ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ରାଉରକେଲାରେ ଡାଇରିଆ: ୨ ଦିନରେ ୪ ମୃତ

ରାଉରକେଲା: ରାଉରକେଲା ମହାନଗର ଓ ଏହାର ଆଖପାଖ ଅଞ୍ଚଳରେ ଝାଡ଼ାବାନ୍ତି (ଡାଇରିଆ) ବ୍ୟାପିଛି। ଦିନକୁଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥିତି ଅଣାୟତ୍ତ ହେଉଥିବାରୁ ଏହାର ମୁକାବିଲା କରିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କସରତ୍‌ ଆରମ୍ଭ ହୋଇଛି। ଶୁକ୍ରବାର ଓ…
ଅଧିକ ଖବର ଦେଖନ୍ତୁ...

ଥମୁନି ଦାଦନ ଯନ୍ତ୍ରଣା: ହରିୟାଣାରୁ ଗାଁକୁ ଫେରିପାରୁନି ଦାଦନ ଶ୍ରମିକଙ୍କ ଶବ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ପୁଣି ଦାଦନ ଯନ୍ତ୍ରଣା। ଦାଦନ ଖଟିବାକୁ ହରିୟାଣା ଯାଇଥିବା ଶ୍ରମିକଙ୍କ ମୃତ୍ୟୁ। ଅର୍ଥାଭାବରୁ ଗାଁକୁ ଫେରିପାରୁନି ମୃତଦେହ। ଜିଲ୍ଲାପାଳଙ୍କ ସହଯୋଗ ଲୋଡ଼ିଲେ ଅସହାୟ ପରିବାର। ଦାଦନ ଦୁଃଖର ଏ କାହାଣୀଟି ଆସିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ କହପାଣିରୁ। ଗାଁର…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା: ଭୁବନେଶ୍ବରରୁ ଗଲେ ମେଡିକାଲ ଟିମ୍‌

ଭୁବନେଶ୍ବର: ରାଉରକେଲାରେ ଝାଡ଼ାବାନ୍ତି ସଂକ୍ରମଣ ବ୍ୟାପିବା ଘଟଣା ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ ନିରଞ୍ଜନ ମିଶ୍ର କହିଛନ୍ତି, ସଂକ୍ରମଣ କ୍ଷେତ୍ରକୁ ରାପିଡ ରେସ୍‌ପନ୍ସ ଟିମ୍ ପଠାଇବାକୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ (ସିଡିଏମ୍‌ଓ)ଙ୍କୁ…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ୪ ଜୀବନ ନେଲା ଝାଡ଼ାବାନ୍ତି

ରାଉରକେଲା: ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବାରୁ ୪ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି।ଏହାଛଡ଼ା ଶତାଧିକ ଆକ୍ରାନ୍ତ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ୪ ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ପାନପୋଷର ଗ୍ଲାସନ ସାମନ୍ତ(୩୮), ଫୁଲତୋଲି ଗୌଡ଼(୨୩), ଉଦିତନଗରର…
ଅଧିକ ଖବର ଦେଖନ୍ତୁ...

ସରୁନି ଦୁଇ ସ୍ମାର୍ଟସିଟିର ୧୧ ପ୍ରକଳ୍ପ: ୨୦୨୪ ଜୁନ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ

ରାଉରକେଲା: ୨୦୧୬ ମସିହାରେ ରାଜ୍ୟରେ ଦୁଇଟି ସହର ଭୁବନେଶ୍ବର ଓ ରାଉରକେଲା ସ୍ମାର୍ଟ ସିଟି ମାନ୍ୟତା ପାଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ବି ଦିଆଗଲା। ତେବେ ବର୍ଷ ବର୍ଷ ବିତିଲାଣି; କିନ୍ତୁ ସ୍ମାର୍ଟ ସିଟି ପକ୍ଷରୁ ହାତକୁ ନିଆଯାଇଥିବା ସମସ୍ତ ପ୍ରକଳ୍ପର ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ଧୀରଜଙ୍କ କଳାଟଙ୍କାର ଗୁମର ଖୋଲିବାକୁ ପିଆଇଏଲ୍‌: ଝାଡ଼ଖଣ୍ଡ ହାଇକୋର୍ଟରେ ମାମଲା

ସୁନ୍ଦରଗଡ଼: ଝାଡ଼ଖଣ୍ଡର ମଦସମ୍ରାଟ ତଥା କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ କଳାଟଙ୍କାର ଗୁମର ଖୋଲିବାକୁ ଝାଡ଼ଖଣ୍ଡ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ରୁଜୁ ହୋଇଛି। ଜାମସେଦପୁରର ଡାନିଏଲ୍‌ ଦାନିସ ନାମକ ଜଣେ ବ୍ୟକ୍ତି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓ…
ଅଧିକ ଖବର ଦେଖନ୍ତୁ...

