ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଏସ୍‌ଏମ୍‌ସି ପ୍ରବର୍ତ୍ତନ ଅଧିକାରୀଙ୍କୁ ଚାପୁଡ଼ା ମାରି ଜଣେ ଗିରଫ

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ(ଏସ୍‌ଏମସି)ର ପ୍ରବର୍ତ୍ତନ ଅଧିକାରୀ ଶୁଭଙ୍କର ମହାନ୍ତିଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣଙ୍କୁ ପୁଲିସ ଗିରଫ କରିଛି। ଶୁଭଙ୍କରଙ୍କ ଅଭିଯୋଗ ଅନୁଯାୟୀ ଶୁକ୍ରବାର ଅପରାହ୍ଣରେ ଏସ୍‌ଏମସିର ଏନ୍‌ଏମଆର୍‌ ଚାଳକ ଅନିଲ ପୂଜାହାରୀ ତାଙ୍କ କାର୍ଯ୍ୟାଳୟକୁ…
ଅଧିକ ଖବର ଦେଖନ୍ତୁ...

କୁଚିଣ୍ଡାରେ ୧୦୮ ଆମ୍ବୁଲାନ୍ସ ମରୁଡ଼ି

କୁଚିଣ୍ଡା : ଓଡ଼ିଶା ସରକାର ସ୍ବାସ୍ଥ୍ୟସେବାରେ ବ୍ୟବହାର ପାଇଁ ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି। ମାତ୍ର କୁଚିଣ୍ଡା ଅଞ୍ଚଳରେ ବର୍ତ୍ତମାନ ଆମ୍ବୁଲାନ୍ସ ସେବାର ମରୁଡ଼ି ଦେଖାଦେଇଛି। ଗତ ୧୦ ଦିନ ହେଲା କୁଚିଣ୍ଡା ଡାକ୍ତରଖାନାର ଆମ୍ବୁଲାନ୍ସ ବ୍ରେକ୍‌ଡାଉନ୍‌ ହୋଇ ପଡ଼ିଥିବା ବେଳେ ୩ ଦିନ…
ଅଧିକ ଖବର ଦେଖନ୍ତୁ...

ସଜ୍ଜା କାଟିଥିବା ୨ ମହିଳାଙ୍କୁ ସିଲାଇ ମେସିନ୍ ପ୍ରଦାନ

ସମ୍ବଲପୁର : ସମ୍ବଲପୁର ନାରୀବନ୍ଦି ନିକେତନରୁ ସଜ୍ଜା କାଟିବା ପରେ ଘରକୁ ଫେରିଥିବା ୨ ଜଣ ମହିଳାଙ୍କୁ ସିଲାଇ ମେସିନ୍‌ ପ୍ରଦାନ କରାଯାଇଛି। ରୋଜଗାର ପାଇଁ ଉଭୟ ମହିଳାଙ୍କୁ ନାରୀବନ୍ଦୀ ନିକେତନର ଅଧୀକ୍ଷକ ରୁନିବାଳା ଦେଇଙ୍କ ଉପସ୍ଥିତିରେ ଲାୟନ୍ସ କ୍ଲବ ପକ୍ଷରୁ ଏହି ୨ ମେସିନ୍‌ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ରେଙ୍ଗାଲିରେ ଅଟକିଲା ଜମ୍ମୁ ତାୱି ଏକ୍ସପ୍ରେସ୍‌

ରେଙ୍ଗାଲି : ରେଙ୍ଗାଲି ରେଳ ଷ୍ଟେସନରେ ଶନିବାର ଜମ୍ମୁ ତାୱି ଏକ୍ସପ୍ରେସ୍‌ ଟ୍ରେନକୁ ସ୍ୱାଗତ କରାଯାଇଛି। ଜମ୍ମୁ ତାୱି ଏକ୍ସପ୍ରେସ୍‌ର ରେଙ୍ଗାଲି ଷ୍ଟେସନ୍‌ରେ ରହଣି ନେଇ ବହୁ ଦିନରୁ ଅଞ୍ଚଳବାସୀଙ୍କ ଦାବି ରହିଥିଲା। ଏହି ପରିପ୍ରେକ୍ଷୀରେ ଶନିବାର ଦିନ ରେଙ୍ଗାଲି ଷ୍ଟେସନ୍‌ରେ ପହଞ୍ଚିବା ପରେ…
ଅଧିକ ଖବର ଦେଖନ୍ତୁ...

