ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ପୁଣି ଆସିଲାନି ବିମାନ: ରାଉରକେଲାରୁ ଉଡ଼ାଣ ବନ୍ଦ ଆଶଙ୍କା

ରାଉରକେଲା: ପୂର୍ବ ଘୋଷଣା ଅନୁଯାୟୀ ଗତ ୨୬ ତାରିଖରୁ ରାଉରକେଲା-କୋଲକାତାକୁ ସିଧାସଳଖ ବିମାନ ସେବା ଆରମ୍ଭ ହେଲା। ସପ୍ତାହକୁ ତିନି ଦିନ (ମଙ୍ଗଳବାର, ଗୁରୁବାର ଓ ଶନିବାର) ଚାଲିବ ବୋଲି ସମୟ ଧାର୍ଯ୍ୟ କରାଗଲା। ପ୍ରଥମ ଦିନ ଅର୍ଥାତ୍‌ ମଙ୍ଗଳବାର ବିମାନ ବାତିଲ ହେଲା। ଯାତ୍ରୀମାନେ ଫେରିଗଲେ।…
ଅଧିକ ଖବର ଦେଖନ୍ତୁ...

ଆଜି ପୁଣି ଆସିଲାନି ବିମାନ: ରାଉରକେଲାରୁ ଉଡ଼ାଣ ବନ୍ଦ ଆଶଙ୍କା

ରାଉରକେଲା: ପୂର୍ବ ଘୋଷଣା ଅନୁଯାୟୀ ଗତ ୨୬ ତାରିଖରୁ ରାଉରକେଲା-କୋଲକାତାକୁ ସିଧାସଳଖ ବିମାନ ସେବା ଆରମ୍ଭ ହେଲା। ସପ୍ତାହକୁ ତିନି ଦିନ (ମଙ୍ଗଳବାର, ଗୁରୁବାର ଓ ଶନିବାର) ଚାଲିବ ବୋଲି ସମୟ ଧାର୍ଯ୍ୟ କରାଗଲା। ପ୍ରଥମ ଦିନ ଅର୍ଥାତ୍‌ ମଙ୍ଗଳବାର ବିମାନ ବାତିଲ ହେଲା। ଯାତ୍ରୀମାନେ ଫେରିଗଲେ।…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ବେଆଇନ ଗର୍ଭପାତ: ବେଆଇନ ପ୍ରସବ କରାଇବା ଅଭିଯୋଗରେ ୪ ଗିରଫ

ରାଉରକେଲା: ଜଣେ ନାବାଳିକାକୁ ଗର୍ଭବତୀ କରି ବେଆଇନ ପ୍ରସବ କରାଇବା ଅଭିଯୋଗରେ ୪ ଜଣକୁ ଗିରଫ କରିଛି ବିଶ୍ରା ପୁଲିସ l ଗିରଫ ଅଭିଯୁକ୍ତ ମାନେ ହେଲେ ସଞ୍ଜିତ ମହାନ୍ତ , ବିଶ୍ରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସନତ ମହାନ୍ତି , ରାଉରକେଲାର ଏକ ଘରୋଇ ନର୍ସିଂ ହୋମର ମ୍ୟାନେଜର…
ଅଧିକ ଖବର ଦେଖନ୍ତୁ...

ଶିବ ମନ୍ଦିର ବରଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ସଦର ଥାନା କୁଣ୍ଡୁକେଲା ଶିବ ମନ୍ଦିର ପାଖ ବରଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଗାଁର ଶ୍ରୀବତ୍ସ ଖଣ୍ଡାଙ୍କ ପୁଅ ପ୍ରକାଶ ଖଣ୍ଡା (୪୦)। ସକାଳୁ ଲୋକେ ମୃତଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି…
ଅଧିକ ଖବର ଦେଖନ୍ତୁ...

ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର: ବିଶେଷଜ୍ଞ ନାହାନ୍ତି ; ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଭରସାରେ ରୋଗୀ

ବୀରମିତ୍ରପୁର: ବାହାରୁ ଚକ୍‌ଚକ୍‌ ଭିତରୁ ଫମ୍ପା ଏଭଳି ଦୃଶ୍ୟ ଦେଖାଦେଇଛି ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ରାଜ୍ୟରେ ମୋ ସରକାର ଓ ୫ଟି ଭଳି ମେଗା ଯୋଜନା କାର୍ଯ୍ୟ କରୁଥିବାବେଳେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏହାର ଏକ ବ୍ୟତିକ୍ରମ। ଡାକ୍ତରଖାନା ବିଲଡିଂଙ୍କୁ…
ଅଧିକ ଖବର ଦେଖନ୍ତୁ...

