ୍ଷାର ଆଲୋକ ଦେଖାଉଛନ୍ତି ମମତା

ସମ୍ବଲପୁର: ସୁବର୍ଣ୍ଣପୁର ଜିଲ୍ଲାର ସୀମାକୁ ଲାଗି ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ୍‌ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତ ଲରାସରା ନିକଟରେ ଘଞ୍ଚ ଜଙ୍ଗଲ ଭିତରେ ରହିଛି ଏକ ଆଦିବାସୀ ଗାଁ ଜପ୍ତି। ଉକ୍ତ ଗାଁର ସମସ୍ତେ ଜଙ୍ଗଲି ଆଦିବାସୀ ସଂପ୍ରଦାୟର। ସେମାନେ ଠିକ୍‌ରେ ଓଡ଼ିଆ ଭାଷା ବି କହି ବା ବୁଝି…
ଅଧିକ ଖବର ଦେଖନ୍ତୁ...

୩ ଦିନ ପାଇଁ ମେଡିସିନ୍ ବହିର୍ବିଭାଗ ଟ୍ରୋମା କେୟାର ​ସେଣ୍ଟରକୁ ସ୍ଥାନାନ୍ତର

ବୁର୍ଲା: ଭିମସାରର ବିଭିନ୍ନ ବିଭାଗ ମଧ୍ୟରେ ସବୁଠାରୁ ଗୁରୁତ୍ଵପୁର୍ଣ୍ଣ ମେଡ଼ିସିନ ବିଭାଗକୁ ଆସନ୍ତା ୩ ଦିନ ପାଇଁ ଟ୍ରୋମା କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ମାଳତୀ ମୁର୍ମୁ ସୂଚନା ଦେଇଛନ୍ତି। ମୁଖ୍ୟତଃ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହରେ ସାରା ପଶ୍ଚିମ…
ଅଧିକ ଖବର ଦେଖନ୍ତୁ...

ରବିବାର ଏୟାର ଲିଫ୍ଟ ହେବେ ଝାଡ଼ଖଣ୍ଡ ବିଧାୟକ

ସମ୍ବଲପୁର/ବୁର୍ଲା: ଭିମ୍‌ସାରରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଝାଡ଼ଖଣ୍ଡର ବିଧାୟକ ଷ୍ଟିଫେନ୍ ମାରଣ୍ଡିଙ୍କୁ ଆସନ୍ତାକାଲି ଏୟାର ଲିଫ୍ଟ କରାଯିବ। ଏବେ ଭିମ୍‌ସାର ଆଇସିୟୁରେ ୨୯ ନମ୍ବର ଶଯ୍ୟାରେ ଚିକିତ୍ସିତ ହେଉଥିବା ଷ୍ଟିଫେନ୍‌ଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ଆସନ୍ତାକାଲି ସକାଳ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଧକ୍କାରେ ଚାଷୀ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ସମ୍ବଲପୁର: ଆଉ ୭ ଦିନ ପରେ ଝିଅ ବାହାଘର। ହେଲେ, ଶନିବାର ଅପରାହ୍‌ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଜଣେ ଛୋଟ ଚାଷୀ ମନୋରଜଂନ ବାରିକ(୫୫)ଙ୍କ ମୃ୍ତ୍ୟୁ ଘଟିଛି। ଏହି ଘଟଣା ଗୋପାଳପାଲି ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ କ୍ଷତିପୂରଣ ଦାବିରେ ଲୋକେ ରାଜରାସ୍ତାକୁ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀର ଠେଙ୍ଗାମାଡ଼ରେ ସ୍ତ୍ରୀ ମୃତ

ରେଢ଼ାଖୋଲ: ରେଢ଼‌ାଖୋଲ ଥାନା ଅଞ୍ଚଳରେ ସ୍ବାମୀର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ରେଢ଼ାଖୋଲ ଅଞ୍ଚଳରେ ମିସ୍ତ୍ରୀ ଭାବରେ କାର୍ଯ୍ୟକରୁ ଥିବା ଶ୍ଚିମବଙ୍ଗ ରାଜ୍ୟର ଅବଦୁଲ ସେଖ ତାଙ୍କ ସ୍ତ୍ରୀ ପଞ୍ଚଖଣ୍ତା ସାହିର ସାଲମି ମିଞ୍ଜ (୩୫)ଙ୍କୁ ହତ୍ୟା କରି ଫେରାର…
ଅଧିକ ଖବର ଦେଖନ୍ତୁ...