ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସୁବର୍ଣ୍ଣପୁର ଆବାସ ଦୁର୍ନୀତି: ୪ ପୂର୍ବତନ ଅଧିକାରୀଙ୍କୁ ସ୍ପ‌ଷ୍ଟୀକରଣ ମାଗିଲେ ଲୋକାୟୁକ୍ତ

ସମ୍ବଲପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ରେ ହୋଇଥିବା ଆବାସ ଦୁର୍ନୀତି ଘଟଣାରେ ଲୋକାୟୁକ୍ତ ୪ ଜଣ ପୂର୍ବତନ ସରକାରୀ ଅଧିକାରୀ, ଜଣେ ଜନ ପ୍ରତିନିଧିଙ୍କୁ ନୋଟିସ୍ ଜାରି କରି ସ୍ପଷ୍ଟୀକରଣ ମାଗିଛନ୍ତି। ଏହାଛଡ଼ା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବଙ୍କୁ ମଧ୍ୟ ନୋଟିସ୍…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ଶାନ୍ତିଶୃଙ୍ଖଳାର ସହ ଉଦ୍‌-ଉଲ୍‌-ଜୁହା ପାଳିତ

ସମ୍ବଲପୁର: ସଂସ୍କୃତିର ସହର ସମ୍ବଲପୁରରେ ଶ୍ରଦ୍ଧା, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌-ଉଲ୍‌-ଜୁହା (ବକ୍‌ରିଦ୍) ଗୁରୁବାର ଶାନ୍ତିଶୃଂଖଳାର ସହ ପାଳିତ ହୋଇଯାଇଛି। ସକାଳ ୬ଟାରୁ ବିଭିନ୍ନ ମସ୍‌ଜିଦ ଓ ଇଦଗାହରେ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇ ନମାଜ ପାଠ କରିଥିଲେ। ସାକ୍ଷୀପଡ଼ାସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଆଜି ଆସୁଛନ୍ତି ରାଜ୍ୟପାଳ

ସମ୍ବଲପୁର: ଶନିବାର ହେବାକୁ ଥିବା ଆଇଆଇଏମ୍‌ ସମ୍ବଲପୁରର ସମାବର୍ତ୍ତନ ସମାରୋହରେ ଯୋଗଦେବାକୁ ରାଜ୍ୟପାଳ ପ୍ର. ଗଣେଶୀ ଲାଲ୍ ଶୁକ୍ରବାର ସଂଧ୍ୟାରେ ପହଞ୍ଚିବେ। ସେ ଶୁକ୍ରବାର ସଂଧ୍ୟା ୬ଟା ୪୫ରେ ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇ ସମ୍ବଲପୁର ଅଭିମୁଖେ ବାହାରିବେ। ରାତି ୮ଟା ୨୦ରେ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ସମ୍ବଲପୁର : ସମ୍ବଲପୁର ଧନୁପାଲି ଥାନା ଭତରା ମଠପାଲିର ଏକ କୂଅ ଭିତରୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଲେ ମଠପାଲିର ମନୋରଞ୍ଜନ କୁମ୍ଭାର(୩୬)। ସେ ସୋମବାର ସନ୍ଧ୍ୟାରୁ ନିଖୋଜ ଥିଲେ। ବୁଧବାର ସକାଳେ ମନୋରଞ୍ଜନଙ୍କ ଘର ଠାରୁ ମାତ୍ର ୩୦୦ ମିଟର ଦୂରରେ ଥିବା କୂଅରୁ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ନିବେଶ ଲୋଭରେ ଫସିଲେ

ସମ୍ବଲପୁର : ହୀରାକୁଦ ହିଣ୍ଡାଲ୍‌କୋ ପାଵାରପ୍ଲାଣ୍ଟ କଲୋନି ରୋହିଣୀ ବେହେରା କମ୍‌ ବିନିଯୋଗ କରି ଅଧିକ ଲାଭ ପାଇବାର ଏକ ବିଜ୍ଞାପନ ଦେଖିଥିଲେ। ବିଜ୍ଞାପନରେ ଦିଆଯାଇଥିବା ୱେବ୍‌ସାଇଟ୍‌ ଖୋଲି ଯାଞ୍ଚ କରିବା ପରେ ତାଙ୍କୁ ଏକ ଅଜଣା ନମ୍ବରରୁ ହ୍ବାଟ୍ସଆପ୍‌ରେ ମେସେଜ ଆସିଲା। ଉକ୍ତ ମେସେଜ୍‌ରେ…
ଅଧିକ ଖବର ଦେଖନ୍ତୁ...

