ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ଜିଲ୍ଲାରେ ଅବାଧ ପଥର ଲୁଟ୍‌ : ବିନା ଟିପିରେ ଚାଲିଛି ୪୨ ପଥର ଖାଦାନ

ରାଉରକେଲା: ତହସିଲରୁ ଖଣି ବିଭାଗ ଅଧୀନକୁ ସମସ୍ତ ପଥର ଖାଦାନ ଓ ବାଲିଘାଟ ଆସିବା ପରେ ମାଲ୍‌ମାଲ୍‌ ଠିକା ସଂସ୍ଥା। କାରଣ କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି ତହସିଲଦାର ଓ ବିଭାଗୀୟ ଅଧିକାରୀ। ସରକାରୀ ନୀତିନିୟମ ଅନୁଯାୟୀ ଚାଲୁ ଖଣିବିଭାଗ ବି ଚୁପ୍‌। ଦୁଇ ବିଭାଗ ମଧ୍ୟରେ ଦ୍ବନ୍ଦର ଭରପୁର…
ଅଧିକ ଖବର ଦେଖନ୍ତୁ...

ଶୁଭସ୍ତମ୍ଭ ସ୍ଥାପନ: ଆସନ୍ତା ମାର୍ଚ୍ଚ ୧୩ରୁ ବିଶ୍ଵଶାନ୍ତି ମହାଯଜ୍ଞ 

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନ୍ଦୁପାଲି ଗ୍ରାମରେ ଛପନ ପ୍ରହରୀ ବିଶ୍ଵଶାନ୍ତି ନାମଯଜ୍ଞ, ସପ୍ତାହ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ପାଇଁ ଶୁକ୍ରବାର ଦିନ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସକାଳ ସାତଟାରେ କେନ୍ଦୁପାଲି ସ୍କୁଲ ଠାରୁ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ରାତିରେ ଦୁଇଟି ହାଇୱାରୁ ୪ ବ୍ୟାଟେରି ଚୋରି ଅଭିଯାଗ

ରାଇରଙ୍ଗପୁର: ଗୋଟିଏ ରାତିରେ ପୃଥକ୍‌ ପୃଥକ୍‌ ଥାନା ଅଂଚଳର ଦୁଇଟି ହାଇୱାରୁ ୪ ଟି ବ୍ୟାଟେରି ଚୋରି ହୋଇଥିବା ଅଭିଯୋଗ। ଗାଡ଼ି ମାଲିକ ସକାଳୁ ଅଭିଯୋଗ କଲା ପରେ ବି ସନ୍ଧ୍ୟା ସୁଦ୍ଧା ପୁଲିସ ଘଟଣସ୍ଥଳକୁ ପହଂଚି ନଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଂଚଳ ଥାନା…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ତିନିଦିନିଆ ଜୋନସ୍ତରୀୟ ‘ସର୍‌ଗିଫୁଲ୍’ କାର୍ଯ୍ୟକ୍ରମ ଆରମ୍ଭ: ୬୩୮ଜନଜାତି ଛାତ୍ରଛାତ୍ରୀଙ୍କ…

ସୁନ୍ଦରଗଡ଼: ଓଡ଼ିଶାର ଜନଜାତି ବର୍ଗର ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରେ ରହିଥିବା ପ୍ରତିଭାକୁ ଚିହ୍ନଟ ଓ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଛି ବାର୍ଷିକ ଶିଶୁ ମହୋତ୍ସବ "ସର୍‌ଗିଫୁଲ୍'। ଗୁରୁବାର ଦିନ ସୁନ୍ଦରଗଡ଼ ଜିଲ୍ଲା ସଂସ୍କୃତି ଭବନଠାରେ ଉତ୍ତର ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉକୁ ନେଇ କୁସୁମ, ଯୋଗେଶ କଥା କଟାକଟି

ସୁନ୍ଦରଗଡ଼: ମଦ ବେପାରୀ ରାଜକିଶୋର ଜୟସ୍ବାଲଙ୍କ ଘରେ ଆୟକର ଚଢ଼ାଉକୁ ନେଇ ବିଜେପି ବିଧାୟିକା କୁସୁମ ଟେଟେ ଓ ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଯୋଗେଶ ସିଂଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ହୋଇଛି। ବିଧାୟିକା କୁସୁମ ସିଧାସଳଖ ଯୋଗେଶଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ଶ୍ବଶୁରଙ୍କୁ ହତ୍ୟା, ଜ୍ବାଇଁକୁ ଆଜୀବନ ଜେଲ୍

ସୁନ୍ଦରଗଡ଼: ଲେଫ୍ରିପଡ଼ା ଥାନା ଦନାର୍ଦ୍ଦନପୁରରେ ୨୦୨୦ ଏପ୍ରିଲ ୧୦ରେ ସଂଘଟିତ ଏକ ହତ୍ୟା ମାମଲାର ଶୁଣାଣି କରିଛନ୍ତି ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟ। ଶ୍ବଶୁର ବିଶେଶ୍ବର ନାଗ (୭୨)ଙ୍କ ହତ୍ୟା ଅଭିଯୁକ୍ତ ଜ୍ବାଇଁ ଲଳିତ ଓରାମ (୪୨)ଙ୍କୁ ଦୋଷୀ ସାବ୍ୟସ୍ତ କରି ଅତିରିକ୍ତ…
ଅଧିକ ଖବର ଦେଖନ୍ତୁ...