ଡାକ୍ତର ଭାଗିରଥୀ ପଣ୍ଡାଙ୍କ ପରଲୋକ

ସମ୍ବଲପୁର : ସହରର ଜଣାଶୁଣା ବରିଷ୍ଠ ଡାକ୍ତର ଭାଗିରଥୀ ପଣ୍ଡାଙ୍କ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ଡାକ୍ତର ପଣ୍ଡା ଗତ ୮ ମାର୍ଚ୍ଚ ୧୯୪୨ରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଲରମ୍ଭା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସ୍ବଳ୍ପ ଖର୍ଚ୍ଚରେ ଚିକିତ୍ସା ନିମନ୍ତେ…
ଅଧିକ ଖବର ଦେଖନ୍ତୁ...

ଠିଆ ହୋଇଥିବା ଟ୍ରକ୍‌କୁ ପିଟିଲା ସରକାରୀ ବସ୍: ୫ ଗରୁୁତର, ବୁର୍ଲା ସ୍ଥାନାନ୍ତର

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଞ୍ଚଳରେ ଆଜି ଭୋର ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଜମନକିରା ଥାନା ବାଇପାସ୍‌ ରାସ୍ତାରେ କେନ୍ଦୁଝରରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ଓଏସଆରଟିସି ବସ୍‌ ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ରାଜ୍ୟପାଳ

ସମ୍ବଲପୁର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶୁକ୍ରବାର ସଂଧ୍ୟାରେ ସମ୍ବଲପୁରରେ ପହଞ୍ଚିଛନ୍ତି। ଭୁ‌ବନେଶ୍ବରରୁ ଆସି ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ର. ଲାଲ୍ କାର୍‌ରେ ଆସି ମନ୍ଦଲିଆସ୍ଥିତ ଶ୍ରୀ ଶ୍ୟାମ ମନ୍ଦିରରେ ପହଞ୍ଚି ଠାକୁରଙ୍କ ଦର୍ଶନ କରିଥିଲେ। ସେଠାରେ ମନ୍ଦିର କମିଟି…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଧକ୍କାରେ ଯୁବକ ମୃତ

ସମ୍ବଲପୁର: ହୀରାକୁଦ-ଗୋଡ଼ଭଗା ମଧ୍ୟରେ ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବୁର୍ଲା ବେହେରାଟିକ୍ରାର ସଞ୍ଜୟ ମଲ୍ଲିକ(୩୨)। ଗୁରୁବାର ରାତି ୧୧ଟା ପାଖାପାଖି ସଞ୍ଜୟ ରେଳ ଧାରଣା ପାର କରୁଥିବା ବେଳେ ଧାନବାଦ-ଆଲେପି ଏକ୍ସପ୍ରେସ୍‌(୧୩୩୫୧) ତାଙ୍କୁ ଧକ୍କା…
ଅଧିକ ଖବର ଦେଖନ୍ତୁ...

ଅଭୟ ହୋତା ହେଲେ ଫେଡ଼େରାଲ୍ ବ୍ୟାଙ୍କ ଅଧ୍ୟକ୍ଷ

ସମ୍ବଲପୁର: ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଓଡ଼ିଆଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଆଉ ଜଣେ ଓଡ଼ିଆ ଏକ ମହତ୍ବପୂର୍ଣ୍ଣ ପଦ ଅଳଂକୃତ କରିଛନ୍ତି। ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ବ ଅଭୟ ପ୍ରସାଦ ହୋତା ଫେଡେରାଲ୍‌ ବ୍ୟାଙ୍କ୍‌ର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ୨୯…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ଘରଭଡ଼ା ପାଇଁ ନିୟମ ନାହିଁ

ସମ୍ବଲପୁର: ସମ୍ବଲପୁର ସହରରେ ଅପରାଧୀଙ୍କ ରାଜ୍‌ ଚାଲିଛି। ଏଠି ଦିନ ଦ୍ବିପହରେ ଦୁର୍ବୃତ୍ତମାନେ ଲୁଟ୍‌ କରୁଛନ୍ତି। ଏଟିଏମ୍‌ ତାଡ଼ିବା ଠାରୁ ସୁନାପାଲିର ଗଣହତ୍ୟା ଅଭି ଅପରାଧ ଘଟାଇବା ପରେ ଅପରାଧୀମାନେ ପୁଲିସକୁ ଚକମା ଦେଇ ଖୁବ ସହଜରେ ଫେରାର ହୋଇ ଯାଉଛନ୍ତି। ସେମାନଙ୍କ ଠିକ ପରିଚୟ ଜାଣିବା…
ଅଧିକ ଖବର ଦେଖନ୍ତୁ...