ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ଯୁଗଯୁଗର ଯନ୍ତ୍ରଣା

ଡମ୍ବରୁଧର ନାୟକ ସୁନ୍ଦରଗଡ଼: ଦେଶର ବୃହତ୍ତର ସ୍ବାର୍ଥ ପାଇଁ ନିଜ ପିତୃପୁରୁଷ ଅର୍ଜିଥିବା ଭିଟାମାଟି, ପଦର, ଜମି, ଘରବାଡ଼ି, ଗାଁ ଟେକିଦେଇ ଏକପ୍ରକାର ନିଃସ୍ବ ପାଲଟିଥିବା ବିସ୍ଥାପିତଙ୍କ ତ୍ୟାଗର ମୂଲ୍ୟ କେତେ! ସୁନ୍ଦରଗଡ଼ର ବିସ୍ଥାପିତଙ୍କ ଯନ୍ତ୍ରଣାକୁ ଦେଖିଲେ ଏହାର ଉତ୍ତର ମିଳିଯିବ।…
ଅଧିକ ଖବର ଦେଖନ୍ତୁ...

ବିକାଶଠାରୁ ବହୁ ଦୂରରେ ସୀମାବର୍ତ୍ତୀ ଝାଡ଼ଖଣ୍ଡ ଗାଁ: ପେଟପାଟଣା, ଶିକ୍ଷା, ସ୍ବାସ୍ଥ୍ୟ ସବୁ ଓଡ଼ିଶାରେ

ମଳୟ ରଞ୍ଜନ ସାହୁ ରାଉରକେଲା : ନୂଆ ଆଶା ଓ ଅନେକ ସମ୍ଭାବନାକୁ ନେଇ ପାଦ ଥାପିଛି ବର୍ଷ ୨୦୨୪। ହେଲେ ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ୟ ଓଡ଼ିଶା ସୀମା ଆରପଟ ଝାଡ଼ଖଣ୍ଡର ଅନେକ ଗାଁର ଚିତ୍ର ବଦଳିନି। ଶିକ୍ଷା, ସ୍ବାସ୍ଥ୍ୟ ଆଦି ମୌଳିକ ସୁବିଧା ପାଇଁ ସେମାନେ ଓଡ଼ିଶା ଉପରେ ନିର୍ଭରଶୀଳ। ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ଦିନରେ ସୁନ୍ଦରଗଡ଼ରେ ପୁଣି ଗୁଳିମାଡ଼: ବଡ଼ଗାଁ ଓ ହେମଗିର ଥାନା ଅଞ୍ଚଳର ଘଟଣା

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଆଜି ପୁଣି ୨ଟି ସ୍ଥାନରେ ଗୁଳିକାଣ୍ଡ ହୋଇଛି । ଗତକାଲି କିଞ୍ଜିରକେଲା ଥାନା ପାତକିଯୋଗରେ ସମ୍ପର୍କୀୟ ସାନ ଭାଇ ସୁନିଲ ସାଙ୍କ ଗୁଳିମାଡ଼ରେ ବଡ଼ ଭାଇ ବାସୁଦେବ ସା ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିବାବେଳେ ଆଜି ଭୋର ୫ଟାରେ ହେମଗିର ଥାନା କନିକା ନିକଟରେ ଓ…
ଅଧିକ ଖବର ଦେଖନ୍ତୁ...

ବିଚ୍ ରାସ୍ତାରେ ପିକଅପ୍ ଭ୍ୟାନ ଡ୍ରାଇଭରଙ୍କୁ ଗୁଳିମାଡ଼

ସୁନ୍ଦରଗଡ଼/କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା  ବଡ ଗାଁ ଥାନା ବିଜୁ ଏକ୍ସପ୍ରେସ ୱେର ଇତମା ନିକଟରେ ଜଣେ ପିକଅପ୍ ଭ୍ୟାନ ଡ୍ରାଇଭରଙ୍କୁ ଗୁଳିମାଡ଼ ହୋଇଛି। ଆହତ ଯୁବକ ହେଲେ ସୁବାସ ନାୟକ। ପିକଅପ୍ ଚଳନ୍ତା ଅବସ୍ଥାରେ ଥିବାବେଳେ କାରରେ ୪ ଜଣ ଆସି ତାଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି।ଗୁଳି ମୁଁହ ତଳେ…
ଅଧିକ ଖବର ଦେଖନ୍ତୁ...

ସାନର ଗୁଳିମାଡ଼‌ରେ ବଡ଼ଭାଇ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ପୁଣି ଫୁଟିଲା ଗୁଳି। ଗତକାଲି ରାତି ୮ଟାରେ ସମ୍ପର୍କୀୟ ସାନଭାଇର ଗୁଳିମାଡ଼ରେ ବଡ଼ଭାଇ ଗୁରୁତର। କିଞ୍ଜିରକେଲା ଥାନା ପାତକିଯୋରରେ ଘଟିଛି ଏହି ଅଭାବନୀୟ ଘଟଣା। ପ୍ରାଥମିକ ଭାବେ ଘରୋଇ କଳହକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଗୁରୁତର ବଡ଼ ଭାଇ…
ଅଧିକ ଖବର ଦେଖନ୍ତୁ...

