ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ଆର୍‌ଏମ୍‌ସି ପ୍ଲାନିଂ ନିୟମକୁ ଫୁଃ: ନିର୍ମାଣ ଚାଲିଛି ବହୁତଳ କୋଠା, ବନ୍ଦ ନୋଟିସ୍‌ ସତ୍ବେ ଚାଲିଛି କାମ

ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପ୍ଲାନିଂ ନିୟମକୁ ଫୁଃ କରି ଦେଉଛନ୍ତି ସହରର କିଛି କୋଠା ମାଲିକ। ମନଇଚ୍ଛା ତିଆରି କରିଚାଲିଛନ୍ତି ବହୁତଳ କୋଠା। ଆର୍‌ଏମ୍‌ସି ପ୍ଲାନିଂ ବିଭାଗର ଅଧିକାରୀଙ୍କ ତାଗିଦ୍‌ ସତ୍ବେ ନିର୍ମାଣ କାମ ବନ୍ଦ କରୁନାହାନ୍ତି। ରାଉରକେଲା…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳଙ୍କୁ ୭ ପଞ୍ଚାୟତର ସମସ୍ୟା କହିଲେ ପ୍ରଶାନ୍ତ

ରାଉରକେଲା: ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ଟି ପଞ୍ଚାୟତର ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲିଙ୍କ ସହ ଆଲୋଚନା କରିଛନ୍ତି ପ୍ରଶାନ୍ତ ସେଠୀ। ଜିଲ୍ଲାପାଳ ସମସ୍ୟାଗୁଡ଼ିକୁ ପର୍ଯ୍ୟାୟକ୍ରମେ ସମାଧାନ କରିବାକୁ ଶ୍ରୀ ସେଠୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

ଧୋଇଗଲା ବର୍ଷାଜଳ ଅମଳ ପ୍ରକଳ୍ପ: ୬୩ କୋଟି ଖର୍ଚ୍ଚରେ କେଁ, ସୂଚନା ଫଳକ ଅଛି, ପ୍ରକଳ୍ପ ଉଭାନ୍‌

ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ୧୧ ନଂ ୱାର୍ଡ ଅନ୍ତର୍ଗତ ରାଉରକେଲା ଶିଳ୍ପାଞ୍ଚଳ। ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା (ମୁକ୍ତା) ପାଣ୍ଠିରେ କରାଯାଇଛି ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ। ଯେଉଁ ସ୍ଥାନରେ ପ୍ରକଳ୍ପ ସମ୍ପର୍କିତ ସୂଚନା ଫଳକ ଲାଗିଛି। ସେଠି ପ୍ରକଳ୍ପର ନାଁ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଓ ରାଉରକେଲାରେ ଆୟକର ଚଢ଼ଉ

ରାଉରକେଲା: ଆୟକର ବିଭାଗ ତରଫରୁ ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ବାଲଙ୍କ ବ୍ୟବସାୟିକ ସଂସ୍ଥା, ଦୋକାନ, କାର୍ଯ୍ୟାଳୟ ଓ ଘର ଉପରେ ଚଢ଼ଉ କରାଯାଇଛି। ବୁଧବାର ସକାଳୁ ଆୟକର ବିଭାଗର ଏକାଧିକ ଟିମ୍ ଶ୍ରୀ ଜୟସ୍ବାଲଙ୍କ ବିଭିନ୍ନ ବ୍ୟବସାୟିକ ସଂସ୍ଥା ଉପରେ ଚଢ଼ଉ କରି ତଲାସି ଜାରି…
ଅଧିକ ଖବର ଦେଖନ୍ତୁ...

ନିରାପତ୍ତାରେ ଗୃହରକ୍ଷୀବାହିନୀ ସେବା ପ୍ରଶଂସନୀୟ: ଡିଆଇଜି

ରାଉରକେଲା: ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର ୬୧ତମ ପ୍ରତିଷ୍ଠା ଦିବସ ରିଜର୍ଭ ପୁଲିସ ପଡ଼ିଆରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଆରକ୍ଷୀ ଉପନିରୀକ୍ଷକ (ଡିଆଇଜି) ପଶ୍ଚିମାଞ୍ଚଳ ନିତି ଶେଖର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଅବସରରେ ଅନୁଷ୍ଠିତ ପରେଡ‌ରେ ଅଭିବାଦନ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ଦାଦନ ଖଟିବାକୁ ଯାଇଥିଲେ; ଫେରିଲା ବାଟରେ ବାପାର ମୃତ୍ୟୁ, ମୃତଦେହ ଆଣିବାକୁ କୁନିଝିଅର ଆକୁଳ ନିବେଦନ

