ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ଡିସେମ୍ବର ୨୨ରେ ମାଓବାଦୀଙ୍କ ଭାରତବନ୍ଦ ଡାକରା

ବିଶ୍ରା: ଓଡ଼ିଶା ସୀମା ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରେ ଗତ କିଛିଦିନ ଧରି ମାଓବାଦୀଙ୍କ ଆତଙ୍କ ଜାରିରହିଛି। ଏଭଳି ସ୍ଥିତିରେ ସେମାନେ ଡିସେମ୍ବରରେ ୨୨ରେ ଭାରତ ବନ୍ଦ ପାଇଁ ଆହ୍ଵାନ ଦେଇଛନ୍ତି। ଏହି ସୂଚନା ସିପିଆଇ ମାଓବାଦୀ ସଂଗଠନର ସାଉଥ୍‌ ସବ୍‌ଜୋନାଲ୍‌ ବ୍ୟୁରୋ ମୁଖ୍ୟ ପ୍ରବକ୍ତା ସମତା ଦ୍ଵାରା…
ଅଧିକ ଖବର ଦେଖନ୍ତୁ...

କିରିବୁରୁ-ବାଂଶପାଣି ରେଳଲାଇନ୍‌ ଖୁବ୍‌ ଶୀଘ୍ର, କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ରେଳପ୍ରକଳ୍ପ କାର୍ଯ୍ୟାରମ୍ଭ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଛନ୍ତି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ। ଆଜି ନୂଆଦିଲ୍ଲୀରେ ଶ୍ରୀ ଓରାମ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଜିଲ୍ଲାରେ ରେଳ ବିକାଶକୁ ପ୍ରାଥମିକତା…
ଅଧିକ ଖବର ଦେଖନ୍ତୁ...

ସିଆଇଏସ୍‌ଏଫ୍‌ କ୍ୟାମ୍ପସ୍‌ରେ ଯବାନଙ୍କ ଝୁଲନ୍ତା ମୃତଦେହ, ଫେବ୍ରୁଆରି ୨୬ରେ ଥିଲା ବାହାଘର

ରାଉରକେଲା: ରାଉରକେଲା ସିଆଇଏସ୍‌ଏଫ୍‌ କ୍ୟାମ୍ପସ୍‌ ପରିସରସ୍ଥ ଏକ ଗଛରୁ ଜଣେ ସିଆଇଏସ୍‌ଏଫ୍‌ ଯବାନଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତ ଯବାନ ହେଲେ ଜମ୍ମୁକାଶ୍ମୀର କାଠୁଆ ଜିଲ୍ଲାର ସାହିଲ କୁମାର (୩୧)। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବିବାହ ପାଇଁ ନିର୍ବନ୍ଧ ସାରି ଗତ ଦୁଇଦିନ ତଳେ ସେ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ବାଲି ଲୁଟ୍‌ ବେଲଗାମ: ମାସକୁ ୬ କୋଟିରୁ ଅଧିକ ରୟାଲିଟି ହଡ଼ପ

ରାଉରକେଲା: ତହସିଲରୁ ଖଣି ବିଭାଗକୁ ପଥରଖାଦାନ ଓ ବାଲିଘାଟ ଚାଲିଯିବା ଲିଜ୍‌ଧାରୀ ଠିକାସଂସ୍ଥା ମାଲେ୍‌ମାଲ୍‌। ସୁନ୍ଦରଗଡ଼ରେ ୧୮ଟି ତହସିଲ ଅଧିନରେ ଚାଲିଥିବା ୯୦% ବାଲିଘାଟ ଓ ପଥରଖାଦାନାରୁ ବେଧଡ଼କ ଲୁଟ୍‌ ହେଉଛି ବାଲି ଓ ପଥର। ଖଣିବିଭାଗକୁ ଚାଲିଯିବା ପରେ ତହସିଲଦାର କାର୍ଯ୍ୟାନୁଷ୍ଠାନ…
ଅଧିକ ଖବର ଦେଖନ୍ତୁ...

୬ କ୍ରୀଡ଼ାରେ ଭାଗନେଲେ ୨୨ ଶହ କ୍ରୀଡ଼ାବିତ୍‌; ମହାନଗର ନିଗମସ୍ତରୀୟ କ୍ରୀଡ଼ା ଆରମ୍ଭ

ରାଉରକେଲା: ‘ନୂଆ ଓ ଯୁବ ଓଡ଼ିଶା ନବୀନ ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ରାଉରକେଲା ମହାନଗର ନିଗମସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ବୁଧବାର ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ଦିବସରେ ସ୍ଥାନୀୟ ଡିଏଭି ପଡ଼ିଆରେ ମହିଳା ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରୋମାଞ୍ଚକର ଫାଇନାଲ…
ଅଧିକ ଖବର ଦେଖନ୍ତୁ...