ପଦାରେ ପଡ଼ିଲା ରଘୁନାଥପାଲି ବିଜେଡି କନ୍ଦଳ: ବରିଷ୍ଠଙ୍କୁ ଅଣଦେଖାରୁ ଅସନ୍ତୋଷ

ରାଉରକେଲା: ରଘୁନାଥପାଲି ବିଜେଡି ବିଭିନ୍ନ କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ୨୦୧୯ ସାଧାରଣ ନିର୍ବାଚନ ଶେଷ ହେବାପରେ ବିଧାୟକ ସୁବ୍ରତ ତରାଇଙ୍କ ଲମ୍ବା ଅନୁପସ୍ଥିତି କାରଣରୁ ସ୍ଥାନୀୟ ବସ୍ତି ବାସିନ୍ଦା ବିଧାୟକ ନିଖୋଜ ଥିବା ପୋଷ୍ଟର ମାରିଥିଲେ। ପୁଣି ନିର୍ବାଚନମଣ୍ଡଳୀର ମହିଳାମାନେ…
ଅଧିକ ଖବର ଦେଖନ୍ତୁ...

ଭଙ୍ଗାଘର ଓ ବାରଣ୍ଡାରେ ଚାଲିଛି ଅଙ୍ଗନବାଡ଼ି

ଲେଫ୍ରିପଡ଼ା: ସମଗ୍ର ଜିଲ୍ଲାରେ ଅଙ୍ଗନବାଡ଼ି କୋଠା ଗୁଡ଼ିକ ଆଧୁନିକୀକରଣ କରାଯାଉଥିବାବେଳେ ଏ ନେଇ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ଓମ୍‌ବାଡସି ପକ୍ଷରୁ ବିପୁଳ ଅନୁଦାନ ମଧ୍ୟ ମଞ୍ଜୁର ହୋଇଛି। ତେବେ ଲେଫ୍ରିପଡା ବ୍ଲକ୍‌ର ଅନେକ କେନ୍ଦ୍ରରେ ବାଲା ମୋଡେଲ ନିର୍ମାଣ ଅଧାପନ୍ତରିଆ ପଡ଼ିରହିଥିବାବେଳେ ନବ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭରୁ ଝୁଣ୍ଟିଲା କୋଲକାତା ବିମାନ ସେବା: ରାଉରକେଲାରେ ନିରାଶ ହେଲେ ୩୨ ଯାତ୍ରୀ

ରାଉରକେଲା/ଭୁବନେଶ୍ବର: ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜିଠୁ ରାଉରକେଲାରୁ ସିଧାସଳଖ କୋଲକାତା ବିମାନ ସେବା ଆରମ୍ଭ ହେବାର ଥିଲା। କୋଲକାତା ଯିବାକୁ ରାଉରକେଲାର ୩୨ ଯାତ୍ରୀ ଟିକେଟ୍‌ କାଟିଥିଲେ। ଉତ୍କଣ୍ଠାର ସହ ରାଉରକେଲା ବିମାନବନ୍ଦରରେ କୋଲକାତାରୁ ଆସିବାକୁ ଥିବା ବିମାନକୁ…
ଅଧିକ ଖବର ଦେଖନ୍ତୁ...

ନାଁକୁ ରାଉରକେଲା ସ୍ମାର୍ଟସିଟି; ଜଳ ପରେ ବାୟୁ ପ୍ରଦୂଷିତ

ରାଉରକେଲା: ସ୍ମାର୍ଟସିଟି ‌ହୋଇଛି ସତ, କିନ୍ତୁ ସହରବାସୀ ଯେତିକି ସୁବିଧା ପାଇବା କଥା, ତା’ ପାଇଲେନି। ‘ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌’ ସହରବାସୀଙ୍କୁ କେତେ ବିଶୁଦ୍ଧ ପାଣି ଯୋଗାଇ ଦେଉଛି, ତା’ ବ୍ୟାପୀଥିବା ହଇଜାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ପରିବେଶ ପ୍ରଦୂଷିତ କରୁଥିବା ବିପିୟୁଟି…
ଅଧିକ ଖବର ଦେଖନ୍ତୁ...

ବିମାନବନ୍ଦର ବିକାଶରେ ଆର୍‌ଏସ୍‌ପି ବାଧକ!

ରାଉରକେଲା: ରାଉରକେଲା ବିମାନବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ଆଶା ମଉଳିବାରେ ଲାଗିଛି। ବାରମ୍ବାର ଦାବି ହେବାସତ୍ତ୍ବେ ଇନ୍‌ଷ୍ଟ୍ରୁମେଣ୍ଟ୍‌ ଲ୍ୟାଣ୍ଡିଂ ସିଷ୍ଟମ୍‌(ଆଇଏଲ୍‌ଏସ୍‌) ହେଉନି କି ବିମାନବନ୍ଦରକୁ ୪ସି ଲାଇସେନ୍ସ ମିଳୁନି। ଏମିତିକି ନୂଆଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ,…
ଅଧିକ ଖବର ଦେଖନ୍ତୁ...