ସୁନ୍ଦରଗଡ଼: ଝାଟିମାଟିର ଘର। କେତେବେଳେ ଘର ଭାଙ୍ଗିଯିବ ତାହା କେହି କହିପାରିବେ ନାହିଁ। ନାମିଳିଛି ଆବାସ ନା କୌଣସି ସରକାରୀ ସହାୟତା। ଘରେ ୪ ପୁଅ ୨ ଝିଅ। ଛୋଟଛୋଟ ପିଲାଙ୍କ ଆବଶ୍ୟକତା ମେଣ୍ଟାଇବାକୁ ଦାଦନ ଖଟିବାକୁ ସୁଦୂର ଗୋଆକୁ ଯାଇଥିଲେ ବାପା। ମାତ୍ର ବିଧିର ବିଧାନ ଥିଲା କିଛି ଭିନ୍ନ।…
ଅଧିକ ଖବର ଦେଖନ୍ତୁ...

ମୁକ୍ତା ଯୋଜନାରେ ଅଧିକାରୀଙ୍କ ଖେଳ; କାମ ପାଉଛନ୍ତି ଏସ୍‌ଏଚ୍‌ଜି, କରୁଛନ୍ତି ଠିକାଦାର

ରାଜଗାଙ୍ଗପୁର: ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ମୁକ୍ତା ଯୋଜନାରେ ସେମାନଙ୍କୁ ବିଭିନ୍ନ ଠିକା କାମ ପ୍ରଦାନ ନିଷ୍ପତ୍ତି ନେଇଛନ୍ତି। ହେଲେ ଏଠାରେ ଏହାର ଦାୟିତ୍ବରେ ଥିବା କାର୍ଯ୍ୟାନ୍ବୟନ ଅଧିକାରୀ ଜଣକ କାର୍ଯ୍ୟାଦେଶ ପାଉଥିବା…
ଅଧିକ ଖବର ଦେଖନ୍ତୁ...

ପାନପୋଷ ମାର୍କେଟ କମ୍ପ୍ଲେକ୍ସ: ଆବଣ୍ଟନ ପରେ ଖୋଲିବାକୁ ଦିଆଯାଉନି!

ରାଉରକେଲା: ଦୋକାନ ଆବଣ୍ଟନ ସରିଲା। ବ୍ୟବସାୟୀଙ୍କୁ ଚାବିକାଠି ଦିଆଗଲା। ହେଲେ ଆଜି ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଦିଆଯାଉନି। ଦୋକାନ ପାଇଥିବା ବ୍ୟବସାୟୀମାନେ ଥରେ କି ଦୁଇ ଥର ନୁହେଁ ଅନେକବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଏଯାଏଁ ଆର୍‌ଏମ୍‌ସି ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

‘ପିଏଲ୍‌ଏଫ୍‌ଆଇ’ର ସଦସ୍ୟ ଗିରଫ, ବନ୍ଧୁକ ସହ ଗୁଳି ଜବତ

ବିଶ୍ରା: ଗୁପ୍ତ ସୂଚନାକୁ କେନ୍ଦ୍ର କରି ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲ୍ଲାର ନକ୍ସଲ ପ୍ରଭାବିତ ବନ୍ଦଗାଁ ଅଞ୍ଚଳରେ ଝାଡ଼ଖଣ୍ଡ ପୁଲିସ ଏବଂ ସିଆର୍‌ପିଏଫ୍‌ ଯବାନମାନେ ଜଣେ ପିଏଲ୍‌ଏଫ୍‌ଆଇ ନକ୍ସଲ ସଦସ୍ୟଙ୍କୁ ଗିରଫ କରିଛନ୍ତି। ଗିରଫ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କ ନିକଟରୁ ଗୋଟିଏ ଦେଶୀ…
ଅଧିକ ଖବର ଦେଖନ୍ତୁ...

ଯନ୍ତ୍ରଣା ଦେଉଛି ୧୪୩ ନମ୍ବର ଜାତୀୟ ରାଜପଥ; ୬ ବର୍ଷ ପରେ ବି ୩୦% କାମ ବାକି, ବଢ଼ୁଛି ଦୁର୍ଘଟଣା ଓ ପ୍ରଦୂଷଣ

ରାଉରକେଲା:୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁରରୁ ବାରକୋଟ ପର୍ଯ୍ୟନ୍ତ କାମ କାମ ଶେଷ ହେବାର ନାଁ ନଉନି। ୬ ବର୍ଷ ବିତିଯାଇଥିଲେ ହେଁ, କାମ କଚ୍ଛପ ଗତିରେ ଚାଲିଛି। ଏକାଧିକ ଠିକାସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ତଥାପି ସମ୍ପ୍ରସାରଣ କାମର ଅଗ୍ରଗତି ହେଉନି। ବିଭାଗୀୟ ଅଧିକାରୀ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...