ମଦ ବେପାରୀ ରାଜକିଶୋରଙ୍କ ଘରେ ଆୟକର ଚଢ଼ଉ ଜାରି, ଟଙ୍କା ଭର୍ତ୍ତି ୨ ଟ୍ରଙ୍କ ଜବତ ଚର୍ଚ୍ଚା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଓ ପଡ଼ୋଶୀ ୨ ରାଜ୍ୟ (ଝାରଖଣ୍ଡ, ଛତିଶଗଡ଼)ର କିଛି ଜିଲ୍ଲାର ମଦ ବାଦଶାହା କୁହାଯାଉଥିବା ମଦ ବ୍ୟବସାୟୀ ରାଜକିଶୋର ଜୟସ୍ୱାଲଙ୍କ ଘରେ ଆୟକର ବିଭାଗ ଚଢ଼ଉ ଜାରି ରଖିଛି। ଗୁରୁବାର ମଧ୍ୟାହ୍ନରେ ତାଙ୍କ ଘରୁ ଟଙ୍କା ଭର୍ତ୍ତି ୨ଟି ବଡ଼ ଟ୍ରଙ୍କ ଜବତ ହୋଇଥିବା ସୂଚନା ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଗୋରୁ ବୋଝେଇ ଗାଡ଼ି ପୋଡ଼ିଦେଲେ

ସୁନ୍ଦରଗଡ଼: ଏକ ଗୋଚାଲାଣ ଗାଡ଼ିକୁ ହେମଗିରି ଥାନା ଅନ୍ତର୍ଗତ ଜୁଲୁମବାହାଲ ଗ୍ରାମପଞ୍ଚାୟତର ବେହେରାମୁଣ୍ଡା ଠାରେ କିଛି ଲୋକ ନିଆଁ ଲଗାଇ ପୋଡ଼ି ଦେଇଥିବା ଖବର ହସ୍ତଗତ ହୋଇଛି। ମିଳିଥିବା ସୂଚନା ମୁତାବକ ଏକ ପିକଅପ ଭ୍ୟାନ( ଓଡି ୧୬ବି-୨୩୯)ରେ ଝାରସୁଗୁଡ଼ା ଜିଲ୍ଲା କନକତୁରା ଦେଇ ଗୋ ଚାଲାଣ…
ଅଧିକ ଖବର ଦେଖନ୍ତୁ...

ଟିକସ୍ ଫାଙ୍କି: ସୁନ୍ଦରଗଡ଼ର ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଜାରି

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରର ବଡ଼ ମଦ ବ୍ୟବସାୟୀ ରାଜକିଶୋର ଜୟସ୍ୱାଲଙ୍କ ଘରେ ସମ୍ବଲପୁର ଆୟକର ବିଭାଗ ଚଢ଼ଉ ଜାରି ରଖିଛି। ଟିକସ୍ ଫାଙ୍କି ଅଭିଯୋଗରେ ଗତକାଲିଠାରୁ ରାଜକିଶୋରଙ୍କ ରାଣୀବଗିଚାସ୍ଥ ଘର, ତତ୍ ସଂଲଗ୍ନ ଅଫିସ ସହ ସର୍ଗିପାଲି ଦେଶୀ ମଦ ଭାଟିରେ ଏକକାଳୀନ ଚଢ଼ାଉ ଚାଲିଛି। ମଧ୍ୟ ରାତ୍ରରେ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ଅଦିନିଆ ବର୍ଷା, ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ସୁନ୍ଦରଗଡ଼: ୩ ଦିନ ହେଲା ସୁନ୍ଦରଗଡ଼ରେ ଅଦିନିଆ ବର୍ଷା ଲାଗି ରହିଛି। ତାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି ଆଜି ସମସ୍ତ ସ୍କୁଲକୁ ଦିନିକିଆ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାପାଳଙ୍କ ନର୍ଦ୍ଦେଶ ପରେ ସମସ୍ତ ସ୍କୁଲକୁ ସୂଚୀତ କରି ଦିଆଯାଇଛି ବୋଲି କହିଛନ୍ତି…
ଅଧିକ ଖବର ଦେଖନ୍ତୁ...