ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଭୀମସାର ଡାକ୍ତରଙ୍କ ଗବେଷଣା

ବୁର୍ଲା: ଭୀମସାରର ୪ ଜଣିଆ ଡାକ୍ତରୀ ଦଳ ଜୁନ ୨୦୨୨ ରୁ ମେ ୨୦୨୩ ଦୀର୍ଘ ୧ ବର୍ଷ ଗବେଷଣା କରି ଜଣାଇଛନ୍ତି ଯେ, ଜଣେ ସାଧାରଣ ମହିଳାଙ୍କ ଅପେକ୍ଷା ନିଶା ସେବନ କରୁଥିବା ମହିଳାଙ୍କ କ୍ଷେତ୍ରରେ ଗର୍ଭପାତ ଏବଂ ନବଜାତକ ଶିଶୁର ମୃତ୍ୟୁହାର ଆଶଙ୍କା ପ୍ରାୟ ୫ ଗୁଣ ଅଧିକ ରହିଛି। ଏହି ୪ ଜଣିଆ…
ଅଧିକ ଖବର ଦେଖନ୍ତୁ...

ଭିସୁଟ୍‌ରେ ଅଧ୍ୟାପକ ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ

ବୁର୍ଲା: ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଜନୈକ ଅଧ୍ୟାପକଙ୍କ ମଧ୍ୟରେ ବିବାଦ ଉପୁଜିଥିବା ଜଣାପଡିଛି। ତେବେ ଏହି ବିବାଦ ଯେ ଏବେ ଉପୁଜିଛି ତାହା ନୁହେଁ ଏହା ପୂର୍ବରୁ ମଧ୍ୟ ଉକ୍ତ ଅଧ୍ୟାପକ ଜଣକ ଅନେକ ଥର କୁଳପତି, କୁଳସଚିବ ତଥା ଶିକ୍ଷାନୁଷ୍ଠାନ…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ୧୦ ବର୍ଷ ଜେଲ୍ ଦଣ୍ଡାଦେଶ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି। ୨୦୧୭ ମସିହା ଅକ୍ଟୋବର ୧୪ ତାରିଖ ଦିନ ରାମପ୍ରସାଦ ଲୁହା ନାମକ ବ୍ୟକ୍ତି ନାବାଳିକାଙ୍କୁ ନିଜ ଘକୁ ନେଇଯାଇଥିଲା। ଘର ଭିତରେ…
ଅଧିକ ଖବର ଦେଖନ୍ତୁ...

ଆଦିବାସୀ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲା: ଜେଲ ଗଲେ ଅଭିଯୁକ୍ତ ଅଧ୍ୟାପକ

କୁଚିଣ୍ଡା: ଯୌନ ନିର୍ଯାତନା ମାମଲାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜ ଅଧ୍ୟାପକ ସଞ୍ଜିତ ନାୟକ ଜେଲ ଯାଇଛନ୍ତି। ତାଙ୍କ ବିରୋଧରେ କୁଚିଣ୍ଡା ଥାନାରେ ଯୌନ ନିର୍ଯାତନା ମାମଲା ରୁଜୁ ହେବା ପରେ ସେ ଅସୁସ୍ଥ ଥିବା ଦର୍ଶାଇ ବୁର୍ଲା ଭିମ୍‌ସାର୍‌ରେ ଭର୍ତ୍ତି ହୋଇଥିଲେ। ଘଟଣାର ୨୪…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରୁ ଓହ୍ଲାଇ ନିଖୋଜ ଥିଲେ, ଜଙ୍ଗଲରୁ ଉଦ୍ଧାର ପରେ ମୃତ୍ୟୁ

ବାମରା: ସମଲେଶ୍ବରୀ ଏକ୍ସପ୍ରେସରୁ ଓହ୍ଲାଇ ନିଖୋଜ ପଶ୍ଚିମବଙ୍ଗ ରାଜ୍ୟ ଦାର୍ଜିଲିଂ ଅଞ୍ଚଳର ଆଲୁଇସ ଲେପଚା (୫୬)ଙ୍କ ମୃତ୍ୟୁ ହୋଇଛି। ପରିବାର ଲୋକଙ୍କ ସହିତ ସମ୍ବଲପୁର ବୁଲିବାକୁ ବାହାରିଥିଲେ। ସେମାନେ ସମଲେଶ୍ବରୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ବେଳେ ସୋମବାର ସକାଳ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଧମା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ଦଣ୍ଡ ନିର୍ଦ୍ଦେଶ ଦିଆଯାଇଛି। ୨୦୧୮ ମସିହା ଡିସେମ୍ବର ୩୧ ତାରିଖ ସନ୍ଧ୍ୟାରେ ସଂପୃକ୍ତ ନାବାଳିକା (୧୬ ବର୍ଷ) ଟ୍ୟୁସନ୍‌ ସାରି ଏକା ଫେରୁଥିଲେ। ଏହିସମୟରେ ଉକ୍ତ…
ଅଧିକ ଖବର ଦେଖନ୍ତୁ...

