ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଆମ୍ବ ଦେଇଛି ରୋଜଗାରର ରାହା

ଅମ୍ବାଭୋନା: ଘରେ ବିଧବା ବୃଦ୍ଧା ମା' ଅନୁଛାୟା ପଧାନ। ରୋଜଗାର ପାଇଁ ଅଣ୍ଟା ଭିଡିଛନ୍ତି ଭିନ୍ନକ୍ଷମ ବାଳମତି ପଧାନ ଓ ସ୍ବାମୀ ପରିତ୍ୟକ୍ତା ସୁମତି ପଧାନ। ଖରା, ବର୍ଷା, ଶୀତରେ ହାର ମାନି ନାହାନ୍ତି ଏ ଦୁଇ ଭଉଣୀ। ପୁରୁଷଶୂନ୍ୟ ପରିବାରରେ ବିଧବା ବୃଦ୍ଧା ମା'ଙ୍କ ସହ ଦୁଇ ଭଉଣୀ ସଂଘର୍ଷମୟ…
ଅଧିକ ଖବର ଦେଖନ୍ତୁ...

ଅଗ୍ରଯୋଦ୍ଧୀ-୨୦୨୩: ନିଜ ସଫଳତା ଏପରି ହେଉ, ଯାହାକୁ ନେଇ ଦୁନିଆ ଗର୍ବ କରିବ

ସମ୍ବଲପୁର: ଜଣଙ୍କ ସାମ୍‌ନାରେ ଯେଉଁ ପ୍ରଶଂସା କରାଯାଏ ତାହା ପ୍ରକୃତ ସଫଳତା ନୁହେଁ, ପ୍ରକୃତ ସଫଳତା ଯାହା ଉକ୍ତ ବ୍ୟକ୍ତିର ଅନୁପସ୍ଥିତିରେ ଓ ଅବର୍ତ୍ତମାନରେ ବି ସମସ୍ତେ ଚର୍ଚ୍ଚା କରନ୍ତି। ତେଣୁ ଜୀବନରେ ଯାହା ବି କର, ତୁମ ସଫଳତା ଏପରି ହେଉ ଯାହାକୁ ନେଇ କେବଳ ତୁମ ପିତାମାତା ନୁହନ୍ତି, ଆମ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା: ୨ଟା ୩୦ ସୁଦ୍ଧା ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର, ତାପମାତ୍ରା ୪୪ ଡିଗ୍ରି…

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଛି। ସକାଳ ୮ଟା ପର ଠାରୁ ଅପରାହ୍‌ଣ ୩ଟା ଯାଏଁ ବାହାରକୁ ଯିବା ଅସହ୍ୟ ହେଉଛି। ପ୍ରବଳ ଖରା ସାଙ୍ଗକୁ ତତଲା ପବନ ଲୋକଙ୍କୁ ଛଟପଟ କରୁଛି। ଅତି ଜରୁରୀ କାମ ନଥିଲେ ଲୋକେ ବାହାରକୁ ଯାଉନାହାନ୍ତି। ଆଜି ପୁଣି…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି: ଦିନ ୧୧.୩୦ ସୁଦ୍ଧା ସମ୍ବଲପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ବର : ଗତ କିଛି ଦିନ ହେଲା ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି ରହିଛି। ଆଜି ପୁଣି ପଶ୍ଚିମ ଓଡ଼ିଶାର ତାତି ସୀମା ଲଂଘିଥିବା ଜଣାଯାଇଛି।  ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ସମ୍ବଲପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଏଠାରେ ଦିନ ୧୧.୩୦…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିଲା କି ୬୦ ବର୍ଷ ମନ୍ତବ୍ୟ!

ସମ୍ବଲପୁର : ମାତ୍ର ଗୋଟିଏ ବର୍ଷ ମଧ୍ୟରେ ପ୍ରଦର୍ଶନ ଏମିତି କଣ ଖରାପ ହେଲା ଯେ ରୋହିତ ପୂଜାରୀଙ୍କୁ ଅପମାନଜନକ ଭାବେ ମନ୍ତ୍ରିମଣ୍ଡଳରୁ ବିଦା କଲେ ମୁଖ୍ୟମନ୍ତ୍ରୀ? ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ କୌଣସି ମନ୍ତ୍ରୀଙ୍କୁ ଏଭଳି ଢଙ୍ଗରେ ବାହାର କରାଯାଇ ନଥିଲା ଯେମିତି ରୋହିତଙ୍କୁ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ସମ୍ବଲପୁର: ସଦର ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବକଙ୍କ ଶୁକ୍ରବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ମୁର୍ସିଦାବାଦର ବୋଲି ଜଣାପଡ଼ିଛି। ସେ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କ ସାଙ୍ଗମାନେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚଏଚ)କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ…
ଅଧିକ ଖବର ଦେଖନ୍ତୁ...