ଗଛରେ ପିଟିହେଲା ଅଟୋ; ଜଣେ ମୃତ, ଅନ୍ୟ ଦୁଇ ଯାତ୍ରୀ ଗୁରୁତର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡଗାଁ ପୋଲ ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଗଛରେ ପିଟିହେବାରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଯାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ବଣାଇ ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର…
ଅଧିକ ଖବର ଦେଖନ୍ତୁ...

ଆର୍‌ଆଇ କାର୍ଯ୍ୟାଳୟ ନିର୍ମାଣରୁ ଉତ୍ତେଜନା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଝିରପାଣିରେ ଆର୍‌ଆଇ କାର୍ଯ୍ୟାଳୟ ନିର୍ମାଣକୁ କେନ୍ଦ୍ରକରି ଉତ୍ତେଜନା ସୃଷ୍ଟି ହୋଇଥିଲା। ଜବରଦଖଲକାରୀ ଓ ସ୍ଥାନୀୟ ପୁଲିସ ମଧ୍ୟରେ ବେଶ୍‌ କିଛି ସମୟ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପୁଲିସର ବରିଷ୍ଠ ଅଧିକାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା…
ଅଧିକ ଖବର ଦେଖନ୍ତୁ...

କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା: ୨ ଜଣଙ୍କ ମୃତ୍ୟୁ

ସୁନ୍ଦରଗଡ଼: ଲେଫ୍ରିପଡା ଥାନା ଅନ୍ତର୍ଗତ ବରହାଖାଇ ଠାରେ ଆଜି ଅପରାହ୍‌ଣରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ କୁଲବା ଗ୍ରାମର ରିକାଶ ନାଏକ ଓ ତେଲେନଡ଼ିହି ଗ୍ରାମର ବିରେନ୍ଦ୍ର ମହାନନ୍ଦିଆ। ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ସେତୁ ନିର୍ମାଣରେ କଚ୍ଛପ ଗତି! ହାତକୁ ନିଆଯାଇଛି ୧୦୫ଟି ପ୍ରକଳ୍ପ, ୮୬ ‌ସରିଛି

ରାଉରକେଲା: ସ୍ମାର୍ଟସିଟି ରାଉରକେଲା ଉପକଣ୍ଠରେ ପ୍ରବାହିତ ଦେଓ ନଦୀରେ ୨୦୧୭-୧୮ ମସିହାରୁ ସେତୁ ନିର୍ମାଣ ଚାଲିଛି। ମିଟ୍‌କୁନ୍ଦୁରୀ-ସେମେର୍ତ୍ତାକୁ ସଂଯୋଗ କରୁଥିବା ଏହି ସେତୁ ପାଇଁ ୭ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି। ନିର୍ମାଣ ଆରମ୍ଭ ହେବାର ୬ ବର୍ଷ ବିତିଲାଣି; କିନ୍ତୁ ଏଯାଏ…
ଅଧିକ ଖବର ଦେଖନ୍ତୁ...

ଫାର୍ମ ଅଧିକାରୀଙ୍କୁ ତାଲାମାରିଲେ ଶ୍ରମିକ

ରାଉରକେଲା: ଆଠମାସର ବକେୟା ପାଉଣ ନ ମିଳିବାରୁ ଉତ୍ତେଜିତ ଶ୍ରମିକ ଫାର୍ମ ଅଧିକାରୀଙ୍କୁ ତାଲା ମାରି ଅଟକ ରଖିଥିଲେ। ଆଜି ଶତାଧିକ ଶ୍ରମିକ ଲହୁଣିପଡା ବ୍ଲକ ଅନ୍ତର୍ଗତ କୁଳିପୋଷସ୍ଥ ଫାର୍ମରେ ପହଞ୍ଚିଥିଲେ। ଅଧିକାରୀଙ୍କୁ ୮ ମାସର ବକେୟା ପାଉଣା ଦେବାକୁ କହିଥିଲେ। ଅଧିକାରୀ କୌଣସି କଥା ନ…
ଅଧିକ ଖବର ଦେଖନ୍ତୁ...