ହାଇସ୍କୁଲ ରୂପାନ୍ତରଣର ଅସଲଚିତ୍ର: ଛାତରୁ ପାଣି ଗଳୁଛି, ଫଟା କାନ୍ଥରେ ରଙ୍ଗ

ଲାଠିକଟା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍‌ ଅଫିସ ଆଗରେ ଥିବା ଦେଓକରଣ ବିଦ୍ୟାପୀଠର ୫-ଟି ଅଧୀନରେ ରୂପାନ୍ତରୀକରଣ ହୋଇଥିଲା। ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ମାର୍ଟ ସ୍କୁଲ ନିର୍ମାଣ କରାଯାଇଥିଲା। ମାତ୍ର ନିର୍ମାଣର ଦୁଇବର୍ଷ ନ ପୂରୁଣୁ ସ୍କୁଲର ଛାତରୁ ପାଣି ଗଳିବା ସହ କାନ୍ଥରେ ଫାଟ…
ଅଧିକ ଖବର ଦେଖନ୍ତୁ...

ପୁଣି ଜବରଦଖଲରେ ସ୍ମାର୍ଟସିଟି ଫୁଟ୍‌ପାଥ୍‌; ରାସ୍ତାକଡ଼କୁ ମାଡ଼ିଆସିଲେଣି ଉଠା ଦୋକାନି, ଆର୍‌ଏମ୍‌ସିର ନିଘା ନାହିଁ

ରାଉରକେଲା: ଗତ ଜାନୁଆରିରେ ଅନୁଷ୍ଠିତ ହକି ବିଶ୍ବକପ ସମୟରେ ଇସ୍ପାତ ସହର ଏକ ନୂଆ ରୂପ ପାଇଥିଲା। ହଜାରେ କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟକରି ଭିତ୍ତିଭୂମି ନିର୍ମାଣସହ ସୌନ୍ଦର୍ଯ୍ୟୀକରଣ କରାଯାଇଥିଲା। ଏହି କ୍ରମରେ ଇସ୍ପାତ ସହରର ସବୁ ଫୁଟପାଥ୍‌କୁ ଜବରଦଖଲମୁକ୍ତ କରାଯାଇଥିଲା। ନିୟମିତ…
ଅଧିକ ଖବର ଦେଖନ୍ତୁ...

ଆଜି ଆସୁଛନ୍ତି ମୋହନ ଭାଗବତ

ରାଉରକେଲା: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ସରସଂଘଚାଳକ ମୋହନ ଭାଗବତ ୬ ଦିନିଆ ରାଉରକେଲା ଗସ୍ତରେ ଆସୁଛନ୍ତି। ଶ୍ରୀ ଭାଗବତ ରବିବାର ରାତି ୧୦ଟାରେ ରାଉରକେଲାରେ ପହଞ୍ଚିବେ। ୫ ଦିନ ଧରି ହେବାକୁଥିବା ଆର୍‌ଏସ୍‌ଏସ୍‌ର ସର୍ବଭାରତୀୟସ୍ତରୀୟ ସ୍ବତନ୍ତ୍ର ଅଧିବେଶନରେ ଯୋଗଦେବାର…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ସରପଞ୍ଚ ସଂଘର ସାଧାରଣ ବୈଠକ: ବୀରମିତ୍ରପୁରରେ ବିଧାୟକ ପ୍ରାର୍ଥୀ ଦେବ ସରପଞ୍ଚ ସଂଘ

ରାଉରକେଲା: ଗ୍ରାମପଞ୍ଚାୟତରେ ସରପଞ୍ଚମାନଙ୍କ ଅଧିକାର କ୍ଷୁର୍ଣ୍ଣ ହେବା ପରେ ରାଜ୍ୟରେ ସରପଞ୍ଚ ସଂଘର ଆନ୍ଦୋଳନ ଜାରି ରହିଛି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ରେ ଜିଲ୍ଲା ସରପଞ୍ଚ ଏକାଠି ‌ହୋଇଛନ୍ତି। ଯାହାର ନେତୃତ୍ବ ନେଉଛନ୍ତି ଜିଲ୍ଲା ସରପଞ୍ଚ ସଂଘର ସଭାପତି ଉଗ‌୍ରସେନ କିସାନ ଓ ଉସଭାପତି…
ଅଧିକ ଖବର ଦେଖନ୍ତୁ...

ବନ୍ଧମୁଣ୍ଡା ସିଏଏସ୍‌ଟି କଲେଜ ଛାତ୍ରୀଙ୍କ କମାଲ୍‌: ଦିଲ୍ଲୀ ପ୍ୟାରେଡ୍‌ରେ ଯୋଗଦେବେ ରତିକା

ରାଉରକେଲା: ନୂଆଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ଦିବସ ଜାତୀୟ ପ୍ୟାରେଡ୍‌ରେ ଓଡ଼ିଶା ଦଳର ପ୍ରତିନିଧିତ୍ବ କରିବେ ସ୍ଥାନୀୟ ବନ୍ଧମୁଣ୍ଡା କଲେଜର ଛାତ୍ରୀ। ବନ୍ଧମୁଣ୍ଡାସ୍ଥ କଳା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ (ସି.ଏ.ଏସ୍.ଟି) ର ବାଣିଜ୍ୟ ଅନ୍ତିମ ବର୍ଷର ଛାତ୍ରୀ ରିତିକା…
ଅଧିକ ଖବର ଦେଖନ୍ତୁ...