ଫୋନ ଇନ ପ୍ଲିଜ: ଟ୍ରେନ ଦୁର୍ଘଟଣା ରୋକିବା ପାଇଁ ସରକାର ପଦକ୍ଷେପ ନେବା ଜରୁରୀ

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା ମନୁଷ୍ୟକୃତ ତ୍ରୁଟି। ରେଳମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ଏକଥା ଏକପ୍ରକାର ସ୍ପଷ୍ଟ ହୋଇସାରିଲାଣି। ତେଣୁ ଯେଉଁମାନଙ୍କ ପାଇଁ ଏତେବଡ଼ ଗୋଟାଏ ବିପର୍ଯ୍ୟୟ ଘଟିଗଲା, ସେମାନଙ୍କ ବିରୋଧରେ ନିହାତି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରି। ତେବେ…
ଅଧିକ ଖବର ଦେଖନ୍ତୁ...

ହାଇୱାକୁ ଧକ୍କା ଦେଲା ଅଟୋ: ୮ ମାସର ଶିଶୁ ସହ ୩ ମୃତ

ସମ୍ବଲପୁର/ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଶାସନ ଥାନା ପ୍ରଧାନପାଲି ଟୋଲ୍‌ଗେଟ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ଅଟୋ ଧକ୍କାଦେବାରୁ ଜଣେ ୮ମାସର ଶିଶୁ ସମେତ ୩ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୬ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ; କଳାହାଣ୍ଡି…
ଅଧିକ ଖବର ଦେଖନ୍ତୁ...

ଭୀମ୍‌ସାର୍ ଛାତ୍ରୀଙ୍କୁ ରିଲାଏନ୍ସ ମେଧା ବୃତ୍ତି

ସମ୍ବଲପୁର: ଚିତ୍ରକଳାରେ ରାଜ୍ୟ ଓ ଜାତୀୟସ୍ତରରେ ବହୁ ପୁରସ୍କାର ଲାଭ କରିଥିବା ଭୀମ୍‌ସାରର ପ୍ରତିଭାବାନ ଡାକ୍ତରୀ ଛାତ୍ରୀ ଆକାଂକ୍ଷା ନନ୍ଦ ରିଲାଏନ୍‌ସ ଫାଉଣ୍ଡେସନ୍ ତରଫରୁ ସମ୍ମାନଜନକ ସ୍ନାତକ ବୃତ୍ତି (ଅଣ୍ଡରଗ୍ରାଜୁଏଟ୍‌ ସ୍କଲାରସିପ୍) ପାଇବାକୁ ମନୋନୀତ ହୋଇଛନ୍ତି। ସଂସ୍ଥା ତରଫରୁ…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍ ସପିଂ କରୁଥିଲେ ସାବଧାନ

ସମ୍ବଲପୁର: ଅନ୍‌ଲାଇନ୍‌ରେ ସପିଂ କରୁଥିଲେ ସାବଧାନ ହୋଇଯାନ୍ତୁ। ସାଇବର୍‌ ଠକମାନେ ଏବେ ଅନ୍‌ଲାଇନ୍‌ ସପିଂ ପ୍ଲାଟ୍‌ଫର୍ମ ମାଧ୍ୟମରେ ଲୋକଙ୍କୁ ଠକିବା ଆରମ୍ଭ କରିଲେଣି। ୭ ଦିନ ମଧ୍ୟରେ ସମ୍ବଲପୁରର ୨ ଜଣ ଏଭଳି ବାବେ ସାଇବର୍‌ ଠକେଇର ଶିକାର ହୋଇଥିବା ଅଭିଯୋଗ କରିଲେଣି। ସାକ୍ଷୀପଡ଼ାର ମିଲନ…
ଅଧିକ ଖବର ଦେଖନ୍ତୁ...