ନକଲି ସାର ଗୋଦାମରେ ଚଢ଼ଉ

ବରପାଲି: ବରପାଲି ନିକଟସ୍ଥ ତୁଲଣ୍ଡି ଗ୍ରାମର ଜନୈକ ବ୍ୟକ୍ତିଙ୍କ ନକଲି ସାର ଗୋଦାମ ଉପରେ କୃଷି ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ବରପାଲି କୃଷି ବିଭାଗ, ବରଗଡ଼ କୃଷି ବିଭାଗ ତଥା ବରପାଲି ପୁଲିସ ଏହି ଚଢ଼ଉରେ ସାମିଲ ଥିଲେ। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସନ୍ଧ୍ୟାରେ ବରପାଲି…
ଅଧିକ ଖବର ଦେଖନ୍ତୁ...

୬୫ ବର୍ଷ ପରେ ବି ବାବୁଙ୍କ ଚାକିରି ଜାରି

ସମ୍ବଲପୁର: ରାଜ୍ୟରେ ଲକ୍ଷ ଲକ୍ଷ ଯୁବକ ଚାକିରି ଖଣ୍ଡିଏ ପାଇଁ ସଂଘର୍ଷ କରୁଛନ୍ତି। ଅକ୍ଲାନ୍ତ ପରିଶ୍ରମ ପରେ ମଧ୍ୟ ଅନେକ ସରକାରୀ ଚାକିରି ଖଣ୍ଡେ ପାଇ ପାରୁ ନାହାନ୍ତି। ବେକାରୀ ସମସ୍ୟା କେବଳ ଓଡ଼ିଶା ନୁହେଁ, ପୂରା ଦେଶରେ ସବୁଠୁ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି। କିନ୍ତୁ ସମ୍ବଲପୁରରେ ଜଣେ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ପରେ ଚିତ୍ତରଞ୍ଜନଙ୍କ ଚକ୍ଷୁଦାନ

ସମ୍ବଲପୁର: ସମ୍ବଲପୁର କୁଞ୍ଜେଲପଡ଼ାସ୍ଥିତ ଭୋଳା ଟେଣ୍ଟ ହାଉସ୍‌ ମାଲିକ ଚିତ୍ତରଞ୍ଜନ ଦାଶ(ଚିଣ୍ଟୁ)ଙ୍କର ସୋମବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଆଜି ତାଙ୍କ ପରିବାର ଲୋକେ ମୃତ ଚିଣ୍ଟୁଙ୍କ ଚକ୍ଷୁଦାନ କରି ମହାନତାର ପରିଚୟ ଦେଇଛନ୍ତି। ଚିଣ୍ଟୁଙ୍କ ଶରୀରରୁ ସୁରକ୍ଷିତ ଭାବରେ ବାହାର…
ଅଧିକ ଖବର ଦେଖନ୍ତୁ...

ରେଙ୍ଗାଲିରେ ରହିବ ଜମ୍ମୁତୱି ଏକ୍ସପ୍ରେସ୍‌

ସମ୍ବଲପୁର: ୧୮୩୦୯/୧୮୩୧୦ ସମ୍ବଲପୁର-ଜମ୍ମୁତୱି-ସମ୍ବଲପୁର ଏକ୍ସପ୍ରେସ୍‌ ଆସନ୍ତା ୧ ତାରିଖରୁ ପରୀକ୍ଷାମୂଳକ ଭାବେ ରେଂଗାଲି ଷ୍ଟେସନ୍‌ରେ ରହଣି କରିବ। ୧୮୩୦୯ ସମ୍ବଲପୁର-ଜମ୍ମୁତୱି ଏକ୍ସପ୍ରେସ୍ ରେଂଗାଲି ଷ୍ଟେସନ୍‌ରେ ଦିନ ୧୧ଟା ୨୩ରେ ପହଞ୍ଚି ୧୧ଟା ୨୫ରେ ଛାଡ଼ିବ। ସେହିପରି ଫେରନ୍ତା ପଥରେ…
ଅଧିକ ଖବର ଦେଖନ୍ତୁ...

୬୦ ଘଣ୍ଟା ପରେ କୁଣ୍ଡୁରୁଚୁଆଁଙ୍କୁ ଲାଇନ୍‌ ଆସିଲା

କୁଚିଣ୍ଡା: ଗତ ୨୩ରୁ ୨୭ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ୬୦ ଘଣ୍ଟାରୁ ଅଧିକ ସମୟ ଲସା ଗ୍ରିଡ୍‌ରୁ ଗୁଣ୍ଡୁରୁଚୁଆଁକୁ ବିଦ୍ୟୁତ ଯୋଗାଣ ଠପ୍‌ ହୋଇଯାଇଥିଲା। ଫଳରେ ସମଗ୍ର ଅଞ୍ଚଳବାସୀ ଅନ୍ଧାରରେ ରହିବା ସହ ପାଣି, ମୋବାଇଲ, ଇଣ୍ଟରନେଟ ଆଦି ସେବାରୁ ବଞ୍ଚିତ ହୋଇଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...