ନେପାଳରେ ସମ୍ବଲପୁର ଚିତ୍ରଶିଳ୍ପୀ ପ୍ରଶଂସିତ

ସମ୍ବଲପୁର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ ସ୍ଥିତ ଆର୍ଟ ଫାଉଣ୍ଡେସନ୍ ଓଡ଼ିଶା ଓ ରାଷ୍ଟ୍ରୀୟ ଲଳିତ କଳା ସଂଘ ନେପାଳ ମିଳିତ ଆନୁକୂଲ୍ୟରେ ପଞ୍ଚମ ଆନ୍ତର୍ଜାତିକ ଚିତ୍ରକଳା ଶିବିର ଓ ପ୍ରଦର୍ଶନୀ ନେପାଳର ପାଟନ ସଂଗ୍ରହାଳୟରେ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଉଦ୍‌ଯାପିତ ଏହି ଆନ୍ତର୍ଜାତିକ…
ଅଧିକ ଖବର ଦେଖନ୍ତୁ...

ଫ୍ଲାଇଓଭର ତଳେ ଆମ୍ବ ପସରା

ସମ୍ବଲପୁର: ସମ୍ବଲପୁର ସହରରେ ଗାଁ ଆମ୍ବର ପସରା ମେଲିଛି। ବିଶେଷ କରି ଫ୍ଲାଇଓଭର ତଳ ଏବେ ଆମ୍ବ ବ୍ୟବସାୟୀଙ୍କ ପେଣ୍ଠସ୍ଥଳ ପାଲଟିଛି। ଲେତି ଆମ୍ବ ଠାରୁ ନାନା ପ୍ରକାର ସ୍ବାଦିଷ୍ଟ ଆମ୍ବ ମିଳୁଛି। ଆଶାପାଲି ସ୍କୁଲ୍‌ ଅଞ୍ଚଳରେ ଫ୍ଲାଇଓଭର୍‌ ତଳେ ସର୍ବାଧିକ ଆମ୍ବ ବ୍ୟବସାୟୀଙ୍କ ଭିଡ଼ ଜମୁଥିବା…
ଅଧିକ ଖବର ଦେଖନ୍ତୁ...

ଟଙ୍କା ପାଇଁ ବାପାଙ୍କୁ ଆକ୍ରମଣ କଲା ପୁଅ

ସମ୍ବଲପୁର: ଟଙ୍କା ପାଇଁ ସବୁ ସମ୍ପର୍କକୁ ବୁଲିଗଲା। ନିଜ ବାପା ଓ ସ୍ତ୍ରୀକୁ ଲୁହା ରଡ୍‌ରେ ଜଣେ ଯୁବକ ଆକ୍ରମଣ କରିବା ଘଟଣା ସମ୍ବଲପୁରରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ଧନୁପାଲି ଥାନା ଅଞ୍ଚଳର। ବାପାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ପୁଅକୁ ପୁଲିସ ଗିରଫ କରିଛି। ସୂଚନାନୁସାରେ, ଗୁରୁବାର…
ଅଧିକ ଖବର ଦେଖନ୍ତୁ...

ଅସୁରକ୍ଷିତ ଗଡ଼ପୋଷ ରେଳ ଷ୍ଟେସନ୍‌

ଗଡ଼ପୋଷ: ଗଡ଼ପୋଷ ରେଳ ଷ୍ଟେସନରେ ଥିବା ପୋଲ ବିପଦସଂକୁଳ ଅବସ୍ଥାରେ ରହିଛି। ନୂତନ ପ୍ଲାଟଫର୍ମ ନଂ ୪ରୁ ୩ ଓ ୨ ନଂ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଏହି ଫୁଟ୍‌ ଓଭର ବ୍ରିଜ୍‌ ପ୍ରାୟ ୨୫ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା। ତେବେ ମରାମତି ଅଭାବରୁ ଏହା ଦୁର୍ବଳ ହୋଇ ପଡ଼ିଛି। ଏହି ଓଭର୍‌ ବ୍ରିଜ୍‌ର…
ଅଧିକ ଖବର ଦେଖନ୍ତୁ...