ଝାଡ଼ଖଣ୍ଡ ମଦ ମାଫିଆ ଲିଙ୍କ୍‌ରେ ଏକାଧିକ! ଦୁଇ ମଦ ବେପାରୀଙ୍କ ଘରେ ଚଢ଼ଉ କରିଥିଲା ଆୟକର ବିଭାଗ

ରାଉରକେଲା: ଝାଡ଼ଖଣ୍ଡର ମଦ ମାଫିଆ ଧୀରଜ ସାହୁଙ୍କ ସିଣ୍ଡିକେଟ୍‌ରେ ରାଉରକେଲା କିଛି ମଦ ବ୍ୟବସାୟୀ ଥିବା ପୂର୍ବରୁ ପ୍ରମାଣିତ ହୋଇସାରିଛି। ଏହି ଲିଙ୍କ୍‌ ଯୋଗୁଁ କିଛି ଦିନ ପୂର୍ବେ ଆୟକର ବିଭାଗ ପକ୍ଷରୁ ସହରର ଦୁଇ ମଦ ବେପାରୀଙ୍କ ଘର, କାର୍ଯ୍ୟାଳୟରେ ଚଢ଼ଉ କରାଯାଇଥିଲା। ଉଭୟଙ୍କ ଘରୁ ଯଦିଓ…
ଅଧିକ ଖବର ଦେଖନ୍ତୁ...

ଗହଣା ଦୋକାନୀଙ୍କୁ ରାଜରାସ୍ତାରେ ଛୁରାମାଡ଼: ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟ୍

ରାଉରକେଲା: ଗହଣା ଦୋକାନୀଙ୍କୁ ରାଜରାସ୍ତାରେ ଛୁରାମାଡ଼ କରି ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟ୍ ଅଭିଯୋଗ ହୋଇଛି। ଆହତ ସୁନା ବ୍ୟବସାୟୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲକୁ ନିଆଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।ରାଉରକେଲା ରେଲୱେ କଲୋନୀ କାଳୀ ମନ୍ଦିର ନିକଟରେ ଆଜି ସକାଳେ ଏହି…
ଅଧିକ ଖବର ଦେଖନ୍ତୁ...

ଖସୁଛି ପାରଦ, ଜନଜୀବନ ଅସ୍ତବ୍ୟସ୍ତ; ଖୋଲା ଆକାଶତଳେ ରାତି କାଟୁଛନ୍ତି ନିରାଶ୍ରୟ

ରାଉରକେଲା: ଜିଲ୍ଲାରେ ପାରଦ ଖସିବାରେ ଲାଗିଛି। ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ବିଶେଷକରି ବାତ୍ୟାଜନିତ ଅଦିନିଆ ବର୍ଷା ପରେ ଗତ ପାଞ୍ଚ ଦିନ ହେଲା ତାପମାତ୍ରା ଆଖିଦୃଶିଆ କମିଛି। ଇତିମଧ୍ୟରେ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ତଳକୁ ଖସିଲାଣି। ଆଗାମୀ ଦିନରେ ତାପମାତ୍ରା ଆହୁରି…
ଅଧିକ ଖବର ଦେଖନ୍ତୁ...

ବ୍ୟାୟାମ ସାରି ସାଙ୍ଗଙ୍କ ସହ ଘରକୁ ଫେରୁଥିଲେ, ପୋଲରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ

ରାଉରକେଲା: ସାଙ୍ଗମାନଙ୍କ ସହ ବ୍ୟାୟାମ ସାରି ଗୁରୁବାର ସକାଳେ ଘରୁକୁ ଫେରୁଥିଲାବେଳେ ପୋଲରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ ଲେବରଟେନାମେଣ୍ଟ ନେତାଜୀନଗରର ରାହୁଲ ବେହେରା (୧୩)। ଉଦିତନଗର ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।…
ଅଧିକ ଖବର ଦେଖନ୍ତୁ...