ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ମଲାପରେ ମରାମତି: ରାଉରକେଲାରେ ହଇଜା ମୃତକଙ୍କ ଶବ ପାଖରେ ପାଇପ୍‌ ସଜଡ଼ା

ରାଉରକେଲା: ସ୍ମାର୍ଟସିଟିରେ ହଇଜା ମୃତ୍ୟୁ ସଂଖ୍ୟା ୧୫‌ରେ ପହଞ୍ଚିଲାଣି। ଆକ୍ରାନ୍ତ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଅବଶ୍ୟ, ସଂକ୍ରମଣରେ ଅଙ୍କୁଶ ଲଗାଇବାକୁ ପ୍ରଶାସନ ପକ୍ଷରୁ ଅସଜଡ଼ା ପାଇପ୍‌କୁ ମରାମତି କରାଯାଉଛି। ପୂର୍ବରୁ ୩୬ଟି ସ୍ଥାନରେ ପାଇପ୍‌ ଫାଟିଥିବାବେଳେ ତାକୁ ମରାମତି…
ଅଧିକ ଖବର ଦେଖନ୍ତୁ...

ରେଳଧାରଣା ଉଡ଼ାଇଲେ ନକ୍ସଲ: ହାୱଡ଼ା-ମୁମ୍ବାଇ ମୁଖ୍ୟ ଲାଇନ୍‌ ୧୧ ଘଣ୍ଟା ଠପ୍

ରାଉରକେଲା/ବିଶ୍ରା: ଭାରତ ବନ୍ଦର ପୂର୍ବରାତିରେ ନକ୍ସଲ ସଙ୍ଗଠନ ହିଂସାକାଣ୍ଡ ଭିଆଇଛନ୍ତି। ଗୁରୁବାର ପ୍ରାୟ ସାଢ଼େ ୧୦ଟାବେଳେ ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଗୋଏଲକେରା-ପୋସେଇତା ଷ୍ଟେସନ ମଧ୍ୟବର୍ତ୍ତୀ କାରୋନଦୀ ରେଳପୋଲ ନିକଟରେ ହାୱଡା-ମୁମ୍ବାଇ ମୁଖ୍ୟ ଲାଇନ୍‌ର ଗୋଟିଏ ଧାରଣାକୁ ବିସ୍ଫୋରଣ…
ଅଧିକ ଖବର ଦେଖନ୍ତୁ...

ରାତିରେ ବନ୍ଦ ହୋଇପାରେ ଟ୍ରେନ୍‌ ଚଳାଚଳରାତିରେ ବନ୍ଦ ହୋଇପାରେ ଟ୍ରେନ୍‌ ଚଳାଚଳ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୋଏଲକେରା-ପୋସେଇତା ହାୱଡା-ମୁମ୍ବାଇ ମୁଖ୍ୟ ରେଲାଇନ ବିସ୍ଫୋରଣ ପରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚକ୍ରଧରପୁର-ରାଉରକେଲା ନକ୍ସଲ ପ୍ରଭାବିତ ଅଞ୍ଚଳରେ ମାଓବାଦୀ ହିଂସାକାଣ୍ଡ ଘଟାଇପାରନ୍ତି ବୋଲି ଗୁଇନ୍ଦା ବିଭାଗ ସୂଚନା…
ଅଧିକ ଖବର ଦେଖନ୍ତୁ...

ଟ୍ରେଲର ପଛକୁ ଧକ୍କାଦେଲା ଟ୍ରକ୍‌; ଜଣେ ମୃତ, ଦୁଇ ଗୁରୁତର

କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ କେବଲାଙ୍ଗ ଥାନା ଚୁନାଘାଟି ବ୍ରିଜ୍‌ ଉପରେ ଟ୍ରେଲର ଓ ଟ୍ରକ୍‌ ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ଟ୍ରେଲର ଚାଳକଦେବଗଡ଼ ଜିଲ୍ଲା ରିଆାମାଳ ଅଞ୍ଚଳର ମୁନସିଆଦ ମୁଣ୍ଡା(୨୭)।…
ଅଧିକ ଖବର ଦେଖନ୍ତୁ...

ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିବ ସୋଲାର୍‌ ମୋବାଇଲ୍ ଟାୱାର

ବିଶ୍ରା: ନକ୍ସଲଙ୍କ ଗତିବିଧି ଉପରେ ଏଣିକି ନଜର ରଖାଯିବ। ସେଥିପାଇଁ ପ୍ରଭାବିତ ଅଞ୍ଚଳରେ ନିର୍ମାଣ ଚାଳିଛି ୨ଟି ସୋଲାର୍ ମୋବାଇଲ୍‌ ଟାୱାର। ଫଳରେ ସୁରକ୍ଷାବାହିନୀ ସହ ଯୋଗଯୋଗ ସହଜ ଓ ସୁଗମ ହୋଇପାରିବ। ସୁରକ୍ଷାକର୍ମୀ ଉପଯୁକ୍ତ ସମୟରେ ଠିକ୍‌ ପଦକ୍ଷେପ ନେଇପାରିବେ। ଏହାଫଳରେ ଏହି…
ଅଧିକ ଖବର ଦେଖନ୍ତୁ...

୬ ମାସ ହେଲା ନଳକୂଅ ଅଚଳ, ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ

କଲେଇପୋଷ: ୬ ମାସ ପଡ଼ାରେ ଥିବା ନଳକୂଅଟି ଅଚଳ ହୋଇଯାଇଛି। ଫଳରେ ସେହି ନଳକୂଅ ଉପରେ ନିର୍ଭର କରୁଥିବା ୬ ପରିବାର ପାଣିଟୋପାଏ ପାଇଁ ଡହଳବିକଳ ହେଉଛନ୍ତି। କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ଏ ହେଉଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ୍‌ କୁଡେଇକଳା ପଞ୍ଚାୟତ ବାସୁବାହାଳର ୩ ନମ୍ବର ୱାର୍ଡ…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ହଇଜା: ଆଉ ଜଣେ ଆଖି ବୁଜିଲେ, ମୃତକଙ୍କ ସଂଖ୍ୟା ୧୫କୁ ବୃଦ୍ଧି

ରାଉରକେଲା: ହଇଜା ସଂକ୍ରମଣ ରାଉରକେଲାରେ ସାମାନ୍ୟ କମିଥିଲେ ବି ସ୍ଥିତି ଉଦ୍‌ବେଗଜନକ ରହିଛି। ଗୁରୁତର ରୋଗୀଙ୍କ ସଂଖ୍ୟା କମୁଥିଲେ ବି ଶୁକ୍ରବାର ଅପରାହ୍‌ଣରେ ଆଉ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଏଥିସହ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି। ମୃତକ ହେଲେ ରାଉରକେଲା ପାୱାରହାଉସ୍‌ ରୋଡ ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ଗୋ ଚାଲାଣ ବନ୍ଦ କରିବା ପାଇଁ ପୋଷ୍ଟର

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଗୋ ଚାଲାଣ ବନ୍ଦ କରିବା ପାଇଁ ପୋଷ୍ଟର। ସୁନ୍ଦରଗଡ଼ ଟାଉନ ଥାନା ଘରୋଇ ବସଷ୍ଟାଣ୍ଡ ନିକଟ ଓଭର ବ୍ରିଜ କାନ୍ଥରେ ଏହି ପୋଷ୍ଟର ଲାଗିଛି । ପିପୁଲ୍ସ ଲିବେରେସନ୍ ଫ୍ରଣ୍ଟ ଅଫ ଇଣ୍ଡିଆ ବା ପି ଏଲ ଏଫ୍ ଆଇର ଏହି ପୋଷ୍ଟରରେ ଗୋ ଚାଲାଣ ବନ୍ଦ କରିବା ପାଇଁ କୁହାଯାଇଛି। ବନ୍ଦ…
ଅଧିକ ଖବର ଦେଖନ୍ତୁ...

କମୁନି ହଇଜା ସଂକ୍ରମଣ: ତାତିଲେ ରାଉରକେଲାବାସୀ, ଡ୍ରିଙ୍କ ଫ୍ରମ ଟ୍ୟାପ୍ ହୋର୍ଡିଙ୍ଗରେ କଳା ଲଗାଇଲେ

ରାଉରକେଲା: ରାଉରକେଲାରେ ବ୍ୟାପିଥିବା ହଇଜାର କାରଣ ଦୂଷିତ ଜଳ ବୋଲି ପ୍ରଚାର ହେବାପରେ ସହରବାସୀଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି। ଗୁରୁବାର ରାତିରେ ଶକ୍ତିନଗର ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଲାଗିଥିବା ‘ଡ୍ରିଙ୍କ ଫ୍ରମ ଟ୍ୟାପ୍‌’ ହୋର୍ଡିଂ ବୋର୍ଡରେ କାଳିବୋଳି ଲୋକେ ସରକାରୀ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ସୀମାନ୍ତରେ ରେଳ ଧାରଣା ଉଡ଼ାଇଲେ ମାଓବାଦୀ: ୧୧ ଘଣ୍ଟା ପରେ ସ୍ବାଭାବିକ ହେଲା ମୁମ୍ବାଇ-ହାୱଡ଼ା ମଧ୍ୟରେ ଟ୍ରେନ୍…

ରାଉରକେଲା: ରାଉରକେଲା ସୀମାନ୍ତରେ ଥିବା ଗୋଇଲକେରା-ପୌସୈତା ଷ୍ଟେସନ୍ ମଧ୍ୟରେ ସିପିଆଇ ମାଓବାଦୀମାନେ ରେଳ ଧାରଣା ଉଡ଼ାଇ ଦେଇଛନ୍ତି। ବିଳମ୍ବିତ ରାତିରେ ନକ୍ସଲ ରେଳ ଧାରଣା ଉଡ଼ାଇ ଦେଇଥିବା ଜଣାପଡ଼ିଛି। ଏହାପରେ ମୁମ୍ବାଇ-ହାୱଡ଼ା ମଧ୍ୟରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ପ୍ରଥମେ…
ଅଧିକ ଖବର ଦେଖନ୍ତୁ...